es
Feedback
Competitive Exam And Practice Test (Odisha)

Competitive Exam And Practice Test (Odisha)

Ir al canal en Telegram

🙏Hello Friends Welcome to Our Telegram Channel. ଆପଣ ମାନେ ଏହି Channel ରେ Competitive Exam ର ସମସ୍ତ Previous Year Question Paper,Book,Guide & Hand Writing Note ପାଇପାରିବେ। ତେଣୁ ଆମ Telegram Channel କୁ Subscribe କରି ଆମକୁ Support କରନ୍ତୁ। ଧନ୍ୟବାଦ।

Mostrar más
1 021
Suscriptores
Sin datos24 horas
+107 días
+11430 días
Archivo de publicaciones
Howdy Prabhupad , Thank you for joining us!

OPSC PGT EXAM UPDATE @PDF_MARKET
OPSC PGT EXAM UPDATE @PDF_MARKET

🔴ଉତ୍କଳ ବିଶ୍ବବିଦ୍ୟାଳୟରେ ପିଜି ନାମଲେଖାରେ ଅନିୟମିତତା ଅଭିଯୋଗ🔴 ଉତ୍କଳ ବିଶ୍ବବିଦ୍ୟାଳୟରେ ପିଜି ନାମଲେଖାରେ ଅନିୟମିତତା । ଏ ନେଇ ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖାଦେଇଛି। ପିଜି କାଉନସିଲ୍ ଅଫିସରେ ଗେଟରେ ତାଲା ପକାଇ ଧାରଣା ଦେଇଛନ୍ତି ଛାତ୍ର। ଏକ ବିଭାଗରେ ଓ୍ବେଟିଂ ଲିଷ୍ଟର ତଳ ପିଲାଙ୍କୁ ଆଡମିସନ୍ କରିଥିବା ଅଭିଯୋଗ ହୋଇଛି। ମେରିଟ୍ ଲିଷ୍ଟ ଆଗରେ ଥିବା ଛାତ୍ରଙ୍କୁ ଆଡମିସନ୍ ମିଳି ନ ଥିବା ଅଭିଯୋଗ କରିଛନ୍ତି ଛାତ୍ର। ରାଜନୈତିକ ଚାପରେ ମେରିଟ୍ ଲିଷ୍ଟ ତଳେ ଥିବା ଛାତ୍ରଙ୍କୁ ଆଡମିସନ୍ କରାଯାଇଥିବା ଅଭିଯୋଗ ହୋଇଛି। ଛାତ୍ର ବିଜୟ କୁମାର ସାହୁଙ୍କ ଡକୁମେଣ୍ଟ ନେଇ ବି କର୍ତ୍ତୃପକ୍ଷ ଆଡମିସନ୍ କରିନାହାନ୍ତି ବୋଲି ଅଭିଯୋଗ ହୋଇଛି। ସନ୍ଧ୍ୟା ୬ଟା ସୁଦ୍ଧା ଆଡମିସନ୍ ନ ହେଲେ ଆତ୍ମାହୁତି ଦେବାକୁ ଉକ୍ତ ଛାତ୍ର ଜଣ ଚେତାବନୀ ଦେଇଛନ୍ତି । @PDF_MARKET

✨✨✨ ଘୋଷଣା ହେଲା ଯୁକ୍ତ ଦୁଇ ପରୀକ୍ଷା ତାରିଖ ; ଦୁଇଟି ପର୍ଯ୍ୟାୟରେ ହେବ ପରୀକ୍ଷା । ଫେବ୍ରୁଆରୀ ୧୫ରୁ ମାର୍ଚ୍ଚ ୨୦ ଯାଏଁ ମେନ୍ ପରୀକ୍ଷା । ଡିସେମ୍ବର ୨୬ରୁ ୩୦ ଯାଏଁ ଇଣ୍ଟରନାଲ ପରୀକ୍ଷା । ଜାନୁଆରୀ ୨ରୁ ୧୨ ଯାଏଁ ପ୍ରାକ୍ଟିକାଲ ପରୀକ୍ଷା । ପରୀକ୍ଷାର ୪୫ ଦିନ ଭିତରେ ବାହାରିବ ରେଜଲ୍ଟ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ସୂଚନା । @PDF_MARKET

😱😱😱😱😱😱😱😱😱😱 @PDF_MARKET
😱😱😱😱😱😱😱😱😱😱 @PDF_MARKET

Hello, Rakesh , Welcome! Nice to see you.

Hi BIRUツUZUMAKI , Thank you for joining us!

Hello, 𓆰𝐒𝐑𝐁𓆩⃗〬͟🍃̶̌͟ 𝄄𝄀꯭𝄄꯭ ⃪ ̶꯭𝅥ͦ𝆬🇸 𝐇𝐈𝐁𝐀ᯓ❥𓋜⎯꯭‌ 𓆩😎! Thank you for visiting our Channel

Howdy Ranjan , Thank you for joining us!

OSSSC RI & AMIN UPDATE
+1
OSSSC RI & AMIN UPDATE

NEP 2020
+1
NEP 2020

Holiday List for Govt Degree Colleges 2024

UG 5th Semester Regular and Back Programme Notice Exam-2024.pdf

Prel exam for Combined PG Level Recruitment Exam for Specialist posts/ Services will be conducted on 3 Nov.
Prel exam for Combined PG Level Recruitment Exam for Specialist posts/ Services will be conducted on 3 Nov.

କାହିଁକି ବାରମ୍ବାର ସାମ୍ନାକୁ ଆସୁଛି ସାଂଘାତିକ ଅବ୍ୟବସ୍ଥାର ଚିତ୍ର? OSSSC ଦ୍ୱାରା ପରିଚାଳିତ RI, ARI, ICDS SUPERVISOR ଓ ଅମିନ ଭଳି ଗ୍ରୁପ୍-ବି ଏବଂ ଗ୍ରୁପ୍-ସି ପଦବିର ଅନଲାଇନ ପରୀକ୍ଷା ଦାୟିତ୍ୱ ନେଇଛି ତାମିଲନାଡୁର SIFY ଟେକ୍ନୋଲୋଜି ନାମକ ଏକ ଘରୋଇ ସଂସ୍ଥା । ୨୦୨୨ରେ ପେପର୍ ଲିକ୍ ମାମଲାରେ ବ୍ଲାକ୍ ଲିଷ୍ଟେଡ୍ କରିଥିଲେ କେନ୍ଦ୍ର ସରକାର ।ଏପରିକି ସିବିଆଇରେ କେଶ୍ ଚାଲିବା ସହ ସଂସ୍ଥାର ୧୭ ଜଣଙ୍କୁ ଗିରଫ ବି କରାଯାଇଥିଲା । ଏଭଳି ଅଭିଯୋଗ ଆଣିଛି ଷ୍ଟୁଡେଣ୍ଟସ ଏଗେନେଷ୍ଟ କରପସନ । ଏହା ଏକ ସୁବ୍ୟବସ୍ଥିତ ସ୍କାମ୍ ବୋଲି ଅଭିଯୋଗ ଆଣିବା ସହିତ ତୁରନ୍ତ ଏହି ସଂସ୍ଥା ବିରୋଧରେ ତଦନ୍ତ କରିବାକୁ ଦାବି କରିଛି ଷ୍ଟୁଡେଣ୍ଟ ଏଗନେଷ୍ଟ କରପସନ୍ ।

JTS Bus Allotment List.pdf6.88 KB

RI , AMIN EXAM UPDATE
RI , AMIN EXAM UPDATE

Sukanta , Hi and welcome to "Exam & Job Notification"! Thank you for being a part of our community