es
Feedback
ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)

ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)

Ir al canal en Telegram
1 639
Suscriptores
Sin datos24 horas
-47 días
-2630 días
Archivo de publicaciones
25 ରୁ cls ଆରମ୍ଭ କରିବା paid group ର CLS

ଏହି no ରେ paid କରିବା ପରେ personal ରେ screen short patheiba

ବହୁ ମାତ୍ରା ରେ join ହେବେ ବହୁତ ସୁନ୍ଦର ବିଷୟ ଆଗକୁ Net exam ରେ ଦରକାର ଆସିବ 👍

ଆଜି 6pm ରେ MAOD -2, BLOCK- 1class start ହବ ସମେସ୍ତେ ଠିକ time ରେ join ହେଇଯିବେ 👍👍👍

ନିଜର ସାଙ୍ଗ ସାଥି ମାନଙ୍କୁ link ଦେଇ ଦିଅ ଯେଉଁମାନେ କି ନୂଆ/ପୁରୁଣା ଭାବରେ osou ରେ admission ନେଇଛନ୍ତି କିନ୍ତୁ osou ବିଷୟରେ ଜାଣି ପାରୁ ନାହାନ୍ତି । MA IN ODIA 2022-24 BATCH JOINING LINK👇👇👇 https://t.me/MAODosou1stsem2022 MA IN ODIA 2021-23 BATCH JOINING LINK👇👇👇 https://t.me/osou222 MA IN HISTORY 2022-24 BATCH JOINING LINK👇👇👇 https://t.me/OSOU_MA_HISTORY MA IN POLITICAL SCIENCE 2022-24 BATCH JOINING LINK👇👇👇 https://t.me/OSOUMAPS MA IN SOCIOLOGY 2022-24 BATCH JOINING LINK👇👇 https://t.me/OSOUMASO MA IN JOURNALISM 2022-24 BATCH JOINING LINK👇👇 https://t.me/OSOUJOURNALISM UGC NET ODIA GROUP JOINING LINK👇👇👇 https://t.me/ODIYANETJRFGROUP BA IN ODIA JOINING LINK👇👇 https://t.me/OSOUBAODOFFICIALGROUP

ଆସନ୍ତା 25 .10.2022 ଠାରୁ ପ୍ରଥମ ସେମିଷ୍ଟର ପିଲା ଙ୍କ paid CLS ଆରମ୍ଭ ହେବାକୁ ଯାଉଅଛି ଯେଉଁ ମାନେ Paid CLS ନେବାକୁ ଚାହୁଁଛନ୍ତି @Krishna sir ଙ୍କୁ personal ରେ msg କରି join କରି ପାରିବେ Paid CLS ରେ join କରିବା ନିମନ୍ତେ କେବଳ 399 ଟଙ୍କା ଥରେ ମାତ୍ର paid କଲେ ସଂପୂର୍ଣ୍ଣ ପ୍ରଥମ ସେମିଷ୍ଟର ସରିବା ପର୍ଯ୍ୟନ୍ତ CLS ପାଇ ପାରିବେ ତେବେ paid CLS ରେ କଣ ସବୁ ସୁବିଧା ମିଳିବ 1 .regular CLS କରା ହବ 2.ସମ୍ପୂର୍ଣ ୟୁନିଟ wise cls ହବ 3.notes ଲେଖିବା ପାଇଁ ସାହାଯ୍ୟ କରା ଯିବ 4. assignment EXAM ରେ ସମ୍ପୂର୍ଣ ସାହାଯ୍ୟ 400 ରୁ 400 ରଖିଲା ଭଳି କରା ଯିବ ଯଦି (ଅନଲାଇନ ମୋଡ ରେ ହୁଏ) ନଚେତ୍ offline mode re assignment exam ହେଲେ କେମିତି ଲେଖିବେ ସେଇ ସମ୍ପର୍କ ରେ ସମ୍ପୂର୍ଣ ବିବରଣୀ ଦିଆ ଯିବ 5.study related ଯଦି କିଛି ବି problem ଆସିଲା ତାହେଲେ ସଂପୂର୍ଣ୍ଣ ଭାବରେ ସାହାଯ୍ୟ କରା ଯିବ 6. personal guidance ମଧ୍ୟ କରା ଯିବ ତେବେ ଏହି ସବୁ ସୁବିଧା କେବଳ 399 ଟଙ୍କା ରେ ପାଇ ପାରିବେ ତେଣୁ ଆଜି ହିଁ join କରନ୍ତୁ ଆମ paid GROUP ରେ

Pannic kehi ହବନି conformation latter pain ସେ ଆସିଯିବ don't worry ପିଲା ମାନେ ଆଉ Book ବି processing ଚାଲିଛି ପାଇଯିବ ଏହି ମାସ ଶେଷ ସୁଦ୍ଧା

New admission ର ଆଜି last date apana ମାନଙ୍କ ସାଙ୍ଗ ସାଥୀ ବନ୍ଧୁ ବାନ୍ଧବ ଯେଉଁ ମାନେ ବି join କରିବା ପାଇଁ ଚାହୁଁଛନ୍ତି କରି ନେବେ

ଆଜି CLS off ରହିବ କୁମାର ପୂର୍ଣ୍ଣିମା ପାଇଁ

ସଫଳ ହୋଇଥିବା ପିଲାଙ୍କ feedback ଦେଖ