ch
Feedback
Sukant Tutorial

Sukant Tutorial

前往频道在 Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

显示更多

📈 Telegram 频道 Sukant Tutorial 的分析概览

频道 Sukant Tutorial (@sukanttutorial) 是活跃参与者。目前社区聚集了 12 275 名订阅者,在 教育 类别中位列第 16 341,并在 印度 地区排名第 33 207

📊 受众指标与增长动态

невідомо 创建以来,项目保持高速增长,吸引了 12 275 名订阅者。

根据 09 七月, 2026 的最新数据,频道保持稳定运转。过去 30 天订阅人数变化为 -192,过去 24 小时变化为 19,整体触达仍然可观。

  • 认证状态: 未认证
  • 互动率 (ER): 平均受众互动率为 16.44%。内容发布后 24 小时内通常能获得 4.22% 的反应,占订阅者总量。
  • 帖子覆盖: 每篇帖子平均可获得 2 016 次浏览,首日通常累积 517 次浏览。
  • 互动与反馈: 受众积极参与,单帖平均反应数为 3

📝 描述与内容策略

作者将该频道定位为表达主观观点的平台:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

凭借高频更新(最新数据采集于 10 七月, 2026),频道始终保持新鲜度与高覆盖。分析显示受众积极互动,使其成为 教育 类别中的关键影响点。

12 275
订阅者
+1924 小时
-307
-19230
帖子存档
Most Watch ...... Important update for all students 👍👍

All Educational Schools And Colleges Of the Odisha Government will remain Off From 7th January.. Tomorrow will be the Last Working Day. ଆଗକୁ +3 ପାଳି, ଦେଖିବା କ'ଣ ହେଉଛି 🤣

✅ କୋଭିଡ୍‌ ଗାଇଡ୍‌ଲାଇନ୍‌ ନେଇ SRC ପ୍ରଦୀପ ଜେନାଙ୍କ ସୂଚନା ⭕ରାତି ୯ଟାରୁ ରାଜ୍ୟର ସବୁ ସହରାଞ୍ଚଳରେ ଲାଗୁ ହେବ ନାଇଟ କର୍ଫ୍ୟୁ ⭕ ରାତି ୧୦ଟା ପରିବର
✅ କୋଭିଡ୍‌ ଗାଇଡ୍‌ଲାଇନ୍‌ ନେଇ SRC ପ୍ରଦୀପ ଜେନାଙ୍କ ସୂଚନା ⭕ରାତି ୯ଟାରୁ ରାଜ୍ୟର ସବୁ ସହରାଞ୍ଚଳରେ ଲାଗୁ ହେବ ନାଇଟ କର୍ଫ୍ୟୁ ⭕ ରାତି ୧୦ଟା ପରିବର୍ତ୍ତେ ରାତି ୯ଟାରୁ ଲାଗୁ ହେବ ନାଇଟ କର୍ଫ୍ୟୁ ⭕ ହାଟ, ବଜାରରେ ଭିଡ଼ ହ୍ରାସ କରିବାକୁ କହିଲେ ସ୍ୱତନ୍ତ୍ର ରିଲିଫ୍ କମିଶନର ⭕ ଭିଡ଼ ହେଲେ ମଲ୍, ଦୋକାନ ମାଲିକ ଦାୟୀ; ୭ ଦିନ ଯାଏ ବନ୍ଦ କରାଯିବ ⭕ ରାଜନୈତିକ, ଶୈକ୍ଷିକ ସମାବେଶରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି ⭕ ଇଣ୍ଡୋର ହଲରେ କାର୍ଯ୍ୟକ୍ରମ ହେଉଥିଲେ ୫୦% କ୍ଷମତାକୁ ଅନୁମ ⭕ ରାସ୍ତାକଡ଼ ଦୋକାନ ୯ଟା ଯାଏ ଖୋଲିବ; ସର୍ବାଧିକ ୫ ଜଣ ଗ୍ରାହକ ରହିବେ ⭕ ୧ ହଜାର ଦର୍ଶକଙ୍କୁ ନେଇ ଚାଲିବ ଯାତ୍ରା, ମାଲିକ ନିୟମ କଡ଼ାକଡ଼ି ମାନିବେ ⭕ ସିନେମା ହଲ୍ ୫୦% ସିଟ୍ କ୍ଷମତାରେ ଚାଲିପାରିବ- SRC ⭕ ନନ୍ଦନକାନନ ଆଦି ସ୍ଥାନରେ କ୍ୟୁରେ ଟିକେଟ, ଭିଡ଼ କରିବେନି ⭕ ଭିଡକୁ କମାଇବାକୁ ସବୁ ଚେଷ୍ଟା କରିବେ ଦୋକାନୀ ଓ ମଲ ମାଲିକ ⭕ ଅବହେଳା ଦେଖାଦେଲେ ୭ ଦିନ ପାଇଁ ସିଲ୍ ହେବ ଦୋକାନ-ମଲ ⭕ ସ୍କୁଲ କଲେଜ ଆସେସମେଣ୍ଟ ପରୀକ୍ଷା ପରେ ବନ୍ଦ ରହିବ ⭕ ସ୍କୁଲଗୁଡିକ ଦ୍ୱାଦଶ ପର୍ଯ୍ୟନ୍ତ ବନ୍ଦ ରହିବ

