es
Feedback
CAREER STUDY CLASSES 📘📚📝

CAREER STUDY CLASSES 📘📚📝

Ir al canal en Telegram

Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd

Mostrar más
674
Suscriptores
-124 horas
-87 días
-4030 días
Archivo de publicaciones
👉 CLICK HERE FOR VIEW RESULT

କିଏ କିଏ ରେଜଲ୍ଟ ବାହାର କରିପାରିନାହାନ୍ତି Dm karo

Result ଆସିଚି ସବୁ

କାହାର କଣ ହେଲା

ନମସ୍କାର ସମସ୍ତଙ୍କୁ 🙏 ଏ ବର୍ଷ ଆମେ ମାନେ ନୂଆ ଗୋଟେ ଜିନିଷ ବାହାର କରୁଛୁ ଆମ CHANNEL ରେ , ଯାହାକି ଆଉ କୋଉ GROUP କରିନାହାନ୍ତି। ସ୍କୁଲ ମାନଙ୍କରେ ଯେମିତି ତାଙ୍କ STUDENT TOP କରିଲା ପରେ ସ୍କଲରେ BILLBOARD ଲାଗିଥାଏ, ସେପରି ଆମେ ମଧ୍ୟ ତାର ସୁବିଧା କରିଛୁ । ତା ପାଇଁ ଆପଣ ମାନଙ୍କର ସହଯୋଗ ଦରକାର , ଆପଣ ଯେତେ 10TH STUDENT ଅଛ ସମସ୍ତେ @sirodia2kଏଇ ID କୁ ଆପଣଙ୍କର ROLL NO ଆମକୁ ପଠେଇଦେଲେ ଆମେ ଆପଣ ସମସ୍ତଙ୍କର RESULT ସମୟ ରେ ଆପଣଙ୍କର ମାର୍କ ଅନୁସାରେ RANKING କରାଯିବ ଓ BILLBOARD ତିଆରି ହେବ । ଆପଣ TENTION ନିଆନ୍ତୁନି, ଅପଙ୍କ ROLL NO ର ଦୁର୍ବ୍ୟବହାର ହେବନି , ଆମ ହାତରେ ସୁରକ୍ଷା ରେ ରହିବ । ଆପଣଙ୍କ ସହଯୋଗରେ ଆ ନୂଆ ଜିନିଷ ତେ ଆମ GROUP ରେ ଆରମ୍ଭ କରିବା । Sopprted by CAREER STUDY CLASSES TEAM 🗽🗽🗽

🟨 ସୁରୁଖୁରୁରେ ସରିଲା ଯୁକ୍ତ ଦୁଇ ଖାତା ଦେଖା -ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଖାତା ଦେଖା ସରିଲା -ପରୀକ୍ଷା ଦେଇଥିଲେ ୩ ଲକ୍ଷ ୯୩ ହଜାର ୮୧୬ ପରୀକ୍ଷାର୍ଥୀ -ଚଳିତ ମାସ ଦ୍ବିତୀୟ ସପ୍ତାହରେ ପ୍ରକାଶ ପାଇପାରେ ରେଜଲ୍ଟ

🟧 ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ -ଅପରାହ୍ମ ୪ଟାରେ ବୋର୍ଡ ଅଫିସ୍‌ରେ ପ୍ରକାଶ ପାଇବ -ସନ୍ଧ୍ୟା ୬ଟା ପରେ ୱେବ୍‌ସାଇଟ୍‌ରେ ଉପଲବ୍ଧ
🟧 ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ -ଅପରାହ୍ମ ୪ଟାରେ ବୋର୍ଡ ଅଫିସ୍‌ରେ ପ୍ରକାଶ ପାଇବ -ସନ୍ଧ୍ୟା ୬ଟା ପରେ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ -www.bseodisha.ac.in ରେ ଉପଲବ୍ଧ ହେବ ପରୀକ୍ଷା ଫଳ

📌📌📌 ପ୍ରକାଶ ପାଇଲା ICSE ଦଶମ ଓ ISC ଦ୍ଵାଦଶ ରେଜଲ୍ଟ। ଦଶମରେ ପାସ୍ ହାର ରହିଛି ୯୯.୦୯ ପ୍ରତିଶତ। ସେହିପରି ଦ୍ଵାଦଶରେ ପାସ୍ ହେଲା ହେଲା ୯୯.୦୨ ପ୍ରତିଶତ। ଉଭୟ ଶ୍ରେଣୀରେ ଝିଅଙ୍କ ପାସ୍ ହାର ପୁଅଙ୍କ ଅପେକ୍ଷା ଅଧିକ ରହିଛି। ଦଶମରେ ଝିଅଙ୍କ ପାସ୍ ହାର ରହିଛି ୯୯.୩୭ ପ୍ରତିଶତ ଓ ପୁଅଙ୍କ ପାସ୍ ହାର ରହିଛି ୯୮.୮୪ ପ୍ରତିଶତ !

