cookie

Utilizamos cookies para mejorar tu experiencia de navegación. Al hacer clic en "Aceptar todo", aceptas el uso de cookies.

avatar

ODIA MOTIVATION,SAYARI,QUIZ 🙏

ଜୟ ଜଗନ୍ନାଥ ଆମେ ଓଡ଼ିଆ ଭାରି ବଢିଆ😇

Mostrar más
India107 838El idioma no está especificadoMotivación y presupuesto12 165
Publicaciones publicitarias
2 421
Suscriptores
+724 horas
+437 días
+21230 días
Distribuciones de tiempo de publicación

Carga de datos en curso...

Find out who reads your channel

This graph will show you who besides your subscribers reads your channel and learn about other sources of traffic.
Views Sources
Análisis de publicación
MensajesVistas
Acciones
Ver dinámicas
01
କେହି ଜଣେ ମତେ ପଚାରିଲେ , ଶିବଙ୍କ ମହତ୍ୱ ତୋ ଜୀବନରେ କେତେ କି..? ପ୍ରତି କ୍ଷେତ୍ରରେ ଖାଲି ଶିବବାବା ଶିବବାବା ହଉଛୁ, ମୁଁ କହିଲି as an aspirant ସେ ମୋ ପ୍ରତି subjects ର Headline ✔️In history, Shiva is my FRIEND 🤝 ✔️In geography, Shiva is my WORLD 🌍 ✔️In biology, Shiva is my HEART 🫀 ✔️In Chemistry, Shiva is my OXYGEN 💨 ✔️In physics, Shiva is my GRAVITY 🪐 ✔️In mathematics, Shiva is my SOLUTION 📝 ✔️In philosophy, Shiva is my TRUTH ☝ ✔️In English , Shiva is my RHYME 👼🏻 ଜୀବନରେ ଯେତେଥର ପାରୁଛ ତାଙ୍କ ନାମକୁ ଏବଂ ତାଙ୍କ ସ୍ବରୂପକୁ ମନେ ପକାଇଚାଲ, କାରଣ ଶିବ ହିଁ ସତ୍ୟ,ଶିବ ହିଁ ଆଦି, ଶିବ ହିଁ ଅନନ୍ତ ଓ ଶିବ ହିଁ ସୁନ୍ଦର ଅଟନ୍ତି, ଶିବା ବିନା ଅନ୍ୟଗତି ନାହିଁ। ଯିଏ ଗଙ୍ଗା, ଚନ୍ଦ୍ରମା, ବାସୁକି, ବୃଷଭ ସଭିଙ୍କୁ ତାଙ୍କ ବିପଦରୁ ଉଦ୍ଧରି ନିଜ ପାଖେ ଶରଣ ଦେଇଛନ୍ତି ଆମକୁ ମଧ୍ୟ ନିଶ୍ଚୟ ଆପଣେଇ ନେବେ, ସେଥିପାଇଁ ଖୋଲା ମନରେ,ସଫା ହୃଦୟର ସହ କୁହ ମୋ'ର ପ୍ୟାରା ଭୋଳାନାଥ ଶିବ ବାବା, 🚩
5319Loading...
