1 643
订阅者
无数据24 小时
-37 天
-3130 天
帖子存档
କେବଳ 199 rupees
ଆସନ୍ତା କାଲି ଠାରୁ MAOD 8 ପଢା ଯିବ
ଯେଉଁ ମାନେ JOIN କରି ନାହାନ୍ତି ଯେଉଁ ମାନେ ଇଛୁକ ଅଛନ୍ତି ସେମାନେ JOIN କରି ପାରିବେ
ହାୱଡା ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ଟ୍ରେନ ଟି ଗତକାଲି ମର୍ମାନ୍ତକ ACCIDENT ଘଟିଛି ଯାହା ଫଳରେ ଅନେକ ଲୋକ ମୃତ୍ୟୁ ବରଣ କରିବା ସହ ଆହତ ମଧ୍ୟ ହୋଇଛନ୍ତି ଏବଂ ଯେଉଁ ମାନେ ଭଦ୍ରକ ଓ ବାଲେଶ୍ୱର ମେଡ଼ିକାଲ ରେ ମରଣ ସହ ନିଜକୁ ବର୍ତ୍ତମାନ ଲଢ଼ୁଛନ୍ତି ତେବେ ଉକ୍ତ ଏହି ଦୁଇଟି ମେଡ଼ିକାଲ ରେ ରକ୍ତ ର ଘୋର ଅଭାବ ଦେଖା ଦେଇ ଅଛି ତେଣୁ ଆପଣ ମାନେ ଯଦି ବାଲେଶ୍ଵର କିମ୍ବା ଭଦ୍ରକ ଜିଲ୍ଲାର ଅଟନ୍ତି ତେବେ ଆପଣ ମାନେ ଉକ୍ତ ମେଡ଼ିକାଲ କୁ ଯାଇ ଦୟାପୂର୍ବକ ନିଜର ରକ୍ତ କୁ ଦାନ କରନ୍ତୁ
#ରକ୍ତ ଦାନ ମହା ପୁଣ୍ୟ
现已上线!2025 年 Telegram 研究 — 年度关键洞察 
