ch
Feedback

不要被骗子欺骗!Telemetrio 会找到并标记这些频道 👉 如果想查看标记,请订阅

It's STUDY TIME!

It's STUDY TIME!

前往频道在 Telegram

This is the official telegram channel of It's Study Time! All class schedules, informations , important study materials are available in this telegram channel. Contact for any request or any information - 7504511184(WhatsApp only , Don't call)

显示更多

📈 Telegram 频道 It's STUDY TIME! 的分析概览

频道 It's STUDY TIME! (@itsstudytime2021) 英语 语言赛道中的 是活跃参与者。目前社区聚集了 48 121 名订阅者,在 教育 类别中位列第 3 716,并在 印度 地区排名第 7 388 位。

📊 受众指标与增长动态

自 невідомо 创建以来,项目保持高速增长,吸引了 48 121 名订阅者。

根据 24 十一月, 2026 的最新数据,频道保持稳定运转。过去 30 天订阅人数变化为 -403,过去 24 小时变化为 -18,整体触达仍然可观。

  • 认证状态: 未认证
  • 互动率 (ER): 平均受众互动率为 31.40%。内容发布后 24 小时内通常能获得 11.66% 的反应,占订阅者总量。
  • 帖子覆盖: 每篇帖子平均可获得 15 112 次浏览,首日通常累积 5 614 次浏览。
  • 互动与反馈: 受众积极参与,单帖平均反应数为 12。
  • 主题关注点: 内容集中在 sevika, allocation, sevak, ssd, jts 等核心主题上。

📝 描述与内容策略

作者将该频道定位为表达主观观点的平台:
“This is the official telegram channel of It's Study Time! All class schedules, informations , important study materials are available in this telegram channel. Contact for any request or any information - 7504511184(WhatsApp only , Don't call)”

凭借高频更新(最新数据采集于 25 十一月, 2026),频道始终保持新鲜度与高覆盖。分析显示受众积极互动,使其成为 教育 类别中的关键影响点。

48 121
订阅者
-1824 小时
-1047 天
-40330 天
帖子存档
photo content
19 5月, 21:49

OSSSC new recruitment body ନୁହେଁ। ବହୁତ recruitment କରିଛି।। OSSSC reservation policy ଠିକ୍ follow କରୁଛି। ଆପଣ ଙ୍କ ଯାହା problem ଆସୁଛି, ଟିକେ ଭଲସେ reservation policy check କରନ୍ତୁ।
19 5月, 11:09
19 5月, ~12:16

19 5月, 02:09

photo content
18 5月, 21:02

TGT SANSKRIT COUNSELLING (1).pdf6.15 KB
18 5月, 08:36

Be ready 👍
17 5月, 13:33

Upcoming OAVS vacancy 👆
Upcoming OAVS vacancy 👆
17 5月, 13:33

ଆଜି ର ssd counselling update 1)Rank ଅନୁସାରେ ଡାକିବେ 2) preference ଅନୁସାରେ ଦେବେ। 3)Preference change ହେବନି। 4)Otet , d.el.ed certificate & marksheet xerox ନେବେ। 5)Nayagarh ,Puri,khorda,Jagatsinghpur ରେ vacancy ଆଉ ନାହିଁ। ଆଜି ୨/୩ ଜଣ ପିଲା own district ପାଇଲେନି, JTS ରେ ଅଛନ୍ତି, SSD join କରିବେ ନାହିଁ। କିନ୍ତୁ district ନେଇକି ଯାଇଛନ୍ତି। ଦୟାକରି ଆପଣ ଯଦି join କରିବେ ନାହିଁ। ତାହେଲେ ଜିଲ୍ଲା ନିଅନ୍ତୁ ନାହିଁ। ଆପଣଙ୍କ ତଳୁ ଗୋଟାଏ ପିଲା ଚାକିରି ପାଇପାରିବ। Request
17 5月, 09:47

କାଲି ଠାରୁ SSD SEVAK SEVIKA district allocation start ହେଉଛି। Reporting time ଭିତରେ OSSSC office ରେ ପହଞ୍ଚିଯିବେ। 1) Intimation 2)
କାଲି ଠାରୁ SSD SEVAK SEVIKA district allocation start ହେଉଛି। Reporting time ଭିତରେ OSSSC office ରେ ପହଞ୍ଚିଯିବେ। 1) Intimation 2) original aadhar / other govt id having correct name and dob as of application 3) Xerox copy of aadhar/other govt documents 4) original certificate & marksheet. Note:- JTS / LTR / Other job ରେ ଯେଉଁମାନେ district allocation own district ପାଇବା ଆଶା ରେ ଯାଉଛନ୍ତି। ଯଦି ନିଜ ଜିଲ୍ଲା/ ପାଖ ଜିଲ୍ଲା ପାଉନାହାଁନ୍ତି। ଯଦି ଆପଣ ସେ district ରେ join କରିବେ ନାହିଁ, ତାହେଲେ ସେଇଟି ଆପଣ ଅଫିସର ଙ୍କୁ skip କରିବେ ବୋଲି କହିପାରିବେ। ଯାହାଦ୍ବାରା ତଳ ଆଡୁ ଜଣେ needy ଆଶାୟୀ ତାହାର ସ୍ୱପ୍ନର ଚାକିରି ପାଇପାରିବ ଓ ଗୋଟିଏ ପରିବାର ଖୁସି ହୋଇପାରିବ। Request 🙏
16 5月, 11:37

