3 841
订阅者
无数据24 小时
-127 天
-7030 天
帖子存档
3 841
Weekly Practice Question
Date :- 21.04.2024
Class - IX ( 9th)
Subject -,English (SLE)
Topic :- 1.The Priceless
gift ( Prose)
2. Home and Love
3.Eassy
4. Translation
Full mark : 25
Question prepared by:-
Govt. High School, Mohangiri, kalahandi.
**
1. Why did the writer feel ashamed to face Mrs ବେଥି
At the time of his return to India ? ( 5 )
Or
Why did the writer choose the corner table in the restaurant ? (5)
2. what message does the poet have for those who have both home and love ? (5 )
Or
Which ideas do the angles discuss in heaven ? ( 5 )
3 . Write an Eassy in about 200 words. (5 )
a. Your School Garden
b. Your Father
c. earthquake
d. My favorite Game
4.Translate the following
into English. (5 )
ମିତା :- ଭାଇ, ତୁମ ନାମ କଣ ?
ସୂର୍ଯ୍ୟ :- ମୋର ସମ୍ପୂର୍ଣ୍ଣ ନାମ କହିବି କି ?
ମିତା :- ହଉ କୁହତ ?
ସୂର୍ଯ୍ୟ :- ମୋର ନାମ ସୂର୍ଯ୍ୟ ପ୍ରକାଶ
ଦେଶମୁଖ l
ମିତା :- ମୋର ନାମ ମିତା l ତୁମେ
ମୋର ଆଜିଠୁ ବନ୍ଧୁ l
5. Fill in the gaps using the appropriate from each sentences.(5)
a. There is an __of
anger on the face.
(Express)
b. I had a ___ with
my friend.
( converse)
c. She performed
well at her first
__.( opportune)
d. She showed a
__ for my past
Life. ( curious)
e. He made his
___ from the
scence after a dialogue. ( depart )
22 4月 2024, 14:21
3 841
ସମ୍ଭାବ୍ଯ ଗ୍ରୀଷ୍ମ ପ୍ରବାହ ଓ ପାଣିପାଗ ବିଭାଗର ସୂଚନାକୁ ଦୃଷ୍ଟିରେ ରଖି ଚଳିତ ଏପ୍ରିଲ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲା ରହିବ। ସେହିପରି ଏପ୍ରିଲ ୨୫ ତାରିଖ ଠାରୁ ରାଜ୍ୟ ସରକାର ଗ୍ରୀଷ୍ମ ଛୁଟି ଘୋଷଣା କରିଛନ୍ତି।
22 4月 2024, 14:21
3 841
Weekly Practice Question
Date :- 21.04.2024
Class - X
Subject -English (SLE)
Topic :- 1.All things
bright and beautiful
2.A letter to God
3.Eassy
4. Translation
Full mark : 25
Question prepared by:-
Govt. High School, Mohangiri, kalahandi.
**
1. What does the poet praise God in the poem " All things Bright and beautyful " ? ( 5 )
Or
Who has made all the things ? How has he made them all ? (5)
2. What made Lencho write a Second letter to God ? (5 )
Or
What did Rancho react during the night after the hail storm.( 5 )
3 . Write an Eassy in about 200 words. (5 )
a. Your class Teacher
b. Your mother
c. Computer
d. My best frind
4.Translate the following
into English. (5 )
ମିତା :- ଭାଇ, ମୋତେ ଡାକ୍ତରଖାନା
ଯିବାକୁ ହେବ l
ଶ୍ରୀକାନ୍ତ :- କଣ ତୋର ହୋଇଛି ?
ମିତା :- ମୋ ମୁଣ୍ଡ ବିନ୍ଧୁଛି l
ଶ୍ରୀକାନ୍ତ : ଟି.ଭି ନ ଦେଖିବା ପାଇଁ
ତୋତେ ବହୁତ ଥର କହିଛି l
ମିତା :- ମୁଁ କେବଳ ଗୋଟିଏ ଓଡ଼ିଆ
ଧାରାବାହିକ ଦେଖେ l
5. Choose the correct alternative for each of the following questions. (5)
a. None of
them___ come.
i. Has
ii. are
iii. am
iv. have
b.The governer and Chancellor of the university __come.
i. have
ii. has
iii. are
iv. were
c. He will sell a car - choose the correct pattern of the sentences.
i. SVO
ii. SVC
iii. SVOO
iv. SVOC
d.The police __chasing the burglar.
i. has
ii. are
iii. was
iv. is
e. Who has/have made all things well ?
