ch
Feedback

不要被骗子欺骗!Telemetrio 会找到并标记这些频道 👉 如果想查看标记,请订阅

After 10th

After 10th

前往频道在 Telegram

Join Discussion Group 👉https://t.me/+09qF39Hd8TwzOTRl

显示更多

📈 Telegram 频道 After 10th 的分析概览

频道 After 10th (@speducationscience) 英语 语言赛道中的 是活跃参与者。目前社区聚集了 26 004 名订阅者,在 教育 类别中位列第 7 542,并在 印度 地区排名第 18 543 位。

📊 受众指标与增长动态

自 невідомо 创建以来,项目保持高速增长,吸引了 26 004 名订阅者。

根据 02 九月, 2025 的最新数据,频道保持稳定运转。过去 30 天订阅人数变化为 -362,过去 24 小时变化为 0,整体触达仍然可观。

  • 认证状态: 未认证
  • 互动率 (ER): 平均受众互动率为 0%。内容发布后 24 小时内通常能获得 N/A% 的反应,占订阅者总量。
  • 帖子覆盖: 每篇帖子平均可获得 0 次浏览,首日通常累积 0 次浏览。
  • 互动与反馈: 受众积极参与,单帖平均反应数为 0。

📝 描述与内容策略

作者将该频道定位为表达主观观点的平台:
“Join Discussion Group 👉https://t.me/+09qF39Hd8TwzOTRl”

凭借高频更新(最新数据采集于 03 九月, 2025),频道始终保持新鲜度与高覆盖。分析显示受众积极互动,使其成为 教育 类别中的关键影响点。

26 004
订阅者
无数据24 小时
-1027 天
-36230 天
帖子存档
Repost from Sridhar Padhi
🚀 BIG ANNOUNCEMENT! TODAY IS THE DAY! The wait is OVER! 🎉 Our Crash Course for Class 10 Board Exams is launching today at 6
🚀 BIG ANNOUNCEMENT! TODAY IS THE DAY! The wait is OVER! 🎉 Our Crash Course for Class 10 Board Exams is launching today at 6:00 PM. This course is going to be your ultimate guide to score BIG in your exams! 💯✅ Covers Odia, English, Math, Science, and Social Science. ✅ Taught by expert teachers ✅ Affordable for EVERY student ✅ Aimed to make toppers and transform average students into achievers💡 What will you get? ✔️ Simplified concepts ✔️ Easy tricks & tips ✔️ Exam-oriented preparation ✔️ Motivation to crack your exams like a pro🔥 Don’t miss the Premiere at 6:00 PM! Be the first to know how this course will help YOU become a topper.📌 Set your reminders now and be ready! Let’s break all records together with your support! Share this to every telegram and whatsapp group/status 💪🔔 See you at 6 PM sharp!🔥🔥 Link👉https://youtu.be/UsoR1D752go

photo content

9th ରୁ 10th କୁ ଆସିଥିବା ପିଲାମାନେ ଯଦି ଏଠି କେହି ଅଛ ତାହେଲେ ତୁମପାଇଁ ନୂଆ Youtube channel open ହେଇଛି "10th By Sridhar Padhi" | 10th class ର ସବୁ subject ତୁମମାନଙ୍କୁ ଏହି ନୂଆ youtube channel ରେ ପଢ଼ାଯିବ ତେଣୁ subscribe କରନ୍ତୁ ☝️☝️ Note: ଅନ୍ୟ କୌଣସି ଶ୍ରେଣୀର ପିଲାମାନେ ଦୟାକରି subscribe ନ କରିବାକୁ ଅନୁରୋଧ 🫣

