CAREER STUDY CLASSES 📘📚📝
前往频道在 Telegram
Hi 🤝CARRER STUDY CLASSES This group already provided by you 🥇Provide all study material 📚& key to way of success 🏆 🥈we provide all exam related questions with ans our official authority JOIN PLEASE OUR OFFICIAL GROUP https://CarrerStudyClassesPvtLtd
显示更多679
订阅者
-224 小时
-87 天
-4230 天
帖子存档
🔴 NEET UG RESULT OUT
https://examinationservices.nic.in/ResultoService26/Ntnt/Login
🔴 ଭୁବନେଶ୍ବର ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ରେ ଉତ୍ତେଜନା
-ସବୁ ଗେଟ୍ରେ ତାଲା ପକାଇ ଛାତ୍ରୀଙ୍କ ପ୍ରତିବାଦ
-କ୍ୟାମ୍ପସ୍ ଭିତରକୁ ଅଣଛାତ୍ରଛାତ୍ରୀ ପ୍ରବେଶକୁ ନେଇ ଛାତ୍ରୀ ଖପ୍ପା
-ସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ୩ ପ୍ଲାଟୁନ୍ ପୋଲିସ ଫୋର୍ସ
𝐀𝐝𝐦𝐢𝐬𝐬𝐢𝐨𝐧𝐬 𝐎𝐩𝐞𝐧 |
𝐃𝐢𝐩𝐥𝐨𝐦𝐚 𝐏𝐫𝐨𝐠𝐫𝐚𝐦𝐦𝐞 𝐢𝐧 𝐒𝐜𝐢𝐞𝐧𝐜𝐞 𝐄𝐝𝐮𝐜𝐚𝐭𝐢𝐨𝐧 𝐚𝐭 𝐌𝐢𝐝𝐝𝐥𝐞 & 𝐒𝐞𝐜𝐨𝐧𝐝𝐚𝐫𝐲 𝐒𝐭𝐚𝐠𝐞 (𝐃𝐏𝐒𝐄) -𝟐𝟎𝟐𝟔
𝐋𝐚𝐬𝐭 𝐃𝐚𝐭𝐞 𝐨𝐟 𝐑𝐞𝐠𝐢𝐬𝐭𝐫𝐚𝐭𝐢𝐨𝐧 𝐃𝐚𝐭𝐞: 𝟎𝟕.𝟎𝟕.𝟐𝟎𝟐𝟔
🔍 ଚିଠା ଭୋଟର ତାଲିକାରେ ନିଜ ନାମ ଯାଞ୍ଚ କରିଛନ୍ତି କି?
🌐 http://voters.eci.gov.in ୱେବସାଇଟ୍କୁ ପରିଦର୍ଶନ କରନ୍ତୁ ।
"Search Your Name in Voter List" ବିକଳ୍ପରେ କ୍ଲିକ୍ କରି EPIC ନମ୍ବର, ବ୍ୟକ୍ତିଗତ ବିବରଣୀ କିମ୍ବା ମୋବାଇଲ୍ ନମ୍ବର ମାଧ୍ୟମରେ ସହଜରେ ନିଜ ନାମ ଖୋଜନ୍ତୁ ।
🗳️ ଯଦି ନାମ ନଥାଏ କିମ୍ବା କୌଣସି ସଂଶୋଧନ ଆବଶ୍ୟକ ଥାଏ, ତେବେ ୦୫.୦୭.୨୦୨୬ ରୁ ୦୪.୦୮.୨୦୨୬ ମଧ୍ୟରେ ଦାବି ଓ ଆପତ୍ତି ଦାଖଲ କରନ୍ତୁ।
ଆଜିହିଁ ଯାଞ୍ଚ କରନ୍ତୁ—ଆପଣଙ୍କ ମତାଧିକାରକୁ ସୁନିଶ୍ଚିତ କରନ୍ତୁ । ✅
✅ +2 ADMISSION 2026
🔴 Last date for submission of on-line Common Application Form (CAF)
👉 30.06.2026 (11.45 PM)
✅ +3 ADMISSION 2026
🔴 Publication of Provisional Allotment of Seats (for Second Round/Final Round Selection)
👉 02-July-2026 (02:00 PM)
✅ ପ୍ରକାଶ ପାଇଲା OJEE ୨୦୨୬ ରେଜଲ୍ଟ
-ରେଜଲ୍ଟ ପୁସ୍ତିକା ଉନ୍ମୋଚନ କଲେ ବୈଷୟିକ ଶିକ୍ଷା ମନ୍ତ୍ରୀ
-ଗତ ମେ ୪ରୁ ୧୦ ପର୍ଯ୍ୟନ୍ତ ହୋଇଥିଲା OJEE ପରୀକ୍ଷା
-ମୋଟ୍ ୯୨ ହଜାର ୬୨୮ ପରୀକ୍ଷାର୍ଥୀ ଦେଇଥିଲେ ପରୀକ୍ଷା
-ଚଳିତ ମାସ ତୃତୀୟ ସପ୍ତାହରୁ ଆରମ୍ଭ ହେବ କାଉନସେଲିଂ
🟡 ପ୍ରକାଶ ପାଇଲା OJEE ENTRANCE RESULT 2026
👉 https://cutt.ly/at2KDGUm
🔴 ALL COLLEGE ADMISSION FEE LIST 2026
👉 https://cutt.ly/wt2JTvTg
☎️ JOIN OUR TELEGRAM CHANNEL
📌 https://telegram.me/PDF_MARKET
🟨 ଆଜି ଅପରାହ୍ଣ ୫ଟାରେ ପ୍ରକାଶ ପାଇବ OJEE ୨୦୨୬ ରେଜଲ୍ଟ
-ରେଜଲ୍ଟ ଘୋଷଣା କରିବେ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ
