ch
Feedback
Sukant Tutorial

Sukant Tutorial

前往频道在 Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

显示更多

📈 Telegram 频道 Sukant Tutorial 的分析概览

频道 Sukant Tutorial (@sukanttutorial) 是活跃参与者。目前社区聚集了 12 298 名订阅者,在 教育 类别中位列第 16 359,并在 印度 地区排名第 33 380

📊 受众指标与增长动态

невідомо 创建以来,项目保持高速增长,吸引了 12 298 名订阅者。

根据 01 七月, 2026 的最新数据,频道保持稳定运转。过去 30 天订阅人数变化为 -227,过去 24 小时变化为 -8,整体触达仍然可观。

  • 认证状态: 未认证
  • 互动率 (ER): 平均受众互动率为 20.76%。内容发布后 24 小时内通常能获得 4.01% 的反应,占订阅者总量。
  • 帖子覆盖: 每篇帖子平均可获得 2 554 次浏览,首日通常累积 493 次浏览。
  • 互动与反馈: 受众积极参与,单帖平均反应数为 1

📝 描述与内容策略

作者将该频道定位为表达主观观点的平台:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

凭借高频更新(最新数据采集于 02 七月, 2026),频道始终保持新鲜度与高覆盖。分析显示受众积极互动,使其成为 教育 类别中的关键影响点。

12 298
订阅者
-824 小时
-657
-22730
帖子存档
photo content

🔥ROY TUTORIAL🔥 💐💐💐💐💐💐 Join 10th math Class Live On 9.00 p.m 🔥🔥🔥🔥🔥🔥 Topic-ପରିସଂଖ୍ୟାନ(TBW) 🔥🔥🔥🔥🔥🔥 👇👇Must Join👇👇 https://youtu.be/cJBup5fE-sE

🔥ROY TUTORIAL🔥 💐💐💐💐💐💐 Join 9th Trigonometry Class Live On 5.00 p.m 🔥🔥🔥🔥🔥🔥 Topic-ତ୍ରିକୋଣମିତି 🔥🔥🔥🔥🔥🔥 👇👇Must Join👇👇 https://youtu.be/rCPj7qf4FD4

REMINDER ⭐ 🟨 NURSING ADMISSION 2022 🟣 LAST DATE FOR APPLY ⚡ 13-09-2022

✅ 4 YEAR REGIONAL BED ADMISSION 2022-23 ✅Necessary documents for admission of candidates for the session 2022-23 ➡️ https://bit.ly/3U89KZt ➡️WEBSITE- https://riebbs.ac.in/notices.php

