ch
Feedback
Sukant Tutorial

Sukant Tutorial

前往频道在 Telegram

Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

显示更多

📈 Telegram 频道 Sukant Tutorial 的分析概览

频道 Sukant Tutorial (@sukanttutorial) 是活跃参与者。目前社区聚集了 12 265 名订阅者,在 教育 类别中位列第 16 378,并在 印度 地区排名第 33 263

📊 受众指标与增长动态

невідомо 创建以来,项目保持高速增长,吸引了 12 265 名订阅者。

根据 08 七月, 2026 的最新数据,频道保持稳定运转。过去 30 天订阅人数变化为 -220,过去 24 小时变化为 -5,整体触达仍然可观。

  • 认证状态: 未认证
  • 互动率 (ER): 平均受众互动率为 15.81%。内容发布后 24 小时内通常能获得 4.22% 的反应,占订阅者总量。
  • 帖子覆盖: 每篇帖子平均可获得 1 936 次浏览,首日通常累积 517 次浏览。
  • 互动与反馈: 受众积极参与,单帖平均反应数为 3

📝 描述与内容策略

作者将该频道定位为表达主观观点的平台:
Hi Friends I am Sukant , Welcome to My Channel "Sukant Tutorial" In this channel you will get 1.Educational Related all videos 2.Educational News & Letters 3.Scholarship update Subscribe me on YouTube -: https://youtube.com/@SukantTutorial

凭借高频更新(最新数据采集于 09 七月, 2026),频道始终保持新鲜度与高覆盖。分析显示受众积极互动,使其成为 教育 类别中的关键影响点。

12 265
订阅者
-524 小时
-577
-22030
帖子存档
https://youtu.be/g5lw-zjQLFw ଯୁକ୍ତ ଦୁଇ ପିଲାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା👇 👉ଆସିଲା +2 ପରୀକ୍ଷା ମାର୍କିଂ ଗାଇଡ଼ଲାଇନ୍ 👉ମାର୍କସିଟ୍ ରେ ମାର୍କ କେମିତି ମିଳିବ ? 👉ପରୀକ୍ଷା ଦେବା ପାଇଁ ପଡ଼ିବ ସମସ୍ତଙ୍କୁ 👉ଟର୍ମ+ବାର୍ଷିକ ପରୀକ୍ଷା ଆଧାରରେ ମୂଲ୍ୟାଙ୍କନ

Let’s switch off power for an hour today from 8:30 pm to 9:30 pm to join the global community in observing Earth Hour. ♡ ㅤ ❍ㅤ
Let’s switch off power for an hour today from 8:30 pm to 9:30 pm to join the global community in observing Earth Hour. ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial

