Basant Sir
Ir al canal en Telegram
Hii student ,this channel is very useful for your preparation of any govt job.
Mostrar más5 951
Suscriptores
-124 horas
-87 días
-4430 días
Archivo de publicaciones
5 950
🚫Ban Instagram at night 👍🏻
Good idea 👌🏻👌🏻
No instagram after mid night 👍🏻
proposed Restriction could limit access from 12 AM To 6 AM👍🏻Temporarily unavailable till morning ..👌🏻
5 950
1. ଏକ Waiting List (ପ୍ରତୀକ୍ଷା ତାଲିକା) ରଖିଲେ ନିଯୁକ୍ତି ପ୍ରକ୍ରିୟା ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଖୋଲା ରହିପାରେ ଏବଂ ଏହା ଫଳରେ ପ୍ରଶାସନିକ ସମସ୍ୟା ସୃଷ୍ଟି ହୋଇପାରେ।
2. ମେରିଟ୍, ସଂରକ୍ଷଣ, ଯୋଗ୍ୟତା ଏବଂ Waiting List ର ବୈଧତାକୁ ନେଇ ବିବାଦ ହେଲେ ଅନାବଶ୍ୟକ ଆଇନଗତ ମାମଲା ଏବଂ ବିଳମ୍ବ ହୋଇପାରେ।
3. ସମୟ ସହିତ ନିଯୁକ୍ତି ନିୟମ, ଶିକ୍ଷାଗତ ଯୋଗ୍ୟତା କିମ୍ବା ଅନ୍ୟାନ୍ୟ eligibility conditions (ଯୋଗ୍ୟତା ସର୍ତ୍ତ) ବଦଳିପାରେ। ତେଣୁ ପୁରୁଣା Waiting List କୁ ପରେ ବ୍ୟବହାର କରିବା ଆଇନଗତ ଏବଂ ପ୍ରଶାସନିକ ଭାବରେ କଷ୍ଟକର ହୋଇପାରେ।
ଏହି କାରଣରୁ, Waiting List System କୁ ଆରମ୍ଭ କରିବା/ପୁନଃ ଆରମ୍ଭ କରିବା ସମ୍ପର୍କିତ ଉପରୋକ୍ତ ଆବେଦନ/ପ୍ରତିନିଧିତ୍ୱକୁ ପ୍ରତ୍ୟାଖ୍ୟାନ (regretted) କରାଯାଇଛି ଏବଂ ତାହା ଅନୁସାରେ ମାମଲାଟିକୁ ନିଷ୍ପତ୍ତି କରାଯାଇଛି (disposed of)
5 950
Upcoming teacher vacancy 👇🏻👇🏻
1)SSB TGT+PET- October/November
2)OAVS- September
3)Junior Teacher - November
4)SSD - September/October
5)PGT - December
6)MLE - October
7)Special Educator - October
Exam Calender - Time Taking Process
*️⃣All Exam Will be Conducted In January/February
*️⃣mostly 3 months Vitare sabu Post Asiba
🙏🏻ଛାତ୍ର ଏକତା ଜିନ୍ଦାବାଦ୍💓
5 950
+1
📌Delegation ପରେ ଜଣା ପଡ଼ିଛି କି ଏବେ ଶିକ୍ଷକ ନିଯୁକ୍ତି ଆସିବ ନାହିଁ ୨୦୨୯ ନିର୍ବାଚନ ବେଳକୁ ଆସିପାରେ ।ଏବେ ଆଖି ଖୋଲିବାର ସମୟ ,ବିନା ଲଢ଼େଇରେ କିଛି ସମ୍ଭବ ନୁହେଁ, ଆଜି(ଶନିବାର) ଶେଷ ଲଢ଼େଇ ଭାବି ନିଜର ଭବିଷ୍ୟତ କଥା ଭାବି ସମସ୍ତେ ଆସନ୍ତୁ ,ଯେଉଁ ମାନେ ଭାବୁଛନ୍ତି ଆମର SYLLABUS ସରିନି ଯିବୁନି ସେମାନଙ୍କୁ ଗୋଟେ ପ୍ରଶ୍ନ ୨୦୨୯ ବେଳକୁ syllabus ସରିବ ତ??ଯଦି ଆଜି(ଶନିବାର) ୫୦୦୦-୧୦୦୦୦ ପିଲା ନ ଆସିବେ କାଲି strike ବନ୍ଦ କରାଯିବ । ଆଉ ସମସ୍ତେ ୨୦୨୯ କୁ ଅପେକ୍ଷା କରିଥିବ
5 950
+1
📚ନିଜର ଭବିଷ୍ୟତ ନିଜର ସ୍ବପ୍ନ ନିଜର ଅଧିକାର ନିଜର ନ୍ୟାୟ ସହ ନିଯୁକ୍ତି ପାଇଁ ଶେଷ ଲଢ଼େଇ ଭାବି ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦିଅନ୍ତୁ🙏🏻
🗓ତାରିଖ:-ଅଗଷ୍ଟ ୧୭, ୨୦୨୬(ସୋମବାର)
📌ସ୍ଥାନ:-ଲୋୟର PMG, ଭୁବନେଶ୍ୱର
