es
Feedback
ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)

ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)

Ir al canal en Telegram
1 643
Suscriptores
Sin datos24 horas
-37 días
-3130 días
Archivo de publicaciones
ପ୍ରତ୍ୟୋକ ପିଲା ମାନେ GREVENCY ରେ ଯାଇ ଗୋଟିଏ ଗୋଟିଏ GREVENCY ପକାଅ 1. 3RD SEM BOOK କେବେ ଆସିବ 2. 3RD SEM ର ASSIGNMENT QUESTION REALISE ଶୀଘ୍ର କରନ୍ତୁ 3.EXAM କେବେ ହେବ 4. RESULT କେବେ ଆସିବ

2nd SEM RESULT BY MISTAKE ରେ ଆସି ଯାଇଥିଲା RESULT ଆସିବା ପାଇଁ TIME ଲାଗିବ ଅପେକ୍ଷା କର ଯେତେ LATE ହବ ସେତେ ଭଲ RESULT ହବ

https://t.me/OSOU3RDSEM?livestream=a0e099557ee8b64c74 JOIN NOW FOR FREE LIVE CLS MAOD 12 ବ୍ଲକ 2 UNIT 1 ଓଡ଼ିଆ ଶବ୍ଦ ଭଣ୍ଡାର

https://t.me/OSOU3RDSEM?livestream=a0e099557ee8b64c74 JOIN NOW FOR FREE LIVE CLS MAOD 12 ବ୍ଲକ 2 UNIT 1 ଓଡ଼ିଆ ଶବ୍ଦ ଭଣ୍ଡାର

SCHOLARSHIP NEW APPLY ଆସି ନାହି ଏବେ କେବଳ RENEWAL ଚାଲିଚି ତା ପାଇଁ ଗୋଟେ ନୂଆ DATE ଆସିବ କେହି ବ୍ୟସ୍ତ HUA ନାହି ଆସିଲେ ଆମେ ଜଣେଇ ଦେବୁ ତମେ ହଜାର ଗ୍ରୁପ୍ ରେ ପଚାରିଲେ ବି ଲାଭ ନାହି NEW DATE ଆସି ନାହି ଯେଉଁ ଦିନ ଆସିବ ଆମେ ଏହି GROUP ରେ INFO ଦେଇ ଦେବୁ DONT WORRY

ପୁଣି ଥରେ RE ADMISSION ପାଇଁ CHANCE ମିଳିଛି ଯେଉଁ ମାନେ ଏ ପର୍ଯ୍ୟନ୍ତ କରି ନାହାନ୍ତି କରି ନେବେ LAST DATE 15.11.23
ପୁଣି ଥରେ RE ADMISSION ପାଇଁ CHANCE ମିଳିଛି ଯେଉଁ ମାନେ ଏ ପର୍ଯ୍ୟନ୍ତ କରି ନାହାନ୍ତି କରି ନେବେ LAST DATE 15.11.23

https://t.me/OSOU3RDSEM?livestream=6c9b0b4994613d3029 JOIN NOW FOR FREE LIVE CLS MAOD 12 BLOCK 1 UNIT 1 ପୃଥିବୀର ଭାଷା ପରିବାର

CLASS ହଉଚି FREE ରେ JOIN କରୁନ କଣ ପାଇଁ କେହି