ch
Feedback
ROYAL EDUCATION

ROYAL EDUCATION

前往频道在 Telegram

𝐖𝐞𝐥𝐜𝐨𝐦𝐞 𝐓𝐨 𝐎𝐮𝐫 𝐆𝐫𝐨𝐮𝐩 ❤️ 𝐁𝐞𝐬𝐭 𝐄𝐝𝐮𝐜𝐚𝐭𝐢𝐨𝐧 𝐆𝐫𝐨𝐮𝐩 𝐓𝐡𝐚𝐭 𝐇𝐞𝐥𝐩 𝐘𝐨𝐮. 💎 𝐒𝐭𝐮𝐝𝐲 𝐌𝐚𝐭𝐞𝐫𝐢𝐚𝐥𝐬 , 𝐐𝐮𝐞𝐬𝐭𝐢𝐨𝐧𝐬 , 𝐁𝐨𝐨𝐤𝐬 , 𝐍𝐨𝐭𝐞𝐬 𝐏𝐫𝐨𝐯𝐢𝐝𝐞 𝐓𝐨 𝐲𝐨𝐮 . 📖 𝐁𝐞 𝐇𝐚𝐩𝐩𝐲.🤪

显示更多
1 895
订阅者
无数据24 小时
-177 天
-9230 天
帖子存档
ସବୁ ଯେତେବି କହୁଛନ୍ତି କି ରିଅଲ QUESTION ଦେବେ ବୋଲି ସବୁ FAKE , ସେଥିପାଇଁ ତୁମେମାନେ QUESTION କୋଜିବା ଛାଡ ଓ ଯୋଉ ମାନେ PAYMENT ମାଗୁଛନ୍ତି QUESTION ପାଇଁ ସେମାନଙ୍କୁ ସଙ୍ଗେ ସାଙ୍ଗ BLOCK କରିଦିଅ ଓ ନିଜେ ଯାଇକି ପାଠ ପଢ଼ । ଧନ୍ୟବାଦ୍ !! ROYAL EDUCATION

Sorry Guys ମୁଁ ଗୋଟେ ବର୍ଷ ପାଇଁ break ନେଇଛି। ଗୋଟେ ବର୍ଷ ପାଇଁ କିଛି ଆପଣଙ୍କ ସାହାଯ୍ୟ କରିପାରିବି ନାହିଁ । କ୍ଷମା କରିବେ।

Sorry Guys ମୁଁ ଗୋଟେ ବର୍ଷ ପାଇଁ break ନେଇଛି। ଗୋଟେ ବର୍ଷ ପାଇଁ କିଛି ଆପଣଙ୍କ ସାହାଯ୍ୟ କରିପାରିବି ନାହିଁ । କ୍ଷମା କରିବେ। ଯାହାର ପାଠ ପଢା ସରିଗଲା ଯଦି ଆପଣ ଙ୍କୁ ଓଡ଼ିଆ chatting Group ଦରକାର ତ ହେଲେ ଏହି GROUP JOIN କରିପାରିବେ। https://t.me/+h6cr56Ac2hRkN2Rl

