CAREER STUDY CLASSES 📘📚📝
前往频道在 Telegram
Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd
显示更多645
订阅者
-324 小时
-47 天
-1730 天
帖子存档
*ବିଜ୍ଞାନ ଚିତ୍ର ଅଙ୍କନ* (3 mark)
1.ମାନବ ଚକ୍ଷୁ
2.ମନୁଷ୍ୟ ହୃତପିଣ୍ଡର ଆଭ୍ୟନ୍ତରୀଣ ଗଠନ ଚିତ୍ର
3.ମନୁଷ୍ୟ ହୃତପିଣ୍ଡର ବାହ୍ୟ ଗଠନ
4.ଶୁକ୍ରାଣୁର ଚିତ୍ର
5.ସୌର ସେଲର ଚିତ୍ର
6. ଅମ୍ଳଜାନ ଚକ୍ର
7.ମନୁଷ୍ୟର ରେଚନ ତନ୍ତ୍ର
8.ମନୁଷ୍ୟର ଶ୍ୱାସତନ୍ତ୍ର
9.ଯବକ୍ଷାରଜାନ ଚକ୍ର
10.ମନୁଷ୍ୟର ପାକନଳୀ ଓ ପାକଗ୍ରନ୍ଥି
11.ନେଫ୍ରନ
12.ସ୍ନାୟୁ କୋଷ
13.ସିନାପସ
14.ଗର୍ଭାଶୟର ଚିତ୍ର
15.ମାଲଫିଜିଆନ ପିଣ୍ଡ
28 2月 2025, 20:55
4.ନବୀକରଣ ଯୋଗ୍ୟ ଓ ନବୀକରଣ ଅଯୋଗ୍ୟ ଶକ୍ତି ଉତ୍ସ ମଧ୍ୟରେ ପାର୍ଥକ୍ୟ ଲେଖ l
5.ଗୋବରଗ୍ୟାସ ପ୍ଲାଣ୍ଟ ବିଷୟରେ ବର୍ଣ୍ଣନା କର l
6.ଭୂତାପଜ ଶକ୍ତି ଓ ନାଭିକୀୟ ଶକ୍ତି ମଧ୍ୟରେ ପାର୍ଥକ୍ୟ ଦର୍ଶାଅ I
7.ପବନ କଳର ଗଠନ ଲେଖ l
8.ମାଗ୍ମା କଣ ?
9.ସ୍କୁଇସ ଗେଟର କାର୍ଯ୍ୟ କଣ ?
10.ମହମବତୀ ଜଳିଲେ ଶକ୍ତିର ରୂପାନ୍ତରିତ କିପରି ହୁଏ ?
11.ପାର୍ଥକ୍ୟ ଦର୍ଶାଅ :-
N ପ୍ରକାର ସିଲିକନ ଓ P ପ୍ରକାର ସିଲିକନ
12.ପାର୍ଥକ୍ୟ ଦର୍ଶାଅ :- ସୌର ଚୁଲା ଓ ସୋଲାର ସେଲ
13.ଢ଼େଉରୁ କିପରି ଶକ୍ତି ସଂଗ୍ରହ ହୁଏ ?
14.ଆଲବେଡା କାହାକୁ କୁହାଯାଏ ?
15..ସୌର ପ୍ରବାହ କଣ ?
ଆମ ପରିବେଶ
1.ଅମ୍ଳଜାନ ଓ ଯବକ୍ଷାରଯାନ ଚକ୍ର ସମ୍ପର୍କରେ ବିବରଣୀ ପ୍ରଦାନ କର l
2.ଖାଦ୍ୟ ଶୃଙ୍ଖଳ ଓ ଏହାର ମହତ୍ତ୍ୱ ସମ୍ପର୍କରେ ବର୍ଣ୍ଣନା କର l
3.ଇକୋଲୋଜିକାଲ ପିରାମିଡ଼ କାହାକୁ କୁହାଯାଏ ?
4.ପରିସଂସ୍ଥାର ଗାଠନିକ ଉପାଦାନ ସମ୍ବନ୍ଧରେ ଏକ ବିବରଣୀ ପ୍ରଦାନ କର l
5.ପରିସଂସ୍ଥାରେ ଶକ୍ତିର ପ୍ରବାହ ଏକ ତରଫା କାହିଁକି ?