PROVISIONAL SELECTED AND WAITING LIST FOR ADMISSION INTO B.SC.B.ED. (PHYSICAL SCIENCE) COURSE

PROVISIONAL SELECTED AND WAITING LIST FOR ADMISSION INTO B.SC.B.ED. (PHYSICAL SCIENCE) COURSE

4YR BSC BED REGIONAL BED MERIT LIST.pdf8.73 KB

4YR BA BED REGIONAL BED MERIT LIST.pdf8.60 KB

ଆଜିଠୁ ବିଟେକ୍‌ କାଉନସେଲିଂ ପ୍ରକ୍ରିୟା ଏମ୍‌ବିଏ, ଏମ୍‌ସିଏ ଲାଗି ଚଏସ୍‌ ଫିଲିଂ ଆରମ୍ଭ, ଅକ୍ଟୋବର ଶେଷ ଯାଏ ଚାଲିବ ନାମଲେଖା ବି.ଟେକ୍‌, ବି. ଆର୍କିଟେକ୍‌, ବି.ପ୍ଲାନ୍‌, ବି.କାଟ୍‌ ଓ ଇଣ୍ଟିଗ୍ରେଟେଡ୍‌ ଏମ୍‌ଏସ୍‌ସି ପରି ସ୍ନାତକ ପାଠ୍ୟକ୍ରମରେ ନାମଲେଖା ଲାଗି ମଙ୍ଗଳବାରଠାରୁ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବ। ଅପରାହ୍ନ ୫ଟାରୁ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିବା ସହ ଚଏସ୍‌ ଫିଲିଂ କରିପାରିବେ। ଚଏସ୍‌ ଫିଲିଂ ଆଧାରରେ ୨୨ ତାରିଖ ଅପରାହ୍ନ ୫ଟାରେ ମକ୍‌ ସିଟ୍‌ ଆ‌ଲଟ୍‌ମେଣ୍ଟ-୧ ତାଲିକା ପ୍ରଦର୍ଶିତ ହେବ। ୨୪ ତାରିଖ ପୂର୍ବାହ୍ନ ୧୧ଟାରୁ ପ୍ରାର୍ଥୀମାନଙ୍କ ଲାଗି ଚଏସ୍‌ ଲକିଂ ସୁବିଧା ଉପଲବ୍ଧ ହେବ, ଯାହାକି ୨୫ ତାରିଖ ପୂର୍ବାହ୍ନ ୧୧ଟା ଯାଏ ଚାଲିବ। ୨୬ରୁ ୨୮ ତାରିଖ ମଧ୍ୟରେ ତଥ୍ୟ ଯାଞ୍ଚ କରାଯିବା ସହ ଅକ୍ଟୋବର ପହିଲାରେ ପ୍ରଥମ ରାଉଣ୍ଡ ସିଟ୍‌ ଆଲଟମେଣ୍ଟ ଅନୁଷ୍ଠିତ ହେବ। ଅକ୍ଟୋବର ୧ରୁ ୮ ମଧ୍ୟରେ ଅନ୍‌ଲାଇନ୍‌ ରିପୋର୍ଟିଂ ଯଥା ପାର୍ଟ ଟାଇମ୍‌ ନାମଲେଖା ଫି’, ଡକ୍ୟୁମେଣ୍ଟ ଅପଲୋଡ୍‌ ଆଦି କରିବେ। ୨ରୁ ୧୧ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ସିଟ୍‌ ଆଲଟ୍‌ମେଣ୍ଟ ପ୍ରକ୍ରିୟାରୁ ଓହରି ଯାଇପାରିବେ। ଅକ୍ଟୋବର ୧୪ରେ ଦ୍ବିତୀୟ ପର୍ଯ୍ୟାୟ ସିଟ୍‌ ଆ‌ଲଟ୍‌ମେଣ୍ଟ ଅନୁଷ୍ଠିତ ହେବ। ୧୫ରୁ ୧୯ ମଧ୍ୟରେ ପୂର୍ବରୁ ପଞ୍ଜୀକରଣ କରି ନ ଥିବା ସ୍ବତନ୍ତ୍ର ଓଜେଇଇ ବି.ଟେକ୍‌ /ଜେଇଇ ମେନ୍‌ ରୢାଙ୍କଧାରୀ ପଞ୍ଜୀକରଣ କରିପାରିବେ। ୧୪ରୁ ୧୯ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ଅନ୍‌ଲାଇନ୍‌ରେ ରିପୋର୍ଟିଂ କରିବେ। ୧୫ରୁ ୨୦ ତାରିଖ ମଧ୍ୟରେ ସିଟ୍‌ ଆଲଟ୍‌ମେଣ୍ଟ ପ୍ରକ୍ରିୟାରୁ ଓହରି ଯାଇପାରିବେ। ୨୨ ତାରିଖରେ ଚୂଡ଼ାନ୍ତ ରାଉଣ୍ଡ ସିଟ୍‌ ଆଲଟ୍‌ମେଣ୍ଟ କରାଯିବ ଏବଂ ୨୪ ତାରିଖ ମଧ୍ୟରେ ପାର୍ଟ ଟାଇମ୍‌ ନାମଲେଖା ଫି’, ଡକ୍ୟୁମେଣ୍ଟ ଅପଲୋଡ୍‌ ଆଦି କରିପାରିବେ। ଅନ୍ୟପକ୍ଷରେ ଏମ୍‌ବିଏ, ଏମ୍‌ସିଏ, ଏମ୍‌.ଟେକ୍‌, ଏମ୍‌.ଆର୍କିଟେକ୍‌ ଓ ଏମ୍‌.ପ୍ଲାନ୍‌ ପାଠ୍ୟକ୍ରମ ଲାଗି ଆଜିଠାରୁ ନାମ ପଞ୍ଜୀକରଣ ଓ ଚଏସ୍‌ ଫିଲିଂ ଆରମ୍ଭ ହୋଇଛି, ଯାହାକି ୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଅକ୍ଟୋବର ୮ରେ ପଞ୍ଜୀକରଣ ଓ ଚଏସ୍‌ ଲକିଂ ଶେଷ ହେବ। ୧୦ ତାରିଖରେ ପ୍ରଥମ ପର୍ଯ୍ୟାୟ ସିଟ୍‌ ଆଲଟ୍‌ମେଣ୍ଟ କରାଯିବ ଏବଂ ୧୦ରୁ ୧୪ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ଅନ୍‌ଲାଇନ୍‌ ରିପୋର୍ଟିଂ କରିପାରିବେ। ୧୧ରୁ ୧୫ ତାରିଖ ମଧ୍ୟରେ ସିଟ୍‌ ଆଲୋକେସନ୍‌ ପ୍ରକ୍ରିୟାରୁ ପ୍ରାର୍ଥୀ ଓହରିପାରିବେ। ୧୯ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ସିଟ୍‌ ଆଲ୍‌ଟମେଣ୍ଟ ସହ ୨୨ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ ରିପୋର୍ଟିଂ କରିପାରିବେ। ୨୦ରୁ ୨୩ ତାରିଖ ମଧ୍ୟରେ ପ୍ରକ୍ରିୟାରୁ ଓହରିପାରିବେ। ଏହି ସମୟ ମଧ୍ୟରେ ପୂର୍ବରୁ ପଞ୍ଜୀକରଣ କରି ନ ଥିବା ସ୍ବତନ୍ତ୍ର ଓଜେଇଇ ବି.ଟେକ୍‌/ଜେଇଇ ମେନ୍‌ ରୢାଙ୍କଧାରୀ ପଞ୍ଜୀକରଣ କରିପାରିବେ। ୨୫ ତାରିଖରେ ଚୂଡ଼ାନ୍ତ ପର୍ଯ୍ୟାୟ ସିଟ୍‌ ଆଲଟମେଣ୍ଟ ହେବ ଏବଂ ୨୫ ଓ ୨୬ ତାରିଖରେ ଅନ୍‌ଲାଇନ୍‌ ରିପୋର୍ଟିଂ କରାଯାଇପାରିବ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।

