10th Class Study
Ir al canal en Telegram
👉Pratic MCQ question answer 👉Free YouTube class 👉 Free PDF Books OR Test paper 🗞️ 👉 Study Material Thank you 🙏
Mostrar más3 841
Suscriptores
Sin datos24 horas
-127 días
-7030 días
Archivo de publicaciones
3 841
ରେଜଲ୍ଟ ଦିନ ହିଁ ମିଳିବ ମାଟ୍ରିକ ସାର୍ଟିଫିକେଟ, ଜାଣନ୍ତୁ କେମିତି କରିବେ ଡାଉନଲୋଡ ? #Matriccertificate #OdishaNews
କଟକ: ଏଣିକି ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବା ଦିନ ହିଁ ମିଳିବ ସାର୍ଟିଫିକେଟ । ନିଜେ ଘରେ ବସି କରିପାରିବେ ଡାଉନଲୋଡ । କିଛି ଜରୁରୀ ତଥ୍ୟ ଦେଇ ଘରେ ବସି ହ୍ୱାଟ୍ସଆପରେ ପାଇପାରିବେ ସାର୍ଟିଫିକେଟ । ଆଉ କିଛି ଦିନ ମଧ୍ୟରେ ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ । ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବା ଦିନ ହିଁ ଏଣିକି ମିଳିବ ସାର୍ଟିଫିକଟ । ସେନେଇ ମଧ୍ୟ ଡ୍ରାଏ ରନ ମଧ୍ୟ କରିଛି । କିଛି ସ୍କୁଲ ର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ନେଇ ଏକ କର୍ମଶାଳା ଆୟୋଜନ କରିବା ସହ ଏହାର ପ୍ରକ୍ରିୟା ଉପରେ ମଧ୍ୟ ଅବଗତ କରାଇଛି ।
19 may 2024, 04:11
3 841
ପ୍ରିୟ ର ଛାତ୍ରଛାତ୍ରୀ ବର୍ତ୍ତମାନ ଗ୍ରୀଷ୍ମ ଅବକାଶ ସମୟ ଚାଲୁଛି ଆଉ CBSE, ICSE ବୋର୍ଡ ର ଦଶମ ପରୀକ୍ଷା ଫଳାଫଳ ବାହାରିଛି କିନ୍ତୁ ଆମ BSE ଓଡିଶା ଦ୍ୱାରା କରାଯାଇଥିବା ଦଶମ ପରୀକ୍ଷା ଫଳାଫଳ ବାହାରିନାହିଁ l
ସେଥିପାଇଁ ଅଧିକାଂଶ ଛାତ୍ରଛାତ୍ରୀ ଚାତକ ପକ୍ଷୀପରି ପରୀକ୍ଷା ଫଳାଫଳ ବାହାରିବା ସମୟକୁ ଅପେକ୍ଷା କରିଛନ୍ତି l
କୁହାଯାଏ ପ୍ରତୀକ୍ଷା ର ଫଳ ମିଠା l ତୁମ ମାନଙ୍କ ପରୀକ୍ଷା ଫଳାଫଳ ବହୁତ ଭଲ ହେବ ବୋଲି ଆମେ ବିଶ୍ୱାସ କରୁଛୁ l
ଆଜିର ସମ୍ବାଦ ଖବରକାଗଜ ଅନୁସାରେ ବର୍ତ୍ତମାନ ଆମ ଓଡ଼ିଶାରେ ନିର୍ବାଚନ ଚାଲିଛି ତେଣୁ ବିଭିନ୍ନ କର୍ମଚାରୀ ନିର୍ବାଚନରେ ପ୍ରକ୍ରିୟାରେ ନିଯୁକ୍ତହେତୁ ପରୀକ୍ଷାଫଳ ପ୍ରକାଶନରେ ବିଳମ୍ବ ହେଉଛି l ତଥାପି ମେ ମାସ ର ଶେଷ ସପ୍ତାହ ଅର୍ଥାତ ମେ 22 ତାରିଖରୁ ମେ 31 ମଧ୍ୟରେ ଫଳାଫଳ ପ୍ରକାଶ ପାଇବ l ଏହା ସହ ଡିଜିଟାଲ ସାର୍ଟିଫିକେଟ ଅନଲାଇନରୁ ଡାଉନଲୋଡ଼ ପାଇଁ ବୋର୍ଡ଼ ତରଫରୁ ବ୍ୟବସ୍ଥା ହେଉଛି l ତାହାକୁ ନେଇ ଛାତ୍ରଛାତ୍ରୀ +2 ନାମ ଲେଖା ପାଇଁ ଆବେଦନ କରିପାରିବେ ଆଉ 12/15 ଦିନ ପରେ ଅରିଜିନାଲ ସାର୍ଟିଫିକେଟ ନିଜ ବିଦ୍ୟାଳୟରୁ ଆଣିପାରିବେ l