6.ଜୈବ ପରିବର୍ଦ୍ଧନ କାହାକୁ କୁହାଯାଏ ? ଜୀବ ଉପରେ ଏହାର ପ୍ରଭାବ ସମ୍ପର୍କରେ ଆଲୋଚନା କର l
7.ତାପ ବିଜ୍ଞାନର ଦୁଇଟି ନିୟମ ଲେଖ l
8.ଅମ୍ଳ ବର୍ଷା କଣ ?
9.ଖାଦ୍ୟ ଜାଲି କଣ ?
10.ଦଶ ପ୍ରତିଶତ ନିୟମ ବୁଝାଅ l
11.ସଂଖ୍ୟା ପିରାମିଡ଼ କାହାକୁ କୁହାଯାଏ ?
12.ପରିସଂସ୍ଥାରେ ଅପଘଟକର କାର୍ଯ୍ୟ କଣ ?
*ପ୍ରାକୃତିକ ସମ୍ପଦର ସଂରକ୍ଷଣ**
1.ଜଙ୍ଗଲ ସଂରକ୍ଷଣ ଓ କ୍ଷୟର କାରଣ ଗୁଡ଼ିକ ଲେଖ l
2.ରେଡ ଡାଟା ବୁକ କଣ ? ଏଥିରେ କେଉଁ ତଥ୍ୟ ରହି ଥାଏ ?
3.ବୃଷ୍ଟିଜଳ ସଂରକ୍ଷଣର 4 ଉପାୟ ବର୍ଣ୍ଣନା କର l
4.ଜଳଛାୟା ପରିଚାଳନା କଣ ?
5. ICUN କଣ ଲେଖ ?
6. ପ୍ରାକୃତିକ ସମ୍ପଦ ସଂରକ୍ଷଣର କୌଶଳ ଗୁଡ଼ିକ ବର୍ଣ୍ଣନା କର l
7. 5R ନୀତି କଣ ? ଦୁଇଟି ନୀତି ବର୍ଣ୍ଣନା କର l
8.ଚିପକୋ ଆନ୍ଦୋଳନର ପ୍ରଥମ ସୂତ୍ରପାତ କେବେ ଓ କାହିଁକି ହୋଇଥିଲା ?
9.ଜୈବ ବିବିଧତା ପାଇଁ କେଉଁ ଆଇନ ପ୍ରଣୟନ କରାଯାଇଛି ?
10.ବିଶ୍ୱ ବନ୍ୟଜୀବ ପାଣ୍ଠି କି କାର୍ଯ୍ୟ କରୁଅଛି ?
11.ସାମାଜିକ ବନ ପ୍ରକଳ୍ପ କଣ ?
12.ଯୁଗ୍ମ ଜଙ୍ଗଲ ପରିଚାଳନା କଣ ? ଏହାର ମୂଳ ଉଦ୍ଦେଶ୍ୟ ଲେଖ l
28 2月 2025, 20:55
ଜୀବ ବିଜ୍ଞାନ Important question for 10th AHSC 2025
*ପୋଷଣ*
1.ଆଲୋକଶ୍ଲେଷଣ କଣ ? ଆଲୋକ ପ୍ରକ୍ରିୟା ଓ ଅନ୍ଧକାର ପ୍ରକ୍ରିୟା ବର୍ଣ୍ଣନା କର l
2.ମାଂସ ହଜମ କରୁଥିବା ଏନଜାଇମ କାହଁକି ଆମ ପାକସ୍ଥଳୀ ହଜମ କରିପାରେ ନାହିଁ ?
3.ପାକସ୍ଥଳୀର ଗଠନ ଓ କାର୍ଯ୍ୟ ବର୍ଣ୍ଣନା କର l
4.ପରଭୋଜୀ ପୋଷଣ କାହାକୁ କୁହାଯାଏ ? ଏହାର ପ୍ରକାର ଭେଦ ଉଦାହରଣ ସହ ଲେଖ l
5.ଅବଶୋଷଣ ଓ ଆତ୍ମୀକରଣ କାହାକୁ କୁହାଯାଏ ପାର୍ଥକ୍ୟ ଦର୍ଶାଅ l
6.ପାକଗ୍ରନ୍ଥି କଣ ? ଯେ କୌଣସି ତିନୋଟି ବିବରଣୀ ଦିଅ l
7.ଅଗ୍ନ୍ୟାଶୟ ଭୂମିକା କଣ ?