🔰 ଭାରତର ପ୍ରମୁଖ ସହରଗୁଡ଼ିକ ନଦୀ କୂଳରେ ଅବସ୍ଥିତ ➖➖➖➖➖➖➖➖➖➖➖       ସହର ​  -  ନଦୀ   -  ରାଜ୍ୟ 1. ଆଗ୍ରା - ଯମୁନା -  ଉତ୍ତରପ୍ରଦେଶ   2. ଅହମ୍ମଦାବାଦ - ସାବରମାଟି - ଗୁଜୁରାଟ 3. ଆହ୍ଲାବାଦ - ଗଙ୍ଗା - ଉତ୍ତରପ୍ରଦେଶ  4. ଅଯୋଧ୍ୟା - ସାରୁ - ଉତ୍ତରପ୍ରଦେଶ  5. ବଦ୍ରିନାଥ - ଗଙ୍ଗା - ଉତ୍ତରାଖଣ୍ଡ  6. କୋଲକାତା - ହୁଗୁଲି - ପଶ୍ଚିମବଙ୍ଗ  7. କଟକ - ମହାନଦୀ - ଓଡିଶା  8. ନୂଆଦିଲ୍ଲୀ - ଯମୁନା - ଦିଲ୍ଲୀ   9. ଦିବ୍ରୁଗଡ - ବ୍ରହ୍ମପୁତ୍ର - ଆସାମ  10. ଫିରୋଜପୁର - ସୂଟେଲଜ - ପଞ୍ଜାବ  11. ଗୁଆହାଟି - ବ୍ରହ୍ମପୁତ୍ର - ଆସାମ  12. ହରିଦ୍ୱାର - ଗଙ୍ଗା - ଉତ୍ତରାଖଣ୍ଡ  13. ହାଇଦ୍ରାବାଦ - ମୁସି - ତେଲେଙ୍ଗାନା  14. ଜବଲପୁର - ନର୍ମଦା - ମଧ୍ୟପ୍ରଦେଶ  15. କାନପୁର - ଗଙ୍ଗା - ଉତ୍ତରପ୍ରଦେଶ  16. କୋଟା - ଚାମ୍ବଲ - ରାଜସ୍ଥାନ  17.  ଜାନୁପୁର - ଗୋମତି - ଉତ୍ତରପ୍ରଦେଶ  18. ପାଟନା - ଗଙ୍ଗା - ବିହାର  19. ରାଜହମୁଣ୍ଡ୍ରି - ଗୋଦାବରୀ - ଆନ୍ଧ୍ରପ୍ରଦେଶ  20. ଶ୍ରୀନଗର - ଜେଲମ୍ - ଜାମ୍ମୁ-କାଶ୍ମୀର  21. ସୁରଟ - ତାପ୍ତି - ଗୁଜୁରାଟ  22. ତିରୁଚିରାପଲ୍ଲୀ - କାଭେରୀ - ତାମିଲନାଡୁ  23. ବାରାଣାସୀ - ଗଙ୍ଗା - ଉତ୍ତରପ୍ରଦେଶ   24. ବିଜୟୱାଡା - କୃଷ୍ଣ - ଆନ୍ଧ୍ରପ୍ରଦେଶ   25. ଭଦୋଦରା - ବିଶ୍ୱାମିତ୍ରୀ - ଗୁଜୁରାଟ   26. ମଥୁରା - ଯମୁନା - ଉତ୍ତରପ୍ରଦେଶ   27. ଅରାୟା - ଯମୁନା - ଉତ୍ତରପ୍ରଦେଶ   28. ଇଟାୱା - ଯମୁନା - ଉତ୍ତରପ୍ରଦେଶ   29. ବାଙ୍ଗାଲୋର - ବିଶ୍ୱଭବତୀ - କର୍ଣ୍ଣାଟକ   30. ଫାରୁଖବାଦ୍ - ଗଙ୍ଗା - ଉତ୍ତରପ୍ରଦେଶ   31. ଫତେହଗଡ - ଗଙ୍ଗା - ଉତ୍ତରପ୍ରଦେଶ   32. କନ୍ନୋଜ - ଗଙ୍ଗା - ଉତ୍ତରପ୍ରଦେଶ   33. ମାଙ୍ଗାଲୋର - ନେଟ୍ରାବତୀ - କର୍ଣ୍ଣାଟକ |  34. ଶିମୋଗା - ଟୁଙ୍ଗା ନଦୀ - କର୍ଣ୍ଣାଟକ   35. ଭଦ୍ରାବତୀ - ଭଦ୍ରା - କର୍ଣ୍ଣାଟକ   36. ହୋସପେଟ୍ - ତୁଙ୍ଗଭଦ୍ର - କର୍ଣ୍ଣାଟକ   37. କରୱାର - କାଳୀ - କର୍ଣ୍ଣାଟକ   38. ବାଗାଲକୋଟ - ଘାଟପ୍ରଭା - କର୍ଣ୍ଣାଟକ   39. ହନ୍ନାଭର୍ - ଶ୍ରାବତୀ - କର୍ଣ୍ଣାଟକ   40. ଗ୍ୱାଲିଅର୍ - ଚାମ୍ବଲ୍ - ମଧ୍ୟପ୍ରଦେଶ   41. ଗୋରଖପୁର - ରାପ୍ଟି - ଉତ୍ତରପ୍ରଦେଶ   42. ଲକ୍ଷ୍ନୌ - ଗୋମତି - ଉତ୍ତରପ୍ରଦେଶ   43. କାନପୁର - କ୍ୟାଣ୍ଟନମେଣ୍ଟ - ଗଙ୍ଗା ୟୁପି   44. ଶୁକ୍ଲାଗାନ୍ - ଗଙ୍ଗା - ଉତ୍ତରପ୍ରଦେଶ   45. ଚାକେରୀ - ଗଙ୍ଗା - ଉତ୍ତରପ୍ରଦେଶ   46. ​​ମାଲେଗାଓଁ - ଗିର୍ନା ନଦୀ - ମହାରାଷ୍ଟ୍ର   47. ସମ୍ବଲପୁର - ମହାନାଦୀ - ଓଡିଶା   48. ରାଉରକେଲା - ବ୍ରାହ୍ମଣୀ - ଓଡିଶା   49. ପୁଣେ - ମୁଥା - ମହାରାଷ୍ଟ୍ର   50. ଦାମନ୍ - ନଦୀ ଗଙ୍ଗା - ଦାମନ୍   51. ମଦୁରାଇ - ଭାଇଗାଇ - ତାମିଲନାଡୁ   52. ତିରୁଚିରାପଲ୍ଲୀ - କାଭେରୀ - ତାମିଲନାଡୁ  ➖➖➖➖➖➖➖➖➖➖➖ ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial

