ch
Feedback
ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)

ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର)

前往频道在 Telegram
1 643
订阅者
无数据24 小时
-37
-3130
帖子存档
50 ଟା ପିଲା ଛୁଟି ଦିନ ରେ ବି ଏତେ କମ ପିଲା join kale କାହିଁକି cls କରିବି ତା ଠୁ better ହବ ଆରାମ ସେ ରହିଲେ

Cls Kariba ନି ଯେହେତୁ ପିଲା କମ୍ join କରୁଛନ୍ତି

ଯେଉଁ ମାନଙ୍କ revrt ହେଇଚି scholarship Re apply କରି ଦିଅନ୍ତୁ

ଆଜି 5 PM ରେ PAID CLS ଏହି GROUP ରେ MAOD 5 ବ୍ଲକ 1 ୟୁନିଟ 4 ର CLS ହବ ସବୁ ଆସିବ

ଯେଉଁ ମାନଙ୍କ revert ହେଇଛି scholarship ସେମାନେ ଆମ ସହ contact କରି ପାରିବେ ଅର୍ଥାତ୍ ନିଜେ ନିଜେ ମଧ୍ୟ ଯେଉଁ କାରଣ ରୁ ଆପଣ ମାନଙ୍କ revert ହେଇଛି ତାହା ମଧ୍ୟ correction କରି re apply କରି ପାରିବେ

ସୁବର୍ଣ୍ଣ ସୁଯୋଗ ପିଲାମାନେ ଯେଉଁ ମାନଙ୍କର scholarship application Revorted/reject ହେଇଥିଲା ଏବେ reapply କରିପାରିବ ୨୦ ଏପ୍ରିଲ ଭିତରେ....
ସୁବର୍ଣ୍ଣ ସୁଯୋଗ ପିଲାମାନେ ଯେଉଁ ମାନଙ୍କର scholarship application Revorted/reject ହେଇଥିଲା ଏବେ reapply କରିପାରିବ ୨୦ ଏପ୍ରିଲ ଭିତରେ.... ମେସେଜ ଟିକୁ ଖେଳେଇ ଦିଅ ନିଜ ସାଙ୍ଗ ସାଥିଙ୍କ ଭିତରେ

Live cls re attend କର ରେକର୍ଡ cls paiba nahi jeun mane bhabucha ki record ମିଳିଯିବ ଜମା ରୁ ରେକର୍ଡ ମିଳିବ ନାହିଁ live cls hauchi join କର

70 /80 pila join na kale cls କରିବି ନାହିଁ

ଚତୁର୍ଥ ସେମିଷ୍ଟାର 2022-24(ଓଡ଼ିଆ ସ୍ନାତକୋତ୍ତର) - Telegram 频道 @osou4thsem 的统计与分析