10th Class Study
Ir al canal en Telegram
👉Pratic MCQ question answer 👉Free YouTube class 👉 Free PDF Books OR Test paper 🗞️ 👉 Study Material Thank you 🙏
Mostrar más3 841
Suscriptores
Sin datos24 horas
-127 días
-7030 días
Archivo de publicaciones
3 841
କାର୍ଯ୍ୟ ପୁସ୍ତିକା ଗାଇଡ୍ ୨୦୨୧_ଗଣିତ ଓ ଜ୍ୟାମିତି _10th_Math (Ajit Sanu Education).pdf
30 mar 2024, 21:00
3 841
କାର୍ଯ୍ୟ ପୁସ୍ତିକା ଗାଇଡ୍ ୨୦୨୧_English_10th_English (Ajit Sanu Education).pdf
30 mar 2024, 21:00
3 841
କାର୍ଯ୍ୟ ପୁସ୍ତିକା ଗାଇଡ୍ ୨୦୨୧_ଓଡିଆ_10th_Odia (Ajit Sanu Education).pdf
30 mar 2024, 21:00
3 841
କାର୍ଯ୍ୟ ପୁସ୍ତିକା ଗାଇଡ୍_English_Class - X ( Ajit Sanu Education).pdf
30 mar 2024, 21:00
3 841
🍁ଏପ୍ରିଲ ୨ରେ ଆସିବ ପ୍ରଥମରୁ ନବମ ପରୀକ୍ଷା ଫଳ🍁
ରାଜ୍ୟରେ ଆସନ୍ତା ଏପ୍ରିଲ ୨ ତାରିଖରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବ। ସେହିଦିନ ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ସମ୍ମେଟିଭ୍ ଆସେସମେଣ୍ଟ ୨ ପରୀକ୍ଷା ଫଳ ପ୍ରକାଶ ପାଇବ। ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପରୀକ୍ଷା ଫଳ ଅଭିଭାବକଙ୍କୁ ଅବଗତ କରିବା ପାଇଁ ୨ ତାରିଖ ଦିନ ବିଦ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମରେ ସମସ୍ତ ଅଭିଭାବକ ଯେପରି ଉପସ୍ଥିତ ରହିବେ ସେନେଇ ସମସ୍ତଙ୍କୁ ପ୍ରଧାନ ଶିକ୍ଷକମାନେ ଅବଗତ କରିବେ। ବିଦ୍ୟାଳୟରେ ପରୀକ୍ଷା ଫଳ ପ୍ରଦାନ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟକ୍ରମ ନ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।
29 mar 2024, 10:03
3 841
❌ADMISSION SCAM❌
ଅବଶ୍ୟ ଏ ଠକାମୀ ନୂଆ ନୁହେଁ । କିନ୍ତୁ ସବୁ ବର୍ଷ ପିଲାଏ ଠକାମୀ ରେ ପଡନ୍ତି । ପ୍ରାୟତଃ ପିଲା ମାନଙ୍କ ପରୀକ୍ଷା ସରି ଯାଇଥିବାରୁ ବିଭିନ୍ନ କୋଚିଂ ସେଣ୍ଟର, ପ୍ରାଇଭେଟ୍ କଲେଜ୍ , ଦଲାଲ୍ ମାନଙ୍କ ନିକଟରୁ କଲ୍ ଆସିବ। ସେମାନେ ଭଲ ଭବିଷ୍ୟତ କରେଇବା ପାଇଁ ପ୍ରବର୍ତ୍ତାଇବେ । ଯେପରି ଏଠି କୋଚିଂ ନେଲେ ତୁମେ ସରକାରୀ ଚାକିରି ନିଶ୍ଚିତ ପାଇବ , ଏ କଲେଜ୍ ରେ ଆଡ଼ମିଶନ କଲେ CAMPUS PLACEMENT 100% , ମୁଁ ଆଡ଼ମିଶନ କରେଇଲେ ୪୦% କମ୍ ରେ ହେଇ ଯିବ ଇତ୍ୟାଦି।
ଏଭଳି ଠକାମୀ ନାମରେ ସେମାନେ ତୁମକୁ ଟଙ୍କା ମାଗି ପାରନ୍ତି, ORIGINAL CERIFICATE ଦେବା ପାଇଁ କହି ପାରନ୍ତି । ସିଟ ବୁକିଂ ର ମିଛ ପ୍ରଲୋଭନ ଦେଖାଇ ପାରନ୍ତି। ମନେ ରଖନ୍ତୁ ଭୁଲ ରେ ଟଙ୍କା କିମ୍ୱା ORIGINAL CERIFICATE କାହାକୁ ଦିଅନ୍ତୁ ନାହିଁ । ସେମାନେ ତୁମ ସହ ବାପାଙ୍କ ସାଙ୍ଗ,ମଉସା, ମାମୁଁ,ଭାଇ ଇତ୍ୟାଦି ସମ୍ପର୍କ ସୃଷ୍ଟି କରି ତୁମର ଫାଇଦା ଉଠେଇ ପାରନ୍ତି ।
ଆଉ ଗୋଟେ କଥା ସୋସିଆଲ ମିଡ଼ିଆ ରେ ଆଡ଼ମିଶନ ସମ୍ପର୍କିତ କୌଣସି ନେଣଦେଣ କରନ୍ତୁ ନାହିଁ । ଖାସ୍ କରି TELEGRAM & UNKNOWN WHATSAPP NUMBER ସହ।
ଧ୍ୟାନ ଦେବେ ଉଚିତ୍ ସୂଚନା* ଏବଂ ସାଧାରଣ ଜ୍ଞାନ ବଡ଼ ଠକାମୀ ରୁ ତୁମକୁ ବଞ୍ଚାଇ ପାରେ ।ଥରେ ଭୁଲ କଲେ ଜୀବନ ସାରା ଅନୁତାପ କରିବାକୁ ପଡେ।
* ସଠିକ୍ ସୂଚନା ପାଇଁ ସବୁ ବେଳେ @PDF_MARKET ଅଛି।
28 mar 2024, 12:28
3 841
Repost from ** SOURAV EDUCATION 10th CLASS (2026-27)
General knowledge about Indian Geography.
28 mar 2024, 04:19
3 841
ନବମ ଶ୍ରେଣୀ 2023-24 ପାଇଁ ସମସ୍ତ ପାଠ୍ୟ ପୁସ୍ତକ ର PDF ଗ୍ରୁପ ରେ ଅପଲୋଡ କରାଗଲା l
ଦଶମ ଶ୍ରେଣୀର ସମସ୍ତ ପାଠ୍ୟ ବିଷୟ ସହ ନୋଟସ ଶୀଘ୍ର ଗ୍ରୁପ ରେ ଦିଆଯାଇ ଆସନ୍ତା ଏପ୍ରିଲ 1 ରୁ ପଢ଼ା ଆରମ୍ଭ କରିବା l
ଯାହା doubt ଗ୍ରୁପ ରେ ପଚାରି ନିଜ ସନ୍ଦେହ ଦୂର କରିପାରିବ l
Good luck and wel come for
New student.. 2024-25 10th Batch..
27 mar 2024, 10:31
