ch
Feedback
Sukant Tutorial

Sukant Tutorial

前往频道在 Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

显示更多

📈 Telegram 频道 Sukant Tutorial 的分析概览

频道 Sukant Tutorial (@sukanttutorial) 是活跃参与者。目前社区聚集了 12 385 名订阅者,在 教育 类别中位列第 16 350,并在 印度 地区排名第 33 881

📊 受众指标与增长动态

невідомо 创建以来,项目保持高速增长,吸引了 12 385 名订阅者。

根据 19 六月, 2026 的最新数据,频道保持稳定运转。过去 30 天订阅人数变化为 -223,过去 24 小时变化为 -5,整体触达仍然可观。

  • 认证状态: 未认证
  • 互动率 (ER): 平均受众互动率为 14.79%。内容发布后 24 小时内通常能获得 3.71% 的反应,占订阅者总量。
  • 帖子覆盖: 每篇帖子平均可获得 1 832 次浏览,首日通常累积 459 次浏览。
  • 互动与反馈: 受众积极参与,单帖平均反应数为 2

📝 描述与内容策略

作者将该频道定位为表达主观观点的平台:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

凭借高频更新(最新数据采集于 20 六月, 2026),频道始终保持新鲜度与高覆盖。分析显示受众积极互动,使其成为 教育 类别中的关键影响点。

12 385
订阅者
-524 小时
-487
-22330
帖子存档
ଭାରତ ହାରିବାରୁ ମୁଖ୍ୟ କାରଣ କଣ ହୋଇପାରେ ?? ଆପଣଙ୍କ ମତାମତ ଦିଅନ୍ତୁ - CLICK HERE

ମନ ଦୁଃଖ ନାହିଁ କରନି 😢 ହାରିବାରୁ ହିଁ ଜିତିବା ଶିଖିବା❤️ ଏବେ ଆଉ କିଛି ହୋଇପାରିବ ନାହିଁ ..... ଆଉ ସବୁ ଶୋଇବାକୁ ଯାଓ 😒😒

କିଏ ଜିତିବ ବିଶ୍ୱକପ୍ ?
Anonymous voting

Document from Sukant

https://youtu.be/rwpdooV-cqY?si=1O77EVU0-2SSC11P ଆସିଗଲା FREE LAPTOP NOTICE 2023-24 ଜାଣନ୍ତୁ କେଉଁ ମାନଙ୍କୁ ମିଳିବ 30,000/- ଟଙ୍କା MUST WATCH & SHARE👆👆

‼️ GOOD NEWS ‼️ ❇️ +3 1ST YEAR (2023-24 ) ପିଲା E-MEDHABRUTI SCHOLARSHIP APPLY କଲେ ମିଳିବ 30,000/- (ଏକାଥରରେ 3 YEAR) SCHOLARSHIP UPDATE ପାଇଁ ଆମ ସହ ଯୋଡ଼ି ରୁହନ୍ତୁ❤️ ANY DOUBTS - CLICK HERE

https://youtu.be/OYtC0oFovMg?si=13qvZozMueZzCoKW SCIENCE ପିଲାଙ୍କ ଲାପଟପ୍ ମେରିଟ୍ ଲିଷ୍ଟ୍ କେତେବେଳେ ଆସିବ ? ପୁଣି ଆସିଗଲା ଆଉ ଗୋଟେ ଲାପଟପ୍ ମେରିଟ୍ ଲିଷ୍ଟ୍ MUST WATCH & SHARE👆👆

‼️ଆସିଗଲା ‼️ଆସିଗଲା‼️

ସମସ୍ତଙ୍କୁ ମିଳିବ ଲାପଟପ୍ ...❤️ BLOCK-WISE ପିଲାଙ୍କୁ ମିଳିବ LAPTOP ...... DETAILS VIDEO UPLOAD ହେବ

SCIENCE ପିଲାଙ୍କ ଟିକେ ବିଳମ୍ବ ହେବ ଏବେ କାମ ଚାଲିଛି 👍

SCIENCE STUDENT MERIT LIST UPLOAD SOON ......

❇️ LAPTOP DBT SCHEME 2023-24 ❇️ Merit list of Financial Assistance to 12th pass meritorious students for the purchase of Laptop for the year 2023

https://youtu.be/QRk7qzWoDDk?si=br154h-ZDV0Fm96n ଆସିଗଲା ଲାପଟପ୍ ର ମେରିଟ୍ ଲିଷ୍ଟ୍ 😍 MUST WATCH & SHARE👆👆

‼️ ଆଜି ଆସିବ ଲାପଟପ୍ ର ମେରିଟ୍ ଲିଷ୍ଟ୍ ଏବଂ CUT-OFF ମାର୍କ ‼️ ଏହି GROUP ରେ PDF UPLOAD ହେବ ତେଣୁ ସମସ୍ତଙ୍କୁ ଆମ GROUP ରେ ଯୋଡନ୍ତୁ SHARE GROUP LINK - https://t.me/SukantTutorial

୨୦୨୩ରେ +୨ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ପାଇଁ ଆର୍ଥିକ ସହାୟତା ପ୍ରଦାନ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି। ଉଚ୍ଚଶିକ୍ଷା ବିଭାଗ ୱେବସାଇଟ୍ (
୨୦୨୩ରେ +୨ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ପାଇଁ ଆର୍ଥିକ ସହାୟତା ପ୍ରଦାନ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି। ଉଚ୍ଚଶିକ୍ଷା ବିଭାଗ ୱେବସାଇଟ୍ (www.dhe.odisha.gov.in) କୁ  ଯାଇ, ଛାତ୍ରଛାତ୍ରୀ ନାମ ତାଲିକା ଦେଖିବା ସହ ଡିସେମ୍ବର ୧୭ ତାରିଖ ଯାଏ ଆବେଦନ କରିପାରିବେ।

STATE SCHOLARSHIP & LAPTOP କୁ ନେଇ କିଛି PROBLEM ଥିଲେ କିମ୍ବା ଜାଣିବାକୁ ଚାହୁଁଥିଲେ 👇ଏଠାରେ ପଚାରନ୍ତୁ DOUBTS CLEAR - CLICK HERE

https://youtu.be/uUyuVabCU68?si=heKQGX7rDPVV_5C9 LAPTOP MERIT LIST & CUT-OFF ମାର୍କ ଚେକ୍ କରନ୍ତୁ ? MUST WATCH & SHARE👆👆