02
ମହତ୍ୱ ତୋ ଜୀବନରେ କେତେ କି..? ପ୍ରତି କ୍ଷେତ୍ରରେ ଖାଲି ଶିବବାବା ଶିବବାବା ହଉଛୁ, ମୁଁ କହିଲି as an aspirant ସେ ମୋ ପ୍ରତି subjects ର Headline ✔️In history, Shiva is my FRIEND 🤝 ✔️In geography, Shiva is my WORLD 🌍 ✔️In biology, Shiva is my HEART 🫀 ✔️In Chemistry, Shiva is my OXYGEN 💨 ✔️In physics, Shiva is my GRAVITY 🪐 ✔️In mathematics, Shiva is my SOLUTION 📝 ✔️In philosophy, Shiva is my TRUTH ☝ ✔️In English , Shiva is my RHYME 👼🏻 ଜୀବନରେ ଯେତେଥର ପାରୁଛ ତାଙ୍କ ନାମକୁ ଏବଂ ତାଙ୍କ ସ୍ବରୂପକୁ ମନେ ପକାଇଚାଲ, କାରଣ ଶିବ ହିଁ ସତ୍ୟ,ଶିବ ହିଁ ଆଦି, ଶିବ ହିଁ ଅନନ୍ତ ଓ ଶିବ ହିଁ ସୁନ୍ଦର ଅଟନ୍ତି, ଶିବା ବିନା ଅନ୍ୟଗତି ନାହିଁ। ଯିଏ ଗଙ୍ଗା, ଚନ୍ଦ୍ରମା, ବାସୁକି, ବୃଷଭ ସଭିଙ୍କୁ ତାଙ୍କ ବିପଦରୁ ଉଦ୍ଧରି ନିଜ ପାଖେ ଶରଣ ଦେଇଛନ୍ତି ଆମକୁ ମଧ୍ୟ ନିଶ୍ଚୟ ଆପଣେଇ ନେବେ, ସେଥିପାଇଁ ଖୋଲା ମନରେ,ସଫା ହୃଦୟର ସହ କୁହ ମୋ'ର ପ୍ୟାରା ଭୋଳାନାଥ ଶିବ ବାବା, 🚩
10Loading...
03
ମଥାକୁ ଥରେ ନୁଆଁଇ ଦେଖ ତମ ଅଭିମାନ ମରିଯିବ ।ଆଖିକୁଥରେ ଭିଜାଇ ଦେଖ ପଥର ହୃଦୟ ମଧ୍ୟ ତରଳିଯିବ ।ଦାନ୍ତକୁ ଟିକେ ବିଶ୍ରାମ ଦିଅ ସ୍ୱାସ୍ଥ୍ୟ ଠିକ୍ ରହିବ ।ଜିଭକୁ ଟିକେ ଅଟକାଇ ଦିଅ ଦୁଃଖ ଚାଲିଯିବ ।ଇଛାକୁ ହଟାଇଦିଅ ସୁଖର ସଂସାର ଦେଖାଯିବ ।ସବୁବେଳେ ଭାବୁଛେ ଲୋକେ କ’ଣ କହିବେ ।ମାତ୍ରଶେଷରେ ଲୋକେ କହିବେ-ରାମନାମ ସତ୍ୟହେ । Rakesh Atri............🗿
5804Loading...
04
🌿🤭🌿 ସ୍କୁଲ ସରିବାର ବହୁତ୍ ବର୍ଷ ହେଇ ଗଲାଣି । ଆଜି ଯାଏ ବୁଝି ପାରିଲିଣି ସେ ଯନ୍ତ୍ରବାକ୍ସ ରେ ଥିବା ଦି ମୁନିଆ ର କାମ କଣ ? ମୁଁ ତ କାଗଜ ଦିସ୍ତା ରେ ଫୁଟେଇବା ପାଇଁ ବ୍ୟବହାର କରୁଥିଲି!! 🤣🤣🤣
9104Loading...
05
ନିଜ ଲୋକ..................
9354Loading...
06
ଭଲ ପାଇବାର ନାଟକ..............
1 1257Loading...
07
କାହିଁକି ଏମିତି ହୁଏ ❓,, ଯିଏ ଭାଗ୍ୟରେ ନଥାଏ, ପ୍ରେମ ସବୁଠାରୁ ଅଧିକ ତା ସହିତ ହୁଏ 🥺😭😖
1 0491Loading...
08
ମୋର ଭୋଟ ଖୋର୍ଦ୍ଧା ର ଶିକ୍ଷା ସମସ୍ୟା ର ସମାଧାନ ଲାଗି। ମୋର ଭୋଟ ପରୀ , ବେବିନା, କୁନ୍ଦିଲି ଭଊଣି ର ନ୍ୟାୟ ଲାଗି। ମୋର ଭୋଟ ମୋର ଅଞ୍ଚଳ ର ଯୁବକ ବର୍ଗ ର ରୋଜଗାର ଲାଗି । ମୋର ଭୋଟ ମୋର ଅଞ୍ଚଳର ସାମାଜିକ ସଂସ୍କୃତ ର ପୁନଃ ସ୍ଥାପନା ଲାଗି । ମୋର ଭୋଟ ଭାରତ କେ ବିଶ୍ଵ ଗୁରୁ ବନାବାର ଲାଗି। ଆଜି ଠାରୁ ଆମେ ସମସ୍ତେ ଭୋଟ ଦେବୁ , ଭ୍ରଷ୍ଟାଚାର ଦାଗି ନେତା ମାନଙ୍କୁ ତାଙ୍କର ରାସ୍ତା ଦେଖେଇ ଦେବୁ । Vote for nation🚩
1 0091Loading...
