ch
Feedback

不要被骗子欺骗!Telemetrio 会找到并标记这些频道 👉 如果想查看标记,请订阅

Degree Class Odisha🧑‍🎓

Degree Class Odisha🧑‍🎓

前往频道在 Telegram

←𝑭𝒐𝒓 𝑩𝒖𝒔𝒊𝒏𝒆𝒔𝒔 & 𝑪𝒐𝒍𝒍𝒂𝒃𝒐𝒓𝒂𝒕𝒊𝒐𝒏→ degreeclassodisha@gmail.com

显示更多
7 948
订阅者
+124 小时
-377 天
-16530 天
帖子存档
Happy Ganesh Chaturthi To All Of You My Dear 😇❤️ Jay Shree Ganesh....
Happy Ganesh Chaturthi To All Of You My Dear 😇❤️ Jay Shree Ganesh....
14 9月, 11:50

Join only ଓଡ଼ିଆ hons std
29 8月, 08:57
04 9月, ~22:39

For ODIA
For ODIA
19 8月, 10:32
04 9月, ~22:39

ଛାତ୍ର ଆଜି ଶିକ୍ଷକଙ୍କ ଠାରୁ ବିଦ୍ୟା ବା ଜ୍ଞାନ ଆଶାକରୁନାହିଁ - ସେ ଅଧିକ ମାର୍କ ରଖି ପାସ୍ କରିବାର ଫର୍ମୁଲା ମାତ୍ର ଲୋଡୁଛି। ତାହା ଫଳରେ ତା'ର ଉପାର୍ଜନରୂପକ ଉଦ୍ଦେଶ୍ୟ ସିଦ୍ଧ ହେବ। ଅଧ୍ୟାପକ ମଧ୍ୟ ଜ୍ଞାନ ଦେବା ପାଇଁ ସଂକଳ୍ପ କରିନାହିଁ । ତା'ର ମଧ୍ୟ ଉଦ୍ଦେଶ୍ୟ ଉପାର୍ଜନ। ଉପାର୍ଜନର ଉପାୟ ବିକ୍ରି କରି ନିଜେ ଉପାର୍ଜନ କରିବା - ଶିକ୍ଷକ ଓ ଛାତ୍ରର ସମ୍ପର୍କ ଏମନ୍ତ ଏକ ବେପାରରେ ପରିଣତ। ବ୍ୟତିକ୍ରମ ଅଛି, କିନ୍ତୁ ସାମାନ୍ୟ। ଆପଣ ଜ୍ଞାନ ପାଇବା ନିମନ୍ତେ କାହା ପାଖକୁ ଯିବେ - ଯାହା ପ୍ରତି ଆପଣଙ୍କର ଶ୍ରଦ୍ଧା ଭକ୍ତି ଥିବ। ଆପଣ ଯଦି ସଉଦା କରିବାକୁ ଯିବେ , ତେବେ ସୌଦାଗର ପ୍ରତି ଶ୍ରଦ୍ଧା ଭକ୍ତି ଧରି ଯିବା ଦରକାର ନାହିଁ। ଆଜି ସମଗ୍ର ଶିକ୍ଷା-ଜଗତକୁ ଗ୍ରାସ କରିଛି ସ୍ଥୂଳ ଉପଯୋଗିତାବାଦ ବା Utilitarianism. ବିଦ୍ୟାଲାଭର ଆଭିମୁଖ୍ୟ ଆମେ ପାସୋରି ଦେଇଛୁଁ। ବିଦ୍ୟାଲାଭର ଆଭିମୁଖ୍ୟ କ'ଣ ? "ସା ବିଦ୍ୟା ଯା ବିମୁକ୍ତୟେ ।"- ଯିଏ ମୁକ୍ତି ଦିଏ , ତାହା ହିଁ ବିଦ୍ୟା -ଅଜ୍ଞାନଠୁଁ , ଅବିଦ୍ୟାଠୁଁ ମୁକ୍ତି। କିନ୍ତୁ ଆଜିର ବିଦ୍ୟାଦାନ ବ୍ୟବସ୍ଥା ଏଭଳି ଲକ୍ଷ୍ୟ ବିସ୍ମୃତ ହୋଇଯାଇଛି। ଭ୍ରାନ୍ତ ମୂଲ୍ୟବୋଧର ବନ୍ଧନରେ ପକାଇବା ବରଂ ତା'ର ଭୂମିକା।
18 3月, 08:05

Follow this link to join my WhatsApp group: https://chat.whatsapp.com/JsNFMIBSWAc5uHAKtS4g0k
09 2月, 06:45

语音消息00:17
08 2月, 08:16