ch
Feedback
CAREER STUDY CLASSES 📘📚📝

CAREER STUDY CLASSES 📘📚📝

前往频道在 Telegram

Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd

显示更多
673
订阅者
-124 小时
-77 天
-4130 天
帖子存档
Share & sopprt immediately 1k complete ✅✅✅✅ ଯାହା ଫଳରେ ଭଲ ଲାଗିବ & ଆପଣଙ୍କୁ help full note & notification diajiba https://t.me/carrerstudyclasses Sopprter by CARRER STUDY CLASSES TEAM 💐💐💐💐💐💐💐💐

**ଆପଣ ମାନଙ୍କୁ ସବୁ କିଛି ସାହାଯ୍ୟ ପରେ ଆପଣ ମାନେ sopport କରୁନାହାନ୍ତି,,,,,, ଆମକୁ କିପରି ଭାବରେ ଭଲ ଲାଗେ,,, ତେଣୁ ଆପଣ ମାନଙ୍କୁ ଏକ ଉପଦେଶ ଯେ ଆପଣ ମାନେ ତଳ 🖇️🔗 shere କରି ଆପଣ ମାନେ update notification ଜାଣିବା ସହ ସାଙ୍ଗ ମାନେ ଜାଣନ୍ତୁ।।।।** ଆମ team ଆଗକୁ ଆପଣଙ୍କୁ ବହୁତ କିଛି ଉପଯୋଗୀତା କରିବେ।।। IT'S OUR ORGANIZATION MOTO ✍️✍️✍️ Sopprted by 🗽🗽🗽 CARRER STUDY CLASSES TEAM.. 🙈🙈🙈🙈💐💐💐💐💐 💫💫🎉💫💫 👇👇👇👇👇👇👇👇👇 https://t.me/carrerstudyclasses https://t.me/carrerstudyclasses

sticker.webp0.31 KB

sticker.webp0.63 KB

All should be join immediately

Live stream 3PM re kariba??....
Anonymous voting

join summer class physics

ପବିତ୍ର ଦୋଳ ପୂର୍ଣ୍ଣିମା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ପ୍ରଭୁ ଶ୍ରୀ ଦୋଳଗୋବିନ୍ଦଙ୍କ କୃପା ସଭିଙ୍କ ଉପରେ ରହିଥାଉ।
ପବିତ୍ର ଦୋଳ ପୂର୍ଣ୍ଣିମା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ପ୍ରଭୁ ଶ୍ରୀ ଦୋଳଗୋବିନ୍ଦଙ୍କ କୃପା ସଭିଙ୍କ ଉପରେ ରହିଥାଉ।

Live stream KARIBA??...
Anonymous voting

OUR Faculty TEAM ଉପରେ ଭରସା ରଖିଥିବା ପିଲାଙ୍କ ପାଇଁ ଯେତେ କଷ୍ଟ ହେଲେ ବି କ୍ଲାସ ହେଇଛି ଆଗକୁ ବି କରାହେବ ଯିଏ ଯାହା କହିଛି କହୁ , ଯୋଉଠି ପ୍ରଭୁ ଶ୍ରୀରାମ , ମାତା ସୀତା ଙ୍କୁ ଲୋକ କହିବା ଛାଡ଼ି ନାହାନ୍ତି ମୁଁ ତା ସାମାନ୍ୟ ମଣିଷ ସମସ୍ତେ ହାତକୁ ଧରି OUR OFFICIAL TEAM ଙ୍କୁ sopport କରିଚାଳନ୍ତୁ 👇👇🔜👇👇👇🔗🔗🔜 https://t.me/carrerstudyclasses

REAL Some time pare delete hoijiba....

⚪ମାର୍ଚ୍ଚ ୩୧ ତାରିଖ ଯାଏଁ ଚାଲିବ ଆବାସ ସର୍ଭେ, ବର୍ତ୍ତମାନ ସୁଦ୍ଧା ହୋଇଛି ୧୯ ଲକ୍ଷ ପଞ୍ଜୀକରଣ⚪ ଜାନୁଆରୀ ୨୪ରୁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ-ଗ୍ରାମୀଣ ଯୋଜନାର ସର୍ଭେ ମାର୍ଚ୍ଚ ୩୧ ତାରିଖ ଯାଏଁ ଚାଲିବ। ଏନେଇ ସୂଚନା ଦେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ କହିଛନ୍ତି ବର୍ତ୍ତମାନ ସୁଦ୍ଧା ସର୍ଭେରେ ୧୯ ଲକ୍ଷ ପଞ୍ଜୀକରଣ ହୋଇଛି। ଶେଷ ତାରିଖକୁ ଆହୁରି ୧୭, ୧୮ ଦିନ ଥିବାରୁ ଅଧିକ ଲୋକ ସାମିଲ୍‌ ହେବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରୁ ବାଦ୍‌‌ ପଡ଼ିଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ଏହି ସର୍ଭେ ପ୍ରକ୍ରିୟାରେ ଚିହ୍ନଟ କରାଯାଉଛି। ଏହି ହିତାଧିକାରୀମାନଙ୍କୁ ଆୱାସ ପ୍ଲସ୍‌‌ ମୋବାଇଲ ଆପ୍‌‌ ମାଧ୍ୟମରେ ଚିହ୍ନଟ କରାଯାଉଛି। ପୂର୍ବରୁ ବାଇକ୍‌, ଫ୍ରିଜ୍‌ ଓ ଲ୍ୟାଣ୍ଡଲାଇନ ଫୋନ୍‌ ଥିଲେ ଆବାସ ଘର ମିଳିବନି ବୋଲି ନିୟମ ଥିଲା। କିନ୍ତୁ ଏହାକୁ ବଦଳା ଯାଇଛି । ଏ ସବୁ ଥିଲେ ବି ଆବାସ ଘର ଦିଆଯିବ। ପୂର୍ବରୁ ପରିବାରର ମାସିକ ଆୟ ସୀମା ସର୍ବାଧିକ ୧୦ ହଜାର ରହିଥିଲା । ଏହାକୁ ୧୫ ହଜାର କରାଯାଇଛି । ଏହି ଯୋଜନାରେ ଦିବ୍ୟାଙ୍ଗ ଓ ବିଧବାମାନଙ୍କୁ ଅଗ୍ରାଧିକାର ଦିଆଯାଉଛି। ଏହି ଅବଧି ମଧ୍ୟରେ ଆବେଦନ ଓ ଅନଲାଇନ୍ ମାଧ୍ୟମରେ ସେସବୁର ଯାଞ୍ଚ୍ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।