ch
Feedback

不要被骗子欺骗!Telemetrio 会找到并标记这些频道 👉 如果想查看标记,请订阅

CAREER STUDY CLASSES 📘📚📝

CAREER STUDY CLASSES 📘📚📝

前往频道在 Telegram

Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd

显示更多
646
订阅者
无数据24 小时
-47 天
-1630 天
帖子存档
✅ ଆଧାର କାର୍ଡ ନେଇ ଏକ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି -ଆଧାର କାର୍ଡକୁ ଜନ୍ମ ତାରିଖର ପ୍ରମାଣ ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ -ଆଧାର କାର୍ଡ ଦ୍ୱାରା ଆପଣଙ୍କ ପରିଚୟ ପ୍ରମାଣିତ ହୋଇପାରେ -କିନ୍ତୁ ଆପଣଙ୍କ ଜନ୍ମ ତାରିଖ ପ୍ରମାଣିତ ହୁଏ ନାହିଁ- UIDAI -ଆଧାରର ଉଦ୍ଦେଶ୍ୟ ଅଥେଣ୍ଟିକେସନ ମାଧ୍ୟମରେ ପରିଚୟ ସ୍ଥାପନ କରିବା -ଆଧାର ଜନ୍ମ ତାରିଖ ୟୁଜର ଦ୍ୱାରା କିମ୍ବା ଅପଡେଟ ସମୟରେ ଦିଆଯାଇ ଥାଏ
01 5月, 13:53

୩ ଘଣ୍ଟା ପରୀକ୍ଷା ଦେଇ ସାରିବା ପରେ ବି ପିଲା ଜାଣି ପାରୁନି ସେ ଭୁଲ ପ୍ରଶ୍ନପତ୍ର ପାଇଛି ବୋଲି। ଧନ୍ୟ ଆମ ଶିକ୍ଷା ବ୍ୟବସ୍ଥା
୩ ଘଣ୍ଟା ପରୀକ୍ଷା ଦେଇ ସାରିବା ପରେ ବି ପିଲା ଜାଣି ପାରୁନି ସେ ଭୁଲ ପ୍ରଶ୍ନପତ୍ର ପାଇଛି ବୋଲି। ଧନ୍ୟ ଆମ ଶିକ୍ଷା ବ୍ୟବସ୍ଥା
01 5月, 13:53

