CAREER STUDY CLASSES 📘📚📝
前往频道在 Telegram
Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd
显示更多675
订阅者
-124 小时
-87 天
-3930 天
帖子存档
(SAMS) Training Programme for Admission into UG, PG & B.Ed. Programs (2025-26)
🙈🙉🙊🐵🙈🙉🙊🐵
🦚🦚🦚
Any thing regarding
କାହାକୁ kn ଦରକାର/ କିଛି ଅସୁବିଧା ଅଛି।।।???
Don't worry about!!!!!!
Official councillor of
C@reer study classes team
👇👇👇👇
@rajendra_73k
Supported by career study classes team🟪 ସରକାରୀ ଚାକିରି ପାଇଁ ଆବେଦନର ବୟସ ସୀମା ବୃଦ୍ଧି
-ଏନେଇ ରାଜ୍ୟ କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି
-ଆବେଦନର ସର୍ବୋଚ୍ଚ ବୟସ ସୀମା ୪୨ ବର୍ଷକୁ ବୃଦ୍ଧି
-ପୂର୍ବରୁ ସର୍ବୋଚ୍ଚ ବୟସ ସୀମା ୩୨ ବର୍ଷ ଥିଲା, ଏବେ ୪୨କୁ ବୃଦ୍ଧି
-ଓଡ଼ିଶା ସିଭିଲ୍ ସର୍ଭିସ୍ ରୁଲ୍ ସଂଶୋଧନ ଆଧାରରେ ନିଷ୍ପତ୍ତି
-ୟୁନିଫର୍ମ ସେବା ବ୍ୟତୀତ ଅନ୍ୟ ସମସ୍ତ ଚାକିରି ପାଇଁ ବୟସ ସୀମା ବୃଦ୍ଧି
🟨 ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ
-ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡ଼ିଶା ଛୁଇଁଲା ମୌସୁମୀ
-ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ମୌସୁମୀ ଛୁଇଁଲା
-୧୯୯୯ରେ ୨୮ ମେ’ରେ ମୌସୁମୀ ଓଡ଼ିଶା ଛୁଇଁଥିଲା
-୨୦୦୯ରେ ମେ’ ୨୫ ତାରିଖରେ ମୌସୁମୀ ଓଡ଼ିଶା ଛୁଇଁଥିଲା
🟥 ପ୍ରକାଶ ପାଇଲା
🟥 UTKAL UNIVERSITY +3 FINAL SEMESTER RESULT 2025
🔗 https://cbcs19.uuems.in/CBCS_Result/
ଏଥି ସହିତ +3 FIRST(BACK) & THIRD(R & B) ସେମିଷ୍ଟର ଫଳ ମଧ୍ୟ ପ୍ରକାଶ ପାଇଛି