8.ଖାଦ୍ୟ ହଜମର ବିଭିନ୍ନ ପ୍ରକ୍ରିୟା ଗୁଡ଼ିକ ଲେଖ l
9.ଚପାପଚୟ କାହାକୁ କୁହାଯାଏ ?
10.କାହା ଦ୍ୱାରା ଜୀବ ଶରୀରରେ ମଳ ପ୍ରସ୍ତୁତ ହୁଏ ଓ କେଉଁ ପ୍ରକ୍ରିୟାରେ ନିଷ୍କାସିତ ହୁଏ l
11.ପାକତନ୍ତ୍ର ସହିତ ଜଡିତ ବିଭିନ୍ନ ଗ୍ରନ୍ଥି ଗୁଡିକର ନାମ ଲେଖ l ଲାଗ୍ରନ୍ଥି ଓ ଜଠର ଗ୍ରନ୍ଥିର କାର୍ଯ୍ୟ ଲେଖ l
*ଶ୍ଵସନ**
1.ବାୟୁ ଅପଜୀବୀ ଶ୍ଵସନ ଓ ବାୟୁ ଉପଜିବୀ ଶ୍ଵସନ ମଧ୍ୟରେ ପାର୍ଥକ୍ୟ ଲେଖ l
2.ଗ୍ଲାଇକୋଲିସିସ କୋଷରେ କିପରି ସମ୍ପାଦିତ ହୁଏ ?
3.ସାଇଟ୍ରିକ ଅମ୍ଳ ଚକ୍ର ସମ୍ବନ୍ଧରେ ବର୍ଣ୍ଣନା କର l
4.ଇଲେକଟ୍ରନ ପରିବହନ ସଂସ୍ଥା ବିଷୟରେ ବର୍ଣ୍ଣନା କର l
5.ସଂବାଦନ ପ୍ରକ୍ରିୟାରେ ପ୍ରଶ୍ୱାସ ଓ ନିଃଶ୍ଵାସ ସମ୍ବନ୍ଧରେ ବର୍ଣ୍ଣନା କର l
6.ଶ୍ୱାସନଳୀର ଗଠନ ଓ କାର୍ଯ୍ୟ ଲେଖ l
7.ନାସାରନ୍ଧ୍ର ଓ ନାସାପଥ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ l
8.ମାଛ ଓ ବେଙ୍ଗ କିପରି ଶ୍ୱାସକ୍ରିୟା କରନ୍ତି ?
9.ସୁରାସାର କିଣ୍ୱନ କଣ ?
10.ବେଙ୍ଗ, ଅସରପା, କଙ୍କଡା ପାରା, କଇଁଛ କିପରି ଶ୍ୱାସକ୍ରିୟା କରନ୍ତି ସଂକ୍ଷେପ ରେ ଲେଖ l
11.ଏକକୋଷୀ ପ୍ରାଣୀ ଓ ଜିଆ କିପରି ଶ୍ୱାସକ୍ରିୟା କରନ୍ତି ?
*ପରିବହନ ଓ ସଞ୍ଚାଳନ**
1.ହୃତପିଣ୍ଡର ଗଠନ ଓ କାର୍ଯ୍ୟ ବର୍ଣ୍ଣନା କର l
2.ରକ୍ତ କିଭଳି ଜମାଟ ବାନ୍ଧେ ?
3.ରକ୍ତ ବର୍ଗ କାହାକୁ କୁହାଯାଏ ? ଶରୀରରେ ଏହାର ଗୁରୁତ୍ୱ ସମ୍ବନ୍ଧରେ ଆଲୋଚନା କର l
4.ଉଦ୍ଭିଦରେ ଜଳର ପରିବହନରେ କୈଶିକ ଆକର୍ଷଣର ଭୂମିକା ବର୍ଣ୍ଣନା କର l
5.ମୂଳଜ ଚାପ ଦ୍ୱାରା ଜଳର ପରିବହନ କିପରି ହୋଇଥାଏ ?
6.ଉଦ୍ଭିଦ ଜଳର ପରିବହନରେ ସଂସକ୍ତି ତତ୍ତ୍ୱ ଭୂମିକା ବର୍ଣ୍ଣନା କର l
7.ଉସ୍ବେଦନ କାହାକୁ କୁହାଯାଏ ? ଉଦ୍ଭିଦରେ ଏହା କିପରି ସମ୍ପାଦିତ ହୁଏ ?
