ch
Feedback
Sukant Tutorial

Sukant Tutorial

前往频道在 Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

显示更多

📈 Telegram 频道 Sukant Tutorial 的分析概览

频道 Sukant Tutorial (@sukanttutorial) 是活跃参与者。目前社区聚集了 12 273 名订阅者,在 教育 类别中位列第 16 341,并在 印度 地区排名第 33 207

📊 受众指标与增长动态

невідомо 创建以来,项目保持高速增长,吸引了 12 273 名订阅者。

根据 09 七月, 2026 的最新数据,频道保持稳定运转。过去 30 天订阅人数变化为 -192,过去 24 小时变化为 19,整体触达仍然可观。

  • 认证状态: 未认证
  • 互动率 (ER): 平均受众互动率为 16.44%。内容发布后 24 小时内通常能获得 4.22% 的反应,占订阅者总量。
  • 帖子覆盖: 每篇帖子平均可获得 2 016 次浏览,首日通常累积 517 次浏览。
  • 互动与反馈: 受众积极参与,单帖平均反应数为 3

📝 描述与内容策略

作者将该频道定位为表达主观观点的平台:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

凭借高频更新(最新数据采集于 10 七月, 2026),频道始终保持新鲜度与高覆盖。分析显示受众积极互动,使其成为 教育 类别中的关键影响点。

12 273
订阅者
+1924 小时
-307
-19230
帖子存档
Sorry କୌଣସି କାରଣ ପାଇଁ Link send କରିହେଉନି .....👇👇👇

ଆପଣଙ୍କର ଟଙ୍କା ଆସିଛି କି ନାହିଁ Video ରେ comments କର ......

ଖୁସି ଖବର Finally State Scholarship ର ଟଙ୍କା ଆସିଗଲା ...... କିପରି ଚେକ୍ କରିବେ ଆପଣଙ୍କର ଆସିଛି କି ନାହିଁ Video ଦେଖିଲେ ଜାଣି ପାରିବେ ...
ଖୁସି ଖବର Finally State Scholarship ର ଟଙ୍କା ଆସିଗଲା ...... କିପରି ଚେକ୍ କରିବେ ଆପଣଙ୍କର ଆସିଛି କି ନାହିଁ Video ଦେଖିଲେ ଜାଣି ପାରିବେ ...... ଯଦି ଟଙ୍କା ଆସିନି ତ କଣ କରିବେ video କୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଜାଣି ପାରିବେ

ଏବେ ଆସିଲା ବଡ଼ ଅପଡେଟ୍ .....ପରୀକ୍ଷା କୁ ନେଇକି କେହିବି ବ୍ୟସ୍ତ ହୁଅନ୍ତୁ ନାହିଁ .....ଚୂଡାନ୍ତ ହୋଇନି 10th ଓ +2 ପରୀକ୍ଷା ପଦ୍ଧତି ବିଚାରବିମର୍ଶ ପରେ ପରୀକ୍ଷା ନିଷ୍ପତ୍ତି ନେବେ BSE & CHSE ସଚିବ.. Video ଦେଖନ୍ତୁ ଜାଣି ପାରିବେ

Board of Secondary Education and CHSE, Odisha will hold extensive discussion with the Stakeholders like parents, teachers and
Board of Secondary Education and CHSE, Odisha will hold extensive discussion with the Stakeholders like parents, teachers and experts and come out with suitable proposal on the conduct of the Examination/ assessment for the students of class X & XII.

🛑୧୪ରେ ଖୋଲିବ ସ୍କୁଲ୍‌, କିନ୍ତୁ ୨୮ରୁ ଯିବେ ପିଲା🛑 ଗତ ୭ ତାରିଖରୁ ଅଷ୍ଟମରୁ ତଦୁର୍ଦ୍ଧ ଶ୍ରେଣୀ ଖୋଲି ସାରିଥିବା ବେଳେ ଆସନ୍ତା ୧୪ରେ ପ୍ଲେ ସ୍କୁଲ୍ ଓ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ୍ ଖୋଲିବ। ତେବେ ନୂଆ ନିର୍ଦ୍ଦେଶନାମା ଅନୁଯାୟୀ, ୧୪ ତାରିଖରେ ସ୍କୁଲ୍ ଖୋଲିଲେ ବି ପିଲାମାନେ ଆସିବେ ନାହିଁ। ସେମାନେ ୨୮ରୁ ସ୍କୁଲ ଆସିବେ। ୨୭ ପର୍ଯ୍ୟନ୍ତ ଅନଲାଇନ୍ କ୍ଲାସ୍ ହେବ। ୨୮ରୁ ଶ୍ରେଣୀ ଗୃହ ପାଠପଢ଼ାରେ ସେମାନେ ଯୋଗ ଦେବେ। ତେବେ ୧୪ ତାରିଖରୁ ସ୍କୁଲକୁ ଶିକ୍ଷକ ଓ ଅନ୍ୟ କର୍ମଚାରୀମାନେ ଆସିବେ। ୧୪ରୁ ସ୍କୁଲକୁ ଆସି ସେମାନେ ଏହା ପରିସରର ସଫେଇ କାର୍ଯ୍ୟ ତଦାରଖ କରିବେ। ଏନେଇ ସବୁ ଜିଲ୍ଲାପାଳ ଓ ଡିଇଓମାନଙ୍କୁ ଗଣଶିକ୍ଷା ସଚିବ ଚିଠି ଲେଖିଛନ୍ତି।  ଭୋଟ ପାଇଁ ସ୍କୁଲରେ ବୁଥ୍ ହେବାର ଥିବାରୁ ସରକାର ଏହି ପଦକ୍ଷେପ ନେଇଛନ୍ତି।