i. Man
ii. Heaven
iii. God
iv. Angels
22 4月 2024, 14:21
3 841
*Weekly practice question**
ସାପ୍ତାହିକ ଅଭ୍ୟାସ ପ୍ରଶ୍ନ
ନବମ ଶ୍ରେଣୀ
Class - IX
Subject - FLO
( First Language Odia)
( ସାହିତ୍ୟ )
Topic :-
1.ବନ୍ଦେ ଉତ୍କଳ ଜନନୀ ( ପଦ୍ୟ )
2.ଜାତୀୟ ଜୀବନ ( ଗଦ୍ୟ )
Full mark : 25
ପ୍ରଶ୍ନ ପ୍ରସ୍ତୁତି :- ସରକାରୀ ଉଚ୍ଚ ବିଦ୍ୟାଳୟ, ମୋହନଗିରି, କଳାହାଣ୍ଡି
**
1.ସରଳାର୍ଥ ଲେଖ l ( 5 )
ସବୁବ୍ୟକ୍ତି ଓ ସବୁ ଜାତିଙ୍କଠାରେ ଅନୁକରଣ କରିବାଯୋଗ୍ୟ ଅନେକ ଗୁଣ ଅଛି l
କିମ୍ବା
ଜାତିର ମୂଲ୍ୟ ବଢ଼ିଲେ ଜାତୀୟ ଲୋକେ ତହିଁର ସୁଫଳ ଭୋଗ କରିବେ ଏଥିରେ ସନ୍ଦେହ ନାହିଁ l
2. ସରଳାର୍ଥ ଲେଖ l (5 )
ଚାରୁ ହାସମୟୀ ଚାରୁ ଭାଷମୟୀ
ଜନନୀ ଜନନୀ ଜନନୀ l
କିମ୍ବା
ପୂତ-ପୟୋଧି-ବିଧୌତ-ଶରୀରା
ତାଳତମାଳ- ସୁଶୋଭିତ-ତୀରା l
3. ଦୀର୍ଘଉତ୍ତର ମୂଳକ ପ୍ରଶ୍ନର ଉତ୍ତର ଦିଅ l ( 5 )
ଉତ୍କଳ ଜନନୀ କାହିଁକି ବନ୍ଦନୀୟା - ପଠିତ କବିତା ଅବଲମ୍ବନ ରେ ଆଲୋଚନା କର ?
କିମ୍ବା
" ବନ୍ଦେ ଉତ୍କଳ ଜନନୀ " କବିତାରୁ ଉତ୍କଳ ଜନନୀଙ୍କ ମହନୀୟତା ପ୍ରତିପାଦନ କର l
4. ଦୀର୍ଘଉତ୍ତରମୂଳକ ପ୍ରଶ୍ନର ଉତ୍ତର ଦିଅ l (5 )
ଜାପାନ ଜାତିର କେଉଁ ଗୁଣ ସେମାନଙ୍କୁ ବିଶ୍ୱ ପ୍ରସିଦ୍ଧ କରି ପାରିଛି ଏବଂ ସେମାନଙ୍କ ତାହା ଦ୍ୱାରା କି ଲାଭ ହୋଇପାରିଛି l
କିମ୍ବା
ଜଳ, ଡାହଳ କୁକୁର,ଦେଶୀ କୁକୁର ଆଦିର ଉଦାହରଣ ମାଧ୍ୟମରେ ଲେଖକ କଣ କହିବାକୁ ଚାହାଁନ୍ତି ଆଲୋଚନା କର l
5. ସମସ୍ତ ପ୍ରଶ୍ନର ଉତ୍ତର ଦିଅ l (1 × 5 = 5 )
a. ସୂର୍ଯ୍ୟଠାରୁ ଆମେ କେଉଁ ଗୁଣ ଶିଖିବା ଉଚିତ ?
କିମ୍ବା
ଜାପାନ ଜାତିର ଉନ୍ନତି ର ମୂଳମନ୍ତ୍ର କଣ ?
b. ଆମେ ସବୁବେଳେ କାହାର ଟେକରଖି କାର୍ଯ୍ୟ କରିବା ଆବଶ୍ୟକ ?
କିମ୍ବା
ସବୁବ୍ୟକ୍ତି ଓ ସବୁ ଜାତିଙ୍କ ଠାରେ କେଉଁ ଗୁଣ ରହିଛି ?
c. ଉତ୍କଳ ଜନନୀ ଙ୍କ କଣ ଚାରୁ ବୋଲି କବିତାରେ କବି କହିଛନ୍ତି ?
କିମ୍ବା
କବିଙ୍କ କବିତାରେ ନଦୀତଟ ର ପବନ କିପରି ?
d. ନୀଳ ପର୍ବତ ଗୁଡିକ କେଉଁ ଆକୃତି ରେ ଉତ୍କଳ ଜନନୀ ଙ୍କ ଦେହକୁ ସଜେଇଛନ୍ତି ?
