STUDY WITH KRISHNA SIR ( OSOU)
Ir al canal en Telegram
ଏହି CHANNEL ରେ ସମସ୍ତ OSOU ର ଅଫିସିଆଲ୍ ନୋଟିସ, SSB CLS,UGC NET ଏହି ଭଳି ସମସ୍ତ JOB ର ତଥ୍ୟ ମଧ୍ୟ ପାଇ ପାରିବେ
Mostrar más2 135
Suscriptores
Sin datos24 horas
-47 días
-1330 días
Archivo de publicaciones
ବୌଦ୍ଧ ଗାନ ଓ ଦୋହା ପଥି ର ମୂଳ ନାମ କଣ ବୋଲି ହରପ୍ରସାଦ ଶାସ୍ତ୍ରୀ କହିଛନ୍ତି
ହରପ୍ରସାଦ ଶାସ୍ତ୍ରୀ ଙ୍କ ସମ୍ପାଦନା ରେ ବୌଦ୍ଧ ଗାନ ଓ ଦୋହା କେବେ ପ୍ରକାଶନ ହେଇଥିଲା
ବାଉଳା ଗୀତ ରେ କେଉଁ ଧର୍ମ ର ଅହିଂସା ର ପ୍ରଭାବ ଦେଖିବାକୁ ମିଳେ
କର୍ମ ମୂଳକ ଗୀତ ସାଧାରଣତଃ କେଉଁ ଥି ପାଇଁ ସଙ୍ଗୀତ ଗାନ କରା ଯାଏ
ବୃନ୍ଦାବନ ଆଚାର୍ଯ୍ୟ ଲୋକ ଗୀତ କୁ କେତେ ଭାଗ ରେ ବିଭକ୍ତ କରିଛନ୍ତି
ଗନ୍ଧର୍ବିକ ଶତଦଳ କେଉଁ ସମ୍ପ୍ରଦାୟ ଲୋକ ମାନଙ୍କୁ ନେଇ ରଚିତ
ଓଡ଼ିଆ ଲୋକ ନାଟକ ଓ ଲୋକ ନାଟକ ର ଉଦ୍ଭବ ଓ ବିକାଶ କାହାର ରଚନା
¡Ya disponible! Investigación de Telegram 2025 — los principales insights del año 