09
ଯିଏ ମୁଁହ ଦେଖି ଜାଣି ପାରେ ପେଟ ର ଭୋକ ଗହୀର ମନ ର କଥା...ହୁଏତ ପାଠ ପଢ଼ି ନଥାଏ ହେଲେ ପ୍ରକୃତ ଜୀବନ ଶିକ୍ଷା ର ଶିକ୍ଷକ ସେ..ସେ ମାଗେନ କେବେ ନିଜ ପାଇଁ ତାର ପ୍ରତ୍ୟେକ ବାର ବ୍ରତ ଓଷା ର ଶୀର୍ଷ ବିନ୍ଧୁ ଆମେ🥰 ପବିତ୍ର ମାତୃଦିବସ ରେ ମୋର ସମସ୍ତ ମା ମାନଙ୍କୁ ପ୍ରଣାମ 🙏 #ମାତୃଦିବସ #ସମୟ ସରି ଆସୁଛି
1 0937Loading...
10
କଣ ଲେଖିବି.. ଶବ୍ଦ କମ ପଡିବ.. କଣ କହିବି.. ଜୀବନ ସରିଯିବ.. ସିଏ ସମୁଦ୍ର ମୁଁ ଶଙ୍ଖେ ପାଣି .. ତା ମମତା ପ୍ରଭୁ ନପାରିଲେ ଜାଣି.. ମୁଁ ଛାର ମନୁଷ୍ୟ .. କେମିତି ମାପିବି ପୁଣି.. ~~ମାତୃ ଦିବସର ଅଭିନନ୍ଦନ..🚩
1 1165Loading...
11
ମଣିଷର ଭାଗ୍ୟରେ ଯାହା ଥାଏ ତାହା ହିଁ ଘଟିଥାଏ। ତାକୁ କେହି ପରିବର୍ତ୍ତନ କରି ପାରିବେ ନାହିଁ । ବିଜ୍ଞାନର ଅଗ୍ରଗତି ଘଟିଥିଲେ ବି ମଣିଷ ଜୀବନକୁ ରକ୍ଷା କରିପାରୁନି। ମଣିଷ ଯେତେଦିନ ପାଇଁ ଏ ଧରାପୃଷ୍ଠକୁ ଆସିଛି ସେତିକି ଦିନ ତାର ଲୀଳାଖେଳା କରି ପୁଣି ଫେରିଯିବ। ସୃଷ୍ଟିକର୍ତ୍ତା ହେଉଛନ୍ତି ନିର୍ଦେଶକ, ଆମେମାନେ ଜଣେ ଜଣେ କଳାକାର। ତେଣୁ ପ୍ରତିଦିନ ସକାଳୁ ପ୍ରଭୁଙ୍କୁ ଦୁଇ ହାତ ଟେକି ସମର୍ପଣ ର ଭାବନାରେ ନିଜକୁ ସମର୍ପି ଦିଅ ଯେପରି ଆଜି ଦିନର ଅଭିନୟଟି ସୁନ୍ଦରତା ରେ ଭରିଯାଉ ।
1 1629Loading...
12
ମହୁ ପରି ମିଠା କଥା ବାର୍ତ୍ତା କରୁଥିବା ଲୋକ ବେଳେ ବେଳେ ମହୁମାଛି ପରି ଆଘାତ ମଧ୍ୟ ଦିଅନ୍ତି ,ସର୍ବଦା ନିଜ Choice ର ଜୀବନ ମିଳିବ ନାହିଁ,ଯାହା ମିଳୁଛି ବାସ୍ ତାକୁ ହିଁ Choice କରିବାକୁ ପଡିବ। Rakesh........
