es
Feedback

¡No caigas en manos de tramposos! Telemetrio encuentra y marca estos canales 👉 Si quieres ver la etiqueta, suscríbete

Sukant Tutorial

Sukant Tutorial

Ir al canal en Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

Mostrar más

📈 Análisis del canal de Telegram Sukant Tutorial

El canal Sukant Tutorial (@sukanttutorial) es un actor destacado. Actualmente la comunidad reúne a 12 725 suscriptores, ocupando la posición 16 043 en la categoría Educación y el puesto 30 361 en la región India.

📊 Métricas de audiencia y dinámica

Desde su creación el невідомо, el proyecto ha mostrado un crecimiento acelerado, reuniendo a 12 725 suscriptores.

Según los últimos datos del 24 noviembre, 2026, el canal mantiene una actividad estable. En los últimos 30 días la variación de miembros fue de 1 095, y en las últimas 24 horas de -1, conservando un alto alcance.

  • Estado de verificación: No verificado
  • Tasa de interacción (ER): El promedio de interacción de la audiencia es 17.80%. Durante las primeras 24 horas tras publicar, el contenido suele obtener 4.86% de reacciones respecto al total de suscriptores.
  • Alcance de las publicaciones: Cada publicación recibe en promedio 2 266 visualizaciones. En el primer día suele acumular 619 visualizaciones.
  • Reacciones e interacción: La audiencia responde de forma activa: el promedio de reacciones por publicación es 16.

📝 Descripción y política de contenido

El autor describe el recurso como un espacio para expresar opiniones subjetivas:
“Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial”

Gracias a la alta frecuencia de actualizaciones (últimos datos recibidos el 25 noviembre, 2026), el canal mantiene la vigencia y un amplio alcance. La analítica demuestra que la audiencia interactúa activamente con el contenido, lo que lo convierte en un punto de referencia dentro de la categoría Educación.

12 725
Suscriptores
-124 horas
-547 días
+1 09530 días
Archivo de publicaciones
photo content
31 dic 2021, 00:43

31 dic 2021, 00:43

photo content
30 dic 2021, 19:36

✅ ଜାନୁଆରୀ ମାସ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର ⭕ପୂର୍ବ ମାସ ଭଳି ସମସ୍ତ ସହରାଞ୍ଚଳରେ ଜାରି ରହିବ ନାଇଟ କର୍ଫ୍ୟୁ ⭕ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସମସ୍ତ ସହରାଞ୍ଚଳରେ ନାଇଟ କର୍ଫ୍ୟ ⭕ସକାଳ ୫ରୁ ରାତି ୧୦ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଦୋକାନ ଖୋଲା ରହିବ ⭕ସମସ୍ତ ପ୍ରକାର ସାମାଜିକ ଓ ଧାର୍ମିକ ସମାବେଶକୁ ବାରଣ ⭕ କୋଭିଡ ନିୟମ ମାନି ଯାତ୍ରା, ମେଲୋଡ଼ି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ ⭕ ସର୍ବାଧିକ ୧ହଜାର ଦର୍ଶକଙ୍କୁ ନେଇ ଅନୁମତିରେ ଚାଲିପାରିବ ଯାତ୍ରା। ⭕ ୫୦% କ୍ଷମତାକୁ ନେଇ ଚାଲିପାରିବ ସିନେମା ହଲ ⭕ ସିନେମାହଲ୍‌କୁ ଯିବା ପାଇଁ ଡବଲ ଡୋଜ ଟିକା ବା ଟେଷ୍ଟ ରିପୋର୍ଟ ଜରୁରୀ ⭕ ବଣଭୋଜି, ମେଳା, ପ୍ରଦର୍ଶନୀ, ମହୋତ୍ସବ ସଂପୂର୍ଣ୍ଣ ନିଷେଧ, ⭕ କୌଣସି ଶିକ୍ଷାନୁଷ୍ଠାନ ପକ୍ଷରୁ ବି ପିକନିକ ଓ ଏକ୍ସକର୍ସନ ଆୟୋଜନ ମନା ⭕ କୌଣସି ଉପଲକ୍ଷେ ବାର୍ଷିକ ଉତ୍ସବ ବା ସମାରୋହ ସଂପୂର୍ଣ୍ଣ ନିଷେଧ
30 dic 2021, 10:58