PG e-Admission 2022-23 ➡️ Provisional Allotment of Seats(First Round) ➡️ 15-Sep-2022 (4:00 PM)

ITI Admission 2022-23 ➡️ Publication of ITI wise vacancy list ➡️ 13-Sep-2022

+3 Admission 2022-23 ➡️ Publication of Second Selection Merit List ➡️ 16-Sep-2022 (2:00 PM)

ଆପଣ ମାନଙ୍କର କିଛି ବି Doubts ଥିଲେ Sukant Tutorial Discussion Join ହୋଇକି ପଚାରି ପାରିବେ 👇👇👇👇👇👇👇👇👇 Link- https://t.me/Sukant_Tutorial

✅ଓସିଏସ୍ ସାକ୍ଷାତକାର ପରୀକ୍ଷା ୧୯ ରୁ
ଓସିଏସ୍ ସାକ୍ଷାତକାର ପରୀକ୍ଷା ୧୯ ରୁ

✅୧୧୫୦ ସହକାରୀ ଶିକ୍ଷକଙ୍କୁ ପଦୋନ୍ନତି
୧୧୫୦ ସହକାରୀ ଶିକ୍ଷକଙ୍କୁ ପଦୋନ୍ନତି

✅ +2 INSTANT EXAM 2022 ✅ ଆଜିଠୁ +2 INSTANT EXAM ♡ ㅤ ❍ㅤ ⎙ㅤ ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @Suka
+2
+2 INSTANT EXAM 2022 ✅ ଆଜିଠୁ +2 INSTANT EXAM ㅤ  ❍ㅤ    ⎙ㅤ  ⌲ ˡᶦᵏᵉ  ᶜᵒᵐᵐᵉⁿᵗ  ˢᵃᵛᵉ  ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial

✅ କ୍ୟାପିଟାଲ୍ ହସ୍ପିଟାଲରେ ପିଜି ପାଠ୍ୟକ୍ରମ ✅ ୬ ବିଭାଗକୁ ଅନୁମତି , ୧୫ ରୁ ନାମଲେଖା ♡ ㅤ ❍ㅤ ⎙ㅤ ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE
କ୍ୟାପିଟାଲ୍ ହସ୍ପିଟାଲରେ ପିଜି ପାଠ୍ୟକ୍ରମ ✅ ୬ ବିଭାଗକୁ ଅନୁମତି , ୧୫ ରୁ ନାମଲେଖା ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ  ᶜᵒᵐᵐᵉⁿᵗ  ˢᵃᵛᵉ  ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial

✅ ପିଜିଡ଼ି ସ୍କଲାରସିପ୍ ରାଶି ୬ ଲକ୍ଷକୁ ବୃଦ୍ଧି
✅ ପିଜିଡ଼ି ସ୍କଲାରସିପ୍ ରାଶି ୬ ଲକ୍ଷକୁ ବୃଦ୍ଧି

✅ ୧୫ ରେ ପ୍ରକାଶ ପାଇବ ସିପିଇଟି ରେଜଲ୍ଟ
✅ ୧୫ ରେ ପ୍ରକାଶ ପାଇବ ସିପିଇଟି ରେଜଲ୍ଟ