After 10th
前往频道在 Telegram
📈 Telegram 频道 After 10th 的分析概览
频道 After 10th (@speducationscience) 英语 语言赛道中的 是活跃参与者。目前社区聚集了 26 004 名订阅者,在 教育 类别中位列第 7 542,并在 印度 地区排名第 18 543 位。
📊 受众指标与增长动态
自 невідомо 创建以来,项目保持高速增长,吸引了 26 004 名订阅者。
根据 02 九月, 2025 的最新数据,频道保持稳定运转。过去 30 天订阅人数变化为 -362,过去 24 小时变化为 0,整体触达仍然可观。
- 认证状态: 未认证
- 互动率 (ER): 平均受众互动率为 0%。内容发布后 24 小时内通常能获得 N/A% 的反应,占订阅者总量。
- 帖子覆盖: 每篇帖子平均可获得 0 次浏览,首日通常累积 0 次浏览。
- 互动与反馈: 受众积极参与,单帖平均反应数为 0。
📝 描述与内容策略
作者将该频道定位为表达主观观点的平台:
“Join Discussion Group 👉https://t.me/+09qF39Hd8TwzOTRl”
凭借高频更新(最新数据采集于 03 九月, 2025),频道始终保持新鲜度与高覆盖。分析显示受众积极互动,使其成为 教育 类别中的关键影响点。
26 004
订阅者
无数据24 小时
-1027 天
-36230 天
帖子存档
26 004
ତ୍ରିଭୁଜ ର ଉପପାଦ୍ୟ -2,3
ବୃତ୍ତ -8,11
ବୃତ୍ତର ସ୍ପର୍ଶକ -13,14
ପ୍ରଥମେ ଏ 6ଟା complete କରିଦିଅ
ଏତିକି most important...
ପରେ ସମୟ ମିଳିଲେ ବୃତ୍ତ ଓ ବୃତ୍ତ ର ସ୍ପର୍ଶକ ରବାକି ଉପପାଦ୍ୟ ଦେଖିପାରିବ |
26 004
ସାହିତ୍ୟ ର ପ୍ରତିଶୋଧ English ଉପରେ ଶୁଝେଇପାରିଲ ତ?? 😄😄
By the way, English ରେ ସମସ୍ତେ ଭଲ କରିଥିବାରୁ ତୁମେ ମାନେ ଖୁସି ହେବା ସହିତ ମତେ ବି ଖୁସି କରେଇଦେଲ ❤️
26 004
Answerkey
SetA👉https://youtu.be/rFfaLcQsHTE
SetB👉https://youtu.be/f4c6dhXr32I
SetC👉https://youtu.be/5Ih7Fkn_rbg
SetD👉https://youtu.be/Or2i5V57_qg
26 004
English Subjective ରେ ପ୍ରଥମେ ଆସୁଥିବା ପ୍ରଶ୍ନ ଗୁଡିକ କରିବ | 5ମାର୍କ ହେଉ ବା 2.5ମାର୍କ ପ୍ରଶ୍ନ ଯାହା ବି ତମକୁ ଆସୁଛି ସେ ଗୁଡିକ ପ୍ରଥମେ କରିବ | ଯଦି ତୁମେ ପଢିକି ଯାଇଥିବା essay ଆସେ ତାହେଲେ ତାକୁ ବି ଲେଖିଦେବ | ଦ୍ଵିତୀୟ ରେ Unseen passage & Translation | ତୃତୀୟ ରେ ଯେଉଁ ପ୍ରଶ୍ନ ଆସୁନି ତାକୁ ଆରାମ ରେ time ନେଇ ମନେପକେଇବ | ଯେଉଁ point ଗୁଡିକ ମିଳିବ ତାକୁ Rough page ରେ note କରିଦେବ ପରେ ସେସବୁ କୁ ଭଲରେ arrange କରି answer sheet ରେ ଲେଖିବ |
ମନେରଖ application & report writing ର ଯେକୌଣସି ପ୍ରଶ୍ନ ଆସିଲେ ବି ତୁମେ ଆରାମ ରେ ଲେଖିପାରିବ ଏବଂ କମ ରେ ତ 3.5ମାର୍କ ଆଣିପାରିବ କାହିଁକି ନା ତୁମେ ଭଲରେ format ଶିଖିଦେଇଛ | ଏବଂ essay ଯଦି ପଢିବା ଭିତରୁ ନ ଆସେ ତାହେଲେ Introduction ର ପ୍ରଥମ paragraph କୁ ଟିକେ time ନେଇ ଭଲରେ ଲେଖିବ, then question ରେ ଦେଇଥିବା keyword use କରି ଆରାମ ରେ ବାକି 2/3 ଟା paragraph ଲେଖି ପାରିବ | ଶେଷରେ Conclusion କୁ ବି ଭଲ ରେ ଲେଖିବ | କୌଣସି ପ୍ରଶ୍ନ ବି ଯେମିତି ନ ଛାଡିବ OK
ମୋର ତୁମ ଉପରେ ଭରଷା ଅଛି ତୁମେ ନିଶ୍ଚୟ english ରେ ଭଲ କରିବ, ବାକି ରହିଲା ତମେ ନିଜ ଉପରେ ଭରଷା ରଖି କେମିତି Perform କରୁଛ.....
ALL THE VERY BEST 👍