𝟭𝟬𝗧𝗛 𝗕𝗢𝗔𝗥𝗗 𝗥𝗘𝗦𝗨𝗟𝗧 𝟮𝟬𝟮𝟰-𝟮𝟱 𝗗𝗲𝗮𝗿 𝘀𝘁𝘂𝗱𝗲𝗻𝘁𝘀, 𝗖𝗼𝗻𝗴𝗿𝗮𝘁𝘂𝗹𝗮𝘁𝗶𝗼𝗻𝘀 𝗳𝗼𝗿 𝘆𝗼𝘂𝗿 𝗿𝗲
𝟭𝟬𝗧𝗛 𝗕𝗢𝗔𝗥𝗗 𝗥𝗘𝗦𝗨𝗟𝗧 𝟮𝟬𝟮𝟰-𝟮𝟱 𝗗𝗲𝗮𝗿 𝘀𝘁𝘂𝗱𝗲𝗻𝘁𝘀, 𝗖𝗼𝗻𝗴𝗿𝗮𝘁𝘂𝗹𝗮𝘁𝗶𝗼𝗻𝘀 𝗳𝗼𝗿 𝘆𝗼𝘂𝗿 𝗿𝗲𝘀𝘂𝗹𝘁𝘀. 𝗜 𝗵𝗼𝗽𝗲 𝗮𝗹𝗹 𝘀𝘁𝘂𝗱𝗲𝗻𝘁𝘀 𝘀𝗰𝗼𝗿𝗲 𝗴𝗼𝗼𝗱 𝗺𝗮𝗿𝗸𝘀. 𝗔𝗹𝗹 𝘁𝗵𝗲 𝗯𝗲𝘀𝘁 𝗳𝗼𝗿 𝘄𝗵𝗼 𝘀𝗰𝗼𝗿𝗲𝗱 𝗚𝗼𝗼𝗱 𝗺𝗮𝗿𝗸𝘀, 𝗯𝘂𝘁 𝗶𝗳 𝘆𝗼𝘂 𝘀𝗰𝗼𝗿𝗲𝗱 𝗹𝗲𝘀𝘀𝗲𝗿 𝗽𝗲𝗿𝗰𝗲𝗻𝘁𝗮𝗴𝗲, 𝘁𝗵𝗮𝗻 𝗱𝗼𝗻'𝘁 𝗯𝗲 𝘄𝗼𝗿𝗿𝗶𝗲𝗱 𝘆𝗼𝘂 𝗰𝗮𝗻 𝘀𝗰𝗼𝗿𝗲 𝗴𝗼𝗼𝗱 𝗺𝗮𝗿𝗸𝘀 𝗶𝗻 𝟭𝟮𝘁𝗵 𝗲𝘅𝗮𝗺𝗶𝗻𝗮𝘁𝗶𝗼𝗻.𝗶 𝗵𝗼𝗽𝗲 𝘄𝗲 𝘄𝗶𝗹𝗹 𝗵𝗲𝗹𝗽𝗲𝗱 𝘆𝗼𝘂 𝗮𝘀 𝗮𝗹𝘄𝗮𝘆𝘀. 𝗖𝗢𝗡𝗚𝗥𝗔𝗧𝗨𝗟𝗔𝗧𝗜𝗢𝗡𝗦 👏🎉. Regards, https://t.me/ROYALEDUCATIONS10 Owner :- @ROCKY7147

photo content

photo content
+1

All the best samastanku 👍

ନମସ୍କାର ସମସ୍ତଙ୍କୁ 🙏 ମୁଁ ତୁମର ପ୍ରିୟ SIR, ଏ ବର୍ଷ ଆମେ ମାନେ ନୂଆ ଗୋଟେ ଜିନିଷ ବାହାର କରୁଛୁ ଆମ CHANNEL ରେ , ଯାହାକି ଆଉ କୋଉ GROUP କରିନାହାନ୍ତି। ସ୍କୁଲ ମାନଙ୍କରେ ଯେମିତି ତାଙ୍କ STUDENT TOP କରିଲା ପରେ ସ୍କଲରେ BILLBOARD ଲାଗିଥାଏ, ସେପରି ଆମେ ମଧ୍ୟ ତାର ସୁବିଧା କରିଛୁ । ତା ପାଇଁ ଆପଣ ମାନଙ୍କର ସହଯୋଗ ଦରକାର , ଆପଣ ଯେତେ 10TH STUDENT ଅଛ ସମସ୍ତେ @Krishna14678 ଏଇ ID କୁ ଆପଣଙ୍କର ROLL NO ଆମକୁ ପଠେଇଦେଲେ ଆମେ ଆପଣ ସମସ୍ତଙ୍କର RESULT ସମୟ ରେ ଆପଣଙ୍କର ମାର୍କ ଅନୁସାରେ RANKING କରାଯିବ ଓ BILLBOARD ତିଆରି ହେବ । ଆପଣ TENTION ନିଆନ୍ତୁନି, ଅପଙ୍କ ROLL NO ର ଦୁର୍ବ୍ୟବହାର ହେବନି , ଆମ ହାତରେ ସୁରକ୍ଷା ରେ ରହିବ । ଆପଣଙ୍କ ସହଯୋଗରେ ଆ ନୂଆ ଜିନିଷ ତେ ଆମ GROUP ରେ  ଆରମ୍ଭ କରିବା । ଯଦି ତୁମେ ମାନେ ROLL NO ଦେବାକୁ ଚାହୁଁନ ତା ହେଲେ ତୁମେ ମାନେ ଯେତେବେଳେ ତୁମର RESULT ଆସିବ ସେତେବେଳେ ତୁମେ ମାନେ ଗୋଟେ କଷ୍ଟ କରିବ କି ତୁମର ନାମ ,ତମର ଗୋଟିଏ ଫଟୋ , ରେଜଲ୍ଟ ମାର୍କ ଟା ଆମ ID କୁ ପଠେଇଦେବେ। ଆପଣଙ୍କ ଫଟୋ COMPULSORY ନୁହେଁ, କିନ୍ତୁ ଆପଣ ଯଦି ଦେଇ ପାରିବେ ତା ହେଲେ ଦେବେ । ସମସ୍ତେ ମନେ ପକାଇ RESULT TIME ରେ ଆମକୁ MESSAGE କରିବେ ନଚେତ୍ ଆମର ଏହି PLAN ଟା ସଫଳ ହେବନି । ଆପଣଙ୍କ ପ୍ରିୟ, ROYAL EDUCATION

