es
Feedback
ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)

ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)

Ir al canal en Telegram
1 639
Suscriptores
-224 horas
-47 días
-2630 días
Archivo de publicaciones
2ND SEM ରେ ଯେଉଁ ମାନେ 2 TI ଗ୍ରୁପ୍ ରେ PAID CLS ନେବା ପାଇଁ ଚାହିଁବେ ସେମାନ ଙ୍କୁ ଆମେ ରଖିବୁ ନାହିଁ

Scholarship apply କରିବାକୁ ଆଉ କେବଳ 9 ଦିନ ବାକି ରହିଲା ଯେଉଁ ମାନେ କରି ନାହାନ୍ତି କରି ନେବେ

କାଲି cls ହବ ଅଳଙ୍କାର morning 7.30 ରେ ସବୁ ready ରହିବ

ତୁମ ମାନଙ୍କର ବି mock test ଆସି ଯାଇଛି ନିଜେ ନିଜେ login କରି କି mock test ଦେଇ ଦିଅ ସମସ୍ତେ । ଯେଉଁମାନେ ଜାଣି ପାରୁନ ଉପରେ video ମଧ୍ୟ ଦିଆ ଯାଇଛି ସେଥିରୁ ଦେଖି କି କରିନିଅ ।

ଯିଏ live CLS ରେ ରହୁନି ରେକର୍ଡ ମିଳିବ ନାହିଁ cls ର

JOIN now FOR IMPORTANT SELECTION POSSIBILITY QUESTIONS AND answer

https://t.me/+8led-1LXOkJlZWNl BA - history ଗ୍ରୁପ 👆👆👆 ତମୋମାନଙ୍କ ଭାଇ, ଭଉଣୀ, ସାଙ୍ଗ, ସାଥି ଯିଏବି history (H) ନେଇଛନ୍ତି BA ରେ ଏ link ତାଙ୍କୁ share କରିଦିଅ ରେ ଯାହା ଫଳରେ ସେମାନେ ମଧ୍ୟ କିଛି help ପାଇଁ ପାରିବେ 👍👍👍