ch
Feedback

不要被骗子欺骗!Telemetrio 会找到并标记这些频道 👉 如果想查看标记,请订阅

Sukant Tutorial

Sukant Tutorial

前往频道在 Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

显示更多

📈 Telegram 频道 Sukant Tutorial 的分析概览

频道 Sukant Tutorial (@sukanttutorial) 是活跃参与者。目前社区聚集了 12 731 名订阅者,在 教育 类别中位列第 15 993,并在 印度 地区排名第 30 212 位。

📊 受众指标与增长动态

自 невідомо 创建以来,项目保持高速增长,吸引了 12 731 名订阅者。

根据 23 十一月, 2026 的最新数据,频道保持稳定运转。过去 30 天订阅人数变化为 1 095,过去 24 小时变化为 -10,整体触达仍然可观。

  • 认证状态: 未认证
  • 互动率 (ER): 平均受众互动率为 20.69%。内容发布后 24 小时内通常能获得 4.82% 的反应,占订阅者总量。
  • 帖子覆盖: 每篇帖子平均可获得 2 634 次浏览,首日通常累积 614 次浏览。
  • 互动与反馈: 受众积极参与,单帖平均反应数为 17。

📝 描述与内容策略

作者将该频道定位为表达主观观点的平台:
“Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial”

凭借高频更新(最新数据采集于 24 十一月, 2026),频道始终保持新鲜度与高覆盖。分析显示受众积极互动,使其成为 教育 类别中的关键影响点。

12 731
订阅者
-1024 小时
-537 天
+1 09530 天
帖子存档
ଓଡିଶା ପାଇଁ ଗର୍ବର ଦିନ🙏 ପ୍ରଥମ ଓଡ଼ିଆ ଭାବେ ମୃତ୍ୟୁଞ୍ଜୟ ହେଲେ WMO (WORLD METEOROLOGICAL ORGANIZATION) ଉପାଧ୍ୟକ୍ଷ
ଓଡିଶା ପାଇଁ ଗର୍ବର ଦିନ🙏 ପ୍ରଥମ ଓଡ଼ିଆ ଭାବେ ମୃତ୍ୟୁଞ୍ଜୟ ହେଲେ WMO (WORLD METEOROLOGICAL ORGANIZATION) ଉପାଧ୍ୟକ୍ଷ
01 6月 2023, 11:50

📌 ଯୁବପିଢିଙ୍କ ଦକ୍ଷତାକୁ ବିଶ୍ବସ୍ତରୀୟ କରିବାପାଇଁ ୱାର୍ଲ୍ଡ ସ୍କିଲ ସେଣ୍ଟର ପକ୍ଷରୁ ୭ଟି ଅତ୍ୟାଧୁନିକ ବିଷୟରେ ଏକବର୍ଷିଆ ପାଠ୍ୟକ୍ରମରେ ତାଲିମ୍ ଦି
📌 ଯୁବପିଢିଙ୍କ ଦକ୍ଷତାକୁ ବିଶ୍ବସ୍ତରୀୟ କରିବାପାଇଁ ୱାର୍ଲ୍ଡ ସ୍କିଲ ସେଣ୍ଟର ପକ୍ଷରୁ ୭ଟି ଅତ୍ୟାଧୁନିକ ବିଷୟରେ ଏକବର୍ଷିଆ ପାଠ୍ୟକ୍ରମରେ ତାଲିମ୍ ଦିଆଯାଉଛି। ଏହାଦ୍ଵାରା ପ୍ରଶିକ୍ଷାର୍ଥୀମାନେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିଯୁକ୍ତି ସୁଯୋଗ ହାସଲ କରିପାରୁଛନ୍ତି ।
01 6月 2023, 10:46

📌ଆସନ୍ତାକାଲି ପ୍ରକାଶ ପାଇବ OJEE ରେଜଲ୍ଟ । 📌ପୂର୍ବାହ୍ନ ୧୧ଟାରେ OJEE ରେଜଲ୍ଟ ପ୍ରକାଶ ପାଇବା ନେଇ ସୂଚନା ଦିଆଯାଇଛି । 📌OJEE ୱେବସାଇଟ ଜରିଆରେ
📌ଆସନ୍ତାକାଲି ପ୍ରକାଶ ପାଇବ OJEE ରେଜଲ୍ଟ । 📌ପୂର୍ବାହ୍ନ ୧୧ଟାରେ OJEE ରେଜଲ୍ଟ ପ୍ରକାଶ ପାଇବା ନେଇ ସୂଚନା ଦିଆଯାଇଛି । 📌OJEE ୱେବସାଇଟ ଜରିଆରେ ରେଜଲ୍ଟ ଦେଖିହେବ । 📌ମେ’ ୮ରୁ ମେ’ ୧୫ ପର୍ଯ୍ୟନ୍ତ ହୋଇଥିଲା ପରୀକ୍ଷା ହୋଇଥିଲା ।
01 6月 2023, 09:52