1 70510Loading...
13
ଅହଙ୍କାରୀ ବନ୍ଧୁ ମାନଙ୍କୁ ଚେତେଇ କହୁଛି ଏହି କାହାଣୀ, କରନାହିଁ ଏତେ ଗର୍ବ ଅହଂକାର ନଷ୍ଟହେବ ଜାଣିଶୁଣି । ନିଜର ଯେତେ ସୁନ୍ଦର ନା ଦେଇଥାନ୍ତୁ ପଛେ, ଜୀବନର ଶେଷରେ ଲୋକେ ଆପଣଙ୍କୁ କେବଳ ଶବ ହିଁ କହିବେ....
2 2787Loading...
14
🦋"ଜୀବନରେ କେବେ କାହାକୁ ଅଧିକ ବିଶ୍ୱାସ କରିବନି କି କାହା ଉପରେ ଭରଷା ରଖିବ ନାହିଁ। କାରଣ ଇତିହାସ ସାଖୀ ଅଛି ନିଜ ଲୋକ ସବୁବେଳେ ବିଶ୍ୱାସରେ ବିଷ ଦେଇ ଖୁସି ହୁଅନ୍ତି !!"*
2 46113Loading...
15
ସଂସାରରେ ମଣିଷ ତିନୋଟି (୩ଟି) ସ୍ବାର୍ଥପାଇଁ ପରିଶ୍ରମ କରିଥାଏ -------------- ୧:- ମୋ ନାମ ଉଚ୍ଚା ହେଉ   ୨:- ମୋ ଜୀବନଶୈଳୀ ଓ ବେଶଭୂଷା ଭଲ ହେଉ   ୩:- ମୋ ଘରଦ୍ବାର ଭଲ ହେଉ । କିନ୍ତୁ ମଣିଷ ମଲାପରେ ସର୍ବପ୍ରଥମେ ଏହି ୩ଟି ଜିନିଷର ପରିବର୍ତ୍ତନ ଦେଖାଦେଇଥାଏ । ୧:- ନାମ (ସ୍ବର୍ଗିୟ)     ୨:-ଜୀବନଶୈଳୀ ବେଶଭୂଷା,(ମୁଠାଏ ପାଉଁଶ) ୩:- ଘରଦ୍ବାର (ଶ୍ମଶାନ)
2 84010Loading...
16
ପ୍ରେମ ଏଭଳି ଏକ ଅପରାଧ ଅଟେ ... ଯାହାର ଦଣ୍ଡ ସାରା ଜୀବନ ଭୋଗିଲେ ମଧ୍ୟ ଶେଷ ହୁଏନାହିଁ !!"* ଦୁନିଆଁରେ ସମସ୍ତେ କାନ୍ଦୁଛନ୍ତି ... କିଏ ଆଖିରୁ ତ ଆଉ କିଏ ହୃଦୟରୁ !!"*
2 70412Loading...
17
*🦋"ଜୀବନର ସବୁଠାରୁ ବଡ଼ ସତ୍ୟ .... ଆପଣ ଜାଣିପାରନ୍ତି ନାହିଁ କିଏ ଆପଣଙ୍କୁ ପ୍ରକୃତରେ ଭଲ ପାଉଛନ୍ତି ଆଉ କିଏ ଆପଣଙ୍କ ସହ ଖେଳୁଛନ୍ତି !!"* 🦋"କିଏ ଆଜି ତ କିଏ କାଲି ବଦଳି ଯିବେ , ବିଶ୍ବାସ କରନ୍ତୁ ସମସ୍ତେ ଦିନେ ନା ଦିନେ ଅବଶ୍ୟ ବଦଳି ଯିବେ !!"* Good Morning Everyone
2 7125Loading...
