Technical Parme
前往频道在 Telegram
📈 Telegram 频道 Technical Parme 的分析概览
频道 Technical Parme (@technicalparme2u) 英语 语言赛道中的 是活跃参与者。目前社区聚集了 23 700 名订阅者,在 职业 类别中位列第 1 659,并在 印度 地区排名第 17 199 位。
📊 受众指标与增长动态
自 невідомо 创建以来,项目保持高速增长,吸引了 23 700 名订阅者。
根据 12 十月, 2026 的最新数据,频道保持稳定运转。过去 30 天订阅人数变化为 -306,过去 24 小时变化为 0,整体触达仍然可观。
- 认证状态: 未认证
- 互动率 (ER): 平均受众互动率为 9.51%。内容发布后 24 小时内通常能获得 2.52% 的反应,占订阅者总量。
- 帖子覆盖: 每篇帖子平均可获得 2 258 次浏览,首日通常累积 597 次浏览。
- 互动与反馈: 受众积极参与,单帖平均反应数为 3。
- 主题关注点: 内容集中在 ହେବ, ଶୁଭ, ପଦ୍ଧତି, ଆଜି, ତାରିଖ 等核心主题上。
📝 描述与内容策略
作者将该频道定位为表达主观观点的平台:
“I Am Provide Job Related Update Daily Join Now My Youtube Family”
凭借高频更新(最新数据采集于 13 十月, 2026),频道始终保持新鲜度与高覆盖。分析显示受众积极互动,使其成为 职业 类别中的关键影响点。
23 700
订阅者
无数据24 小时
-907 天
-30630 天
数据加载中...
吸引订阅者
十月 '2610月 '26
十月 '260
在0个频道中
九月 '26
+12
在0个频道中
Get PRO
八月 '26
+95
在0个频道中
Get PRO
七月 '26
+35
在0个频道中
Get PRO
六月 '26
+21
在0个频道中
Get PRO
五月 '260
在0个频道中
Get PRO
四月 '26
+2
在0个频道中
Get PRO
三月 '260
在0个频道中
Get PRO
二月 '260
在0个频道中
Get PRO
一月 '26
+50
在0个频道中
Get PRO
十二月 '25
+146
在0个频道中
Get PRO
十一月 '25
+95
在0个频道中
Get PRO
十月 '25
+206
在0个频道中
Get PRO
九月 '25
+774
在0个频道中
Get PRO
八月 '25
+874
在0个频道中
Get PRO
七月 '25
+577
在0个频道中
Get PRO
六月 '25
+478
在0个频道中
Get PRO
五月 '25
+1 291
在0个频道中
Get PRO
四月 '250
在0个频道中
Get PRO
三月 '250
在0个频道中
Get PRO
二月 '25
+254
在0个频道中
Get PRO
一月 '25
+1 510
在0个频道中
Get PRO
十二月 '24
+281
在0个频道中
Get PRO
十一月 '24
+537
在0个频道中
Get PRO
十月 '24
+1 866
在0个频道中
Get PRO
九月 '24
+548
在0个频道中
Get PRO
八月 '24
+598
在0个频道中
Get PRO
七月 '24
+1 624
在0个频道中
Get PRO
六月 '24
+1 897
在0个频道中
Get PRO
五月 '24
+26
在0个频道中
Get PRO
四月 '24
+441
在0个频道中
Get PRO
三月 '24
+1 766
在0个频道中
Get PRO
二月 '24
+1 210
在0个频道中
Get PRO
一月 '24
+1 132
在0个频道中
Get PRO
十二月 '23
+16 049
在0个频道中
| 日期 | 订阅者增长 | 提及 | 频道 | |