Nirman Shramik Kalyan Yojana 2022 ➡️Who can apply ? ➡️Documents କଣ କଣ ? ➡️Money କେତେ ? ➡️Dateline Full Details ଜାଣିବା ପାଇଁ Video କୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ Check Link👇👇👇 https://youtu.be/YfBDpVCgmr4

photo content

🛑 +3 THIRD PHASE ADMISSION 2021 ➡️ ଉଚ୍ଚ ଶିକ୍ଷା ବିଭାଗ ତରଫରୁ +3 THIRD PHASE କୁ ନେଇ କୌଣସି ଆନୁଷ୍ଠାନିକ ବିଜ୍ଞପ୍ତି ଆଜି ଯାଏ ପ୍ରକାଶ କରା ଯାଇ ନାହିଁ ➡️ କିଛି ସୋସିଆଲ ମିଡିଆ ରେ ଭାଇରଲ ହେଉ ଥିବା ନୋଟିସ୍ ଏବଂ ଭିଡିଓ ଫେକ ଅଟେ,ତେଣୁ ଆପଣ ମାନେ ସେ ଖବର ଉପରେ ବିଶ୍ୱାସ କରନ୍ତୁ ନାହିଁ ➡️ ଯେଉଁ ପ୍ରଥମ କିମ୍ବା ଦ୍ୱିତୀୟ ପର୍ଯ୍ୟାୟ ପ୍ରକ୍ରିୟା ରେ ଆଡ଼ମିଶନ ନେଇ ସାରିଛନ୍ତି, ସେମାନେ THIRD PHASE ଯାଏ ଅପେକ୍ଷା ନ କରି ସେହି ପାଠ ପଢ଼ିବାରେ ମନୋନିବେଶ କରନ୍ତୁ ➡️ କାରଣ ପ୍ରାୟ ସମସ୍ତ ସ୍ଵୟଂଶାସିତ ଏବଂ ଡିଗ୍ରୀ କଲେଜ୍ ମାନଙ୍କରେ FIRST INTERNAL ଜାନୁଆରୀ ୧୫ ପରେ ମୁଖ୍ୟତଃ ଆରମ୍ଭ ହୋଇ ଯିବ ➡️ ବିଶେଷ ସୂତ୍ର ଅନୁସାରେ ଯୁକ୍ତ ତିନି THIRD PHASE ଆସି ନ ପାରେ,କାରଣ କୋଭିଡ ର ବର୍ତ୍ତମାନ ସ୍ଥିତି ଏବଂ ବିଳମ୍ବ ଶିକ୍ଷା ବର୍ଷ ଏହାର କାରଣ ହୋଇ ପାରେ ➡️ କଲେଜ୍ ରେ ଆଡ଼ମିଶନ କରିବାକୁ ନେଇ କୌଣସି ଦଲାଲ୍ ମାନଙ୍କୁ ଟଙ୍କା କିମ୍ବା ନିଜର ଡକ୍ୟୁମେଣ୍ଟ ଦିଅନ୍ତୁ ନାହିଁ ➡️ THIRD PHASE ଆସିଲେ ଏହାର GUIDELINES କଣ ରହିବ, ଯଦି ନୋଟିସ ଆସେ ତାହାଲେ ଜଣା ପଡ଼ିବ।ତେଣୁ ଆପଣ ମାନେ ନୋଟିସ୍ କୁ ଅପେକ୍ଷା କରିବା ସହ ବର୍ତ୍ତମାନ ପଢା ରେ ଧ୍ୟାନ ଦିଅନ୍ତୁ ➡️ ନୋଟିସ ଆସିଲେ ସର୍ବ ପ୍ରଥମେ ଆମ CHANNEL ରେ UPDATE ଦିଆ ଯିବ , Subscribe Your YouTube Channel -https://youtube.com/channel/UC9GfJHTsvj4KP6Rfh_Wt5bQ

🛑 କେଉଁ ମାନେ +3 THIRD PHASE ADMISSION UPDATE ଜାଣିବାକୁ ଆଗ୍ରହୀ କି ?