18
*🦋"ସମୟ କୁ ଦୋଷ ଦେଇ କିଛି ଲାଭ ନାହିଁ ... କାରଣ ଏଠି ସମୟ ନୁହେଁ ଲୋକମାନେ ବଦଳି ଯାଆନ୍ତି , ସମୟ ତ ତା ବାଟରେ ଚାଲୁଥାଏ .. !!"* *🦋"ପ୍ରେମରେ ଧୋକା ଖାଇବା ପରେ ଯେଉଁ ଯନ୍ତ୍ରଣା ଅନୁଭବ ହେଇଥାଏ , ତାହା ହିଁ ପ୍ରକୃତ ଯନ୍ତ୍ରଣା !!"*
2 6708Loading...
19
ଏ ସମୟ ସବୁ କିଛି ଭୁଲେଇ ଦିଏ। ଏଇ ଦେଖୁ ନାହାନ୍ତି,ଆପଣ ଯାହାଙ୍କୁ ସବୁଦିନ ପାଇଁ ମନେରଖିବେ ବୋଲି ଭାବିଥିଲେ,ଆପଣ ତାଙ୍କୁ ଭୁଲି ସାରିଲେଣି।ଆଉ ଯାହାଙ୍କୁ କେବେ ଭାବି ହିଁ ନଥୁଲେ, ଆଜି ତାଙ୍କୁ ମନେ ରଖ୍ ସାରିଲେଣି । ଏମିତି ହିଁ ହୁଏ । ଅସ୍ଥିର ?
2 5955Loading...
20
🦋 ନିଜ ମା ଏବଂ ସ୍ତ୍ରୀ କୁ ସବୁବେଳେ ଗଭୀର ଇଜ୍ଜତ ଏବଂ ସମ୍ମାନ ଦିଅ।କାହିଁକିନା ଜଣେ ତୁମକୁ ଦୁନିଆକୁ ଆଣିଛନ୍ତି,ଆଉ ଜଣେ ସାରା ଦୁନିଆଁ ଛାଡ଼ି ତୁମ ପାଖକୁ ଚାଲି ଆସିଛି
3 11113Loading...
21
🦋"ଗୋଟେ କଥା ପୁରା ସତ , ଯାହାକୁ ଯେତେ ଭଲପାଇବା , Miss କରିବ , Care କରିବ , ସବୁ ସମୟରେ ଖୋଜ ଖବର ନେବ ସେ ହିଁ ତୁମକୁ ଗୁରୁତ୍ବ ଦେବନି .. !!"* Good Night Sweet dreams Everyone
3 5097Loading...
କେହି ଜଣେ ମତେ ପଚାରିଲେ , ଶିବଙ୍କ ମହତ୍ୱ ତୋ ଜୀବନରେ କେତେ କି..? ପ୍ରତି କ୍ଷେତ୍ରରେ ଖାଲି ଶିବବାବା ଶିବବାବା ହଉଛୁ, ମୁଁ କହିଲି as an aspirant ସେ ମୋ ପ୍ରତି subjects ର Headline ✔️In history, Shiva is my FRIEND 🤝 ✔️In geography, Shiva is my WORLD 🌍 ✔️In biology, Shiva is my HEART 🫀 ✔️In Chemistry, Shiva is my OXYGEN 💨 ✔️In physics, Shiva is my GRAVITY 🪐 ✔️In mathematics, Shiva is my SOLUTION 📝 ✔️In philosophy, Shiva is my TRUTH ☝ ✔️In English , Shiva is my RHYME 👼🏻 ଜୀବନରେ ଯେତେଥର ପାରୁଛ ତାଙ୍କ ନାମକୁ ଏବଂ ତାଙ୍କ ସ୍ବରୂପକୁ ମନେ ପକାଇଚାଲ, କାରଣ ଶିବ ହିଁ ସତ୍ୟ,ଶିବ ହିଁ ଆଦି, ଶିବ ହିଁ ଅନନ୍ତ ଓ ଶିବ ହିଁ ସୁନ୍ଦର ଅଟନ୍ତି, ଶିବା ବିନା ଅନ୍ୟଗତି ନାହିଁ। ଯିଏ ଗଙ୍ଗା, ଚନ୍ଦ୍ରମା, ବାସୁକି, ବୃଷଭ ସଭିଙ୍କୁ ତାଙ୍କ ବିପଦରୁ ଉଦ୍ଧରି ନିଜ ପାଖେ ଶରଣ ଦେଇଛନ୍ତି ଆମକୁ ମଧ୍ୟ ନିଶ୍ଚୟ ଆପଣେଇ ନେବେ, ସେଥିପାଇଁ ଖୋଲା ମନରେ,ସଫା ହୃଦୟର ସହ କୁହ ମୋ'ର ପ୍ୟାରା ଭୋଳାନାଥ ଶିବ ବାବା, 🚩
Mostrar todo...