✅ +3 ALL SEMESTER ONLINE CLASS ✅ SEMESTER & CORE WISE VIEDO AVAILABLE ✅ https://cutt.ly/5Y7RvBU
30 dic 2021, 07:15

photo content
29 dic 2021, 23:54

3 Phase-3 Admission 2021-22* *👉କେବେ ଆସିବ Phase-3 ?* *👉କେଉଁମାନ Apply କରିପାରିବେ ?* *👉College or Honours Change କରିବାକୁ ଚାହୁଁଛନ୍ତି କି ?* *ଶୀଘ୍ର ଦେଖନ୍ତୁ* *Check Link*👇👇 https://youtu.be/v5yvNSgjf7k
29 dic 2021, 23:53

photo content
29 dic 2021, 20:48

ଜାତୀୟ ଆୟଭିତ୍ତିକ ମେଧାବୃତ୍ତି (NMMS) ପରୀକ୍ଷା ୨୦୨୧-୨୨ Official Notice Out Now , Online Apply Full Process & Last Date of Online Apply Check Link 👇👇 https://youtu.be/59wuV_cD5-M
29 dic 2021, 10:02

photo content
29 dic 2021, 08:15

photo content
29 dic 2021, 08:15

😂......
😂......
29 dic 2021, 08:15

29 dic 2021, 00:40

28 dic 2021, 10:15

✅ BSE ODISHA ADMIT CARD UPDATE ⭕ MADHYAMA CLASS-X, SUMMATIVE ASSESSMENT -I ➡️ https://cutt.ly/TUnr3Fa ⭕ CLASS-X CORRESPONDENCE COURSE, SUMMATIVE ASSESSMENT – I ➡️ https://cutt.ly/MUntusO ⭕ CLASS-X, SUMMATIVE ASSESSMENT – I ➡️ https://cutt.ly/AUntzwF
28 dic 2021, 08:18

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କ ବଡ ଘୋଷଣା ।ଜାନୁଆରୀ ୩ରୁ ଖୋଲିବ ପ୍ରାଥମିକ ସ୍କୁଲ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ଖୋଲିବ ସ୍କ
ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କ ବଡ ଘୋଷଣା ।ଜାନୁଆରୀ ୩ରୁ ଖୋଲିବ ପ୍ରାଥମିକ ସ୍କୁଲ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ଖୋଲିବ ସ୍କୁଲ
28 dic 2021, 07:17

✅ଜାନୁଆରୀ ୩ରୁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ ସ୍କୁଲ ଖୋଲିବା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ । ଜାନୁଆରୀ ୩ରୁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ସ୍କୁଲ । ୨୭ ହଜାର ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ସକାଳ ୯ଟାରୁ ଦିନ ୧୨ଟା ଯାଏଁ ପାଠପଢା ଚାଲିବ । ସମ୍ମେଟିଭ-୧ ପରୀକ୍ଷା ଥିବା ସ୍କୁଲ ୧୦ ତାରିଖରୁ ଖୋଲିବ । ସରକାରଙ୍କ ମାର୍ଗଦର୍ଶିକା ମାନି ସ୍କୁଲରେ ପାଠପଢା ହେବ ।
28 dic 2021, 07:04

