ch
Feedback

不要被骗子欺骗!Telemetrio 会找到并标记这些频道 👉 如果想查看标记,请订阅 👈

CAREER STUDY CLASSES 📘📚📝

CAREER STUDY CLASSES 📘📚📝

前往频道在 Telegram

Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd

显示更多
671
订阅者
无数据24 小时
-37 天
-3830 天
帖子存档
Thanks for uu my dear students & my sopprter 💐💐💐💐💐💐💐💐 Try to 1k members complete 💯💯✅✅ 🦚🦚🦚🦚🦚🦚 https://t.me/carrerstudyclasses

ବାତ୍ୟା ପରେ ସାପ କାମୁଡ଼ା ପ୍ରତି ସାବଧାନ ରୁହନ୍ତୁ I ସାପ କାମୁଡ଼ାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଯଥାଶୀଘ୍ର ଡାକ୍ତରଖାନା ପଠାଇ ଦିଅନ୍ତୁ। ଗୁଣି ଗା
ବାତ୍ୟା ପରେ ସାପ କାମୁଡ଼ା ପ୍ରତି ସାବଧାନ ରୁହନ୍ତୁ I ସାପ କାମୁଡ଼ାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଯଥାଶୀଘ୍ର ଡାକ୍ତରଖାନା ପଠାଇ ଦିଅନ୍ତୁ। ଗୁଣି ଗାରେଡ଼ି ଇତ୍ୟାଦି ଉପରେ ବିଶ୍ୱାସ କରନ୍ତୁ ନାହିଁ ଏବଂ କ୍ଷତ ସ୍ଥାନରେ କୌଣସି ପ୍ରକାର ଧାରୁଆ ଅସ୍ତ୍ର ଦ୍ଵାରା ରକ୍ତ ସ୍ରାବ କରାନ୍ତୁ ନାହିଁ I

ସମ୍ବାଦ ରେ ନିଯୁକ୍ତି ସୁଯୋଗ
ସମ୍ବାଦ ରେ ନିଯୁକ୍ତି ସୁଯୋଗ

ବ୍ରଜବନ୍ଧୁ ମେଧାବୃତ୍ତି ୨୦୨୪
ବ୍ରଜବନ୍ଧୁ ମେଧାବୃତ୍ତି ୨୦୨୪

INTERNSHIP OPPORTUNITIES
INTERNSHIP OPPORTUNITIES

My dear students good afternoon

🔥🔥🔥🔥🔥🔥🔥🔥🔥🔥🔥🔥🔥
+3
🔥🔥🔥🔥🔥🔥🔥🔥🔥🔥🔥🔥🔥

ସ୍କୁଲ ଏବଂ କଲେଜ ଛୁଟି
ସ୍କୁଲ ଏବଂ କଲେଜ ଛୁଟି

ସୁରଭି ୨୦୨୪
ସୁରଭି ୨୦୨୪

ନଭେମ୍ବର ୮ ରୁ ୨୭ କଳିଙ୍ଗ ପୁସ୍ତକ ମେଳା
ନଭେମ୍ବର ୮ ରୁ ୨୭ କଳିଙ୍ଗ ପୁସ୍ତକ ମେଳା

ସମସ୍ତଙ୍କ ଅଲଗା ଅଲଗା question ଆସୁଛି ସେଥିପାଇଁ ସବୁ question ଆଣିବା କଷ୍ଟ ହେଉଛି ପିଲାମାନେ ମୁ ଆଶା କରୁଛି ଯେ ତୁମେ ମାନେ ପାଠ ପଢ଼ିକି ଭଲ ନମ୍ବର ରଖିବ ଆଉ ଅଲଗା group ଯୋଉ ମାନେ question ଦଉଛନ୍ତି or ପଇସା ନେଇ ଦୌଛନ୍ତି ସବୁ fake। All the best for exam 👍

ଆସନ୍ତାକାଲି ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା। ବାତ୍ୟା ଦାନା ପ୍ରଭାବରେ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ମାନଙ୍କରେ ଏବେବି ଲୋକମାନେ ଆଶ୍ରୟ ନେଇଛନ୍ତି। ତେଣୁ ଆସନ୍ତାକାଲି ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ।