🙏 33 8👍 6👌 3😍 2
ମହତ୍ୱ ତୋ ଜୀବନରେ କେତେ କି..? ପ୍ରତି କ୍ଷେତ୍ରରେ ଖାଲି ଶିବବାବା ଶିବବାବା ହଉଛୁ, ମୁଁ କହିଲି as an aspirant ସେ ମୋ ପ୍ରତି subjects ର Headline ✔️In history, Shiva is my FRIEND 🤝 ✔️In geography, Shiva is my WORLD 🌍 ✔️In biology, Shiva is my HEART 🫀 ✔️In Chemistry, Shiva is my OXYGEN 💨 ✔️In physics, Shiva is my GRAVITY 🪐 ✔️In mathematics, Shiva is my SOLUTION 📝 ✔️In philosophy, Shiva is my TRUTH ☝ ✔️In English , Shiva is my RHYME 👼🏻 ଜୀବନରେ ଯେତେଥର ପାରୁଛ ତାଙ୍କ ନାମକୁ ଏବଂ ତାଙ୍କ ସ୍ବରୂପକୁ ମନେ ପକାଇଚାଲ, କାରଣ ଶିବ ହିଁ ସତ୍ୟ,ଶିବ ହିଁ ଆଦି, ଶିବ ହିଁ ଅନନ୍ତ ଓ ଶିବ ହିଁ ସୁନ୍ଦର ଅଟନ୍ତି, ଶିବା ବିନା ଅନ୍ୟଗତି ନାହିଁ। ଯିଏ ଗଙ୍ଗା, ଚନ୍ଦ୍ରମା, ବାସୁକି, ବୃଷଭ ସଭିଙ୍କୁ ତାଙ୍କ ବିପଦରୁ ଉଦ୍ଧରି ନିଜ ପାଖେ ଶରଣ ଦେଇଛନ୍ତି ଆମକୁ ମଧ୍ୟ ନିଶ୍ଚୟ ଆପଣେଇ ନେବେ, ସେଥିପାଇଁ ଖୋଲା ମନରେ,ସଫା ହୃଦୟର ସହ କୁହ ମୋ'ର ପ୍ୟାରା ଭୋଳାନାଥ ଶିବ ବାବା, 🚩
Mostrar todo...
ମଥାକୁ ଥରେ ନୁଆଁଇ ଦେଖ ତମ ଅଭିମାନ ମରିଯିବ ।ଆଖିକୁଥରେ ଭିଜାଇ ଦେଖ ପଥର ହୃଦୟ ମଧ୍ୟ ତରଳିଯିବ ।ଦାନ୍ତକୁ ଟିକେ ବିଶ୍ରାମ ଦିଅ ସ୍ୱାସ୍ଥ୍ୟ ଠିକ୍ ରହିବ ।ଜିଭକୁ ଟିକେ ଅଟକାଇ ଦିଅ ଦୁଃଖ ଚାଲିଯିବ ।ଇଛାକୁ ହଟାଇଦିଅ ସୁଖର ସଂସାର ଦେଖାଯିବ ।ସବୁବେଳେ ଭାବୁଛେ ଲୋକେ କ’ଣ କହିବେ ।ମାତ୍ରଶେଷରେ ଲୋକେ କହିବେ-ରାମନାମ ସତ୍ୟହେ । Rakesh Atri............🗿
Mostrar todo...
