Competitive Exam
Ir al canal en Telegram
🙏Hello Friends Welcome to Our Telegram Channel. ଆପଣ ମାନେ ଏହି Channel ରେ Competitive Exam ର ସମସ୍ତ Previous Year Question Paper,Book,Guide & Hand Writing Note ପାଇପାରିବେ। ତେଣୁ ଆମ Telegram Channel କୁ Subscribe କରି ଆମକୁ Support କରନ୍ତୁ। ଧନ୍ୟବାଦ।
Mostrar más1 039
Suscriptores
+224 horas
-37 días
+630 días
Archivo de publicaciones
1 039
Repost from +2 State Topper
🟥 ଜୁଲାଇ ୨୪ରୁ ଆରମ୍ଭ ହେବ +୨ ପାଠପଢ଼ା : କାଲିଠୁ ପିଲା କରିବେ ଆବେଦନ, ଆସିଲା ବିଜ୍ଞପ୍ତି….
1 039
Repost from +2 State Topper
🥎ଜୁଲାଇ ୨୪ରୁ ଆରମ୍ଭ ହେବ +୨ ପାଠପଢ଼ା : କାଲିଠୁ ପିଲା କରିବେ ଆବେଦନ, ଆସିଲା ବିଜ୍ଞପ୍ତି….🥎
ଚଳିତ ଶିକ୍ଷାବର୍ଷ ପାଇଁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଆସନ୍ତାକାଲିଠୁ ଅର୍ଥାତ ମେ ୨୪ରୁ ଆରମ୍ଭ ହେବ। ସାମ୍ସ ପୋର୍ଟାଲ ଜରିଆରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ଏନେଇ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଧିବଦ୍ଧଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।
ଏଥିରେ କୁହାଯାଇଛି ଯେ ଯୁକ୍ତ ଦୁଇରେ ନାମଲେଖା ଲାଗି ଆବେଦନ ମେ ୨୪ରୁ ଆରମ୍ଭ ହୋଇ ଜୁନ୍ ୩୦ ତାରିଖରେ ଶେଷ ହେବ। ଜୁଲାଇ ୭ରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ଏହାପରେ ଜୁଲାଇ ୮ରୁ ୧୪ ଯାଏଁ ଆଡମିଶନ୍ ହେବା ପରେ ଜୁଲାଇ ୨୪ରୁ ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନଙ୍କର କ୍ଲାସ୍ ଆରମ୍ଭ ହେବ।
ସୂଚନାଯୋଗ୍ୟ ଚଳିତ ବର୍ଷ ମାଟ୍ରିକରେ ୯୪.୯୩ ପ୍ରତିଶତ ରେଜଲ୍ଟ ହୋଇଛି। ପୁଅଙ୍କ ପାସ ହାର ୯୪ ପ୍ରତିଶତ ରହିଥିବା ବେଳେ ଝିିଅଙ୍କ ପାସ୍ ହାର ୯୬ ପ୍ରତିଶତ ରହିଛି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ ୫ ଲକ୍ଷ ୨ ହଜାର ୪୧୭ ଜଣ । ସେଥି ମଧ୍ୟରୁ ପାସ୍ କରିଛନ୍ତି ୪ ଲକ୍ଷ ୮୪ ହଜାର ୮୬୩ ଜଣ । ସେମାନଙ୍କ ମଧ୍ୟରୁ ୧୮୧୨ ଜଣ A1 ଗ୍ରେଡ ପାଇଥିବାବେଳେ, ୧୨ ହଜାର ୨୦୦ ଜଣ ଛାତ୍ରଛାତ୍ରୀ A2 ଗ୍ରେଡ ପାଇଛନ୍ତି । ସେହିପରି B1 ଗ୍ରେଡ ପାଇଛନ୍ତି ୩୮ ହଜାର ୮୩୧ ଜଣ ଛାତ୍ରଛାତ୍ରୀ। B2 ଗ୍ରେଡ ପାଇଛନ୍ତି ୮୪,୯୭୧ ଜଣ ଛାତ୍ରଛାତ୍ରୀ । C ଗ୍ରେଡ ପାଇଛନ୍ତି ୧ ଲକ୍ଷ ୩୩ ହଜାର ୮୮୨ ଜଣ ଛାତ୍ରଛାତ୍ରୀ। D ଗ୍ରେଡ ପାଇଛନ୍ତି ୧ ଲକ୍ଷ ୪୬ ହଜାର ୧୫୪ ଜଣ ଛାତ୍ରଛାତ୍ରୀ। E ଗ୍ରେଡ ପାଇଛନ୍ତି ୭୬,୦୧୩ ଜଣ ଛାତ୍ରଛାତ୍ରୀ। F ଗ୍ରେଡ ପାଇଛନ୍ତି ୭,୩୮୪ ଜଣ ଛାତ୍ରଛାତ୍ରୀ। ଚଳିତ ବର୍ଷ ଗଜପତି ଜିଲ୍ଲାରେ ସର୍ବାଧିକ ପାସହାର ୯୯.୩୫ ପ୍ରତିଶତ ରହିଥିବା ବେଳେ କୋରାପୁଟ ଜିଲ୍ଲାରେ ସର୍ବନିମ୍ନ ପାସ ହାର ୯୨.୮୩ ପ୍ରତିଶତ ରହିଛି।
1 039
Repost from PDF MARKET
ଲିଙ୍କ ବର୍ତ୍ତମାନ ଠିକ୍ ଭାବରେ କାମ କରୁଛି, ଅନ୍ୟ ମାନଙ୍କ ସହ ଜଲଦି #SHARE କରନ୍ତୁ
COPY/FORWORD OPTION ENABLE NOW☝️☝️☝️☝️☝️☝️☝️☝️☝️☝️☝️☝️
1 039
Repost from PDF MARKET
🟥 ଆସିଲା B.ED/M.ED ADMIT CARD 2025
⚪ ତଳ ଲିଙ୍କ ରୁ ଡାଉନଲୋଡ କରି ପାରିବେ
👉 https://linktr.ee/pdfmarket
🌿 ପ୍ରଥମେ ରୋଲ୍ ନମ୍ୱର ଦେଖନ୍ତୁ, ପରେ ରୋଲ୍ ନମ୍ୱର ସହାୟତା ରେ #ADMIT CARD DOWNLOAD କରନ୍ତୁ
1 039
Repost from PDF MARKET
🟥 ଜିଲ୍ଲା ସ୍ତରୀୟ କୋର୍ଟ ନିଯୁକ୍ତି
👨💻 ଯୋଗ୍ୟତା - +୩ ପାସ୍
💵 ଦରମା - ୧୯,୦୦୦ ରୁ ଅଧିକ
⚪ ସମ୍ବଲପୁର
👉 https://t.me/PDF_MARKET/76741
⚪ ସୁନ୍ଦରଗଡ଼
👉 https://t.me/PDF_MARKET/76742
⚪ ଗଜପତି
👉 https://t.me/PDF_MARKET/76744
⚪ ନୂଆପଡ଼ା
👉 https://t.me/PDF_MARKET/76778
⚪ ସୁବର୍ଣ୍ଣପୁର
👉 https://t.me/PDF_MARKET/76838
⚪ ପୁରୀ
👉 https://t.me/PDF_MARKET/76848
⚪ କୋରାପୁଟ
👉 https://t.me/PDF_MARKET/76922
⚪ ନୟାଗଡ଼
👉 https://t.me/PDF_MARKET/77047