ଏବେ ଆସିଲା +2 Board Exam କୁ ନେଇକି ବଡ଼ ଖବର Video ଦେଖିଲେ ଜାଣି ପାରିବେ

photo content

ସମସ୍ତେ Video ଦେଖ .....+2 Board Exam 2022 Important Update
ସମସ୍ତେ Video ଦେଖ .....+2 Board Exam 2022 Important Update

⚪ ଅଫଲାଇନରେ ପରୀକ୍ଷା ହେବ :ମନ୍ତ୍ରୀ ➡️ ପରୀକ୍ଷା ସମ୍ପର୍କରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା ➡️ ଅଫଲାଇନରେ ପରୀକ୍ଷା ହେବା ପାଇଁ ନିଷ୍ପତ୍ତି ନିଆସରିଛି ➡️କୋର୍ସ ସରିବା ପରେ ଯେଉଁ ସମୟରେ ପରୀକ୍ଷା ହେବା କଥା, ସେହି ସମୟରେ ହେବ : ଗଣଶିକ୍ଷା ମନ୍ତ୍ରୀ

⭕୨୮ରୁ ଅଫ୍‌ଲାଇନ୍‌ରେ ରେଭେନ୍ସା ପରୀକ୍ଷା⭕ ରେଭେନ୍ସା ବିଶ୍ୱବିଦ୍ୟାଳୟରେ କରୋନା ଯୋଗୁଁ ସ୍ଥଗିତ ହୋଇଥିବା ସମସ୍ତ ସେମିଷ୍ଟର ପରୀକ୍ଷାଗୁଡିକ ଚଳିତ ମାସ ୨୮ ତାରିଖଠାରୁ ଆରମ୍ଭ ହେବ । ଏହି ପରୀକ୍ଷାଗୁଡିକୁ ଅଫ୍‌ଲାଇନ ମାଧ୍ୟମରେ କରିବାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଖୁବଶୀଘ୍ର ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ସୂଚୀ ପ୍ରଦାନ କରାଯିବ ବୋଲି ପିଜି କାଉନସିଲ ଅଧ୍ୟକ୍ଷା ପ୍ରଫେସର ଅସୀମା ସାହୁ କହିଛନ୍ତି । ଫେବ୍ରୁଆରୀ ୧ ତାରିଖଠାରୁ ରେଭେନ୍ସାରେ ସ୍ନାତକ(ୟୁଜି)ର ତୃତୀୟ, ପଞ୍ଚମ ଏବଂ ସପ୍ତମ ସେମିଷ୍ଟର ପରୀକ୍ଷା, ସ୍ନାତକୋତ୍ତର(ପିଜି)ର ତୃତୀୟ ସେମିଷ୍ଟର, ଏମ୍‌ସିଏର ପଞ୍ଚମ ସେମିଷ୍ଟର ଏବଂ ଆଇଏମ୍‌ବିଏର ନବମ ସେମିଷ୍ଟର ପରୀକ୍ଷା ହେବ ବୋଲି ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । କିନ୍ତୁ କରୋନା ଯୋଗୁଁ ବିଶ୍ୱବିଦ୍ୟାଳୟ ବନ୍ଦ ରହିଥିବାରୁ ପରୀକ୍ଷା ନ କରିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ । ସୋମବାର ବିଶ୍ୱବିଦ୍ୟାଳୟ ଖୋଲିବା ପରେ ଅଫ୍‌ଲାଇନରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି

🌼 ଫେବ୍ରୁଆରୀ ୧୪ରୁ ରାଜ୍ୟରେ ଖୋଲିବ ପ୍ରାଇଭେଟ୍ ପ୍ରି-ସ୍କୁଲ 🌼 ରାଜ୍ୟରେ ଖୋଲିବ ପ୍ରାଇଭେଟ୍ ପ୍ରି-ସ୍କୁଲ । ପ୍ଳେ, ନର୍ସରୀ ଓ କେଜି ପିଲାଙ୍କ ପାଇଁ ସ୍କୁଲ ଖୋଲିବ । ୧୪ ଫେବ୍ରୁଆରୀ ଠାରୁ ଖୋଲିବ ସ୍କୁଲ । ଏ ନେଇ ଚିଠି ଲେଖି ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ରୁପଦ ସେଠୀ । ସ୍କୁଲରେ କୋଭିଡ ନିୟମର କଡ଼ାକଡ଼ି ପାଳନ ହେବ । ଉଭୟ ଟିଚିଂ ଏବଂ ନନ୍‌ଟିଚିଂ ଷ୍ଟାଫ୍ କରୋନା ଟିକାର ଉଭୟ ଡୋଜ୍ ନେଇଥିବା ବାଧ୍ୟତାମୂଳକ ।

ସମସ୍ତେ Video କୁ Share କର ଏବଂ Like , Subscribe କର