1 895
订阅者
无数据24 小时
-177 天
-9230 天
帖子存档
1 895
Sakhale jemiti olta heijaithiba katha
Jaldi subscribe kara 2 sec ra kama
Au patha padha.
Good night all 💤🌉
1 895
https://youtube.com/@ROYAL_EDUCATION_?si=y7vcD3J62Xxpye31
Subscribe kara 500 subscriber kara jaldi
1 895
ପରୀକ୍ଷା ଉପଯୋଗୀ ପ୍ରଶ୍ନ (4 marks)
1. ଅହମ୍ମଦାବାଦ ଲୁଗା କାରଖାନା ଆନ୍ଦୋଳନରେ ମହାତ୍ମାଗାନ୍ଧୀଙ୍କ ଭୂମିକା କଣ ଥିଲା?
2.ଖିଲାଫାତ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଭୂମିକା ଆଲୋଚନା କର |
3.ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ସମ୍ପର୍କରେ ବର୍ଣ୍ଣନା କର |
4.'କ୍ରିପସ ମିଶନ 'ର ପ୍ରସ୍ତାବଗୁଡିକ ଆଲୋଚନା କର |
5. ଭାରତ ଛାଡ ଆନ୍ଦୋଳନର କାର୍ଯ୍ୟକ୍ରମ କଣ ଥିଲା?
6. ଭାରତ ସ୍ୱାଧୀନତା ଆଇନର ମୁଖ୍ୟ ବ୍ୟବସ୍ଥାଗୁଡିକ କଣ ଥିଲା?
7.'ଉତ୍କଳ ସଭା 'ସମ୍ପର୍କରେ ଏକ ଟିପ୍ପଣୀ ଲେଖ?
8. ପଟେଲ ଓ ମେନନ ପୂର୍ଣ୍ଣ ମିଶ୍ରଣ ସମ୍ପର୍କରେ କି କି ଯୁକ୍ତି ଉପସ୍ଥାପନ କଲେ?
9. ମିଶ୍ରଣ ଚୁକ୍ତିର ସର୍ତ୍ତଗୁଡିକ କଣ ଥିଲା?
10.'ମିଶନ ଶକ୍ତି ' ସମ୍ବନ୍ଧରେ ଏକ ଟିପ୍ପଣୀ ଲେଖ |