କିମ୍ବା
ଓଡ଼ିଆ ରା ପବିତ୍ରମୂଳ ଗୁଡିକୁ କଣବୋଲି କୁହାଯାଇଛି ?
e. ଅର୍ଥଗତ ପାର୍ଥକ୍ୟ ଲେଖ l
ଲକ୍ଷ, ଲକ୍ଷ୍ୟ
ଅଶନ, ଅସନ
ଦୀପ, ଦ୍ବୀପ
କିମ୍ବା
ଏକ ପଦରେ ପ୍ରକାଶ କର l
ଜାଣିବାର ଇଚ୍ଛା
ଭୋଜନ କରିବାର ଇଚ୍ଛା
ଲାଭ କରିବାର ଇଚ୍ଛା
21 4月 2024, 01:02
3 841
🔘 💧 🔘 ଜାଣନ୍ତୁ କାହାର କେଉଁ ଧନୁ ? 🔘 💧 🔘
➖➖➖➖➖➖➖➖➖➖➖➖➖➖➖➖➖
⚜️ ଶିବ - ପିନାକ
⚜️ ରାମ - କୋଦଣ୍ଡ
⚜️ ବିଷ୍ଣୁ - ସାରଙ୍ଗ
⚜️ ଲକ୍ଷ୍ମଣ - ଗାନ୍ଧାରୀ
⚜️ ଶତ୍ରୁଘ୍ନ - ଗୈାରବ
⚜️ ପର୍ଶୁରାମ - ବୈଷ୍ଣବ
⚜️ ରାବଣ - ପଉଲସ୍ତ୍ୟ
⚜️ ଭୀଷ୍ମ - ବାୟବ୍ୟ
⚜️ ଦ୍ରୋଣ - ଆଙ୍ଗିରସ୍ୟ
⚜️ କର୍ଣ୍ଣ - ବିଜୟ
⚜️ ଏକଲବ୍ୟ - ମହାକାଳ
⚜️ ବାର୍ବରିକ - ଆଗ୍ନେୟ
⚜️ ଯୁଧିଷ୍ଠିର - ମହେନ୍ଦ୍ର
⚜️ ଭୀମ - ଭୈରବ
⚜️ ଅର୍ଜ୍ଜୁନ - ଗାଣ୍ଡିବ
⚜️ ନକୁଳ - ରୌଦ୍ର
⚜️ ସହଦେବ - ଚିତ୍ରଭାନୁ
✨✨✨✨✨✨✨✨✨✨✨✨✨✨✨✨
21 4月 2024, 01:02
3 841
**ସାପ୍ତାହିକ ଅଭ୍ୟାସ ପରୀକ୍ଷା*
Weekly practice Test
Date :- 21.04.2024
Class - X
Subject - FLO ( First Language Odia)
( ସାହିତ୍ୟ )
Topic :-
1.ବନ୍ଦେ ଉତ୍କଳ ଜନନୀ ( ପଦ୍ୟ )
2. ଲକ୍ଷ୍ମୀକାନ୍ତ ମହାପାତ୍ର ଙ୍କ ଜୀବନୀ ଓ ସାହିତ୍ୟକୃତି
Full mark : 25
ପ୍ରଶ୍ନ ପ୍ରସ୍ତୁତି :- ସରକାରୀ ଉଚ୍ଚ ବିଦ୍ୟାଳୟ, ମୋହନଗିରି, କଳାହାଣ୍ଡି
******
1.ସରଳାର୍ଥ ଲେଖ l ( 5 )
ଗଳ୍ପଟିର ପରିଣତି ବେଶ କରୁଣ ରସରେ ମାର୍ମିକ l
କିମ୍ବା
ଗାନ୍ଧୀ ଆଦର୍ଶ ଓ ବାଣୀପ୍ରତି ସେ ଅନୁରାଗୀ ହୋଇ ସେ ସମ୍ପର୍କରେ ଅନେକ କବିତା ରଚନା କରିଥିଲେ l
2. ସରଳାର୍ଥ ଲେଖ l (5 )
ସୁନ୍ଦର ମନ୍ଦିର ମଣ୍ଡିତ-ଦେଶା
ଚାରୁ କଳାବଳି-ଶୋଭିତ-ବେଶା
କିମ୍ବା
ଘନଘନ ବନଭୂମି ରାଜିତ ଅଙ୍ଗେ
ନୀଳ ଭୂଧରମାଳା ସାଜେ ତରଙ୍ଗେ l
3. ଦୀର୍ଘଉତ୍ତର ମୂଳକ ପ୍ରଶ୍ନର ଉତ୍ତର ଦିଅ l
ବନ୍ଦେ ଉତ୍କଳ ଜନନୀ ଏକ ମାତୃଭୂମି ପ୍ରଶଂସାତ୍ମକ କବିତା - ଉକ୍ତିଟିର ଯଥାର୍ଥତା ପ୍ରତିପାଦନ କର ?
