ch
Feedback
CAREER STUDY CLASSES 📘📚📝

CAREER STUDY CLASSES 📘📚📝

前往频道在 Telegram

Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd

显示更多
674
订阅者
-124 小时
-87 天
-4030 天
帖子存档
NEET advance intimate place

FREE UPSC COACHING 2025-26 The Higher Education Department offers free residential coaching for 200 UPSC aspirants. Inviting
FREE UPSC COACHING 2025-26 The Higher Education Department offers free residential coaching for 200 UPSC aspirants. Inviting Applications for UPSC Civil Services Residential Coaching (2025-26), Apply Now!

👉 CLICK HERE for NCET 2025 City Information

All should be share ur friends।।। Check eligibility criteria & ur position Contact now 👆👆👆 admission couslant

ସବୁବେଳେ ଆପଣଙ୍କ ସହିତ ଓ ଆପଣଙ୍କ ପାଇଁ,ଆପଣଙ୍କ ଦ୍ଵାରା ଓ ପ୍ରଚେଷ୍ଟା ସହ ଜଡ଼ିତ ଚଳାଉଥିବା ଅନଲାଇନ ପ୍ଲାଟଫର୍ମ### ଏକ ସୁବର୍ଣ୍ଣ ସୁଯୋଗ ଆପଣ ମାନଙ୍
ସବୁବେଳେ ଆପଣଙ୍କ ସହିତ ଓ ଆପଣଙ୍କ ପାଇଁ,ଆପଣଙ୍କ ଦ୍ଵାରା ଓ ପ୍ରଚେଷ୍ଟା ସହ ଜଡ଼ିତ ଚଳାଉଥିବା ଅନଲାଇନ ପ୍ଲାଟଫର୍ମ### ଏକ ସୁବର୍ଣ୍ଣ ସୁଯୋଗ ଆପଣ ମାନଙ୍କ ପାଇଁ ⬆️⬆️⬆️⬆️⬆️⬆️⬆️⬆️⬆️ ``Biggest Requirement`` (Teaching & non teaching) (Girls & boys) Salary negotiable;;; bcz it's treinning/ pratice centre।। ସଫଲତା ର ଏକ ପାଦ ଆଗରେ।। ସବୁ କିଛି ଆପଣ ମାନଙ୍କ ପାଇଁ ନେ଼ଇ ଆସିଚି।। Sopport by ✍️ CAREER STUDY CLASSES TEAM 👇👇👇👇👇👇👇 https://t.me/carrerstudyclasses Requirements analysisHR /coustlant officer by @rajendra_2k

Ama group ra NEW REQUIREMENTS for admission regards 2025-26 👇👇👇👇👇👇

Good evening 🌆 🌆

Hello my dear students

Abe kahara kn problem achhi any reason regarding??? ଲାଜ/ଭୟ ନ କରି Sopprted by ✍️ CAREER STUDY CLASSES TEAM 🗽

