CAREER STUDY CLASSES 📘📚📝
前往频道在 Telegram
Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd
显示更多680
订阅者
+124 小时
-67 天
-3830 天
帖子存档
ଆପଣଙ୍କ ସୁରକ୍ଷା ହିଁ ସବୁଠୁ ମହତ୍ତ୍ୱପୂର୍ଣ୍ଣ
ଯାତାୟାତ ସମୟରେ କେବଳ ISI ମାର୍କ ହେଲମେଟ ହିଁ ପିନ୍ଧନ୍ତୁ ।
ଭୁବନେଶ୍ୱରର ଅଶୋକ ନଗର ବସ୍ ଷ୍ଟପ୍ ନିକଟରେ ଆମ ବସ୍ ଏବଂ କର୍ମଚାରୀଙ୍କ ଉପରେ ହିଂସାତ୍ମକ ଆକ୍ରମଣକୁ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (CRUT) ଦୃଢ଼ ନିନ୍ଦା କରୁଛି ।
ଚିକିତ୍ସା ସେବାକୁ ଅଧିକ ସୁଦୃଢ଼ କରିବା ଓ ଡାକ୍ତରମାନଙ୍କ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟକୁ ସମ୍ମାନ ଦେବା ଦିଗରେ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରିଜଲୁସନ ଅନୁସାରେ, ଓଡ଼ିଶା ମେଡିକାଲ ହେଲଥ ସର୍ଭିସ (OMHS) କ୍ୟାଡରର ମେଡିକାଲ ଅଧିକାରୀଙ୍କ ପାଇଁ ଶବ ବ୍ୟବଛେଦ ନିମନ୍ତେ ଦିଆଯାଉଥିବା ଭତ୍ତାକୁ ବୃଦ୍ଧି କରାଯାଇଛି। ପୂର୍ବରୁ ପ୍ରତି କେସକୁ ୫୦୦ ଟଙ୍କା ଭତ୍ତା ଦିଆ ଯାଉଥିବା ବେଳେ ଏବେ ଏହି ଭତ୍ତାକୁ ବୃଦ୍ଧି କରି ୧,୦୦୦ ଟଙ୍କା କରାଯାଇଛି।
Attention NEET aspirants! 📢The official #NEETUG2026 syllabus has been released by UGMEB (NMC). Refer the Official Website https://nmc.org.in or http://neet.nta.nic.in for the notified syllabus for your preparation.