🔴OJEE-2026 : ମେ’ ୪ ରୁ ଓଜେଇଇ ପରୀକ୍ଷା, ଡାଉନଲୋଡ୍ କରିନିଅନ୍ତୁ ଆଡମିଟ୍ କାର୍ଡ, ୩ଟି ସିଫ୍ଟରେ ହେବ ଏକଜାମ୍🔴 ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)-୨୦୨୬ ଆସନ୍ତା ମେ’ ୪ ତାରିଖରୁ ଆରମ୍ଭ ହେବ । ୧୦ ତାରିଖ ଯାଏ ୩ଟି ସିଫ୍ଟରେ ପରୀକ୍ଷା ହେବ । ପ୍ରଥମ ସିଫ୍ଟ ସକାଳ ୯ଟାରୁ ୧୧ଟା, ଦ୍ୱିତୀୟ ସିଫ୍ଟ ଅପରାହ୍ନ ୧ଟାରୁ ୩ଟା ଏବଂ ତୃତୀୟ ସିଫ୍ଟ ଅପରାହ୍ନ ସାଢ଼େ ୪ଟାରୁ ସାଢ଼େ ୬ଟା ଯାଏ ହେବ । ସମସ୍ତ ପରୀକ୍ଷା କମ୍ପ୍ୟୁଟର ବେସଡ୍ ଟେଷ୍ଟ (ସିବିଟି) ମୋଡରେ ହେବ । ଆବେଦନକାରୀଙ୍କ ଆଡମିଟ୍ କାର୍ଡ ୱେବ୍ସାଇଟରେ ଉପଲବ୍ଧ ରହିଛି । ଏନେଇ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ, ମେ’ ୪ ତାରିଖରେ ତିନୋଟି ଯାକ ସିଫ୍ଟରେ ବେସିକ୍ ବିଏସ୍ସି ନର୍ସିଂର ପ୍ରବେଶିକା ପରୀକ୍ଷା ହେବ । ୫ ତାରିଖ ପ୍ରଥମ ଓ ଦ୍ୱିତୀୟ ସିଫ୍ଟରେ ବେସିକ୍ ବିଏସ୍ସି ନର୍ସିଂର ପରୀକ୍ଷା ହେବ । ତୃତୀୟ ସିଫ୍ଟରେ ବି ଫାର୍ମାର ପରୀକ୍ଷା ହେବ । ୬ ତାରିଖରେ ୩ଟି ଯାକ ସିଫ୍ଟ ବି ଫାର୍ମା ପରୀକ୍ଷା ହେବ । ୭ ତାରିଖରେ ପ୍ରଥମ ସିଫ୍ଟରେ ଇଣ୍ଟିଗ୍ରେଟେଡ୍ ଏମ୍ବିଏ ଓ ଏମ୍ଏସ୍ସି ନର୍ସିଂ ପରୀକ୍ଷା ହେବ । ଦ୍ୱିତୀୟ ଓ ତୃତୀୟ ସିଫ୍ଟରେ ଏମ୍ବିଏ ପରୀକ୍ଷା ହେବ । ୮ ତାରିଖରେ ସମସ୍ତ ସିଫ୍ଟରେ ଏଲ୍ଇ. ଟେକ୍ (ଡିପ୍ଲୋମା) ପରୀକ୍ଷା ରହିଛି । ୯ ତାରିଖର ପ୍ରଥମ ସିଫ୍ଟରେ ଏଲ୍ଇ. ଟେକ୍ (ଡିପ୍ଲୋମା), ଦ୍ୱିତୀୟ ସିଫ୍ଟରେ ଏମ୍ସିଏ/ ଏମ୍ଏସ୍ସି (କମ୍ପ୍ୟୁଟର ସାଇନ୍ସ), ତୃତୀୟ ସିଫ୍ଟରେ ଏମ୍ସିଏ/ପୋଷ୍ଟ ବେସିକ୍ ବିଏସ୍ସି ନର୍ସିଂ ପରୀକ୍ଷା ହେବ । ୧୦ ତାରିଖରେ ପ୍ରଥମ ସିଫ୍ଟରେ ଏମ୍. ଫାର୍ମା/ଏମ୍ ଆର୍କ/ଏମ୍ ପ୍ଲାନ୍/ ଏମ୍ ଟେକ୍/ ଏଲ୍ଇ ଟେକ୍ ବିଏସ୍ସି ପରୀକ୍ଷା ରହିଛି । ଦ୍ୱିତୀୟ ସିଫ୍ଟରେ ପୋଷ୍ଟ ବେସିକ୍ ଡିପ୍ଲୋମା ନର୍ସିଂ/ବି ସାଟ୍/ଏଲ୍ଇ ଫାର୍ମା ପରୀକ୍ଷା ରହିଛି ।
01 5月, 13:53

✅ Can You Guess These 30 Important Medical & Health Short Forms, Everyone Must Know? 1. BP — Blood Pressure 2. HR — Heart Rate 3. ICU — Intensive Care Unit 4. OPD — Outpatient Department 5. ECG — Electrocardiogram 6. MRI — Magnetic Resonance Imaging 7. BMI — Body Mass Index 8. OTC — Over The Counter 9. ENT — Ear, Nose and Throat 10. ER — Emergency Room 11. GP — General Practitioner 12. IV — Intravenous 13. CPR — Cardiopulmonary Resuscitation 14. DNA — Deoxyribonucleic Acid 15. CBC — Complete Blood Count 16. NICU — Neonatal Intensive Care Unit 17. OT — Operation Theatre 18. Rx — Prescription / Treatment 19. DOB — Date Of Birth 20. HBP — High Blood Pressure 21. TB — Tuberculosis 22. AIDS — Acquired Immune Deficiency Syndrome 23. HIV — Human Immunodeficiency Virus 24. PPE — Personal Protective Equipment 25. DOA — Dead On Arrival 26. EMS — Emergency Medical Services 27. PCP — Primary Care Physician 28. UTI — Urinary Tract Infection 29. ABG — Arterial Blood Gas 30. NPO — Nothing Per Oral (Nil By Mouth)
01 5月, 13:53

