cookie

Utilizamos cookies para mejorar tu experiencia de navegación. Al hacer clic en "Aceptar todo", aceptas el uso de cookies.

avatar

Kanak News Official

The official telegram channel of Kanak News. Stay tuned to get 24*7 news updates only from Kanak News

Mostrar más
Japón964El idioma no está especificadoNoticias y medios16 010
Publicaciones publicitarias
6 470
Suscriptores
Sin datos24 horas
-27 días
-2330 días

Carga de datos en curso...

Tasa de crecimiento de suscriptores

Carga de datos en curso...

Photo unavailableShow in Telegram
ରୋମାଚଂକର ସ୍ଥିତିରେ ଆଇପିଏଲ ପ୍ଲେ ଅଫ୍ । ଶେଷ ସ୍ଥାନ ପାଇଁ ଶନିବାର ସିଏସକେ । ଆରସିବି ମଧ୍ୟରେ ଟକ୍କ୍ର । ବଡ଼ ବ୍ୟବଧାନରେ ଜିତିଲେ ପ୍ଲେ-ଅଫରେ ପ୍ରବେଶ କରିପାରେ ବେଙ୍ଗାଳୁରୁ । https://kanaknews.com/ipl/
Mostrar todo...
🔗 Read More
Photo unavailableShow in Telegram
୭୭ ତମ କ୍ୟାନ୍ସ ଫିଲ୍ମ ଫେଷ୍ଟିଭାଲରେ ଚମକିଲେ ଐଶ୍ୟର୍ଯ୍ୟା ରାୟ ବଚ୍ଚନ । ଝିଅ ଆରାଧ୍ୟା ସହ ରେଡ କାରପେଟ ଚାଲିଲେ ବଲିଉଡ କୁଇନ । https://kanaknews.com/୭୭-ତମ-କ୍ୟାନ୍ସ-ଫିଲ୍ମ-ଫେଷ୍ଟ/
Mostrar todo...
🔗 Read More
Photo unavailableShow in Telegram
ଗୁମର ଖୋଲିଲା ସ୍ୱାତୀ ମଲିୱାଲଙ୍କ ଏଫଆଇଆର । ଚାପୁଡା ସହ ଛାତି,ପେଟକୁ ଗୋଇଠା ମାରିଥିଲେ କେଜ୍ରିୱାଲଙ୍କ ସହଯୋଗୀ ବୈଭବ କୁମାର । ସେପଟେ କ୍ରେଜିୱାଲଙ୍କ ଇସ୍ତଫା ଦାବି କଲା ବିଜେପି । https://kanaknews.com/swati-maliwals-fir-opened-by-gummer/
Mostrar todo...
🔗 Read More
Photo unavailableShow in Telegram
‘ମଙ୍ଗଳଯାନ-୨’ ପାଇଁ ଇସ୍ରୋର ବଡ଼ ପ୍ରସ୍ତୁତି । ରୋଭର ସହ ଛୋଟ ହେଲିକେପ୍ଟର, ରୋବର୍ଟିକ କାର, ଏବଂ କ୍ରେନ ପଠାଇବ ଭାରତ । ମଙ୍ଗଳ ଗ୍ରହର ମାଟି ଓ ବାୟୁ ମଣ୍ଡଳ ଉପରେ କରିବ ଅଧିକ ଗବେଷଣା । https://kanaknews.com/more-research-will-be-done-on-the-soil-and-atmosphere-of-mars/
Mostrar todo...
🔗 Read More
Photo unavailableShow in Telegram
ସାଇବର ଠକେଇର ନୂଆ ତରିକା ‘ୱାର୍କ ଫ୍ରମ ହୋମ’କୁ ସାବଧାନ । ୪ ଦିନରେ ୫୪ ଲକ୍ଷ ହରାଇଲେ ମୁମ୍ବାଇର ଜଣେ ମହିଳା । କମ ପରିଶ୍ରମରେ ଅଧିକ ଲାଭ ମିଳୁଥିବା କାମ ପ୍ରତି ଅଧିକ ସତର୍କ ରହିବାକୁ ପରାମର୍ଶ । https://kanaknews.com/a-woman-from-mumbai-lost-54-lakhs-in-4-days/
Mostrar todo...
🔗 Read More
Photo unavailableShow in Telegram
ଓଡ଼ିଶାରେ ବିଜେପି ପାଇଁ ମାରାଥନ ପ୍ରଚାର କଲେ ଡ୍ରିମ ଗାର୍ଲ ହେମାମାଳିନୀ । କଟକ ଓ ପିପିଲିରେ ରେ ବିଶାଳ ରୋଡ-ସୋ । କହିଲେ, ଡବଲ ଇଞ୍ଜିନ ସରକାର ଆସିଲେ ହେବ ବିକାଶ https://kanaknews.com/dream-girl-hema-malini-road-show-in-odisha/
Mostrar todo...
🔗 Read More
Photo unavailableShow in Telegram
ରୋମାଚଂକର ସ୍ଥିତିରେ ଆଇପିଏଲ ପ୍ଲେ ଅଫ୍ । ଶେଷ ସ୍ଥାନ ପାଇଁ ଶନିବାର ସିଏସକେ । ଆରସିବି ମଧ୍ୟରେ ଟକ୍କ୍ର । ବଡ଼ ବ୍ୟବଧାନରେ ଜିତିଲେ ପ୍ଲେ-ଅଫରେ ପ୍ରବେଶ କରିପାରେ ବେଙ୍ଗାଳୁରୁ । https://kanaknews.com/ipl/
Mostrar todo...
🔗 Read More
Photo unavailableShow in Telegram
ସବୁଠି ରାଜନୈତିକ ମାହୋଲ ସରଗରମ । ଭିନ୍ନ ଭିନ୍ନ ମୁଦ୍ଦା ନେଇ ଭୋଟ୍ ହାତେଇବାକୁ ପ୍ରାର୍ଥୀଙ୍କ ପ୍ରୟାସ ।ସେପଟେ ବେଆଇନ କାରବାର ରୋକିବାକୁ ପୋଲିସର କଡା ପହରା । https://kanaknews.com/candidates-attempts-to-win-votes-on-different-issues/
Mostrar todo...
🔗 Read More
Photo unavailableShow in Telegram
ଭୋଟ ଦେବେ ଶତାୟୁ ଭୋଟର । ଜଳେଶ୍ୱର ନିର୍ବାଚନ ମଣ୍ଡଳିର କାଦରାୟାଁ ଗାଁର ୧୨୨ ବର୍ଷୀୟା ଭୋଟର ଚୈନା ବାନୁ । ମତଦାନ ତାରିଖ ଅପେକ୍ଷାରେ ରହିଛନ୍ତି ଚୈନା ବାନୁ । https://kanaknews.com/45-5000-china-banu-is-waiting-for-the-polling-date/
Mostrar todo...
🔗 Read More
Photo unavailableShow in Telegram
ପ୍ରେସମିଟ କରି ବିଜେଡି ଉପରେ ବର୍ଷିଲେ ଅନୁଭବ: କହିଲେ, ମୋତେ ଦଳର ନେତାଙ୍କୁ ଭେଟିବାକୁ ଦିଆଯାଇନଥିଲା, କି କେନ୍ଦ୍ରାପଡାରେ କାମ କରିବାକୁ ସୁଯୋଗ ମିଳିଲାନି https://kanaknews.com/i-was-not-allowed-to-meet-the-party-leader-said-anubhav-mohanty/
Mostrar todo...
🔗 Read More