✅ମାର୍ଚ୍ଚରେ ଶିକ୍ଷକ ନିଯୁକ୍ତି ପରୀକ୍ଷା, ଜାନୁଆରି ୩ରୁ ୩୧ ଯାଏ ଆବେଦନ✅ ହାଇସ୍କୁଲରେ ଖାଲିଥିବା ଶିକ୍ଷକ ପଦ ପୂରଣ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗ୍ରହୀ ପ୍ରାର୍ଥୀମାନେ ଆସନ୍ତା ୩ ତାରିଖଠାରୁ ଅନ୍‌ଲାଇନ୍‌ରେ ନାମ ପଞ୍ଜୀକରଣ କରି ପାରିବେ। ଉକ୍ତ ଦିନ ପୂର୍ବାହ୍ନ ୧୧ଟାରେ ‘dseodisha.in’ ୱେବସାଇଟ୍‌ରେ ଫର୍ମ ଉପଲବ୍ଧ ହେବ। ଜାନୁଆରି ୩୧ ସନ୍ଧ୍ୟା ୬ଟା ସୁଦ୍ଧା‌ ପ୍ରାର୍ଥୀମାନେ ଆବଶ୍ୟକ ଡକ୍ୟୁମେଣ୍ଟ ସହ ଆବେଦନ କରିପାରିବେ। ଯଦି ପ୍ରାର୍ଥୀମାନେ ଅନ୍ୟ କୌଣସି ଫର୍ମାଟ୍‌ରେ ଆବେଦନ କରିଥିବେ, ତାହାକୁ ଗ୍ରହଣ କରାଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ମାର୍ଚ୍ଚ ପ୍ରଥମ ସପ୍ତାହରେ ସିବିଟି(କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ) ମାଧ୍ୟମରେ ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର କରାଯିବ ବୋଲି ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଏହି ପର୍ଯ୍ୟାୟରେ ୧୧ ହଜାର ୪୦୩ ପଦବି ପାଇଁ ପରୀକ୍ଷା କରାଯିବ। ଟିଜିଟି ଆର୍ଟସ୍‌ରେ ୩୩୦୮, ଟିଜିଟି ସାଇନ୍ସ(ପିସିଏମ୍‌)ରେ ୨୩୭୦, ଟିଜିଟି ସାଇନ୍ସ(ସିବିଜେଡ୍‌)ରେ ୧୫୪୪, ହିନ୍ଦୀରେ ୧୭୫୩, ସଂସ୍କୃତରେ ୧୧୮୮, ତେଲଗୁରେ ୨୨, ପିଇଟିରେ ୧୨୧୮ସିଟ୍‌ ପୂରଣ ହେବ। ଏଥର ବି ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ଏସ୍‌ଇବିସି ବର୍ଗଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ। ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ଲାଗି ମଧ୍ୟ ସିଟ୍‌ ସଂରକ୍ଷଣ ରହିଛି। ଯେଉଁମାନେ ଆବେଦନ କରିବେ, ସେମାନେ ଓଡ଼ିଆ ଲେଖି ପଢ଼ି ପାରୁଥିବେ। ଦଶମ ଓ ଦ୍ବାଦଶ‌ ଶ୍ରେଣୀରେ ଓଡ଼ିଶା ବିଷୟରେ ଶିକ୍ଷା ଗ୍ରହଣ କରିଥିବା ନିତାନ୍ତ ଆବଶ୍ୟକ। ଓଏସ୍‌ଏସ୍‌ଟିଇଟି(ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍‌ ଏଲିଜିବିଲିଟି ଟେଷ୍ଟ)ରେ କୃତକାର୍ଯ୍ୟ ହୋଇଥିବା ଦରକାର। ଓଏସ୍‌ଏସ୍‌ଟିଇଟି-୨ ଦେଇଥିବା ପ୍ରାର୍ଥୀ ବି ଆବେଦନ କରିପାରିବେ।
28 dic 2021, 03:52

