es
Feedback
STUDY WITH KRISHNA SIR ( OSOU)

STUDY WITH KRISHNA SIR ( OSOU)

Ir al canal en Telegram

ଏହି CHANNEL ରେ ସମସ୍ତ OSOU ର ଅଫିସିଆଲ୍ ନୋଟିସ, SSB CLS,UGC NET ଏହି ଭଳି ସମସ୍ତ JOB ର ତଥ୍ୟ ମଧ୍ୟ ପାଇ ପାରିବେ

Mostrar más
2 137
Suscriptores
-224 horas
-57 días
-1430 días
Archivo de publicaciones
କେଉଁ ଉପନ୍ୟାସ ଅପୂର୍ବ ମିଳନ ନାମ ରେ ପ୍ରକାଶିତ
Anonymous voting

କେଉଁ ଛଦ୍ମ ନାମ ରେ ପ୍ରଥମେ ଫକୀର ମୋହନ ଛ ମାଣ ଆଠଗୁଣ୍ଠ ଉତ୍କଳ ସାହିତ୍ୟ ରେ ପ୍ରକାଶନ କରୁଥିଲେ
Anonymous voting

ଛ ମାଣ ଆଠଗୁଣ୍ଠ ଉତ୍କଳ ପତ୍ରିକା ରେ କେଉଁ ମସିହାରେ ପ୍ରକାଶନ ହେଇଥିଲା
Anonymous voting

ଫକୀର ମୋହନ ଙ୍କ ଛ ମାଣ ଆଠଗୁଣ୍ଠ କେଉଁ ପତ୍ରିକା ରେ ପ୍ରକାଶିତ ହେଇଥିଲା5
Anonymous voting

ଛ ମାଣ ଆଠଗୁଣ୍ଠ କେବେ ପ୍ରକାଶନ ହେଇଥିଲା ପୁସ୍ତକ ଆକାରରେ .?
Anonymous voting

ପ୍ରଥମ ଉପନ୍ୟାସ ପଦ୍ମାମାଳି ର ପ୍ରକାଶନ କାଳ କେତେ
Anonymous voting

ବୁଢ଼ୀ ମଙ୍ଗଳା ପ୍ରସଙ୍ଗ 6କେତେ ପରିଚ୍ଛେଦ ରେ ରହିଛି
Anonymous voting

ଚାଷ ତଦାରଖ ପରିଚ୍ଛେଦ ସଂଖ୍ୟା କେତେ
Anonymous voting

ଗାଁ ହାଲଚାଲ ପରିଚ୍ଛେଦ ସଂଖ୍ୟା କେତେ
Anonymous voting

ଓକିଲ ରାମ ରାମ ଲାଲ ପରିଚ୍ଛେଦ ସଂଖ୍ୟା କେତେ
Anonymous voting

ଟାଙ୍ଗୀ ମାଉସୀ ପରିଚ୍ଛେଦ ସଂଖ୍ୟା କେତେ
Anonymous voting

କର୍ମ ଫଳ ପରିଚ୍ଛେଦ ର ସଂଖ୍ୟା 6କେତେ
Anonymous voting

ଅପୂର୍ବ ମିଳନ କେତେ ପରିଚ୍ଛେଦ ରେ ଅନ୍ତର୍ଭୁକ୍ତ
Anonymous voting

ମନ୍ତ୍ରଣା ପରିଚ୍ଛେଦ ର ସଂଖ୍ୟା କେତେ
Anonymous voting

ଛ ମାଣ ଆଠଗୁଣ୍ଠ ର ଅସୁର ଦୀଘି ପ୍ରସଙ୍ଗ କେତେ no ପରିଚ୍ଛେଦ ରେ ଅନ୍ତର୍ଭୁକ୍ତ..?
Anonymous voting

ଛ ମାଣ ଆଠଗୁଣ୍ଠ ର "ଗୋବରା ଜେନା ପରିଚ୍ଛେଦ ସଂଖ୍ୟା କେତେ .?
Anonymous voting

ଛ ମାଣ ଆଠ ଗୁଣ୍ଠ ର "ସାଆନ୍ତାଣୀ"ପରିଚ୍ଛେଦ କେତେ no
Anonymous voting

ଫକୀର ମୋହନ ଙ୍କ ଛ ମାଣ ଆଠଗୁଣ୍ଠ ରେ ସର୍ବ ମୋଟ କେତୋଟି ପରିଚ୍ଛେଦ ରହିଛି..?
Anonymous voting

4 ତାରିଖ ରୁ ହବ

photo content