9th ରୁ 10th କୁ ଆସିଥିବା ପିଲାମାନେ ଯଦି ଏଠି କେହି ଅଛ ତାହେଲେ ତୁମପାଇଁ ନୂଆ Youtube channel open ହେଇଛି "10th By Sridhar Padhi" | 10th class ର ସବୁ subject ତୁମମାନଙ୍କୁ ଏହି ନୂଆ youtube channel ରେ ପଢ଼ାଯିବ ତେଣୁ subscribe କରନ୍ତୁ 👇 Note: ଅନ୍ୟ କୌଣସି ଶ୍ରେଣୀର ପିଲାମାନେ ଦୟାକରି subscribe ନ କରିବାକୁ ଅନୁରୋଧ 🫣

Urgent Message!! SP Education ର ସମସ୍ତ Telegram Channel Delet ହୋଇଯିବ | ଅନ୍ୟମାନେ SP Education name ରେ Fake Channel ଖୋଲି ପରୀକ୍ଷା ର original question send କରୁଛନ୍ତି ଏବଂ ବହୁତ ବଡ଼ Scam ଚଳାଉଛନ୍ତି | ଏଥିପାଇଁ SP Education ର ସବୁ Telegram channel 2ଦିନ ମଧ୍ୟରେ delet ହୋଇ କେବଳ ଗୋଟିଏ Official channel ରହିବ | ତେଣୁ ଏହି ଦୁଇଦିନ ଭିତରେ ସମସ୍ତେ Join କରିନିଅ ନୂଆ Channel ରେ 👇 https://t.me/SridharPadhiOfficial

ଯେଉଁମାନେ SummerCourse ରେ join ହେବାପାଇଁ ଚାଁହୁଛ, ଏହି ଭିଡିଓ ଦେଖନ୍ତୁ | One of the best summer course in Odisha☝️☝️☝️

10th Board Exam Result ପରେ ଗତବର୍ଷ ପିଲାମାନଙ୍କ Reaction ଏମିତି କିଛି ଥିଲା ☝️☝️

A small message to my dear students..
A small message to my dear students..

Such a beautiful poem by a 10th class student..😊😊 ସ୍କୁଲ ବେଳର ପୁରୁଣା ସ୍ମୃତି କୁ ମନେ ପକାଇଦେଉଥିବା ଏକ ସୁନ୍ଦର କବିତା | ଏହି କବିତା ପ
Such a beautiful poem by a 10th class student..😊😊 ସ୍କୁଲ ବେଳର ପୁରୁଣା ସ୍ମୃତି କୁ ମନେ ପକାଇଦେଉଥିବା ଏକ ସୁନ୍ଦର କବିତା | ଏହି କବିତା ପଢିଲା ପରେ ମୋର ସ୍କୁଲ ସମୟ ମନେପଡ଼ିଗଲା ❤️😔

କହିଥିଲି ନା ଜମା ଡରନି, ସାମାଜିକ ବିଜ୍ଞାନ ପରୀକ୍ଷା ବହୁତ ଭଲ ରେ ଯିବ ବୋଲି...😊😊 ହୋଉ ଆଜିର ପରୀକ୍ଷା କେମିତି ହୋଇଛି ସେବିଷୟରେ ତୁମେମାନେ ଟିକେ ମତାମତ ଜନେଇଦିଅ..... 👇

