1 895
订阅者
无数据24 小时
-177 天
-9230 天
帖子存档
1 895
ଗଣିତ subjective:-
ପ୍ରଥମେ ସମସ୍ତେ ମନେ ରଖ କି ଗଣିତ ରେ 10 ଟି long question ଥାଏ.
1.ପ୍ରଥମଟି ବୀଜଗଣିତର ପ୍ରଥମ chapter ରୁ ଆସିଥିବ..ଯେଉଁଥିରେ ସମାଧାନ କରିବାକୁ କହିଥିବ or ପାଟି ଗଣିତ ସମାଧାନ କରିବାକୁ ନିର୍ଦେଶ ଦେଇଥାଏ।
2.ଦ୍ଵିତୀୟ ପ୍ରଶ୍ନ ନିଶ୍ଚିତ ଭାବେ ଦ୍ବୀଘାତ ସମୀକରଣରୁ ଆସିଥାଏ.. ଯେଉଁଥିରେ ପୂର୍ଣ୍ଣ ବର୍ଗରେ ପରିଣତ କରି ସମାଧାନ ଥାଏ or ପାଟି ଗଣିତ ସମାଧାନ କରିବାକୁ ନିର୍ଦେଶ ଦେଇଥାଏ।
3. ସମାନ୍ତର ପ୍ରଗତିରୁ ଆସିଥାଏ or ସମ୍ଭାଵ୍ୟତା ରୁ ଆସିଥାଏ।
4. ତଥ୍ୟାବଳୀ ବା ସମ୍ଭାଗ ଓ ବାରମ୍ବାରତା ଦତ୍ତ ଥିବ ଯାହାକି ମଧ୍ୟମାନ or ମଧ୍ୟମା ନିର୍ଣ୍ଣୟ କରିବାକୁ କହିଥାଏ।
5. ସ୍ଥାନଙ୍କ ଜ୍ୟାମିତି ରୁ ଆସିଥାଏ or ସଡ଼କ ସୁରକ୍ଷା ଶିକ୍ଷା ରୁ ଆସିଥାଏ।
6. ନିଶ୍ଚିତ ଭାବେ ଜ୍ୟାମିତି ର 2 ବିଷୟ ଉପପାଦ୍ୟ ଆସିଥାଏ ବୃତ୍ତର ସ୍ପର୍ଶକ or ବୃତ୍ତ.... ତଥାପି ପ୍ରଥମ 3ଟି ବିଷୟରୁ 2 ବିଷୟରେ ଉପପାଦ୍ୟ clear କରିଦେଲେ 5 ମାର୍କ ସୁନିଶ୍ଚିତ।
7. ନିଶ୍ଚିତ ଭାବେ ବିଷୟ ଭିତ୍ତିକ ପ୍ରଶ୍ନୋତ୍ତର ରୁ ଆସେ ଯାହାକି ବୃତ୍ତର ସ୍ପର୍ଶକ or ଜ୍ୟାମିତିରେ ସାଦୃଶରୁ ଆସିଥାଏ।
8. ତ୍ରିକୋଣମିତି ରୁ ଆସିଥାଏ ଯାହାକି 4(b) or 4(c) ରୁ ଆସିଥାଏ।
9. ପରିମିତି ରୁ ଆସିଥାଏ ଯାହାକି 5(c,d,e) ରୁ ଆସିଥାଏ।
10. ଅଙ୍କନ ନିଶ୍ଚିତ 6(a,c) ଦେଖିଥିବ
