+2 State Topper
前往频道在 Telegram
ଏଥିରେ 12th 1st & 2nd year ର ସବୁଦିଆଯିବ Notes,Book,pdf, Testpaper & more Our Main Channel 👇👇👇 https://t.me/State_Topper Our Discussion Channel 👇👇👇 https://t.me/StateTopperDiscussion Our Bot Add in Other Groups @Statetopper_bot
显示更多1 313
订阅者
-224 小时
-47 天
-1530 天
帖子存档
1 313
🟥 +2 SPOT ADMISSION 2026
Opening of Choice Locking facility option for SPOT admission in Student's login
👉 30.07.2026 (11.00 AM)
1 313
Hi 🙏Welcome to Our +2 State Topper Channel.ତୁମେ ଏହି Channel ରେ +2ର ସମସ୍ତ Previous Year Question Paper,Guide & Book ସହିତ Handwriting Note ମଧ୍ୟ ପାଇ ପାରିବ। ତେଣୁ ଆମ Telegram Channel କୁ Support କରନ୍ତୁ ଆଉ Left ହୁଅନ୍ତୁ ନାହିଁ।
1 313
Hi 🙏Welcome to Our +2 State Topper Channel.ତୁମେ ଏହି Channel ରେ +2ର ସମସ୍ତ Previous Year Question Paper,Guide & Book ସହିତ Handwriting Note ମଧ୍ୟ ପାଇ ପାରିବ। ତେଣୁ ଆମ Telegram Channel କୁ Support କରନ୍ତୁ ଆଉ Left ହୁଅନ୍ତୁ ନାହିଁ।
1 313
Repost from N/a
ଗଣତନ୍ତ୍ରର ଅର୍ଥ
+2 2nd Year Political science(Elective)
Hand Writing Note
1 313
Repost from N/a
ଗଣତନ୍ତ୍ରର ଅର୍ଥ
+2 2nd Year Political science(Elective)
Hand Writing Note
1 313
Chapter 2 On Examinations
https://drive.google.com/file/d/1WYORncdebsk7xPk3wC1lEWugi3j4sgUL/view?usp=drivesdk
1 313
*💠+2 Second Selection Merit List Released*
https://results.samsodisha.gov.in/ResultHss/AppStatusHSS
1 313
🌼 ପବିତ୍ର ରଥଯାତ୍ରାର ଅନେକ ଅନେକ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କୃପା ସଦା ସର୍ବଦା ଆପଣଙ୍କ ଉପରେ ରହୁ। ଜୟ ଜଗନ୍ନାଥ! 🙏
1 313
Repost from State Topper (9th,10th)
ପବିତ୍ର ଘୋଷ ଯାତ୍ରା ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ
ପ୍ରଭୁ ଶ୍ରୀଜଗନ୍ନାଥ ଆର୍ଶିବାଦ ସଦା ସର୍ବଦା ଆପଣ ମାନଙ୍କ ଉପରେ ଥାଉ
। ଜୟ ଜଗନ୍ନାଥ 🥰🥰🥰🥰
1 313
Economics । Unit -3- ଉତ୍ପାଦନ (Production
https://drive.google.com/file/d/1-fRz7pA1ZMeTVN9EM2I4d996gPRsghgp/view?usp=drivesdk
1 313
Repost from State Topper (9th,10th)
*💠ଛାତ୍ରଛାତ୍ରୀଙ୍କ ପାଇଁ ଯୋଗ୍ୟତା ସର୍ତ୍ତ ଜାରି:*
- କେଜିରୁ ପିଜି ମାଗଣା ପାଠପଢ଼ା ପ୍ରସଙ୍ଗ, ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଯୋଗ୍ୟତା ସର୍ତ୍ତ ଜାରି
- ଶ୍ରେଣୀଗୃହରେ ୭୫% ଉପସ୍ଥାନ ବାଧ୍ୟତାମୂଳକ, ସର୍ବନିମ୍ନ ଉପସ୍ଥାନ ୬୫% ରୁ କମ୍ ହେଲେ ମିଳିବନି ସୁବିଧା
- SAMSରେ ଯୋଗ୍ୟ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ଆବଶ୍ୟକ
- UG ଓ PG ପ୍ରଥମ ନାମଲେଖା ସହ ପୁନଃ-ନାମଲେଖାରେ ମଧ୍ୟ ଲାଗୁ
- ଯୋଗ୍ୟତା ପୂରଣ କଲେ ହିଁ ମିଳିବ ଯୋଜନାର ଲାଭ
*💠୪ଟି କିସ୍ତିରେ କଲେଜକୁ ମିଳିବ ଛାତ୍ରଛାତ୍ରୀଙ୍କ ଟଙ୍କା:*
- ନାମଲେଖା ପରେ ପ୍ରଥମ କିସ୍ତିରେ ମିଳିବ ୧୦% ଟଙ୍କା
- ଦ୍ବିତୀୟ କିସ୍ତିରେ ୧୫%, ୩ୟ ଓ ୪ର୍ଥ କିସ୍ତିରେ ୨୫% ଟଙ୍କା
- ପ୍ରତି ଶିକ୍ଷାବର୍ଷରେ ପର୍ଯ୍ୟାୟକ୍ରମେ ଟଙ୍କା ପ୍ରଦାନ ହେବ
1 313
+1
⭕ ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ ନାମଲେଖା ଲାଗି ସଂଶୋଧିତ ଟାଇମଲାଇନ୍
-ଆଜିଠୁ ୧୨ ତାରିଖ ପର୍ଯ୍ୟନ୍ତ ଚାହିଁଲେ ପୁଣି ଥରେ ଚଏସ୍ ଫିଲିଂ ସୁଯୋଗ
-କେଜିରୁ ପିଜି ମାଗଣା ନାମଲେଖା ଘୋଷଣା ପରେ ସଂଶୋଧିତ ସୂଚୀ
-ଯେଉଁମାନେ ଫେଜ୍-୧ ନାମଲେଖା ପ୍ରକ୍ରିୟାରେ ସାମିଲ୍ ଥିଲେ କରିପାରିବେ
-OTP ଭେରିଫିକେସନ ଜରିଆରେ ସଂଶୋଧିତ ସୁଯୋଗର ବ୍ୟବହାର କରିପାରିବେ
-ସାମ୍ସ ପୋର୍ଟାଲରୁ ସବିଶେଷ ତଥ୍ୟ ସଂଗ୍ରହ ନେଇ ଉଚ୍ଚଶିକ୍ଷା ବିଭାଗର ସୂଚନା
-ଦ୍ବିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ଜୁଲାଇ ୨୦ରେ ପ୍ରକାଶ ପାଇବ