May 21-27 admit card available
16 5月, 10:18

photo content
15 5月, 21:37

Sabu ur candidates ଙ୍କ list
15 5月, 10:06
15 5月, ~10:07

Searchable list.759 candidates ଙ୍କ name.
15 5月, 09:56

SSD SEVAK SEVIKA 21 -27 may counselling.pdf
15 5月, 09:54

SSD SEVAK SEVIKA AU 5 din pain list asigala check karidiantu
SSD SEVAK SEVIKA AU 5 din pain list asigala check karidiantu
15 5月, 09:50

CRE 2025(II) Answer key
CRE 2025(II) Answer key
15 5月, 09:06

photo content
15 5月, 08:00

*ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡ଼ିଶା* *ମୁଖ୍ୟମନ୍ତ୍ରୀଙ୍କ ଘୋଷଣା* *ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୨ ପ୍ରତିଶତ ବୃଦ୍ଧି* *ସମୁଦାୟ ମହଙ୍ଗା ଭତ୍ତା ୫୮ ରୁ ୬୦ ପ୍ରତିଶତକୁ ବୃଦ୍ଧି ପାଇଲା* *ପିଛଲା ଭାବେ ୨୦୨୬ ଜାନୁଆରୀ’ରୁ ଲାଗୁ ହେବ* *ପେନସନ୍‌ଭୋଗୀଙ୍କ ଟି.ଆଇ ରେ ମଧ୍ୟ ବୃଦ୍ଧି* ଭୁବନେଶ୍ୱର ୧୫ ମେ ୨୦୨୬ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଦୁଇ ପ୍ରତିଶତ ବୃଦ୍ଧି ବିଷୟ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୮ ପ୍ରତିଶତରୁ ୬୦ ପ୍ରତିଶତକୁ ବୃଦ୍ଧି ପାଇଲା। ଏହା ୨୦୨୬ ଜାନୁଆରୀ ପହିଲାରୁ ପିଚ୍ଛିଲା ଭାବରେ ଲାଗୁ ହେବ। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ମେ ମାସ ଦରମାରେ ନଗଦ ଆକାରରେ ମିଳିବ । ଏହା ସହିତ ପେନ୍‌ସନ ଭୋଗୀ ମାନଙ୍କ ଟି.ଆଇ ରେ ମଧ୍ୟ ଦୁଇ ପ୍ରତିଶତ ବୃଦ୍ଧି କରାଯାଇଛି। ସେମାନେ ମଧ୍ୟ ଅନୁରୂପ ଭାବେ ମେ ମାସ ପେନ୍‌ସନରେ ଏହି ବର୍ଦ୍ଧିତ ଟି.ଆଇ ପାଇବେ। ଏହା ଦ୍ୱାରା ରାଜ୍ୟର ପ୍ରାୟ ସାଢେ ଆଠ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍‌ସନଭୋଗୀ ଉପକୃତ ହେବେ।
15 5月, 07:59

SSD SEVAK SEVIKA ରେ ଆପଣ କେଉଁ category? (Intimation ଆସିଥିବା 607 candidates participate କରିବେ)
Anonymous voting
15 5月, 06:10

UR & UR(W) vacancy ନେଇ ଆପଣ ଙ୍କ doubt ରହୁଛି, ମେସେଜ କରୁଛନ୍ତି।ବହୁତ୍ ଥର video ରେ ମୁଁ ବୁଝେଇଛି। 1st rank ରୁ ସବୁ candidates ଙ୍କୁ ଡକା ଯିବ। ପୁଅ ପିଲା UR ର seat ନେବେ। ଝିଅ ପିଲା UR (W) seat ନେବେ। ଯଦି କିଛି Rank ପରେ UR (W) vacancy ସରିଯାଉଛି ଓ UR ରେ vacancy ଅଛି, ଝିଅ ପିଲା UR ର seat ନେଇପାରିବେ।
15 5月, 01:22