785
订阅者
无数据24 小时
-47 天
-1930 天
帖子存档
785
ମେ ୨ରେ ମାଟ୍ରିକ ରେଜଲ୍ଟ
ମେ ୨ ତାରିଖରେ ଅପରାହ୍ନ ୪ ଟାରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ପ୍ରେସ୍ ରିଲିଜ୍ ଜରିଆରେ ସୂଚନା ଦେଲା ମାଧ୍ୟମିକ ଶିକ୍ଷା ପରିଷଦ। ଷ୍ଟେଟ୍ ଓପନ୍ ସ୍କୁଲ ଓ ମଧ୍ୟମା ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ । bseodisha.ac.in ରେ ରେଜଲ୍ଟ ଦେଖିହେବ । ଇଣ୍ଟରନେଟ୍ ନ ଥିବା ଅଞ୍ଚଳରେ ରୋଲ୍ ନଂକୁ 5676750 SMS କରି ରେଜଲ୍ଟ ଜାଣିହେବ ।
ସୌଜନ୍ୟ-ମାଧ୍ୟମିକ ଶିକ୍ଷା ପରିଷଦ
01 5月, 12:58