🔰 ବିଜ୍ଞାନ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉତ୍ତର 🔰 ➖➖➖➖➖➖➖➖➖➖➖  1. ଭିଟାମିନ୍ ବି ର ଅଭାବରୁ କେଉଁ ରୋଗ ହୁଏ? ✅Ans - ବେରୀ-ବେରୀ  2. ଭିଟାମିନ୍ ସି ର ଅଭାବରୁ କେଉଁ ରୋଗ ହୁଏ? ✅Ans - ସ୍କର୍ଭି  3. କ୍ଷୀରରେ କେଉଁ ଭିଟାମିନ୍ ନାହିଁ? ✅Ans - ଭିଟାମିନ୍ ସି 4. ଭିଟାମିନ୍ ଡି ଅଭାବରୁ କେଉଁ ରୋଗ ହୁଏ? ✅Ans - ରିକେଟ୍  5. କେଉଁ ଭିଟାମିନ୍ ର ଅଭାବ ରକ୍ତ ଜମାଟ ବାନ୍ଧେ ନାହିଁ? ✅Ans - ଭିଟାମିନ୍ କେ  6. ଭିଟାମିନ୍ ଇ ର ଅଭାବରୁ କେଉଁ ରୋଗ ହୁଏ? ✅Ans - ବନ୍ଧ୍ୟାକରଣ  7. ଭିଟାମିନ୍ ସି ର ରାସାୟନିକ ନାମ କ’ଣ? ✅Ans - ଆସ୍କୋରବିକ୍ ଏସିଡ୍  8. ଚର୍ବିରେ ଦ୍ରବୀଭୂତ ଭିଟାମିନ୍ କ’ଣ? ✅Ans - A ଏବଂ E  9. ସାଧାରଣ ଲୁଣର ରାସାୟନିକ ନାମ କ’ଣ? ✅Ans - NaCl (ସୋଡିୟମ୍ କ୍ଲୋରାଇଡ୍)  10. ହସିବା ଗ୍ୟାସର ରାସାୟନିକ ନାମ କ’ଣ? ✅Ans - ନାଇଟ୍ରସ୍ ଅକ୍ସାଇଡ୍ (N2O)  11. ଧୋଇବା ସୋଡାର ରାସାୟନିକ ନାମ କ’ଣ? ✅Ans - ସୋଡିୟମ୍ କାର୍ବୋନାଟ୍  12. ପିତ୍ତଳ କେଉଁ ଦୁଇଟି ଧାତୁର ମିଶ୍ରଣ? ✅Ans - ତମ୍ବା ଏବଂ ଜିଙ୍କ  13. କେଉଁ ଭିଟାମିନ୍ ର ରାସାୟନିକ ନାମ କାଲସିଫେରଲ୍? ✅Ans - ଭିଟାମିନ୍ ଡି  14. ଆଖି ଦାନରେ ଆଖିର କେଉଁ ଅଂଶ ଦାନ କରାଯାଏ? ✅Ans - କର୍ଣ୍ଣିଆ  15. କେଉଁ ଭିଟାମିନ୍ କୋବାଲ୍ଟ ଥାଏ? ✅Ans - ଭିଟାମିନ୍ ବି -12  16. କକ୍ଷର ପାୱାରହାଉସ୍ କ’ଣ କୁହାଯାଏ? ✅Ans - ମାଇଟୋକଣ୍ଡ୍ରିଆ  17. ଆମ ଶରୀରର କେଉଁ ଅଂଶରେ ଲାଲ ରକ୍ତ କଣିକା ଉତ୍ପନ୍ନ ହୁଏ? ✅Ans - ଅସ୍ଥି ମଜ୍ଜ।  18. ଜାତୀୟ ବିଜ୍ଞାନ ଦିବସ କେବେ ପାଳନ କରାଯାଏ? ✅Ans - ଫେବୃଆରୀ  19. ରକ୍ତଚାପ ମାପିବା ପାଇଁ କେଉଁ ଉପକରଣ ବ୍ୟବହୃତ ହୁଏ? ✅Ans - ସ୍ପିଗ୍ନୋମାନୋମିଟର ➖➖➖➖➖➖➖➖➖➖➖ ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial

https://youtu.be/P1NAv5-ug7E Sanctioned List Show କରୁନି ....କିପରି ଚେକ୍ କରିବେ ।ଆକାଉଣ୍ଟକୁ ଟଙ୍କା ଆସିବା ଆରମ୍ଭ ହେଲାଣି ......ST, OBC , EBC,SEBC ଶୀଘ୍ର ଦେଖନ୍ତୁ

10th ପିଲା ଯେଉଁମାନେ ଅଛ ସମସ୍ତେ @roytutorial Sir ଙ୍କୁ Massage କର Sir Online Class Start ହେବ ... ଆଜି ଠାରୁ

Join 10th Trigonometry Live Class On 9.00p.m 🔥🔥🔥🔥🔥🔥 Topic-Trigonometry MCQ 🔥🔥🔥🔥🔥🔥 Bit by bit discussion from Saurav Testpapers 🔥🔥🔥🔥🔥🔥 👇👇👇👇👇👇 https://youtu.be/aJ2Fhe1um_Q

🔷️ ଫର୍ମ ପୂରଣ ପାଇଁ ଯୁକ୍ତ ୨ ପରୀକ୍ଷାର୍ଥୀଙ୍କୁ ପୁଣି ସୁଯୋଗ 🔷️ ଫର୍ମ ପୂରଣ କରି ନଥିବା ଯୁକ୍ତ୨ ପରୀକ୍ଷାର୍ଥୀଙ୍କ ଲାଗି ଶେଷ ସୁଯୋଗ। କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ, କରେସ୍‌ପୋଣ୍ଡେନ୍ସ ପାଠ୍ୟକ୍ରମର ରେଗୁଲାର, ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ୪୫୦ ଟଙ୍କା ଜରିମାନା ଦେଇ ଫର୍ମ ପୂରଣ କରିପାରିବେ। ଆସନ୍ତା ୨୮ ଓ ୨୯ ତାରିଖରେ ଫର୍ମ ପୂରଣ କରିବା ସହ ତଥ୍ୟ ଅପଡେଟ୍‌ ହେବ। ୨୮ରୁ ୩୦ ତାରିଖ ମଧ୍ୟରେ ଫି' ଦାଖଲ କରିବେ। ଏସ୍‌ବି ଇ-କଲେକ୍ଟର୍‌ ଆନେକ୍ସ-୨କୁ ୩୧ ତାରିଖ ସୁଦ୍ଧା ମୁଖ୍ୟ ଓ ଜୋନାଲ କାର୍ଯ୍ୟାଳୟରେ ଦାଖଲ କରିବାକୁ କୁହାଯାଇଛି। ♡ ㅤ  ❍ㅤ    ⎙ㅤ  ⌲ ˡᶦᵏᵉ ᶜᵒᵐᵐᵉⁿᵗ ˢᵃᵛᵉ ˢʰᵃʳᵉ 👁‍🗨MUST SHARE & SUPPORT✅ ♥️ Join : @SukantTutorial

https://youtu.be/L3VdRUsdviE +2 Form Fill-Up Date.... କେଉଁମାନେ Form Fill-Up କରିନାହାନ୍ତି ସେମାନଙ୍କ ପାଇଁ ଶେଷ ସୁଯୋଗ .....