📌 ଆମର OFFICIAL WHAT'S APP GROUP OPEN ହେବ .... କେଉଁମାନେ ଇଛୁକ JOIN ହୋଇପାରିବେ ❓ ➡️ LINK - CLICK HERE ଆପଣ DOUBTS CLEAR କରିବାକୁ ଚେଷ୍ଟା😍 ବି.ଦ୍ର. -: କେହିବି ବାରମ୍ବାର MASSAGE କରିବେ ନାହିଁ ଏବଂ କୌଣସି LINK SHARE କରିବେ ନାହିଁ
01 6月 2023, 06:30
01 6月 2023, ~06:46

❇️ OJEE 2023 ❇️ NOTICE FOR ONLINE APPLICATION FOR 2ND/SPECIAL OJEE2023
❇️ OJEE 2023 ❇️ NOTICE FOR ONLINE APPLICATION FOR 2ND/SPECIAL OJEE2023
31 5月 2023, 22:20

❇️ DIPLOMA ADMISSION 2023-24 ❇️ REVISED TIMELINE FOR DIPLOMA ADMISSION 2023-24
❇️ DIPLOMA ADMISSION 2023-24 ❇️ REVISED TIMELINE FOR DIPLOMA ADMISSION 2023-24
31 5月 2023, 22:17

📌ADMISSION UPDATE 2023-24
+1
📌ADMISSION UPDATE 2023-24
31 5月 2023, 22:15

📌 +୨ କଳା ଏବଂ ଧନ୍ଦାମୂଳକ ରେଜଲ୍ଟ ତାରିଖ ??
📌 +୨ କଳା ଏବଂ ଧନ୍ଦାମୂଳକ ରେଜଲ୍ଟ ତାରିଖ ??
31 5月 2023, 22:13

📌ଆସନ୍ତା ବର୍ଷରୁ ଏକାଠି ପ୍ରକାଶ ପାଇବ +୨ କଳା , ବିଜ୍ଞାନ , ବାଣିଜ୍ୟ ଏବଂ ଧନ୍ଦାମୂଳକ ରେଜଲ୍ଟ
📌ଆସନ୍ତା ବର୍ଷରୁ ଏକାଠି ପ୍ରକାଶ ପାଇବ +୨ କଳା , ବିଜ୍ଞାନ , ବାଣିଜ୍ୟ ଏବଂ ଧନ୍ଦାମୂଳକ ରେଜଲ୍ଟ
31 5月 2023, 22:11

📌CHSE +2 RESULTS UPDATE 2023 ୨ ଘଣ୍ଟା ପରେ ଦେଖିଲେ ରେଜଲ୍ଟ ! ଦୀର୍ଘ ୨ ଘଣ୍ଟା ପରେ +୨ ରେଜଲ୍ଟ ଦେଖିପାରିଲେ ପିଲା । ୱେବସାଇଟ୍ ଖୋଲୁନଥିବାରୁ
+1
📌CHSE +2 RESULTS UPDATE 2023 ୨ ଘଣ୍ଟା ପରେ ଦେଖିଲେ ରେଜଲ୍ଟ ! ଦୀର୍ଘ ୨ ଘଣ୍ଟା ପରେ +୨ ରେଜଲ୍ଟ ଦେଖିପାରିଲେ ପିଲା । ୱେବସାଇଟ୍ ଖୋଲୁନଥିବାରୁ ରେଜଲ୍ଟ ଦେଖି ହେଉନଥିଲା । ସର୍ଭର ଡାଉନ ଯୋଗୁଁ ୱେବସାଇଟ୍ ଖୋଲୁ ନଥିଲା
31 5月 2023, 22:08

📌କମିଲା +୨ ବିଜ୍ଞାନ ଏବଂ ବାଣିଜ୍ୟ ପାସ୍ ହାର , କମିଲା ମେଧାବୀଙ୍କ ସଂଖ୍ୟା
+5
📌କମିଲା +୨ ବିଜ୍ଞାନ ଏବଂ ବାଣିଜ୍ୟ ପାସ୍ ହାର , କମିଲା ମେଧାବୀଙ୍କ ସଂଖ୍ୟା
31 5月 2023, 22:05

