ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)
Ir al canal en Telegram
Mostrar más
1 640
Suscriptores
-324 horas
-47 días
-2630 días
Archivo de publicaciones
*(Last chance.... Paid batch fee only 199.00)*
*👉LAST CHANCE FOR ALL TO JOIN LIVE DISCUSS*
*(ପୁଣି discussion ଆରମ୍ଭ ହୋଇ ଯାଇଛି )*
*ଶେଷ ୨୦ ପାଇଁ join ହେଇ only one time short ରେ discussion ରେ ଭାଗ ନେବାକୁ ଚାହୁଛନ୍ତି ଯଦି ଆଜି ହିଁ paid batch ରେ join କରନ୍ତୁ କେବଳ 199 ଟଙ୍କା ଦେଇକି .....*
*ଭାବନ୍ତୁ ନାହିଁ ଶେଷ ୨୦ ଦିନରେ କଣ ପଢା ହେବ ବୋଲି.... ସବୁ ମ୍ୟାଚ୍ ରେ ଜିତିବା ଆଉ ହାରିବା ଶେଷ ଅଭରର performance ଉପରେ ନିର୍ଭର କରେ , exam ବି ସେମିତି ପିଲାମାନେ ପୂର୍ବରୁ ଯେତେ ପଢିଥାଅ ନା କାହିଁକି ପରୀକ୍ଷା ପୂର୍ବ ଦୁଇ ଦିନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତେଣୁ ତୁମେ ମାନେ କଣ ଚାହୁଁଛ ଏବେ ହିଁ ନିଷ୍ପତି ନିଅ ।*
*JOIN କରିବା ପାଇଁ ଚାହୁଁଛନ୍ତି ଜଦି ଏବେ ହିଁ paid କରନ୍ତୁ ଓ ଆମକୁ ମେସେଜ୍ କରନ୍ତୁ*👇
Telegram id
@KUNASIRKJR
@KRISHNASIROSOU
👇👇👇👇👇👇👇
Phone pay/google pay/paytm number-9078507424
Banking Name- PARBATI BEHERA
ବୁଦ୍ଧିମାନ୍ ପିଲାମାନେ କେବେ ରୁ youtube channel କୁ subscribe କରିକି information ସବୁ ପାଇ ସାରିଲେନି ଆଉ doubt ବି clear କରି ସାରିଲେଣି ।
ଯେଉଁମାନଙ୍କୁ information, Class & question answer ଦରକାର ସେମାନେ subscribe କରିକି ରଖିଥାଅ । ନ ହେଲେ ଏମିତି 2ଦିନ ପରେ ବି confuse ରେ ଥିବ ସାର exam କେବେ ହେବ, assignment କେବେ ହେବ, form fillup କେବେ ହେବ , form fillup fee କେତେ ଏ ସବୁ ହିଁ ପଚାରୁ ଥିବ ।
ତେଣୁ ସମସ୍ତେ subscribe କରିକି ରଖ ଏହି 2ଟା youtube channel କୁ ଯାହା ଫଳରେ osou ର ସମସ୍ତ ସୂଚନା ସହ କ୍ଲାସ ମଧ୍ୟ ସର୍ବ ପ୍ରଥମେ ପାଇ ପାରିବେ...
CHANNEL NO. 1
https://youtube.com/@KUNA_SIR_KJR
CHANNEL NO. 2
https://youtube.com/@studywithkrishnasirosou
Share With All Odisha Osou Students👇👇👇
MA IN ODIA FIRST SEMESTER ( 2022-24 BATCH )
JOINING LINK👇👇👇
https://t.me/OSOU1STSEM
MA IN ODIA 4TH SEMESTER GROUP (2021-23 BATCH )
JOINING LINK👇👇👇
https://t.me/osou222
MA IN HISTORY 2022-24 BATCH
JOINING LINK👇👇👇
https://t.me/OSOU_MA_HISTORY
MA IN POLITICAL SCIENCE 2022-24 BATCH
JOINING LINK👇👇👇
https://t.me/OSOU_MA_IN_POLITICAL_SCIENCE
MA IN SOCIOLOGY 2022-24 BATCH
JOINING LINK👇👇
https://t.me/OSOUMASO
MA IN JOURNALISM 2022-24 BATCH
JOINING LINK👇👇
https://t.me/OSOUJOURNALISM
UGC NET ODIA GROUP
JOINING LINK👇👇👇
https://t.me/ODIYANETJRFGROUP
BA IN ODIA
JOINING LINK👇👇
https://t.me/OSOUBAODOFFICIALGROUP
MISSION JT
👇👇
(All subject quiz group)
https://t.me/JUNIOR_TEACHER_ASPIRANTS
6 .30 pm ରେ ସମସ୍ତେ ରହିବ exam tips କୁ ନେଇ ଏବଂ scholarship topic କୁ ନେଇ ଆଲୋଚନା କରିବା
ଆମେ ମାନେ କହିଲେ କେହି ଶୁଣିବ ନାହି ନିଜ କୁ ଜଣେ ସର୍ବଜ୍ଞ ଭାବିବ କହୁଚି
Osou କେବଳ ଷ୍ଟେଟ scholarship କୁ ହିଁ approval କରେ ହେଲେ
ତମେ ମାନେ ମୋ କଥା କଉଠୁ ଶୁଣୁଚ
ଖାଲି ଟାରେ jau jau scholarship ଆସୁଚି ସବୁ apply କରି ଦେଉଛ ହେଲେ ସେ ସବୁ ମିଳିବନି 1000 ଥର କହିଲେ ବି sununa ନିଜ ଟଙ୍କା କୁ ଆଉ ସମୟ କୁ barbad କରିବା ପାଇଁ
Osou କେବଳ ଗୋଟିଏ ହିଁ approval କରେ
ଠିକ୍ ଅଛି
ତମକୁ ମିଛ କହିବା କି ନ ଜାଣି କିଛି କହିବା ଫାଲତୁ ଗ୍ରୁପ୍ ଏଇଟା ନୁହ
Chck କର ନିଜ ନିଜ ଆଧାର no ଦେଇ otp ଆସିବ ସେଇ otp କୁ click କର ଯଦି revert to student ଲେଖା ଯାଇଛି ତାହେଲେ ତମର reject heichi jadi sethare lekha heichi
Pending in institute then thik achhi no problem
State Scholarship Portal
https://scholarship.odisha.gov.in/website/know-your-status
ମନେ ରଖନ୍ତୃ scholarship jeun mane ବି apply କରୁଚନ୍ତୀ present/current educational institute details ରେ nija ନିଜ study center ର ନାମ କୁ ଦେଇ ଯେଉଁ ମାନେ apply କରୁଚନ୍ତୀ ସେମାନଙ୍କ scholarship reject ହେଇଯାଏ ତେଣୁ present/current educational institutions ସ୍ଥାନ ର ନିଜ ନିଜ STUDY CENTRE କୁ ନ ଦେଇ ଆପଣ ମାନେ ODISHA STATE OPEN UNIVERSITY ଦେଲେ ଆପଣ ମାନଙ୍କୁ SCHOLARSHIP ମିଳିଥାଏ
ତେଣୁ apply samaya re ଯଦି ଜାଣି ପାରୁନାହାନ୍ତି ତେବେ ଆମ ସହ contact ମଧ୍ୟ କରିପରିବେ
¡Ya disponible! Investigación de Telegram 2025 — los principales insights del año 