🚨ଚାଷୀଙ୍କ ଆକାଉଣ୍ଟ୍‌କୁ ଆସିଲା ସିଏମ୍‌ କିଷାନ ଟଙ୍କା -ସିଏମ୍‌ କିଷାନ ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -୫୦ ଲକ୍ଷ ଚାଷୀଙ୍କ ଖାତାକୁ ଆସିଲା ସିଏମ୍‌ କିଷାନ ଟଙ୍କା -୧ ହଜାର କୋଟିରୁ ଅଧିକ ଟଙ୍କା ଚାଷୀଙ୍କ ଖାତାକୁ ପଠାଗଲା -ରାଜ୍ୟସ୍ତରୀୟ କୃଷକ ସମାରୋହରେ ଟଙ୍କା ପଠାଇଲେ ସିଏମ୍

ଶ୍ରମିକ ମାନଙ୍କ ସର୍ବନିମ୍ନ ଦୈନିକ ମଜୁରୀରେ ୧୦ ଟଙ୍କା ବୃଦ୍ଧି.. ଶ୍ରମିକ ମାନଙ୍କ ପାଇଁ ସର୍ବନିମ୍ନ ଦୈନିକ ମଜୁରୀରେ ୧୦ ଟଙ୍କା ବୃଦ୍ଧି ଘୋଷଣା କରିଛ
ଶ୍ରମିକ ମାନଙ୍କ ସର୍ବନିମ୍ନ ଦୈନିକ ମଜୁରୀରେ ୧୦ ଟଙ୍କା ବୃଦ୍ଧି.. ଶ୍ରମିକ ମାନଙ୍କ ପାଇଁ ସର୍ବନିମ୍ନ ଦୈନିକ ମଜୁରୀରେ ୧୦ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଆଜି ମଞ୍ଜୁରୀ ଦେଇଛନ୍ତି । ଅଣକୁଶଳୀ ଶ୍ରମିକ ମାନଙ୍କର ସର୍ବନିମ୍ନ ଦୈନିକ ମଜୁରୀ ୪୫୨ ଟଙ୍କାରୁ ୪୬୨ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଅର୍ଦ୍ଧକୁଶଳୀ ଶ୍ରମିକ ମାନଙ୍କ ମଜୁରୀ ୫୦୨ ଟଙ୍କାରୁ ୫୧୨ ଟଙ୍କା, କୁଶଳୀ ଶ୍ରମିକ ମାନଙ୍କ ଦୈନିକ ମଜୁରୀ ୫୫୨ ଟଙ୍କାରୁ ୫୬୨ ଟଙ୍କା ଏବଂ ଉଚ୍ଚ-କୁଶଳୀ ଶ୍ରମିକ ମାନଙ୍କର ସର୍ବନିମ୍ନ ଦୈନିକ ମଜୁରୀ ୬୦୨ ଟଙ୍କାରୁ ୬୧୨ ଟଙ୍କାକୁ ବୃଦ୍ଧି ପାଇଛି ।

👉CLICK HERE for Download NEET UG Admit Card 2025

ICSE / ISC Board Class 10th & 12th Exam Result Declared
ICSE / ISC Board Class 10th & 12th Exam Result Declared

~ Youngest Centurion ~ 2nd Fastest 100 In IPL ~ Youngest Half Centurion ~ Youngest To Score 100 In T20. ~ Most Sixes After 3
~ Youngest Centurion ~ 2nd Fastest 100 In IPL ~ Youngest Half Centurion ~ Youngest To Score 100 In T20. ~ Most Sixes After 3 Ipl Innings . ~ Fastest 100 By An Indian In IPL . ~ Most Sixes By An Indian In an IPL Innings. He's VAIBHAV SURYAVANSHI 🔥