es
Feedback
CAREER STUDY CLASSES 📘📚📝

CAREER STUDY CLASSES 📘📚📝

Ir al canal en Telegram

Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd

Mostrar más
680
Suscriptores
-224 horas
-97 días
-4030 días
Archivo de publicaciones
ବାତ୍ୟା ନାହିଁ
ବାତ୍ୟା ନାହିଁ

National Testing Agency (NTA), with the approval of the Government of India, has decided to cancel the NEET (UG) 2026 examina
+1
National Testing Agency (NTA), with the approval of the Government of India, has decided to cancel the NEET (UG) 2026 examination conducted on 3 May 2026, and to re-conduct the examination on dates that will be notified separately...

🟨 NEET ପରୀକ୍ଷା ବାତିଲ କଲା NTA -କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ବାତିଲ କଲା NTA -ମେ ୩ ତାରିଖରେ ହୋଇଥିବା ପରୀକ୍ଷା ବାତିଲ -ପରୀକ୍ଷା ଦେଇଥିଲେ ୨୨ ଲକ୍ଷ ୭୯ ହଜାର ପରୀକ୍ଷାର୍ଥୀ -ସାନି ପରୀକ୍ଷା ନେଇ ଖୁବ ଶୀଘ୍ର ସୂଚନା ଜାରି ହେବ -ବର୍ତ୍ତମାନର ପରୀକ୍ଷା ପଦ୍ଧତି ମଧ୍ୟ ବଦଳାଇବାକୁ ନିଷ୍ପତ୍ତି -ଆସିଥିବା ଅଭିଯୋଗର CBI ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ -ପରୀକ୍ଷାର୍ଥୀଙ୍କ ହିତ ଦୃଷ୍ଟିରୁ ନିଷ୍ପତ୍ତି ବୋଲି ଜଣାଇଲା NTA -ସାନି ରେଜିଷ୍ଟ୍ରେସନ କିମ୍ବା ପରୀକ୍ଷା ଫି’ ଦେବାକୁ ପଡ଼ିବ ନାହିଁ -୧୨୦ଟି ପ୍ରଶ୍ନପତ୍ର ଲିକ୍‌ ନେଇ ଅଭିଯୋଗ ଆସିଥିଲା -୯୦ଟି ବାୟୋଲୋଜି ଓ ୩୦ଟି କେମିଷ୍ଟ୍ରି ପ୍ରଶ୍ନପତ୍ର ମେଳ ଖାଇଥିଲା

+2 RESULT 2026
+2 RESULT 2026

ପୁଣି ଲିକ୍ 😳
ପୁଣି ଲିକ୍ 😳

ଭଲ ସିନେମା କଲେ ଲୋକ ସପୋର୍ଟ କରିବେ।
ଭଲ ସିନେମା କଲେ ଲୋକ ସପୋର୍ଟ କରିବେ।

DidYouKnow
DidYouKnow

🩸 Who Can Donate Blood to Whom 1. 🅾️− → All blood groups 2. 🅾️+ → 🅾️+, 🅰️+, 🅱️+, 🆎+ 3. 🅰️− → 🅰️−, 🅰️+, 🆎−, 🆎+ 4. 🅰️+ → 🅰️+, 🆎+ 5. 🅱️− → 🅱️−, 🅱️+, 🆎−,🆎+ 6. 🅱️+ → 🅱️+,🆎+ 7. 🆎− → 🆎−,🆎+ 8. 🆎+ → 🆎+ only 🅾️− = Universal Donor 🆎+ = Universal Recipient

ଘରେ ମା' ଅପେକ୍ଷା କରିଛି, ଏକଥା ସବୁବେଳେ ମନେ ରଖନ୍ତୁ, ସଡ଼କ ସୁରକ୍ଷା ନିୟମ ମାନି ଗାଡ଼ି ଚଳାନ୍ତୁ, ସୁରକ୍ଷିତ ଘରକୁ ଫେରନ୍ତୁ। ବିଶ୍ଵ ମାତୃ ଦିବସର
ଘରେ ମା' ଅପେକ୍ଷା କରିଛି, ଏକଥା ସବୁବେଳେ ମନେ ରଖନ୍ତୁ, ସଡ଼କ ସୁରକ୍ଷା ନିୟମ ମାନି ଗାଡ଼ି ଚଳାନ୍ତୁ, ସୁରକ୍ଷିତ ଘରକୁ ଫେରନ୍ତୁ। ବିଶ୍ଵ ମାତୃ ଦିବସର ଶୁଭେଚ୍ଛା

ଶିକ୍ଷା ଖବର
ଶିକ୍ଷା ଖବର

All should be join Ur admission regarding problem with uu

Ur any thing admission regarding doubt..... Tell yes/no

ଚଳିତ ବର୍ଷ ଠାରୁ ଓଡ଼ିଆ ଭାଷାରେ ମିଳିବ ମାଟ୍ରିକ ସାର୍ଟିଫିକେଟ। ଆଜି ମାଟ୍ରିକ ଫଳାଫଳ ଘୋଷଣା ସମୟରେ ଆସିବାକୁ ଯାଉଥିବା ମାଟ୍ରିକ ସାର୍ଟିଫିକେଟର ଏକ
ଚଳିତ ବର୍ଷ ଠାରୁ ଓଡ଼ିଆ ଭାଷାରେ ମିଳିବ ମାଟ୍ରିକ ସାର୍ଟିଫିକେଟ। ଆଜି ମାଟ୍ରିକ ଫଳାଫଳ ଘୋଷଣା ସମୟରେ ଆସିବାକୁ ଯାଉଥିବା ମାଟ୍ରିକ ସାର୍ଟିଫିକେଟର ଏକ ନମୁନା ସାମ୍ନାକୁ ଅଣାଯାଇଛି। ଏହି ସାର୍ଟିଫିକେଟରେ ଓଡ଼ିଆ ଭାଷା ସହିତ ଇଂରାଜୀ ଭାଷାରେ ମଧ୍ଯ ଉପଲବ୍ଧ ହେବ। ଏହା ନିଶ୍ଚିତ ଭାବରେ ଆମ ସରକାରଙ୍କ ଏକ ଐତିହାସିକ ନିଷ୍ପତ୍ତି। ଯାହା ସ୍ୱାଗତ ଯୋଗ୍ୟା ଏବଂ ଓଡ଼ିଆ ଭାଷା ପ୍ରତି ସମ୍ମାନ।

ଏମିତି ଦିଶିବ ନୂଆ ମାଟ୍ରିକ ସାର୍ଟିଫିକେଟ୍
ଏମିତି ଦିଶିବ ନୂଆ ମାଟ୍ରିକ ସାର୍ଟିଫିକେଟ୍

BSE ODISHA RESULT DIRECT LINK:👉 CLICK HERE
BSE ODISHA RESULT DIRECT LINK:👉 CLICK HERE