🤩 9👏 8👍 4💯 3😁 1👀 1
🌿🤭🌿 ସ୍କୁଲ ସରିବାର ବହୁତ୍ ବର୍ଷ ହେଇ ଗଲାଣି । ଆଜି ଯାଏ ବୁଝି ପାରିଲିଣି ସେ ଯନ୍ତ୍ରବାକ୍ସ ରେ ଥିବା ଦି ମୁନିଆ ର କାମ କଣ ? ମୁଁ ତ କାଗଜ ଦିସ୍ତା ରେ ଫୁଟେଇବା ପାଇଁ ବ୍ୟବହାର କରୁଥିଲି!! 🤣🤣🤣
Mostrar todo...
😁 54🤩 6👏 4😢 4👍 2🙏 2
00:12
Video unavailableShow in Telegram
ନିଜ ଲୋକ..................
Mostrar todo...
🙏 16 2👍 1
00:13
Video unavailableShow in Telegram
ଭଲ ପାଇବାର ନାଟକ..............
Mostrar todo...
👍 29🙏 11👏 1😢 1
କାହିଁକି ଏମିତି ହୁଏ ❓,, ଯିଏ ଭାଗ୍ୟରେ ନଥାଏ, ପ୍ରେମ ସବୁଠାରୁ ଅଧିକ ତା ସହିତ ହୁଏ 🥺😭😖
Mostrar todo...
😢 28👍 15🆒 3😡 3🔥 2❤‍🔥 1
ମୋର ଭୋଟ ଖୋର୍ଦ୍ଧା ର ଶିକ୍ଷା ସମସ୍ୟା ର ସମାଧାନ ଲାଗି। ମୋର ଭୋଟ ପରୀ , ବେବିନା, କୁନ୍ଦିଲି ଭଊଣି ର ନ୍ୟାୟ ଲାଗି। ମୋର ଭୋଟ ମୋର ଅଞ୍ଚଳ ର ଯୁବକ ବର୍ଗ ର ରୋଜଗାର ଲାଗି । ମୋର ଭୋଟ ମୋର ଅଞ୍ଚଳର ସାମାଜିକ ସଂସ୍କୃତ ର ପୁନଃ ସ୍ଥାପନା ଲାଗି । ମୋର ଭୋଟ ଭାରତ କେ ବିଶ୍ଵ ଗୁରୁ ବନାବାର ଲାଗି। ଆଜି ଠାରୁ ଆମେ ସମସ୍ତେ ଭୋଟ ଦେବୁ , ଭ୍ରଷ୍ଟାଚାର ଦାଗି ନେତା ମାନଙ୍କୁ ତାଙ୍କର ରାସ୍ତା ଦେଖେଇ ଦେବୁ । Vote for nation🚩
Mostrar todo...
👍 13
ଯିଏ ମୁଁହ ଦେଖି ଜାଣି ପାରେ ପେଟ ର ଭୋକ ଗହୀର ମନ ର କଥା...ହୁଏତ ପାଠ ପଢ଼ି ନଥାଏ ହେଲେ ପ୍ରକୃତ ଜୀବନ ଶିକ୍ଷା ର ଶିକ୍ଷକ ସେ..ସେ ମାଗେନ କେବେ ନିଜ ପାଇଁ ତାର ପ୍ରତ୍ୟେକ ବାର ବ୍ରତ ଓଷା ର ଶୀର୍ଷ ବିନ୍ଧୁ ଆମେ🥰 ପବିତ୍ର ମାତୃଦିବସ ରେ ମୋର ସମସ୍ତ ମା ମାନଙ୍କୁ ପ୍ରଣାମ 🙏 #ମାତୃଦିବସ #ସମୟ ସରି ଆସୁଛି
Mostrar todo...
💯 20🙏 14 7👍 2
କଣ ଲେଖିବି.. ଶବ୍ଦ କମ ପଡିବ.. କଣ କହିବି.. ଜୀବନ ସରିଯିବ.. ସିଏ ସମୁଦ୍ର ମୁଁ ଶଙ୍ଖେ ପାଣି .. ତା ମମତା ପ୍ରଭୁ ନପାରିଲେ ଜାଣି.. ମୁଁ ଛାର ମନୁଷ୍ୟ .. କେମିତି ମାପିବି ପୁଣି.. ~~ମାତୃ ଦିବସର ଅଭିନନ୍ଦନ..🚩
Mostrar todo...
27🙏 7