| 12 十月 | 0 | |||
| 11 十月 | 0 | |||
| 10 十月 | 0 | |||
| 09 十月 | 0 | |||
| 08 十月 | 0 | |||
| 07 十月 | 0 | |||
| 06 十月 | 0 | |||
| 05 十月 | 0 | |||
| 04 十月 | 0 | |||
| 03 十月 | 0 | |||
| 02 十月 | 0 | |||
| 01 十月 | 0 |
频道帖子
| 2 | https://youtu.be/LA5HuJzdeWc?si=Hwp7a7THD41cPaGK
https://youtu.be/LA5HuJzdeWc?si=Hwp7a7THD41cPaGK | 1 104 |
| 3 | *ଖବର ଆଜିର*
ତାରିଖ ୦୮-୧୦-୨୦୨୬ ଗୁରୁବାର
୧- ପ୍ରଖ୍ୟାତ ଅଭିନେତା ନାନା ପାଟେକରଙ୍କ ୭୫ ବର୍ଷ ବୟସରେ ନିଧନ! ଗୋଆରେ ଥିବା ବାସ ଭବନରେ ହଠାତ୍ ହୃଦଘାତ ହେବା ପରେ ଚିକିତ୍ସାଳୟରେ ନିଧନ।
୨- ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ: ବିରୋଧୀଙ୍କ ଆହ୍ୱାନ, ପ୍ରଶାସନର ପ୍ରସ୍ତୁତି। ଲୋକସେବା ଭବନ ପାଇଁ କଡ଼ା SOP, ୯.୩୦ ସୁଦ୍ଧା ଅଫିସ୍ରେ ପହଞ୍ଚିବେ କର୍ମଚାରୀ।
୩- ଆଜି ଗଡିବନି ଅନଲାଇନ୍ କିମ୍ବା ଅଫଲାଇନ୍ ଅଟୋ, ସକାଳ ୬ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ। ଚାଲିବ ବସ୍, ଓଡ଼ିଶା ବନ୍ଦକୁ ସମର୍ଥନ କରୁନି ରାଜ୍ୟ ବସ୍ ମାଲିକ ସଂଘ।
୪- ବନ୍ଦ ଡାକରା ସତ୍ତ୍ବେ ସ୍ଥଗିତ ହେବନି D.El.Ed ପରୀକ୍ଷା, ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା।
୫- ଭୁବନେଶ୍ୱର: ୯ରୁ ନାମାଙ୍କନ, ୧୫ରେ ମତଦାନ; ରାଜ୍ୟର ୧୩ ବିଶ୍ୱବିଦ୍ୟାଳୟ ଓ ୩୨୮ କଲେଜରେ ଛାତ୍ର ସଂସଦ ନିର୍ବାଚନ ହେବ, ଆଉ ୨୦୫ ଶିକ୍ଷାନୁଷ୍ଠାନରେ ଛାତ୍ରନେତା ମନୋନୀତ ହେବେ।
୬- ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗର ନାଗରିକମାନଙ୍କ ପାଇଁ ବଡ଼ ଘୋଷଣା, SEBCଙ୍କ ପାଇଁ ଗଠନ ହେଲା କମିଶନ।ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ ଏହି କମିଶନର ଅଧ୍ୟକ୍ଷ।
୭- ମୌସୁମୀ ବିଦାୟ ବେଳେ ବଦଳିଲା ପାଣିପାଗ; ୩ ଦିନ ଝଡ଼-ବର୍ଷା, ବଜ୍ରପାତ ଆଶଙ୍କା, ଏକାଧିକ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି।
୮- ହବିଷିଆଳି ପଞ୍ଜୀକରଣ ଆରମ୍ଭ; ୨୫ ଶହ ମହିଳାଙ୍କୁ ମିଳିବ ସୁଯୋଗ। ଅସୁସ୍ଥ ଥିଲେ ମନୋନୀତ କରାଯିବ ନାହିଁ।
୯- ପୂଜା ପାଇଁ କମିଶନରେଟ୍ ପୋଲିସର କଡ଼ା ସୁରକ୍ଷା, ରାଜଧାନୀରେ ଏ ବର୍ଷ ୧୯୮ ପୂଜା ପେଣ୍ଡାଲ।
୧୦- ଚାଉଳ ଗ୍ରହଣ ବନ୍ଦ କରିଦେଇଛି ରାଜ୍ୟ ଖାଦ୍ୟଶସ୍ୟ ଭଣ୍ଡାର। ୧୦.୧୫ ଲକ୍ଷ ଟନ୍ କ୍ରୟ ହୋଇଛି।