ବର୍ତ୍ତମାନ ନିଜ ବାସସ୍ଥାନ ପ୍ରମାଣପତ୍ର, ଜାତିଗତ ପ୍ରମାଣ ପତ୍ର, ଆୟ ପ୍ରମାଣପତ୍ର ପାଇଁ Online ରେ apply କରିଦିଅ l ନଚେତ result ବାହାରିଲେ ବହୁତ ଅଫିସରେ ଭିଡ ହେବ ଆଉ ସାର୍ଟିଫିକେଟ ପାଇବା ପାଇଁ ଡେରିହେବ l
ଆସନ୍ତାକାଲି 18.05.2024 ରେ BSE odisha ତରଫରୁ ସାମ୍ବାଦିକ ସମ୍ମିଳନୀ କିମ୍ବା ବୋର୍ଡ଼ ୱେବ୍ସାଇଟ ରେ ପରୀକ୍ଷା ସମ୍ପର୍କିତ ଖବର ବାହାରିବ l
ପରୀକ୍ଷା result ବାହାରିଲେ ପ୍ରଥମେ ଗ୍ରୁପରେ ପରୀକ୍ଷା ଫଳାଫଳ ଜାଣିବା ପାଇଁ link ଶେୟାର କରାଯିବ ତେଣୁ result ଜାଣିବାରେ କାହାର କିଛି ଅସୁବିଧା ହେବ ନାହିଁ l
God bless you.
Good luck for upcoming result.
17 may 2024, 16:17
3 841
ଦଶମ_ଶ୍ରେଣୀ_ENGLISH_SUBJECTIVE_PAPER_LONG_QUESTION_WITH_ANSWER_©.pdf1.19 MB
17 may 2024, 02:54
3 841
ଦଶମ_ଶ୍ରେଣୀ_ହିନ୍ଦୀ_SUBJECTIVE_PAPER_LONG_QUESTION_WITH_ANSWER_©_Ajit.pdf1.28 MB
17 may 2024, 02:54
3 841
ଦଶମ_ଶ୍ରେଣୀ_ଇଂରାଜୀ_OBJECTIVE_PAPER_MCQ_WITH_ANSWER_©_Ajit_Sanu_Education.pdf1.49 MB
17 may 2024, 02:54
3 841
🌿🌹ମୋ କଥା 🌹🌿
ଏ ନିର୍ବାଚନ ସବୁଦିନ ର ନୁହେଁ । କିନ୍ତୁ ସମ୍ପର୍କ ସବୁଦିନର । ଅଯଥା WhatsApp University ดู ดูด କରିଥିବା ଲୋକଙ୍କ ସହ ଯୁକ୍ତି କରନ୍ତୁ ନାହିଁ । ରାଜନୈତିକ ଆଲୋଚନା ଯେତେ କ କମ୍ବୁ କରିବେ ସେତେ ଆପଣଙ୍କ ଏବଂ ଆପଣଙ୍କ ପରିବାର ପାଇଁ ଭଲ । ଟିକେ ବି ଇଙ୍ଗିତରେ ଆପଣ, ଅନେକଙ୍କ ଶତ୍ରୁ ସାଜି ଯାଇ ପାରନ୍ତି । ପ୍ରଥମ କଥା ଆସୌଜନ୍ୟମୂଳକ ରାଜନୈତିକ ଆଲୋଚନା ରେ ଚୁପ୍ ରହି ସେ ଜାଗାରୁ ଫେରି ଆସିବା ବୁଦ୍ଧିମାନର କାମ । ସୋସିଆଲ ମିଡ଼ିଆ ରେ ଆପଣଙ୍କୁ ମାନସିକ ନିର୍ଯାତନା ଦିଆ ଯାଇ ପାରେ । ସତର୍କ ରୁହନ୍ତୁ । ସାବଧାନ ଧାନ ରୁହନ୍ତୁ । । ନିଜ ପାଇଁ ନ ହେଲେ ଲେ ବି ପରିବାର ପାଇଁ ।
16 may 2024, 14:08
3 841
ସୁଖମୟ ଜୀବନ❌ ସନ୍ତୁଳା ଜୀବନ ✅
ରୁ ସମୟ ବାହାର କରିକି ଆପଣ ମାନଙ୍କୁ ନୋଟିସ ନୋଟ Send କରୁଛି କିନ୍ତୁ ଆପଣମାନେ ସପୋର୍ଟ କରୁନାହାନ୍ତି ପିଲା Left ହୋଇଯାଉଛନ୍ତି
ସମସ୍ତ ପିଲା ନିଜ ସାଙ୍ଗମାନଙ୍କୁ Channel ra Add କରନ୍ତୁ
ଧନ୍ୟବାଦ୍
14 may 2024, 11:58