କିମ୍ବା
" ବନ୍ଦେ ଉତ୍କଳ ଜନନୀ " କବିତାରୁ ଉତ୍କଳର ବୈଶିଷ୍ଟ୍ୟ ପ୍ରତିପାଦନ କର l
4. ଦୀର୍ଘଉତ୍ତରମୂଳକ ପ୍ରଶ୍ନର ଉତ୍ତର ଦିଅ l
କାନ୍ତକବିଙ୍କ ଜୀବନୀ ପରିଚୟ ଦିଅ l
କିମ୍ବା
ରୁଗଣ ସ୍ୱାସ୍ଥ୍ୟରେ କାନ୍ତ କବି ମୃତ୍ୟୁ ପର୍ଯ୍ୟନ୍ତ କେଉଁ କାମ ସହ ସମ୍ପୃକ୍ତ ଥିଲେ ଦର୍ଶାଅ l
5. ସମସ୍ତ ପ୍ରଶ୍ନର ଉତ୍ତର ଦିଅ l (1 × 5 = 5 )
a. କାନ୍ତକବି ଙ୍କ ବନ୍ଦେ ଉତ୍କଳ ଜନନୀ ରଚନା କୁ ରବୀନ୍ଦ୍ରନାଥ ଙ୍କ କେଉଁ ସାହିତ୍ୟକୃତି ସହ ତୁଳନା କରାଯାଏ ?
କିମ୍ବା
ବ୍ୟାସ କବି କାହାକୁ କୁହାଯାଏ ?
b. ବୁଢ଼ା ଶଙ୍ଖାରୀ ଗଳ୍ପ କୁ ଅନେକ "କାବୁଲିୱାଲା" ସହ ତୁଳନା କରନ୍ତି ତେବେ କାବୁଲିୱାଲା କାହା ସାହିତ୍ୟକୃତି ଅଟେ ?
କିମ୍ବା
ଉମାଚରଣ ଦାସଙ୍କ ସହ ଲକ୍ଷ୍ମୀକାନ୍ତଙ୍କ କଣ ସମ୍ପର୍କ ଥିଲା ?
c. "ଘନଘନ ଭୂମି" ରେ ଘନ ଘନ - ର ଅର୍ଥ କଣ ?
କିମ୍ବା
କେଉଁ ମାନଙ୍କ କୁଟୀର ଯୋଗୁଁ ଉତ୍କଳ ପବିତ୍ର ଅଟେ ?
d. ଉତ୍କଳ ଜନନୀ ଙ୍କ ବେଶ କେଉଁଥିରେ ଶୋଭା ପାଉଛି ?
କିମ୍ବା
କବିତା ରେ ପୟୋଧି କାହାକୁ କୁହାଯାଇଛି ?
e. ଶୁଦ୍ଧବାକ୍ୟ କୁ ବାଛ l
ମୂସା ଗଣେଷଙ୍କ ବାହନ ଅଟେ l
ମୂଷା ଗଣେଷଙ୍କ ବାହାନ ଅଟେ l
ମୂଷା ଗଣେସଙ୍କ ବାହନ ଅଟେ l
ମୂଷା ଗଣେଶଙ୍କ ବାହାନ ଅଟେ l
କିମ୍ବା
ଘରଟିକୁ ସଫା କରିଦିଅ l- ପ୍ରକାର୍ଯ୍ୟ ଦୃଷ୍ଟିରୁ ଏହା କେଉଁ ପ୍ରକାର ବାକ୍ୟ ?
ପ୍ରଶ୍ନସୂଚକ ବାକ୍ୟ
ଅନୁରୋଧ ବା ଆଦେଶସୂଚକ ବାକ୍ୟ
ବିସ୍ମୟସୂଚକ ବାକ୍ୟ
ବିବୃତିସୂଚକ ବାକ୍ୟ
21 4月 2024, 01:02
3 841
✈️✈️ *Vinayaka Missions Aviation Academy ✈️✈️ We can also connect with youtube https://youtube.com/@Vinayakamissionaviationacademy?si=FK9kV3Xl12N5Dim3 And instagram https://www.instagram.com/vinayakamissionsofficial?utm_source=qr&igsh=Z3dhNzI2b3gzb2hs Website www.vmaa.in
21 4月 2024, 01:02
3 841
+2 ରେ ଏହି ବର୍ଷ ବିଜ୍ଞାନ ( Science ) stream ନେଇ PCM ନେଇ ବୋର୍ଡ଼ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କୁ ଉଭୟ +3 ସହ Aircraft maintenance Engineering ବିମାନ ସମ୍ପର୍କିତ ଟ୍ରେନିଂ ର ସୁବିଧା l
21 4月 2024, 01:02
