Competitive Exam And Practice Test (Odisha)
前往频道在 Telegram
1 021
订阅者
-124 小时
+147 天
+10730 天
帖子存档
Repost from +2 State Topper
MESSING 🥺
ନାମ - ଚିଣ୍ଟୁ ପାଟ୍ଟଶାଣି
ବୟସ -୧୮
ବର୍ଣ୍ଣ - ଶ୍ୟାମଳ
କାଇପଦର କଲେଜ୍ ଛାତ୍ର
ପଞ୍ଚାୟତ - ଦେଉଳି
ଗ୍ରାମ - କୋଚିଆଖାଲ
*ଏକ ବିଶେଷ ସୂଚନା:*- ଏହି କଲେଜ୍ ଛାତ୍ର ଜଣକ ଆଜି କଲେଜ୍ ପରୀକ୍ଷା ଦେବା ପରେ ଆଉ ନିଜ ଘରକୁ ଫେରି ନାହାଁନ୍ତି। ସେ ଘରୁ ଯିବା ବେଳେ କଲେଜ୍ ପୋଷାକ ପିନ୍ଧିଥିଲେ। ଯଦି କେହି ସଦ୍ ହୃଦୟ ବ୍ୟକ୍ତି ଏହି କଲେଜ୍ ଛାତ୍ରଙ୍କ ସନ୍ଧାନ ପାଆନ୍ତି ତେବେ ଆମକୁ ଯୋଗା ଯୋଗ କରିବାକୁ ବିଶେଷ ଅନୁରୋଧ। (8917480921)
ଆପଣମାନେ ଏହି ପୋଷ୍ଟକୁ ସେୟାର କରନ୍ତୁ, ଯେମିତି ତାଙ୍କର ସନ୍ଧାନ ମିଳିପାରିବ।
Demon , Hi and welcome to "Competitive Exam(Odisha)"! Thank you for being a part of our community
Sangram , Hi and welcome to "Competitive Exam(Odisha)"! Thank you for being a part of our community
Repost from PDF MARKET
✅ B.ED ADMISSION 2025
ଆଗାମୀ ଶିକ୍ଷାବର୍ଷ ୨୦୨୫-୨୬ ନିମନ୍ତେ ଦୁଇ ବର୍ଷିଆ ବି. ଏଡ଼/ଏମ. ଏଡ଼/ ବି.ଏଚ.ଏଡ଼ ପାଠ୍ୟକ୍ରମରେ ନାମଲେଖା ପ୍ରକିୟା ଶୀଘ୍ର ଆରମ୍ଭ କରାଯିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଓ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଶିକ୍ଷାବର୍ଷ ୨୦୨୫-୨୬ ପାଇଁ ନାମଲେଖା ପ୍ରକିୟାକୁ ଶୀଘ୍ର ଆରମ୍ଭ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ଏଥିପାଇଁ ଆବେଦନକାରୀମାନଙ୍କ ପାଇଁ ଆସନ୍ତା ମାର୍ଚ୍ଚ ୨୪ ତାରିଖ (୨୪.୦୩.୨୦୨୫) ଠାରୁ Common Application Form (CAF) ପୂରଣ ପ୍ରକିୟା ଆରମ୍ଭ ହେବ।
ବିଗତ ବର୍ଷ ଭଳି ଆଗାମୀ ଶିକ୍ଷା ବର୍ଷ ୨୦୨୫-୨୬ ପାଇଁ ମଧ୍ୟ ଦୁଇ ବର୍ଷିଆ ବି. ଏଡ଼/ଏମ. ଏଡ଼/ ବି.ଏଚ. ଏଡ଼ ପାଠ୍ୟକ୍ରମରେ ନାମଲେଖା ଏବଂ ଚୟନ ପ୍ରକିୟା ଏଥିପାଇଁ ଉଦ୍ଦିଷ୍ଟ ପ୍ରବେଶିକା ପରୀକ୍ଷାର ମାର୍କ ଆଧାରରେ ହିଁ କରାଯିବ। ପ୍ରବେଶିକା ପରୀକ୍ଷା ଆସନ୍ତା ଜୁନ୍ ମାସ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ।
Hy +2 second year student kia acha ki
Message kar
@SRB_king
+2 second year exam paper update haba
Vc asa
https://t.me/+q-DWVHkSr_8xMzA1
Hello Abhinash , Welcome to the Competitive Exam(Odisha)!
Hello .𓄂️𝆺𝅥⃝🔥 ⃪ͥ͢ ᷟ 𝐌͢ꝛ⎯꯭ OMM 7𝆺꯭𝅥𝐅𝚎𝚎𝐋ɪ፝֟𝚗𝐆 ❍͢͠ᴘ༏⃪͢🔥᪵᪳❛𝆺꯭𝅥༎ , Welcome to the Competitive Exam(Odisha)!
现已上线!2025 年 Telegram 研究 — 年度关键洞察 
