ch
Feedback

不要被骗子欺骗!Telemetrio 会找到并标记这些频道 👉 如果想查看标记,请订阅

CAREER STUDY CLASSES 📘📚📝

CAREER STUDY CLASSES 📘📚📝

前往频道在 Telegram

Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd

显示更多
645
订阅者
-324 小时
-47 天
-1730 天
帖子存档
photo content
28 3月 2025, 22:13

+2 RESULT UPDATE
+2 RESULT UPDATE
28 3月 2025, 22:13

photo content
+1
28 3月 2025, 22:13

RAVENSHAW UNIVERSITY UPDATE
RAVENSHAW UNIVERSITY UPDATE
28 3月 2025, 22:13

🔴+୨ ପରୀକ୍ଷା ଖାତା ଦେଖା ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବଡ଼ ନିଷ୍ପତ୍ତି…🔴 ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା ଆରମ୍ଭ ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଏକ ନିଷ୍ପତ୍ତି ନେଇଛି। ଚଳିତ ବର୍ଷ ପରୀକ୍ଷାରେ କପି କରି ମାଲ ପ୍ରାକ୍ଟିସ ବା ଏମପିରେ ବୁକ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଦିଆଯିବ ବଡ଼ ଆସ୍ୱସ୍ତି। କୌଣସି ଭୁଲ ନ ଥାଇ ତ୍ରୁଟିପୂର୍ଣ୍ଣ ଭାବେ ଏମପିରେ ବୁକ ହୋଇଥିଲେ ସେମାନଙ୍କ ପରୀକ୍ଷା ଫଳ ସାଧାରଣ ପରୀକ୍ଷାର୍ଥୀଙ୍କ ସହ ଏକାସାଙ୍ଗରେ ପ୍ରକାଶ ପାଇବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଗଠିତ ସ୍ୱତନ୍ତ୍ର କମିଟିର ଯାଞ୍ଚରେ ଏମପିରେ ବୁକ ହୋଇଥିଲା ଛାତ୍ରଛାତ୍ରୀ ନିଜର ପକ୍ଷ ରଖିବେ। ଯଦି ସେମାନେ ଭୁଲରେ ବୁକ ହୋଇଥିବେ ତାହେଲେ ସେମାନଙ୍କୁ କ୍ଷମା ଦିଆଯିବ ଓ ପରୀକ୍ଷା ଫଳ ସ୍ୱାଭାବିକ ଭାବେ ପ୍ରକାଶ ପାଇବ ବୋଲି ସୂଚନା ଦେଲେ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡା। ଚଳିତ ବର୍ଷ ଠାରୁ ଏହି ନୂଆ ନିୟମ ଲାଗୁ ହେବ। ପୂର୍ବରୁ ଭୁଲରେ ଏମପିରେ ବୁକ ହେଉଥିବା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ସାଧାରଣ ପିଲାଙ୍କ ପରୀକ୍ଷା ଫଳ ବାହାରିବାର ତିନି ମାସ ପରେ ବାହାରୁଥିଲା। ଯେଉଁଥିପାଇଁ ପିଲାମାନେ ଭୁଲ ନ କରି ବି ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ
28 3月 2025, 22:13

Join class summer CLASSES OUR OFFICIAL TEAM Organise
28 3月 2025, 09:51

join in class
28 3月 2025, 09:50

NMMS RESULT RELATED PROBLEM with Uuu.. @sirodia2k ⬆️⬆️⬆️⬆️ DM KARO
28 3月 2025, 03:12

ଆମ ଗ୍ରୁପ ର କିଏ NMMS exam ଦେଇଛନ୍ତି?? ଆଜି result ଆସିଚି କିଏ selection list ଦେଖିବାକୁ ଚାହୁଚ ??? @sirodia2k
Anonymous voting
28 3月 2025, 02:37

ଆମ ଗ୍ରୁପ ରେ NMMS Exam ଦେଇଥିବା ପିଲା କିଏ ଅଛନ୍ତି?? କିଏ ବି selection list ଦେଖିବ ??? @sirodia
Anonymous voting
28 3月 2025, 02:33
28 3月 2025, ~02:34

photo content
+2
28 3月 2025, 02:27

ଦଶମ ଯାଏ ମଧ୍ୟାହ୍ନ ଭୋଜନ
+1
ଦଶମ ଯାଏ ମଧ୍ୟାହ୍ନ ଭୋଜନ
28 3月 2025, 02:27

କାହାର ରାସନ୍ କାର୍ଡ କଟିବନି ~ ମନ୍ତ୍ରୀ
କାହାର ରାସନ୍ କାର୍ଡ କଟିବନି ~ ମନ୍ତ୍ରୀ
28 3月 2025, 02:27

📌📌📌 ପୂରଣ ହେବ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପୋଷଣ। ନବମ ଏବଂ ଦଶମ ଶ୍ରେଣୀ ଛାତ୍ରାଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ରନ୍ଧାଖାଦ୍ୟ ଦିଆଯିବ। ଏହାସହ ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସୋମବାର, ବୁଧବାର, ଶୁକ୍ରବାର ଦିନ ଅଣ୍ଡା ଏବଂ ମଙ୍ଗଳବାର, ଗୁରୁବାର, ଶନିବାର ଦିନ ପୋଷଣଯୁକ୍ତ ଲଡ଼ୁ ଦିଆଯିବ।
28 3月 2025, 02:27

କେନ୍ଦ୍ରାପଡ଼ା ଗୃହରକ୍ଷୀ ପଦବୀ ନିମନ୍ତେ ବିଜ୍ଞାପନ
କେନ୍ଦ୍ରାପଡ଼ା ଗୃହରକ୍ଷୀ ପଦବୀ ନିମନ୍ତେ ବିଜ୍ଞାପନ
28 3月 2025, 02:27

RRB JE EXAM Date
RRB JE EXAM Date
28 3月 2025, 02:27

photo content
+1
28 3月 2025, 02:27

NUAPADA HOME GUARD RECRUITMENT 2025
NUAPADA HOME GUARD RECRUITMENT 2025
28 3月 2025, 02:27