⭕ମାଟ୍ରିକ୍‌ ସମେଟିଭ୍‌-୧ ପରୀକ୍ଷା: ଆଜିଠୁ ଆଡମିଟ୍‌ କାର୍ଡ ପାଇବେ ପରୀକ୍ଷାର୍ଥୀ, ବୁଧବାର କେନ୍ଦ୍ରକୁ ପଠାଯିବ ପ୍ରଶ୍ନପତ୍ର⭕ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ସମେଟିଭ୍‌-୧ ପରୀକ୍ଷା ଲାଗି ବୋର୍ଡ ପକ୍ଷରୁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଏହି ପରୀକ୍ଷା ପାଇଁ ମଙ୍ଗଳବାରଠୁ ପରୀକ୍ଷାର୍ଥୀ ଆଡମିଟ୍‌ କାର୍ଡ ପାଇପାରିବେ । ଏଥିଲାଗି ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟର ବିଭିନ୍ନ ପରୀକ୍ଷା ସେଣ୍ଟରଗୁଡ଼ିକୁ ଆଡମିଡ୍‌ କାର୍ଡ ପଠାଇ ଦିଆଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ପରୀକ୍ଷା ସେଣ୍ଟରରୁ ପରୀକ୍ଷାର୍ଥୀଙ୍କ ଆଡମିଟ୍‌ କାର୍ଡ ନେଇ ନିଜ ବିଦ୍ୟାଳୟରେ ବାଣ୍ଟି ପାରିବେ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି । ଅନ୍ୟପକ୍ଷରେ ପରୀକ୍ଷାର୍ଥୀ ଚାହିଁଲେ ବୋର୍ଡ ୱେବସାଇଟ୍‌ରୁ ଆଡମିଡ୍‌ କାର୍ଡ ମଧ୍ୟ ଡାଉନ୍‌ଲୋଡ୍‌ କରିପାରିବେ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସେହିପରି ନୋଡାଲ୍‌ ସେଣ୍ଟରଗୁଡ଼ିକୁ ବୁଧବାରଠାରୁ ପ୍ରଶ୍ନପତ୍ର ପଠାଇବା କାର୍ଯ୍ୟ ଆରମ୍ଭ ହେବ । ପ୍ରଶ୍ନପତ୍ର ନୋଡାଲ୍‌ ସେଣ୍ଟରରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ବ୍ୟବସ୍ଥାରେ ରଖାଯିବ । ଏଥିଲାଗି ସେଣ୍ଟର ଅଧିକାରୀମାନେ ପୁଲିସ୍‌ର ସହାୟତା ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ନୋଡାଲ୍‌ ସେଣ୍ଟରରେ ପ୍ରଶ୍ନପତ୍ରକୁ ପୁଲିସ୍‌ ଜଗି ରହିବା ଲାଗି ବ୍ୟବସ୍ଥା ରହିଛି । ଅନ୍ୟପକ୍ଷରେ କୋଭିଡ୍‌ କଟକଣାରେ ହେବାକୁ ଥିବା ସମେଟିଭ୍‌-୧ ପରୀକ୍ଷା ପରିଚାଳନାରେ କିପରି ସ୍ୱଚ୍ଛତା ବଜାୟ ରଖାଯିବ ସେ ନେଇ ବୋର୍ଡ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ଚିଠି କରାଯାଇଛି । ବୋର୍ଡର ନିର୍ଦ୍ଦେଶକ୍ରମେ ଜିଲ୍ଲାସ୍ତରରେ ଥିବା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପୁଲିସ୍‌ ପ୍ରଶାସନ ଏବଂ ଜିଲ୍ଲା ଶିକ୍ଷାଧିକାରୀମାନେ ସେଣ୍ଟର ସୁପରିଟେଣ୍ଡେଣ୍ଟ, ନୋଡାଲ୍‌ ଅଫିସର, ଡେସପାଚ୍‌ ଅଫିସରମାନଙ୍କୁ ନେଇ ପ୍ରସ୍ତୁତି ବୈଠକ ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ରାଜ୍ୟରେ ୮ ହଜାର ୯୩୧ ବିଦ୍ୟାଳୟର ୫ ଲକ୍ଷ ୭୧ହଜାର ୯୩୫ ଜଣ ୧୦ ଶ୍ରେଣୀ ଛାତ୍ରଛାତ୍ରୀ ସମେଟିଭ୍‌ ଆସେସମେଣ୍ଟ୍‌-୧ ପରୀକ୍ଷା ୩ହଜାର ୯୩ଟି କେନ୍ଦ୍ରରେ ଦେବେ ବୋଲି ଧାର୍ଯ୍ୟ ହୋଇଛି
27 dic 2021, 22:53

Login & Check Your Selection Information +3 2nd spot admission Please Leave a Comment ❓
Login & Check Your Selection Information +3 2nd spot admission Please Leave a Comment ❓
27 dic 2021, 21:09