ch
Feedback
Sukant Tutorial

Sukant Tutorial

前往频道在 Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

显示更多

📈 Telegram 频道 Sukant Tutorial 的分析概览

频道 Sukant Tutorial (@sukanttutorial) 是活跃参与者。目前社区聚集了 12 371 名订阅者,在 教育 类别中位列第 16 334,并在 印度 地区排名第 33 619

📊 受众指标与增长动态

невідомо 创建以来,项目保持高速增长,吸引了 12 371 名订阅者。

根据 23 六月, 2026 的最新数据,频道保持稳定运转。过去 30 天订阅人数变化为 -226,过去 24 小时变化为 -8,整体触达仍然可观。

  • 认证状态: 未认证
  • 互动率 (ER): 平均受众互动率为 13.92%。内容发布后 24 小时内通常能获得 N/A% 的反应,占订阅者总量。
  • 帖子覆盖: 每篇帖子平均可获得 1 722 次浏览,首日通常累积 0 次浏览。
  • 互动与反馈: 受众积极参与,单帖平均反应数为 2

📝 描述与内容策略

作者将该频道定位为表达主观观点的平台:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

凭借高频更新(最新数据采集于 24 六月, 2026),频道始终保持新鲜度与高覆盖。分析显示受众积极互动,使其成为 教育 类别中的关键影响点。

12 371
订阅者
-824 小时
-257
-22630
帖子存档
✅ ଆଜିର (୧୯.୦୫.୨୦୨୩) ଅବଶିଷ୍ଟ ମୂଖ୍ୟ ଖବର
+8
ଆଜିର (୧୯.୦୫.୨୦୨୩) ଅବଶିଷ୍ଟ ମୂଖ୍ୟ ଖବର

❇️ ମେଧାବୃତ୍ତି (SCHOLARSHIP) 😍 ... 📌 କେଉଁ SCHOLARSHIP ରେ କେଉଁ CLASS ପିଲାଙ୍କୁ କେତେ ଟଙ୍କା କେତେ ପିଲାଙ୍କୁ ମିଳିଛି ଏବଂ DISTRICT &
❇️ ମେଧାବୃତ୍ତି (SCHOLARSHIP) 😍 ... 📌 କେଉଁ SCHOLARSHIP ରେ କେଉଁ CLASS ପିଲାଙ୍କୁ କେତେ ଟଙ୍କା କେତେ ପିଲାଙ୍କୁ ମିଳିଛି ଏବଂ DISTRICT & BLOCK WISE ଚେକ୍ କରି କରିବେ କେତେ ପିଲାଙ୍କୁ କେତେ ଟଙ୍କା ମିଳିଛି SCHOLARSHIP ? ➡️ ଏହାର ସଂପୂର୍ଣ୍ଣ ତଥ୍ୟ ଆବଶ୍ୟକ କି - CLICK HERE

ଆସିଗଲା SCHOLARSHIP ର ନୂଆ ନିୟମ - CLICK HERE

ଏବେ LIKE ,SHARE ନ କଲେ କେବେ କରିବେ ❓

https://youtu.be/mlA3tP51FDk ସହଜରେ ହେବ ସ୍କଲାରସିପ୍ ଆବେଦନ ପ୍ରକ୍ରିୟା କାଳିଆ ସ୍କଲାରସିପ୍ ବର୍ଷକୁ ଦୁଇ ଆବେଦନ MUST WATCH & SHARE👆👆

BIG GOOD NEW😍 VIDEO COMING SOON WAIT ❗️ WAIT ❗️WAIT ❗️

ମେଟ୍ରିକ୍ ପରୀକ୍ଷାରେ ଛାତ୍ର ଓ ଛାତ୍ରୀଙ୍କ ପାସ୍‌ହାର ସମ୍ବନ୍ଧୀତ ବିବରଣୀ:
ମେଟ୍ରିକ୍ ପରୀକ୍ଷାରେ ଛାତ୍ର ଓ ଛାତ୍ରୀଙ୍କ ପାସ୍‌ହାର ସମ୍ବନ୍ଧୀତ ବିବରଣୀ:

ଚଳିତ ବର୍ଷ ମେଟ୍ରିକ ପରୀକ୍ଷାରେ ପାସ ହାର ୯୬.୪୦% ରହିଛି। ଛାତ୍ରୀଙ୍କ ପାସ ହାର ୯୭.୦୫% ଓ ଛାତ୍ରଙ୍କ ୯୫.୭୫% ରହିଛି। ଚଳିତ ବର୍ଷ ଏ-୧ରେ ୪୧୫୮ ଜଣ ଛ
ଚଳିତ ବର୍ଷ ମେଟ୍ରିକ ପରୀକ୍ଷାରେ ପାସ ହାର ୯୬.୪୦% ରହିଛି। ଛାତ୍ରୀଙ୍କ ପାସ ହାର ୯୭.୦୫% ଓ ଛାତ୍ରଙ୍କ ୯୫.୭୫% ରହିଛି। ଚଳିତ ବର୍ଷ ଏ-୧ରେ ୪୧୫୮ ଜଣ ଛାତ୍ରଛାତ୍ରୀ, ଏ-୨ରେ ୨୯୮୩୮, ବି-୧ରେ ୭୭,୫୬୭ ଏବଂ ବି-୨ରେ ୧,୧୮,୭୫୦ ଜଣ ପାସ୍ ହୋଇଛନ୍ତି। ମୋଟ ୫,୧୬,୪୩୫ ପିଲା ପରୀକ୍ଷା ଦେଇଥିଲେ ସେଥି ମଧ୍ଯରୁ ୫,୦୮,୪୦୫ ଜଣ ପାସ୍ ହୋଇଛନ୍ତି।