✅e-Medhabruti & Vyasakabi Fakir Mohan Bhasabruti Scholarship 2022 (ଈ-ମେଧାବୃତ୍ତି ଏବଂ ବ୍ୟାସକବି ଫକୀରମୋହନ ଭାଷାବୃତ୍ତି ) ⭕Department ➡️Higher Education Department ✅e-Medhabruti Scholarship 2022 (ଈ-ମେଧାବୃତ୍ତି ) ⭕Scheme ➡️ e-Medhabruti (PG Merit) ⭕ Category ➡️General, SC, ST, OBC/SEBC, EBC ⭕ Class /Course ➡️Forestry, Journalism, Law, M. A., M. Com., M. Ed., M. Sc., Master in Social Work ( MSW)/ Master in Social Management, Occupational Therapy, PG DIPLOMA, Pharmacy, Physiotherapy, Prosthetics ⭕Family Income ➡️Parents/ guardian's from all sources shall not exceed Rs. 600000.00 ( Six Lakh ) per annum. ⭕Percentage ➡️Minimum 60% in last exam appeared. ⭕Amount ➡️10,000/- (Per Year) ➡️10,000×2 =20,000 /- (Total) ⭕No.of Scholarship ➡️ 6,000 _________ ✅e-Medhabruti Scholarship 2022 (ଈ-ମଧାବୃତ୍ତି ) ⭕Scheme ➡️e-Medhabruti (Technical and Professional) ⭕Category ➡️General, SC, ST, OBC/SEBC, EBC ⭕Class/Courses ➡️Agriculture & Allied Sciences, Animal Husbandary, Architecture, Ayurvedic, B. Sc. Technical/Professional, Bachelor of tourism & Hospitality management, Dental, Engineering - B.Tech Course, Fishery, Forestry, Homeopathy, Hotel Management, Integrated M.Sc., Integrated MBA, Integrated MCA, Law, Management, Master in Computer Application (MCA), Master in Finance & Control (MFC), Master of Business Administration (MBA), Medical, Nursing, Occupational Therapy, Pharmacy, Physiotherapy, Prosthetics and Orthotics, Social Works, Tourism/Travel Management ⭕Family Income ➡️Parents/ guardian's from all sources shall not exceed Rs. 600000.00 ( Six Lakh ) per annum. ⭕Percentage ➡️Minimum 60% in last exam appeared. ⭕Amount ➡️ 10,000 /- (Per Year) ➡️10,000× No. Course of years ⭕ No.of Scholarship ➡️2,500 ____________ ✅e-Medhabruti Scholarship 2022 (ଈ-ମେଧାବୃତ୍ତି ) ⭕Scheme ️e-Medhabruti (U.G Merit) ⭕Category ➡️General, SC, ST, OBC/SEBC, EBC ⭕Class/Courses ➡️Plus 3, Bachelor of Business Administration (BBA), Bachelor of Computer Application (BCA), Journalism (B.J.M.C.), Occupational Therapy, Physiotherapy, Prosthetics and Orthotics ⭕Family Income ➡️Parents/ guardian's from all sources shall not exceed Rs. 600000.00 ( Six Lakh ) per annum. ⭕Percentage ➡️Minimum 60% in last exam appeared. ⭕Amount ➡️5,000/- (Per Year) ➡️5,000×3=15,000 /- (Total) ⭕No.of Scholarship ➡️6,000 ____________ ✅Vyasakabi Fakir Mohan Bhasabruti Scholarship 2022 (ବ୍ୟାସକବି ଫକୀରମୋହନ ଭାଷାବୃତ୍ତି ) ⭕Scheme ➡️Vyasakabi Fakirmohan Bhasabruti ⭕Category ➡️General, SC, ST, OBC/SEBC, EBC ⭕Class/Courses ➡️Plus 3 Odia ( Honors), M. A. (Odia) ⭕Percentage ➡️UG (Plus 3) - 60% in Plus 2. PG (M.A.) - 60% in Odia(Honors) in Plus 3. ⭕Amount ➡️20,000/- ⭕No.of Scholarship ➡️Ug Students 1,200 & Pg Students 300 ✅e-Medhabruti & Vyasakabi Fakir Mohan Bhasabruti Scholarship 2022 (ଈ-ମେଧାବୃତ୍ତି ଏବଂ ବ୍ୟାସକବି ଫକୀରମୋହନ ଭାଷାବୃତ୍ତି ) ⭕Documents Required ➡️Aadhaar Card of student ➡️Income Certificate of the Parent/ guardian ➡️Residence Certificate of the Student ➡️Copy of passbook of Bank account with account number and IFSC code of the bank branch ➡️Passport size Photograph of student ➡️College Id Card of the Student ➡️Marksheet of last exam passed

ଶେଷ ପର୍ଯ୍ୟନ୍ତ ଦେଖନ୍ତୁ Full details ଜାଣି ପାରିବେ ......👍👍 & ସମସ୍ତଙ୍କୁ Share କର

photo content

photo content

photo content

photo content

photo content