8.Rh ରକ୍ତ ବର୍ଗ କଣ ?
9.ମାନୋମିଟର କଣ ? ଏହା କେଉଁ କାମରେ ଲାଗେ ?
10.ମାଛ ଓ ବେଙ୍ଗର ରକ୍ତ ସଂଚାଳନ ବର୍ଣ୍ଣନା କର l
11.ପାର୍ଥକ୍ୟ ଦର୍ଶାଅ :- ଧମନୀ ଓ ଶିରା
ରେଚନ
1.ବୃକକର ଗଠନ ଓ କାର୍ଯ୍ୟ ଲେଖ ?
2.ଗ୍ଲାମେରୁଲସର ଗଠନ କାର୍ଯ୍ୟ ବର୍ଣ୍ଣନା କର l
3.ରେଚନ ବ୍ୟତୀତ ବୃକକର ଅନ୍ୟାନ୍ୟ କାର୍ଯ୍ୟ ଲେଖ l
4.ୟୁରିଆ କେଉଁଠାରେ ଓ କିପରି ପ୍ରସ୍ତୁତ ହୁଏ ?
5.ଚର୍ମରେ କିପରି ରେଚନ ହୁଏ ?
6.ୟୋରୋକ୍ରମ କଣ ?
7.ତିନି ପ୍ରକାର ପ୍ରାଣୀ ମାନଙ୍କର ରେଚନ ଅଙ୍ଗ ଗୁଡିକର ନାମ ଲେଖ l
8.ମୂତ୍ରରୁ ନିଷ୍କାସିତ ହେଉଥିବା ପଦାର୍ଥ ଗୁଡିକ ନାମ ଲେଖ l
9.ଗବିଣୀ ବସ୍ତି କଣ ?
10.ମନୁଷ୍ୟ ଶରୀରରେ ମୂତ୍ରର ବର୍ଣ୍ଣରୁ ରୋଗର ସୂଚନା କିପରି ମିଳେ ?
*ନିୟନ୍ତ୍ରଣ ଓ ସମନ୍ୱୟ*
1.ଲାଜକୁଳୀ ଲତାରେ କି ପ୍ରକାର ଗତି ଦେଖାଯାଏ ?
2.ମସ୍ତିଷ୍କର ବିଭିନ୍ନ ଅଂଶ ଓ କାର୍ଯ୍ୟ ବର୍ଣ୍ଣନା କର l
3.ଆଲୋକାନୁବର୍ତ୍ତନ ଓ ଜ୍ୟାନୁବର୍ତ୍ତନ ପାର୍ଥକ୍ୟ ଦର୍ଶାଅ l
4.ଫାଇଟୋହରମୋନ କଣ ? ଏହାର କାର୍ଯ୍ୟକାରିତା ବର୍ଣ୍ଣନା କର l
5.ଅନ୍ତଃସ୍ରାବୀ ଗ୍ରନ୍ଥି ଓ ବହିଃସ୍ରାବୀ ଗ୍ରନ୍ଥି ମଧ୍ୟରେ ପାର୍ଥକ୍ୟ ଦର୍ଶାଅ l
6.ପ୍ରତୀକ୍ଷେପ କ୍ରିୟା ଉଦାହରଣ ସହ ବୁଝାଅ l
7.ସ୍ନାୟୁ ତନ୍ତ୍ରର କାର୍ଯ୍ୟ ବର୍ଣ୍ଣନା କର l
8. ପିଟୁଇଟାରି ଗ୍ରନ୍ଥି କାର୍ଯ୍ୟ କଣ ?
9. ଥାଇରଏଡ଼ ଗ୍ରନ୍ଥିର କାମ କଣ ?
10. ପିନିଆଲ ଗ୍ରନ୍ଥିର କାର୍ଯ୍ୟ କଣ ?
11.ଏଡ୍ରିନାଲ ଗ୍ରନ୍ଥି ର କାର୍ଯ୍ୟ କଣ ?
12.ଫେରନ୍ତା ସଂକେତ ନିୟନ୍ତ୍ରଣ କଣ ?