Social Science ପାଇଁ କେହିବି ଡରନି, ଯେହେତୁ Syllabus ବହୁତ ବଡ଼ ତେଣୁ ପରୀକ୍ଷା ରେ ବହୁତ Easy Question ଆସିବ | ଯେମିତି ମୁଁ କହିଥିଲି ଗୋଟିଏ ଦିନରେ ପୁରା syllabus ର ସବୁ Chapter ସରିବା ସମ୍ଭବ ନୁହେଁ, ତେଣୁ କିଛି କିଛି Important Chapter ଗୁଡିକ ଭଲରେ ପଢିଦିଅ | ମୁଁ ଦେଇଥିବା Previous Year Question paper ଦେଖ, ଯେଉଁ chapter ରୁ ବେଶୀ ପ୍ରଶ୍ନ ଆସୁଛି ସେ ଗୁଡିକ ବାହାର କର | ପୁଣି ସେଥିରୁ ତୁମକୁ ଯେତୋଟି chapter ସହଜ ଲାଗୁଛି ଏବଂ Confidence ଅଛି ଯେ ହଁ ମୁଁ ଏପାଠ ଗୁଡିକ exam ପୂର୍ବରୁ ଭଲରେ ପଢିକି ସାରିପାରିବି କେବଳ ସେତିକି chapter କୁ ନିଜର best ଦେଇ ପୁରା ଭଲରେ ପଢ଼, ଏମିତି ପଢିବାକୁ ପଡିବ ଯେ ସେ ଭିତରୁ ପରୀକ୍ଷା ରେ ଯେକୌଣସି ପ୍ରଶ୍ନ ଆସିଲେ ବି ତୁମେ ତା ଉତ୍ତର ଠିକ ଭାବରେ ଲେଖିପାରିବ | ପରେ ଯଦି ସମୟ ମିଳୁଛି ତାହେଲେ ଛାଡିଥିବା ପାଠ ର କେବଳ selection question ଦେଖିନେବ |ଆଉ ହଁ ଯଦି ଏସବୁ ପାଇଁ ପାଖରେ ସମୟ ନାହିଁ ତାହେଲେ କେବଳ ପୂର୍ବ ବର୍ଷ ର ସବୁ subjective ପ୍ରଶ୍ନ ଉତ୍ତର ଏଥିରୁ practice କରିଦିଅ | ମନେରଖ Subjective ରେ କୌଣସି ପ୍ରଶ୍ନର ଉତ୍ତର ଛାଡିବନାହିଁ | ମନେ ପକାଇ ଯାହା ବି ଆସୁଛି ଲେଖିବ | 4ମାର୍କ long question ର ଯଦି ଗୋଟିଏ କିମ୍ବା 2ଟି point ତୁମକୁ ଆସୁଛି ତାହେଲେ ସେଗୁଡିକ ପ୍ରଥମେ ଲେଖିଦେବ ଏବଂ ଆଉ ବାକି 3ଟି point ସେ topic/chapter related ଯାହାବି ମନେ ପଡୁଛି ତାହା ଲେଖିବ | ଯଦି 4ମାର୍କ ପ୍ରଶ୍ନ ର ଗୋଟେ point ହେଲେ ଉତ୍ତର ନ ଆସେ, ତାହେଲେ ବି 5ଟି ଯାକ point ନିଜ ମନରୁ ବାହାର କରିକି ଲେଖିବ ହୁଏତ 1କିମ୍ବା 2ମାର୍କ ମିଳିଯିବ | Objective ପାଇଁ sp education ରେ କୌଣସି class ହେବନାହିଁ | କେବଳ ପ୍ରତି chapter କୁ ଏକାଗ୍ରତା ସହିତ ଥରେ ପଢ଼ିଦେଇ ପାଖରେ ଥିବା testpaper କିମ୍ବା ମୁଁ ଦେଇଥିବା ପରୀକ୍ଷା ପ୍ରଦୀପ ରୁ question practice କରିନେବ | Exam ରେ mind ପୁରା relax କରି ସବୁ ଉତ୍ତର ମନେ ପକାଇ ପକାଇ ଲେଖିବ | ଦେଖିବ ଅନ୍ୟ Exam ପରି Social Science Exam ମଧ୍ୟ ବହୁତ ଭଲ ହେବ | So My Dear Students, Give Your 101% Effort For Your Last Exam... 🤛🤞🤜 . . All The Very Best 👍❤️

Already Social Science ର all Subject(History +Geography+Economics+Polity) ର important subjective 1month ଆଗରୁ upload ହୋଇଯାଇଥିଲା | But ଯେହେତୁ କିଛି ପିଲା ଖୋଜିକି ପାଉନଥିଲେ ତେଣୁ ପୁଣି ଏସବୁ ର link share କରିଦେଇଛି | ଦେଖିପାରିବ 👍

Political Science Subjective Part 2☝️