photo content
+1
26 4月, 01:11

SECONDARY SCHOOL CALENDAR 2026.pdf5.90 KB
24 4月, 22:06

ସ୍କୁଲ୍ କଥା
ସ୍କୁଲ୍ କଥା
24 4月, 22:06

WE ARE HIRING 📢 We Are Looking for: Freshers and executives with 2-3 years of experience to join our 👇🏻 -Print Sales Team
WE ARE HIRING 📢 We Are Looking for: Freshers and executives with 2-3 years of experience to join our 👇🏻 -Print Sales Team -TV Sales Team -Digital Sales Team Join our team and be a part of the largest media house that values workmanship. Apply Now: hr@prameyanews.com
24 4月, 22:06

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଚାଲିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି। ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ଏପ୍ରିଲ ୨୭ ତାରିଖରୁ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ବନ୍ଦ ରହିବ। ତେବେ, ପୂର୍ବ ନିର୍ଦ୍ଧାରିତ ପରୀକ୍ଷା, ଜନଗଣନା କାର୍ଯ୍ୟ ଓ ଅନ୍ୟାନ୍ୟ ଅଫିସ କାମ ପୂର୍ବପରି ଜାରି ରହିବ।
24 4月, 22:06

ନିଯୁକ୍ତି ସୁଯୋଗ
ନିଯୁକ୍ତି ସୁଯୋଗ
24 4月, 22:06

FM UNIVERSITY UPDATE
FM UNIVERSITY UPDATE
24 4月, 22:06

ଆଗୁଆ ଖରା ଛୁଟି
ଆଗୁଆ ଖରା ଛୁଟି
24 4月, 22:06

ଇରାନ ନ ଯିବାକୁ କେନ୍ଦ୍ର ସରକାରଙ୍କ ପରାମର୍ଶ
ଇରାନ ନ ଯିବାକୁ କେନ୍ଦ୍ର ସରକାରଙ୍କ ପରାମର୍ଶ
24 4月, 22:06

ଗଞ୍ଜାମ ଜିଲ୍ଲାରେ ଆଉ ୨ ଦିନ ସ୍କୁଲ୍‌ ଛୁଟି ବଢ଼ିଲା
ଗଞ୍ଜାମ ଜିଲ୍ଲାରେ ଆଉ ୨ ଦିନ ସ୍କୁଲ୍‌ ଛୁଟି ବଢ଼ିଲା
24 4月, 22:06

LOCATION - BHUBANESWAR 📌 ଜରୁରୀ ସୂଚନା Be alert before you apply. Genuine employers don’t ask for money. Please note, the admi
LOCATION - BHUBANESWAR 📌 ଜରୁରୀ ସୂଚନା Be alert before you apply. Genuine employers don’t ask for money. Please note, the admin does not verify every private job post, so check the company thoroughly before accepting any offer letter.
22 4月, 04:26

🩸 Blood Type Compatibility List, check yours: ① 🔴 A+ ➡️ Donate to: A+, AB+ ⬅️ Receive from: A+, A−, O+, O− ② 🟠 O+ ➡️ Donate to: O+, A+, B+, AB+ ⬅️ Receive from: O+, O− ③ 🟡 B+ ➡️ Donate to: B+, AB+ ⬅️ Receive from: B+, B−, O+, O− ④ 🟢 AB+ ➡️ Donate to: AB+ ⬅️ Receive from: 🌍 Everyone ⑤ 🔵 A− ➡️ Donate to: A+, A−, AB+, AB− ⬅️ Receive from: A−, O− ⑥ 🟣 O− ➡️ Donate to: 🌍 Everyone ⬅️ Receive from: O− ⑦ ⚫ B− ➡️ Donate to: B+, B−, AB+, AB− ⬅️ Receive from: B−, O− ⑧ ⚪ AB− ➡️ Donate to: AB−, AB+ ⬅️ Receive from: AB−, A−, B−, O−
22 4月, 04:26

#BBSR
#BBSR
19 4月, 11:11

#BBSR
#BBSR
19 4月, 11:11

#BBSR
#BBSR
19 4月, 11:11

BBSR RECRUITMENT
BBSR RECRUITMENT
19 4月, 11:11