✅ ପ୍ରକାଶ ପାଇଲା ଦ୍ୱାଦଶ ପରୀକ୍ଷା କାର୍ଯ୍ୟସୂଚୀ: ➡️ ଏପ୍ରିଲ ୨୮ରୁ ଆରମ୍ଭ ହୋଇ ମେ ୨୮ରେ ଶେଷ ହେବ ପରୀକ୍ଷା ➡️ ପୂର୍ବରୁ ମେ ୨୪ରେ ପରୀକ୍ଷା ଶେଷ ହେବା ନେଇ ଘୋଷଣା ହୋଇଥିଲା ➡️ ଏପ୍ରିଲ ୪ରୁ ୧୨ ତାରିଖ ଯାଏଁ ପ୍ରାକ୍ଟିକାଲ ଓ ପ୍ରୋଜେକ୍ଟ ପରୀକ୍ଷା ➡️ ପରୀକ୍ଷା କାର୍ଯ୍ୟସୂଚୀ ବାବଦରେ ସିଏଚ୍ଏସ୍ଇ ପକ୍ଷରୁ ଘୋଷଣା

🟡 CHSE EXAM 2022 UPDATE 🟡 OFFICIAL SCHEDULE OUT

https://youtu.be/h8HjBnMVC7Q 👉 Program For Annual HS Examination Full Details 👉ପ୍ରଶ୍ନ ପତ୍ର ଢାଞ୍ଚା କଣ ରହିବ ? 👉 Syllabus କଣ ରହିବ (Regular & Ex-Regular)

କାଲି ସକାଳେ ଆପଣଙ୍କ ପାଖରେ Video ପହଞ୍ଚିବ ......ବହୁତ ପିଲା କହୁଛନ୍ତି Fake ⭕ବୋଲି କିନ୍ତୁ Fake nuhe..... ପାଠ ପଢ଼ା ଜୋରଦାର କରିଦିଅ କାଲି ଠାରୁ Important Question PDF Share କରିବି ...👍👍 Sukant Tutorial🥰

✅ ପ୍ରକାଶ ପାଇଲା ଦ୍ୱାଦଶ ପରୀକ୍ଷା କାର୍ଯ୍ୟସୂଚୀ: ➡️ ଏପ୍ରିଲ ୨୮ରୁ ଆରମ୍ଭ ହୋଇ ମେ ୨୮ରେ ଶେଷ ହେବ ପରୀକ୍ଷା ➡️ ପୂର୍ବରୁ ମେ ୨୪ରେ ପରୀକ୍ଷା ଶେଷ ହେବା ନେଇ ଘୋଷଣା ହୋଇଥିଲା ➡️ ଏପ୍ରିଲ ୪ରୁ ୧୨ ତାରିଖ ଯାଏଁ ପ୍ରାକ୍ଟିକାଲ ଓ ପ୍ରୋଜେକ୍ଟ ପରୀକ୍ଷା ➡️ ପରୀକ୍ଷା କାର୍ଯ୍ୟସୂଚୀ ବାବଦରେ ସିଏଚ୍ଏସ୍ଇ ପକ୍ଷରୁ ଘୋଷଣା Update କେତେବେଳୁ ମୋ ପାଖକୁ ଆସିଲାଣି କିଛି Problem ପାଇଁ Video Upload କରିପାରିଲିନି .... Sorry

🔖+୨ ବଡ଼ ଖବର 📌ମାର୍ଚ୍ଚ ୩୦ ତାରିଖ ସୁଦ୍ଧା ପରୀକ୍ଷା ପ୍ରୋଗ୍ରାମ ଆସିଯିବ । 📌ପରୀକ୍ଷା ତାରିଖ ଘୁଞ୍ଚିବା ର ସମ୍ଭାବନା ନାହିଁ । 📌ଥିଓରୀ ପରୀକ୍ଷା ସରିବା ପୂର୍ବରୁ ପ୍ରାକ୍ଟିକାଲ ପରୀକ୍ଷା ସରିବ । 📌ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ଦୁଇଟି ପ୍ରଣାଳୀ ରେ ମୂଲ୍ୟାଙ୍କନ କରାଯିବ । 📌 ୫୦% ୧ ନମ୍ବର ବିଶିଷ୍ଟ ପ୍ରଶ୍ନ ପାଇଁ CHSE ଦ୍ୱାରା ପଢ଼ାଯାଉଥିବା ବହି ର ସମସ୍ତ Example ଓ Exercise ପ୍ରଶ୍ନ କୁ ଭଲ ଭାବେ ଅଭ୍ୟାସ କରିବା ପାଇଁ ଶିକ୍ଷା ବିଶେଷଜ୍ଞ ଙ୍କ ପରାମର୍ଶ । 📌୩୦% ୨ ନମ୍ବର ଓ ୩ ନମ୍ବର ବିଶିଷ୍ଟ ପ୍ରଶ୍ନ ଓ ୨୦% ୪ ନମ୍ବର ଓ ୫ ନମ୍ବର ବିଶିଷ୍ଟ ପ୍ରଶ୍ନ ପାଇଁ ବିଗତ ୧୦ ବର୍ଷ ର ପୂର୍ବ ପ୍ରଶ୍ନ ପତ୍ର କୁ ଅଭ୍ୟାସ କରିବା ପାଇଁ ଶିକ୍ଷା ବିଶେଷଜ୍ଞ ମାନଙ୍କ ପରାମର୍ଶ । Any Doubt Contact @Sukant_Badal