📌 ୨୦୨୪-୨୫ ଆର୍ଥିକ ବର୍ଷରୁ ସ୍କୁଲ ପାଠ୍ୟକ୍ରମରେ ପଢାଯିବ କ୍ରୀଡ଼ା ବିଷୟବସ୍ତୁ
+1
📌 ୨୦୨୪-୨୫ ଆର୍ଥିକ ବର୍ଷରୁ ସ୍କୁଲ ପାଠ୍ୟକ୍ରମରେ ପଢାଯିବ କ୍ରୀଡ଼ା ବିଷୟବସ୍ତୁ
31 5月 2023, 21:59

✅ ଆଜିର (୦୧.୦୬.୨୦୨୩) ମୂଖ୍ୟ ଖବର
+7
✅ ଆଜିର (୦୧.୦୬.୨୦୨୩) ମୂଖ୍ୟ ଖବର
31 5月 2023, 21:55

📌 ଆପଣ ମୋର ଗୋଟେ ଅନୁରୋଧ ରଖୁ ନାହାଁନ୍ତି .... କେମିତି ପୁଣି ଆଶା କରୁଛନ୍ତି REPLY ଦେବା କଥା😢 ଆପଣମାନେ ମତେ SUPPORT କରିବେ ମୁଁ ଆପଣଙ୍କୁ SUPPORT କରିବି
31 5月 2023, 10:36
31 5月 2023, ~10:49

ସମସ୍ତଙ୍କୁ ଗୋଟେ ଅନୁରୋଧ 🙏 ❇️ SUKANT TUTORIAL EDUCATIONAL GROUP ➡️ https://t.me/SukantTutorial ଆଉ ୨୦ ଜଣଙ୍କୁ GROUP LINK SHARE କରି ADD କରିଦିଅନ୍ତୁ ....ଯାହା ଫଳରେ କି 7K FAMILY MEMBERS COMPLETE ହେବ
31 5月 2023, 10:30
31 5月 2023, ~23:48

📌 ଆଜି ପୂର୍ବାହ୍ନରେ ଚଳିତ ବର୍ଷ ବିଜ୍ଞାନ ଓ ବାଣିଜ୍ଯ ସ୍ରୋତ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଛି। ଛାତ୍ରଛାତ୍ରୀଙ୍କ ସହାୟତା ନିମନ୍ତେ ଉଚ୍ଚ ମା
📌 ଆଜି ପୂର୍ବାହ୍ନରେ ଚଳିତ ବର୍ଷ ବିଜ୍ଞାନ ଓ ବାଣିଜ୍ଯ ସ୍ରୋତ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଛି। ଛାତ୍ରଛାତ୍ରୀଙ୍କ ସହାୟତା ନିମନ୍ତେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏକ ହେଲପ୍ ଲାଇନ୍ ନମ୍ବର: 0674-2300914 ଜାରି କରାଯାଇଛି। ଚଳିତ ବର୍ଷ ବିଜ୍ଞାନରେ ୮୪.୯୩ ପ୍ରତିଶତ ଏବଂ ବାଣିଜ୍ଯରେ ୮୧.୧୨ ପ୍ରତିଶତ ପାସ୍ ହୋଇଛନ୍ତି।
31 5月 2023, 09:08

❇️ CHSE +2 RESULTS 2023 📌କେଉଁ ପିଲାଙ୍କର କେତେ ମାର୍କ ରହିଲା ? 👇👇👇👇👇 CLICK HERE
31 5月 2023, 06:16

📌CHSE +2 RESULTS UPDATE 2023 ୨ ଘଣ୍ଟା ପରେ ଦେଖିଲେ ରେଜଲ୍ଟ ! ଦୀର୍ଘ ୨ ଘଣ୍ଟା ପରେ +୨ ରେଜଲ୍ଟ ଦେଖିପାରିଲେ ପିଲା । ୱେବସାଇଟ୍ ଖୋଲୁନଥିବାରୁ ରେଜଲ୍ଟ ଦେଖି ହେଉନଥିଲା । ସର୍ଭର ଡାଉନ ଯୋଗୁଁ ୱେବସାଇଟ୍ ଖୋଲୁ ନଥିଲା
31 5月 2023, 04:03

ସମସ୍ତଙ୍କୁ SHARE କରିଦିଅ😍
31 5月 2023, 03:37

https://youtu.be/3d9i4LqY9ZM WEBSITE OPEN ହେଉନି ଏମିତି ଚେକ୍ କରନ୍ତୁ ନିଜ ନିଜ +2 RESULTS MUST WATCH & SHARE👆👆
31 5月 2023, 03:36