❇️ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ପରୀକ୍ଷା ଫଳ ନିମ୍ନ ପ୍ରଦତ୍ତ ୱେବସାଇଟ୍ ମାଧ୍ୟମରେ ଦେଖି ପାରିବେ: ➡️ bseodisha.ac.in ➡️ orissaresults.nic.in SMS: OR10<ସ୍ପେସ୍> ରୋଲ ନମ୍ବର ଟାଇପ୍ କରି 5676750 ନମ୍ବରକୁ ପଠାନ୍ତୁ। ୨୩ ତାରିଖରୁ ରିଚେକିଙ୍ଗ୍ ପାଇଁ ଆବେଦନ କରିପାରିବେ।

ମାଟ୍ରିକ୍ ରେଜଲ୍ଟ ୨୩ରୁ ରିଚେକିଂ 📌୨୩ରୁ ରିଚେକିଂ ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ 📌ହାଇସ୍କୁଲ ପାଇଁ ଅନଲାଇନରେ ଆବେଦନ କରିପାରିବେ 📌ମଧ୍ୟମ
ମାଟ୍ରିକ୍ ରେଜଲ୍ଟ ୨୩ରୁ ରିଚେକିଂ 📌୨୩ରୁ ରିଚେକିଂ ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ 📌ହାଇସ୍କୁଲ ପାଇଁ ଅନଲାଇନରେ ଆବେଦନ କରିପାରିବେ 📌ମଧ୍ୟମା ଓ ଷ୍ଟେଟ୍‌ ଓପନ୍‌ ସ୍କୁଲ ପାଇଁ ଅଫ୍‌ଲାଇନ ଆବେଦନ 📌ସୂଚନା ଦେଲେ ବୋର୍ଡ ଉପସଭାପତି ନିହାର ମହାନ୍ତି

ମାଟ୍ରିକ ପରୀକ୍ଷା ଫଳ । କେଉଁ ଗ୍ରେଡରେ କେତେ ପାସ୍ ?
ମାଟ୍ରିକ ପରୀକ୍ଷା ଫଳ । କେଉଁ ଗ୍ରେଡରେ କେତେ ପାସ୍ ?

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ
ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ

ପୁଅଙ୍କୁ ପଛରେ ପକାଇଲେ ଝିଅ ଏଇଟା ସବୁବେଳେ ହେଉଛି ... କିଛି ନୂଆ କଥା ନୁହେଁ😂
ପୁଅଙ୍କୁ ପଛରେ ପକାଇଲେ ଝିଅ ଏଇଟା ସବୁବେଳେ ହେଉଛି ... କିଛି ନୂଆ କଥା ନୁହେଁ😂

❇️ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ 📌ଚଳିତ ବର୍ଷ ହେବ ସପ୍ଲିମେଣ୍ଟାରୀ ପରୀକ୍ଷା 📌ଏନେଇ ସୂଚନା ଦେଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକ 📌ଗତବର୍ଷ ସପ୍ଲିମେଣ
❇️ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ 📌ଚଳିତ ବର୍ଷ ହେବ ସପ୍ଲିମେଣ୍ଟାରୀ ପରୀକ୍ଷା 📌ଏନେଇ ସୂଚନା ଦେଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକ 📌ଗତବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ହୋଇ ପାରି ନଥିଲା, ଏଥର ହେବ 📌ଫେଲ୍‌ କିମ୍ବା ଡ୍ରପଆଉଟ୍ ହୋଇଥିବା ପିଲାଙ୍କ ପାଇଁ ହେବ ପରୀକ୍ଷା 📌ଖୁବଶୀଘ୍ର ତାରିଖ ଘୋଷଣା ହୋଇ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ
ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ

ଚଳିତ ବର୍ଷ ମାଟ୍ରିକ ପାସ୍‌ ହାର ୯୬.୪୦ ପ୍ରତିଶତ😍
ଚଳିତ ବର୍ଷ ମାଟ୍ରିକ ପାସ୍‌ ହାର ୯୬.୪୦ ପ୍ରତିଶତ😍

CHECK 10TH MATRIC RESULTS - CLICK HERE
CHECK 10TH MATRIC RESULTS - CLICK HERE

TRAINING_PROGRAMME_ON_E_ADMISSION_TO_THE_NODAL_COLLEGES_AND_SELECTED.pdf3.51 MB

ସାନ ଭାଇ ଭଉଣୀ ମାନଙ୍କୁ VIDEO କୁ SHARE କର😍