ch
Feedback
STUDY WITH KRISHNA SIR ( OSOU)

STUDY WITH KRISHNA SIR ( OSOU)

前往频道在 Telegram

ଏହି CHANNEL ରେ ସମସ୍ତ OSOU ର ଅଫିସିଆଲ୍ ନୋଟିସ, SSB CLS,UGC NET ଏହି ଭଳି ସମସ୍ତ JOB ର ତଥ୍ୟ ମଧ୍ୟ ପାଇ ପାରିବେ

显示更多
2 137
订阅者
-224 小时
-57
-1430
帖子存档
Odia-Syllabus.pdf

182 odia
182 odia

ଗୋଡ଼ ଟେକି ରହିବା କେଉଁ ପ୍ରକାର ରୂଢି
Anonymous voting

ପ୍ରମିଳା ଗୀତ ଗାଉଛି ଏଠାରେ ଗୀତ କେଉଁ ବିଭକ୍ତି
Anonymous voting

ସୀତା କୁ ଗାଆଁ କୁ ଯିବାକୁ ହେବ ଏଠାରେ (ସୀତାକୁ) ପଦଟି ରେ କେଉଁ। ବାଚ୍ୟରେ କର୍ତ୍ତା ର ଦ୍ଵିତୀୟା ବିଭକ୍ତି ହେଇଚି
Anonymous voting

ମସଲା କେଉଁ ପ୍ରକାର ଶବ୍ଦ
Anonymous voting

ଦୋକାନ କେଉଁ ପ୍ରକାର ଶବ୍ଦ
Anonymous voting

ଓଡ଼ିଆ ଶବ୍ଦ ନଡ଼ା କେଉଁ ସଂସ୍କୃତ ଶବ୍ଦ ରୁ ଆସିଛି
Anonymous voting

କୁପନ୍ କେଉଁ ପ୍ରକାର ଶବ୍ଦ
Anonymous voting

ଲଣ୍ଠନ କେଉଁ ପ୍ରକାର ଶବ୍ଦ
Anonymous voting

କଫି କେଉଁ ପ୍ରକାର ଶବ୍ଦ
Anonymous voting

କଙ୍କଡ଼ା କେଉଁ ପ୍ରକାର ଶବ୍ଦ
Anonymous voting

କାନ କେଉଁ ପ୍ରକାର ର ଶବ୍ଦ
Anonymous voting

ବ୍ୟଞ୍ଜନ ବର୍ଣ୍ଣ ର 4ସାଙ୍କେତିକ ରୂପ କୁ କଣ କୁହା ଯାଏ
Anonymous voting

ସ୍ୱରବର୍ଣ୍ଣ ର ସାଙ୍କେତିକ ରୂପ କୁ କଣ କୁହା ଯାଏ
Anonymous voting

କେଉଁ ଟି ଉଷ୍ମ ବର୍ଣ୍ଣ
Anonymous voting

ୟ କେଉଁ ପ୍ରକାର ଧ୍ଵନି
Anonymous voting

ଲୋଡିତ ବ୍ୟଞ୍ଜନ ଧ୍ଵନି କାହାକୁ କୁହା ଯାଏ
Anonymous voting

ପର୍ଶ୍ଵିକ ଧ୍ଵନି କେଉଁ ମାନେ
Anonymous voting

ଘୋଷତ୍ଵ ଦୃଷ୍ଟି ରୁ ବର୍ଗ ବ୍ୟଞ୍ଜନ କେତେ ଭାଗ ରେ ବିଭକ୍ତ
Anonymous voting