CAREER STUDY CLASSES 📘📚📝
Ir al canal en Telegram
Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd
Mostrar más645
Suscriptores
-324 horas
-47 días
-1730 días
Archivo de publicaciones
🔴 OUAT UG ENTRANCE RANK CARD
https://ouat-lokaseba-odisha.in/
18 jul 2025, 22:11
🔴 +2 INSTANT EXAM RESULT OUT
https://results.odisha.gov.in/InstantESSCHSE2025/
18 jul 2025, 22:11
✅ ସ୍କୁଲରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC) ଗଠିନ ପାଇଁ ସବୁ DEOଙ୍କୁ ଗଣଶିକ୍ଷା ବିଭାଗର ନିର୍ଦେଶ
ସ୍କୁଲ କାନ୍ଥରେ ହେଲ୍ପ ଲାଇନ ନଂ ଲେଖିବାକୁ ନିର୍ଦେଶ
ମହିଳା- ୧୮୧
ଶିଶୁ- ୧୦୯୮
ପୋଲିସ- ୧୧୨
ସ୍କୁଲ ହେଲ୍ପ ଲାଇନ ନଂ- ୧୮୦୦୩୪୫୬୭୨୨
18 jul 2025, 02:26
✅ ପଞ୍ଚାୟତ ପ୍ରତିନିଧିଙ୍କର କାର୍ଯ୍ୟ ଅବଧିରେ ମୃତ୍ୟୁ ହେଲେ ମିଳିବ ୨ ଲକ୍ଷ ଟଙ୍କା
-ମୃତ୍ୟୁ ହେଲେ କିମ୍ବା ଅକ୍ଷମ ହେଲେ ମିଳିବ ଅନୁକମ୍ପା ରାଶି
-ୱାର୍ଡ ମେମ୍ବରଙ୍କଠୁ ଆରମ୍ଭ କରି ଜିଲ୍ଲା ପରିଷଦ ସଭାପତି ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ
-କୌଣସି କାରଣରୁ ମୃତ୍ୟୁ ଘଟିଲେ ନିକଟ ସମ୍ପର୍କୀୟଙ୍କୁ ମିଳିବ ୨ ଲକ୍ଷ ଟଙ୍କା
-ଉଭୟ ହାତ, ଗୋଡ, ଆଖି ନଷ୍ଟ ହେଲେ ବି ୨ ଲକ୍ଷ ଅନୁକମ୍ପା ରାଶି ମିଳିବ
-ଗୋଟିଏ ହାତ କିମ୍ବା ଗୋଡ଼ ନଷ୍ଟ ହେଲେ ୧ ଲକ୍ଷ ଟଙ୍କାର ସହାୟତା
-ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହେଲା ସୂଚନା
18 jul 2025, 02:26
✅ ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି
GM ବିଶ୍ୱବିଦ୍ୟାଳୟ ଅଧ୍ୟାପକ ଗୋପୀକାନ୍ତ ସୁନା ନିଲମ୍ବିତ
ଅଧ୍ୟାପକ ସୁନାଙ୍କୁ ନିଲମ୍ବିତ କଲା ଉଚ୍ଚଶିକ୍ଷା ବିଭାଗ
ଅସଦାଚରଣ ମାମଲାରେ ହୋଇଥିଲେ ଗିରଫ
18 jul 2025, 02:26