13.ବୃଦ୍ଧି ନିୟନ୍ତ୍ରଣ କରୁଥିବା ହରମୋନ ଗୁଡିକର କାର୍ଯ୍ୟ ଲେଖ l
14.ଡ଼ାଇବେଟିସ କଣ ?
15.ଉଦ୍ଭିଦର ହରମୋନ କାହାକୁ କୁହାଯାଏ ? ସେ ଗୁଡିକର ପ୍ରକାର ଭେଦ ଓ କାର୍ଯ୍ୟ ଉଲ୍ଲେଖ କର l
ଜନନ
1.ସମବିଭାଜନ ଓ ଅର୍ଦ୍ଧ ବିଭାଜନ ମଧ୍ୟରେ ପାର୍ଥକ୍ୟ ଲେଖ l
2.କଲମୀକରଣ ପଦ୍ଧତି କହିଲେ କଣ ବୁଝ ବର୍ଣ୍ଣନା କର l
3.ଟିସୁ ପୋଷଣ କଣ ବୁଝାଅ I
4.କୋରକୋଦକମ କଣ ? ଏହାର ଶ୍ରେଣୀ ବିଭାଗକରି ପ୍ରତ୍ୟେକର ବଂଶ ବିସ୍ତାର ପ୍ରଣାଳୀ ଉଦାହରଣ ସହ ଲେଖ l
5.ଦ୍ବିବିଭାଜନ ଓ ବହୁ ବିଭାଜନ ସମ୍ପର୍କରେ ଲେଖ l
6.ଶୁକ୍ରାଣୁ ଜନନ ଓ ଡିମ୍ବାଣୁ ଜନନ ପ୍ରକ୍ରିୟା ବର୍ଣ୍ଣନା କର l
7.ଟିସୁ ପୋଷଣ କଣ ବୁଝାଅ l
8..ଭାସେକ୍ଟୋମୀ ଓ ଟ୍ୟୁବକ୍ଟୋବମୀ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ l
9.ସ୍ଵପରାଗଣ ଓ ପର ପରାଗଣ କହିଲେ କଣ ବୁଝ ଲେଖ l
10. ଉଦ୍ଭିଦରେ ପରିଲକ୍ଷିତ ହେଉଥିବା ଅଲିଙ୍ଗୀ ଜନନ ବର୍ଣ୍ଣନା କର l
11.ରେଣୁ ଭବନ କଣ ?
12.ଗୁଟ୍ଟୀ କଲମୀ କାହାକୁ କୁହାଯାଏ ? ଏହା କିପରି ଓ କେଉଁ ଗଛରେ ଲଗାଯାଏ ସଂକ୍ଷେପରେ ଲେଖ l
13.ପରାଗଣ କଣ ? ଉଦ୍ଭିଦରେ ରସାୟନ କିପରି ସମ୍ପାଦିତ ହୁଏ l
14.ସପୁଷ୍ପକ ଉଦ୍ଭିଦର ଫଳିକା ଓ ଗର୍ଭାଶୟ ଗଠନ ଲେଖ l
15.ସମ ଯୁଗ୍ନନ, ଅସମ ଯୁଗ୍ମନ ଓ ଡିମ୍ବ ଯୁଗ୍ମନ ମଧ୍ୟରେ ପାର୍ଥକ୍ୟ ଲେଖ l
ବଂଶାନୁକ୍ରମ ଓ ବିବର୍ତ୍ତନ
1.ଏକକ ଗୁଣନୀତି ଓ ପ୍ରଭାବ ଗୁଣନୀତି କଣ ଲେଖ ?
2.ମେଣ୍ଡେଲଫଙ୍କ ଏକକ ସଙ୍କରଣ ଓ ଦ୍ବିଶଙ୍କରଣ ସମ୍ବନ୍ଧରେ ତଥ୍ୟ ପ୍ରଦାନ କର l
3.ଡ଼ାରଉଇନ ତତ୍ତ୍ୱ ବୁଝାଅ l
4.ପୃଥକୀକରଣ ନିୟମ ଓ ସ୍ୱାଧୀନ ଅପବ୍ୟୁହନ ନିୟମ ଲେଖ l
5.ମାନବ ସନ୍ତାନର ଲିଙ୍ଗ ନିର୍ଦ୍ଧାରଣ କିପରି ହୋଇଥାଏ ?
