1 895
订阅者
无数据24 小时
-177 天
-9230 天
帖子存档
1 895
mil_100_selection_question_2023_YOUTUBE_NIRMAL_CREATION_230806_204131.pdf18.50 MB
1 895
ସମସ୍ତେ ଧ୍ୟାନରେ ଶୁଣ ଯେତେ ବି ସବୁ QUESTION ବାହାନା ରେ ଠକୁଛନ୍ତି , ତାଙ୍କ ଚକ୍କର ରେ ପଡନି ସେମାନେ କେହି ବି QUESTION ରଖିନାହାନ୍ତି।
ଦୟାକରି ସମସ୍ତେ ତା ପ୍ରତି ଧ୍ୟାନ ଦିଅନ୍ତୁ , ସମୟ ନଷ୍ଟ ନ କରି EXAM ପାଇଁ PREPARE ହୁଅନ୍ତୁ TIME ଆଉ ବେଶି ନାହିଁ ।
BE AWARE .
1 895
Repost from ROYAL EDUCATION +2
🌸ଆସନ୍ତା ୧୮ରୁ ଯୁକ୍ତ ଦୁଇ ଥିଓରି ପରୀକ୍ଷା: ୧୨ରୁ ପଠାଯିବ ପ୍ରଶ୍ନପତ୍ର🌸
ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆସନ୍ତା ୧୮ ତାରିଖ ଠାରୁ ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ +୨ ଥିଓରୀ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ପାଇଁ ଆସନ୍ତା ୧୨ ତାରିଖରୁ ପରୀକ୍ଷା ପରିଚାଳନା ହବ୍କୁ ପଠାଯିବ ପ୍ରଶ୍ନପତ୍ର। ସୂଚନା ଅନୁଯାୟୀ, ରାଜ୍ୟରେ ଥିବା ମୋଟ ୨୦୫ଟି ହବରେ ପ୍ରଶ୍ନପତ୍ର ରଖାଯିବ। ପରୀକ୍ଷା ଦିନ ହବ୍ରୁ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବ। ଅନ୍ୟପକ୍ଷରେ ଚଳିତ ବର୍ଷ ପରିଷଦ କାର୍ଯ୍ୟାଳୟରେ ୫ ଶହ ଶିକ୍ଷାନୁଷ୍ଠାନର ସିଧା ପ୍ରସାରଣ ସିସିଟିଭି ମାଧ୍ୟମରେ ପରିଷଦ କାର୍ଯ୍ୟାଳୟରେ ଯାଞ୍ଚ କରାଯିବ। ଏଥିପାଇଁ ୪ ସ୍ବତନ୍ତ୍ର ଅଧିକାରୀଙ୍କୁ ନିଯୁକ୍ତ କରାଯିବ। ଅନ୍ୟପକ୍ଷରେ ପରୀକ୍ଷା ସରିବାର ୪୫ ଦିନ ମଧ୍ୟରେ ଫଳ ଘୋଷଣା କରାଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।
1 895
FOR ALL +2 1ST YEAR AND 2ND YEAR STUDENTS WE PROVIDE YOUR NOTES AND STUDY MATERIAL AT OUR ANOTHER GROUP. SO ALL STUDENTS JOIN THAT GROUP.
https://t.me/ROYALEDUCATIONS12