Repost from ROYAL EDUCATION
ନମସ୍କାର ସମସ୍ତଙ୍କୁ 🙏 ମୁଁ ତୁମର ପ୍ରିୟ SIR, ଏ ବର୍ଷ ଆମେ ମାନେ ନୂଆ ଗୋଟେ ଜିନିଷ ବାହାର କରୁଛୁ ଆମ CHANNEL ରେ , ଯାହାକି ଆଉ କୋଉ GROUP କରିନାହାନ୍ତି। ସ୍କୁଲ ମାନଙ୍କରେ ଯେମିତି ତାଙ୍କ STUDENT TOP କରିଲା ପରେ ସ୍କଲରେ BILLBOARD ଲାଗିଥାଏ, ସେପରି ଆମେ ମଧ୍ୟ ତାର ସୁବିଧା କରିଛୁ । ତା ପାଇଁ ଆପଣ ମାନଙ୍କର ସହଯୋଗ ଦରକାର , ଆପଣ ଯେତେ 10TH STUDENT ଅଛ ସମସ୍ତେ @Bishnu147 ଏଇ ID କୁ ଆପଣଙ୍କର ROLL NO ଆମକୁ ପଠେଇଦେଲେ ଆମେ ଆପଣ ସମସ୍ତଙ୍କର RESULT ସମୟ ରେ ଆପଣଙ୍କର ମାର୍କ ଅନୁସାରେ RANKING କରାଯିବ ଓ BILLBOARD ତିଆରି ହେବ । ଆପଣ TENTION ନିଆନ୍ତୁନି, ଅପଙ୍କ ROLL NO ର ଦୁର୍ବ୍ୟବହାର ହେବନି , ଆମ ହାତରେ ସୁରକ୍ଷା ରେ ରହିବ । ଆପଣଙ୍କ ସହଯୋଗରେ ଆ ନୂଆ ଜିନିଷ ତେ ଆମ GROUP ରେ ଆରମ୍ଭ କରିବା । ଯଦି ତୁମେ ମାନେ ROLL NO ଦେବାକୁ ଚାହୁଁନ ତା ହେଲେ ତୁମେ ମାନେ ଯେତେବେଳେ ତୁମର RESULT ଆସିବ ସେତେବେଳେ ତୁମେ ମାନେ ଗୋଟେ କଷ୍ଟ କରିବ କି ତୁମର ନାମ ,ତମର ଗୋଟିଏ ଫଟୋ , ରେଜଲ୍ଟ ମାର୍କ ଟା ଆମ ID କୁ ପଠେଇଦେବେ। ଆପଣଙ୍କ ଫଟୋ COMPULSORY ନୁହେଁ, କିନ୍ତୁ ଆପଣ ଯଦି ଦେଇ ପାରିବେ ତା ହେଲେ ଦେବେ । ସମସ୍ତେ ମନେ ପକାଇ RESULT TIME ରେ ଆମକୁ MESSAGE କରିବେ ନଚେତ୍ ଆମର ଏହି PLAN ଟା ସଫଳ ହେବନି । ଆପଣଙ୍କ ପ୍ରିୟ, ROYAL EDUCATION Follow https://www.instagram.com/royal_educations_official?igsh=enFqdmQ3dTA1YWsy

Note on your copy. 👆👆

life science 1st chapter royal education (1).pdf2.68 MB

life science 1st chapter royal education.pdf2.68 MB

ENGLISH NOTE A LETTER TO GOD

photo content
+7

Daily upload କରିବ ର ଭଲ response ଆସୁନି, ଆଗକୁ daily upload କରିବା କି?
Anonymous voting

M.I.L(odia) କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

photo content
+5

photo content
+9

photo content
+9