6.ସମଜାତ ଅଙ୍ଗ ଓ ଅନୁରୂପୀ ଅଙ୍ଗ ଉଦାହରଣ ସହ ଲେଖ l
ଶକ୍ତିର ଉତ୍ସ
1.ସୂର୍ଯ୍ୟ ସକଳ ଶକ୍ତିର ଆଧାର:- ଏ ଯୁକ୍ତିର ଯଥାର୍ଥତା ପ୍ରତିପାଦନ କର l
2.କୋଇଲାର ଶ୍ରେଣୀ ବିଭାଗ କରି କୋଇଲା ସମ୍ପର୍କରେ ବର୍ଣ୍ଣନା କର l
3.ସୌରଚୁଲାର ଗଠନ ଓ କାର୍ଯ୍ୟକାରିତା ବୁଝାଅ l
28 2月 2025, 20:55
ସମସ୍ତ SCP (ଭୌତିକ ବିଜ୍ଞାନ ) question answer ସେଣ୍ଡ କରାଗଲା l
ଅଭ୍ୟାସ କର l
28 2月 2025, 12:11
OUR Faculty TEAM ଉପରେ ଭରସା ରଖିଥିବା ପିଲାଙ୍କ ପାଇଁ ଯେତେ କଷ୍ଟ ହେଲେ ବି କ୍ଲାସ ହେଇଛି ଆଗକୁ ବି କରାହେବ ଯିଏ ଯାହା କହିଛି କହୁ , ଯୋଉଠି ପ୍ରଭୁ ଶ୍ରୀରାମ , ମାତା ସୀତା ଙ୍କୁ ଲୋକ କହିବା ଛାଡ଼ି ନାହାନ୍ତି ମୁଁ ତା ସାମାନ୍ୟ ମଣିଷ
ସମସ୍ତେ ହାତକୁ ଧରି OUR OFFICIAL TEAM ଙ୍କୁ sopport କରିଚାଳନ୍ତୁ
👇👇🔜👇👇👇🔗🔗🔜
https://t.me/carrerstudyclasses
28 2月 2025, 08:40
OUR Faculty TEAM ଉପରେ ଭରସା ରଖିଥିବା ପିଲାଙ୍କ ପାଇଁ ଯେତେ କଷ୍ଟ ହେଲେ ବି କ୍ଲାସ ହେଇଛି ଆଗକୁ ବି କରାହେବ ଯିଏ ଯାହା କହିଛି କହୁ , ଯୋଉଠି ପ୍ରଭୁ ଶ୍ରୀରାମ , ମାତା ସୀତା ଙ୍କୁ ଲୋକ କହିବା ଛାଡ଼ି ନାହାନ୍ତି ମୁଁ ତା ସାମାନ୍ୟ ମଣିଷ
ସମସ୍ତେ ହାତକୁ ଧରି OUR OFFICIAL TEAM ଙ୍କୁ sopport କରିଚାଳନ୍ତୁ
👇👇🔜👇👇👇🔗🔗🔜
https://t.me/carrerstudyclasses
28 2月 2025, 08:36
**ଆପଣ ମାନଙ୍କୁ ସବୁ କିଛି ସାହାଯ୍ୟ ପରେ ଆପଣ ମାନେ sopport କରୁନାହାନ୍ତି,,,,,,
ଆମକୁ କିପରି ଭାବରେ ଭଲ ଲାଗେ,,,
ତେଣୁ
ଆପଣ ମାନଙ୍କୁ ଏକ ଉପଦେଶ ଯେ ଆପଣ ମାନେ ତଳ 🖇️🔗 shere କରି ଆପଣ ମାନେ update notification ଜାଣିବା ସହ ସାଙ୍ଗ ମାନେ ଜାଣନ୍ତୁ।।।।**
ଆମ team ଆଗକୁ ଆପଣଙ୍କୁ ବହୁତ କିଛି ଉପଯୋଗୀତା କରିବେ।।।
IT'S OUR ORGANIZATION MOTO
✍️✍️✍️
Sopprted by 🗽🗽🗽
CARRER STUDY CLASSES TEAM..
🙈🙈🙈🙈💐💐💐💐💐
💫💫🎉💫💫
👇👇👇👇👇👇👇👇👇
https://t.me/carrerstudyclasses
https://t.me/carrerstudyclasses
28 2月 2025, 08:36