✅ ବାରିପଦା: ଆଉ ୩ ଦିନ ବନ୍ଦ ରହିବ ଶିମିଳିପାଳ -୨୬, ୨୭, ୨୮ ତାରିଖ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ -ପ୍ରବଳ ବର୍ଷା ଯୋଗୁଁ ଆଉ ୩ ଦିନ ଶିମିଳିପାଳ ବନ୍ଦ -ପୂର୍ବରୁ ୨୪ ଓ ୨୫ ତାରିଖ ବନ୍ଦ ଘୋଷଣା ହୋଇଥିଲା

✅ ଭଦ୍ରକ ଜିଲ୍ଲାରେ କାଲି ବି ବନ୍ଦ ରହିବ ସମସ୍ତ ସ୍କୁଲ -ପ୍ରଥମରୁ ଦ୍ୱାଦଶ ଯାଏଁ ବନ୍ଦ ରହିବ ସମସ୍ତ ସ୍କୁଲ -ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ପାଇଁ ଡିଇଓଙ୍କ ଚିଠି -ପ୍ରବଳ ବର୍ଷା ଆଶଙ୍କା ଥିବାରୁ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି

✅ ସମସ୍ତ ବିଭାଗର ଛୁଟି ବାତିଲ୍ କଲେ ସ୍ୱତନ୍ତ୍ର ରିଲିଫ୍ କମିଶନର -୨୬ ଓ ୨୭ ଛୁଟି ବାତିଲ୍, ଖୋଲା ରହିବ ସରକାରୀ ଅଫିସ୍ -ବାତ୍ୟା ପରବର୍ତ୍ତୀ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଲାଗି ଛୁଟି ବାତିଲ୍ -ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ନିୟୋଜିତ ବିଭାଗର ଛୁଟି ବାତିଲ୍ -ଏନେଇ ସମସ୍ତ ବିଭାଗକୁ ଅବଗତ କଲେ SRC

✅ ବାଲେଶ୍ୱର ଜିଲ୍ଲାରେ କାଲି ବନ୍ଦ ରହିବ ସମସ୍ତ ସ୍କୁଲ, କଲେଜ -ସ୍କୁଲ, କଲେଜରେ ବାତ୍ୟା ଆଶ୍ରୟସ୍ଥଳୀ ହୋଇଥିବାରୁ ବନ୍ଦ ନିଷ୍ପତ୍ତି

✅ କେନ୍ଦୁଝର ଜିଲ୍ଲାରେ ଆସନ୍ତାକାଲି ବନ୍ଦ ରହିବ ସମସ୍ତ ସ୍କୁଲ -ପ୍ରବଳ ବର୍ଷା ଆଶଙ୍କା ଥିବାରୁ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି

✅ ପ୍ରବଳ ବର୍ଷା ଆଶଙ୍କା: କାଲି ୪ ଜିଲ୍ଲାରେ ବନ୍ଦ ରହିବ ସ୍କୁଲ୍ -ଭଦ୍ରକରେ ପ୍ରଥମରୁ ଦ୍ୱାଦଶ ଯାଏଁ ବନ୍ଦ ରହିବ ସମସ୍ତ ସ୍କୁଲ -କେନ୍ଦୁଝର, ମୟୂରଭଞ୍ଜରେ ବି କାଲି ସମସ୍ତ ସ୍କୁଲ୍‌ ବନ୍ଦ ନିଷ୍ପତ୍ତି -ବାଲେଶ୍ୱର ଜିଲ୍ଲାରେ ସ୍କୁଲ୍ ସହ ବନ୍ଦ ରହିବ କଲେଜ -ସ୍କୁଲ, କଲେଜରେ ବାତ୍ୟା ଆଶ୍ରୟସ୍ଥଳୀ ହୋଇଥିବାରୁ ବନ୍ଦ ନିଷ୍ପତ୍ତି