Hello my dear students good morning

👉CLICK HERE for JEE MAIN SESSION 2 RESULT 2025

ଖରାଛୁଟିରେ ପିଲାଙ୍କୁ ଦିଆଯିବ ହୋମ୍‌ୱାର୍କ, ଶ୍ରେଣୀୱାରୀ ହ୍ୱାଟସ୍‌ଆପ୍‌ ଗ୍ରୁପ୍‌ କରିବେ ଶିକ୍ଷକ ଆସନ୍ତା ମେ' ମାସରୁ ସ୍କୁଲ ଖରା ଛୁଟି ହେବ । କିନ୍ତୁ ଏହି ସମୟରେ ପିଲାଙ୍କୁ ଦିଆଯିବ ଗୃହକାର୍ଯ୍ୟ (ହୋମ ୱାର୍କ) । ପିଲାମାନେ ଯେପରି ନିଜ ପାଠପଢ଼ାରେ ନିୟୋଜିତ ହେବେ ସେଥିପାଇଁ ଅଭିଭାବକଙ୍କୁ ସଚେତନ କରାଯିବ । ଦିଆଯାଇଥିବା ଗୃହକାର୍ଯ୍ୟକୁ ଠିକ୍ ସମୟରେ କରିବେ । ଆବଶ୍ୟକ ସ୍ଥଳେ ଶିକ୍ଷକଙ୍କ ସହାୟତା ନେବେ । ସ୍କୁଲ ଛୁଟି ପୂର୍ବରୁ ଶ୍ରେଣୀୱାରୀ ପିଲାଙ୍କ ଅଭିଭାବକଙ୍କ ମୋବାଇଲ୍ ନମ୍ବରକୁ ନେଇ ଏକ ହ୍ୱାଟସ୍ଆପ୍ ଗ୍ରୁପ୍ କରାଯିବ । ଏପରି ଯୋଜନା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଆସନ୍ତା ୧୯ ତାରିଖରେ ହେବାକୁ ଥିବା ଅଭିଭାବକ-ଶିକ୍ଷକ ବୈଠକରେ ଏନେଇ ଆଲୋଚନା ହେବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏକାଡେମିକ୍ କ୍ୟାଲେଣ୍ଡର ଅନୁଯାୟୀ, ଆସନ୍ତା ମେ ୬ ତାରିଖରୁ ଜୁନ୍ ୧୯ ତାରିଖ ଯାଏ ଖରା ଛୁଟି ହେବ । ଏହି ଖରା ଛୁଟି ସମୟକୁ ପିଲାମାନେ ସଦୁପଯୋଗ କରିବେ । ଛୁଟି ଉପଭୋଗ କରି ପାଠ୍ୟକ୍ରମ ସହ ସଂଯୁକ୍ତ ରହିବେ । ଯେଉଁ ସବୁ ଟାସ୍କ ଦିଆଯିବ ସେ ସବୁକୁ ଏହି ଛୁଟି ସମୟରେ ପୂରା କରିବେ । ଅଭିଭାବକଙ୍କୁ ଶିକ୍ଷକ ହ୍ୱାଟସ୍ଆପ୍ ଜରିଆରେ ଭିଡିଓ ଆଧାରିତ ଶିକ୍ଷଣ କାର୍ଯ୍ୟ ପଠାଇବେ । ଅଭିଭାବକମାନେ ପିଲାଙ୍କୁ ପାଖରେ ବସାଇ ଭିଡିଓ ମାଧ୍ୟମରେ ଆସିଥିବା ପ୍ରଶ୍ନର ଉତ୍ତର ଦେବା ପାଇଁ ଉତ୍ସାହିତ କରିବେ । ସ୍ମାର୍ଟଫୋନ୍ ନ ଥିଲେ କି-ପ୍ୟାଡ୍ ଫୋନ୍ ଜରିଆରେ ଶିକ୍ଷଣ କାର୍ଯ୍ୟ ମେସେଜ୍ କିମ୍ବା ଅଡିଓ ମାଧ୍ୟମରେ ଦିଆଯିବ । ଯଦି କୌଣସି ଅଭିଭାବକଙ୍କର ଫୋନ୍ ନ ଥିବ ସେମାନେ ପଡ଼ୋଶୀ କିମ୍ବା ସାଙ୍ଗସାଥିଙ୍କ ସହ ମିଶି ଫୋନ୍‌‌ରେ ଆସୁଥିବା ଶିକ୍ଷଣ କାର୍ଯ୍ୟ ଅଭ୍ୟାସ କରିବେ । ଖରାଛୁଟିରେ ପିଲାମାନେ କରିଥିବା ଶିକ୍ଷଣ କାର୍ଯ୍ୟ ସ୍କୁଲ ଖୋଲିଲେ ଶିକ୍ଷକଙ୍କ ନିକଟରେ ଦାଖଲ କରିବେ । ଏନେଇ ଆସନ୍ତା ୧୯ ତାରିଖରେ ହେବାକୁ ଥିବା ଶିକ୍ଷକ- ଅଭିଭାବକ ବୈଠକରେ ଆଲୋଚନା କରାଯିବ । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅଭିଭାବକଙ୍କୁ ଉତ୍ସାହିତ କରାଯିବ ।

Share & spin , scatch the card।। Reffer also available Win upto >₹10 Trust app FUlly verify No need OTP Just installed & sign up

🔥New Self Earning App Loot 🚨 Singup Bonus:- 51 Coin 💥 Per Refer :- 751 Coin (₹7.5) 🔵Minimum Withdrawal > ₹10 [ UPI ] ✅Dow
🔥New Self Earning App Loot 🚨 Singup Bonus:- 51 Coin 💥 Per Refer :- 751 Coin (₹7.5) 🔵Minimum Withdrawal > ₹10 [ UPI ] ✅Download App:- https://play.google.com/store/apps/details?id=com.kmdhm.app&referrer=50430 Try Fast 😍 100% Payment Verified Hai 🤑 🛑Trick - Refer By Paas Trick Mein Only Gmail Chaiye Mobile Number Kuch Bhi Dalo Ho Jayega No Need Otp ◾Min 3 refer for redeem Mtlb 3 mail + 3 fek no.

କାହାର କଣ doubt & Problem quarry ଅଛି???( Any regards)