https://youtu.be/iQqt8lQA4mA +2 ପାସ୍ ପିଲାଙ୍କ ପାଇଁ ଚାକିରୀ👇👇 1. Online Apply Date ? 2. Vacancy Position 3. Age Limit 4. Education Qualifications 5. Eligibility Criteria 6. Examination Fees 7. Examination Details

शहीद दिवस (Shaheed Diwas)
+1
शहीद दिवस (Shaheed Diwas)

https://youtu.be/VL88J_SwIFk +2 ପରୀକ୍ଷା ସୂଚୀ, ପରୀକ୍ଷା କେନ୍ଦ୍ର, ଆଡମିଟ୍ କାର୍ଡ ଆସିବା ତାରିଖ☝️☝️☝️

🟣 ଏପ୍ରିଲ୍‌ରୁ ସ୍କୁଲରେ ପୁଣି ଆରମ୍ଭ ହେବ ମଧ୍ୟାହ୍ନ ଭୋଜନ 🟣 ଏପ୍ରିଲ୍‌ ମାସରୁ ରାଜ୍ୟର ସ୍କୁଲରେ ପୁଣି ଆରମ୍ଭ ହେବ ମଧ୍ୟାହ୍ନ ଭୋଜନ। ପିଲାଙ୍କୁ ପୁଣି ମଧ୍ୟାହ୍ନ ଭୋଜନ ଦେବାକୁ ଗଣଶିକ୍ଷା ବିଭାଗର MDM ୟୁନିଟ୍‌ ନୋଡାଲ ଅଫିସର ଚିଠି ଲେଖିଛନ୍ତି। ସେ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ୍‌ ଗାଇଡ୍‌ ଲାଇନ୍‌ ସହ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବାକୁ ନିର୍ଦ୍ଦେଶ ରହିଛି। ମହାମାରୀ କରୋନା ପାଇଁ ରାଜ୍ୟରେ ବନ୍ଦ ରହିଥିଲା ସମସ୍ତ ସ୍କୁଲ୍‌। ଯେଉଁଥିପାଇଁ ମଧ୍ୟାହ୍ନ ଭୋଜନ ମଧ୍ୟ ବନ୍ଦ ରହିଥିଲା। ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ବାବଦକୁ ଟଙ୍କା ପ୍ରଦାନ କରାଯାଉଥିଲା। ଟଙ୍କା ସେମାନଙ୍କ ଆକାଉଣ୍ଟରେ ଜମା କରାଯାଉଥିଲା। ଆଉ କିଛି ସ୍ଥାନରେ ଚାଉଳ ଓ ଡାଲି ବଣ୍ଟନ କରାଯାଉଥିଲା। ଏବେ କିନ୍ତୁ କରୋନା କୋପ କମିଟି। ପୂର୍ବ ପରି ଖୋଲିଛି ସ୍କୁଲ୍‌। ପିଲାମାନେ କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ସ୍କୁଲ ଆସି ପାଠ ପଢ଼ୁଛନ୍ତି। ପିଲାମାନେ ଯେପରି ସ୍କୁଲରେ ଭୋକିଲା ନରହିବେ, ସେଥିପ୍ରତି ଧ୍ୟାନ ଦେଇ ରାଜ୍ୟ ସରକାର ପୁଣି ଥରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଅର୍ଥ ଏପ୍ରିଲ୍‌ ମାସରୁ ପିଲାମାନେ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇବେ।

ବନ୍ଦ ହେବ ସିଟି ପାଠ୍ୟକ୍ରମ !
ବନ୍ଦ ହେବ ସିଟି ପାଠ୍ୟକ୍ରମ !