୧୧- ଭୁବନେଶ୍ୱର: ଅସ୍ୱାସ୍ଥ୍ୟକର ପରିବେଶରେ ଗୁପଚୁପର ପ୍ରସ୍ତୁତି, BMCର ୮ ଜଣିଆ ଟିମ୍ର ଚଢ଼ାଉ। ଖଟା ପାଣିରେ ମିଶୁଥିଲା ଶୌଚାଳୟ ପାଣି! ଅତ୍ୟନ୍ତ ଅପରିଷ୍କାର ଓ ଦୁର୍ଗନ୍ଧ ପରିବେଶ।
୧୨- କଟକ: ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ଗିରଫ ଭୟରେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ବିଦ୍ୟାଭାରତୀ।
୧୩- କଟକ ସିଟି କଲେଜ ସାମ୍ନା କାଠଯୋଡ଼ି ନଦୀପଠା: ଦଶହରା ପୂର୍ବରୁ ଚାଞ୍ଚଲ୍ୟ, ଯୁବତୀଙ୍କ ଦୁଇ ଆଖି ତାଢି ମୂହଁକୁ ପଥରରେ ଛେଚି ନିର୍ମମ ହତ୍ୟା।
୧୪- ଓଡ଼ିଆ DGP ଚୟନ ପ୍ରକିୟା ମାମଲା: ଆଜି ଆସିପାରେ ସୁପ୍ରିମକୋର୍ଟଙ୍କ ରାୟ।
୧୫- ବନ୍ଦୀ ସ୍ଥାନାନ୍ତରଣ ମାମଲାରେ ନିୟମ ଉଲ୍ଲଂଘନ ଯୋଗୁଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ।
୧୬- ସେନାରେ କାର୍ଯ୍ୟରତ ଅବସ୍ଥାରେ ନାଗାଲାଣ୍ଡରେ ସହିଦ ହୋଇଥିବା ଭି.ତେଜାଙ୍କୁ ତାଙ୍କ ରାୟଗଡା ବାସଭବନରେ ଗାର୍ଡ ଅଫ୍ ଅନର ପ୍ରଦାନ।
୧୭- ଯାଜପୁରରେ ୫ ଶହରୁ ଊର୍ଦ୍ଧ୍ବ ଇଟାଭାଟି, ଶୋଷୁଛନ୍ତି ଲକ୍ଷଲକ୍ଷ କ୍ୟୁସେକ୍ ଭୂତଳ ଜଳ। ଲୋକଙ୍କୁ ପିଇବାକୁ ପାଣି ମିଳୁନି।
୧୮- ସୁନ୍ଦରଗଡ଼ ଜିଲ୍ଲାରେ ବଢ଼ୁଛି ଶିଶୁ ମୃତ୍ୟୁହାର। କାରଣ ଜଣ୍ଡିସ, ମ୍ୟାଲେରିଆ, ଯକ୍ଷ୍ମା, ନିମୋନିଆ, ରକ୍ତହୀନତା, ପୁଷ୍ଟିହୀନତା।
୧୯- ମୟୂରଭଞ୍ଜ ଜିଲ୍ଲାରେ କାୟା ମେଲାଉଛି ଯକ୍ଷ୍ମା। ବାସନ୍ଦ ଭୟରେ ଲୋକେ ରୋଗ ଲୁଚାଉଛନ୍ତି।
୨୦- ପଶ୍ଚିମବଙ୍ଗ ସରକାରଙ୍କ ଉପଦେଷ୍ଟା ନିଯୁକ୍ତ ହେଲେ ମିଥୁନ ଚକ୍ରବର୍ତ୍ତୀ।
୨୧- ଆସାମରେ ଡାକ୍ତରୀ ପଢ଼ା ହେଲା ମହଙ୍ଗା, ପରିବାରର ବାର୍ଷିକ ଆୟ ଆଧାରରେ ନିର୍ଦ୍ଧାରିତ ହେବ ଫି'।
୨୨- ପୈତୃକ ସମ୍ପତ୍ତି ବିକ୍ରୟ କରିବେ ରାଜପାଲ ଯାଦବ, କୋର୍ଟରେ ଦାଖଲ କଲେ ୧ କୋଟି ୧୫ ଲକ୍ଷର ଡ୍ରାଫ୍ଟ।
୨୩- ମୁଦ୍ରାସ୍ଫୀତି ବୃଦ୍ଧି ମଧ୍ୟରେ ରେପୋ ହାର ୨୫ ବେସିସ୍ ପଏଣ୍ଟ ବୃଦ୍ଧି କରି ୫.୫% କଲା ଆରବିଆଇ। ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ପୂର୍ବରୁ ଷ୍ଟକ୍ ବଜାର ଭୁଶୁଡ଼ିଲା, ସେନସେକ୍ସ ୪୬୨ ପଏଣ୍ଟ ହ୍ରାସ, ନିଫ୍ଟି ୨୨,୬୦୦ରେ ଛୁଇଁଲା।
୨୪- ପୂର୍ବ ଦିଲ୍ଲୀରେ ଭୁଶୁଡିଲା ୪ ମହଲା କୋଠା, ଭଙ୍ଗା ଘର ତଳେ ଲୋକେ ଦବି ରହିଥିବା ଆଶଙ୍କା।
୨୫- ପାକିସ୍ତାନ କେପି, ବଲୁଚିସ୍ତାନରେ ୧୮ ବିଦ୍ରୋହୀଙ୍କୁ ହତ୍ୟା କଲା ପାକ୍ ସେନା।
୨୬- ପୋଲାଣ୍ଡରେ ହାଇ ସ୍କୁଲ୍ ପରିସରରେ ଛୁରୀମାଡ଼, ୮ ଛାତ୍ର ଓ ଶିକ୍ଷକ ଆହତ।
୧୭- ରୁଷ୍ରେ ସନ୍ଦିଗ୍ଧ ପ୍ଲେଗ୍ ସଂକ୍ରମଣ ନେଇ ବଢୁଛି ବିଶ୍ୱ ଚିନ୍ତା।
୨୮- ୱାଶିଂଟନ: କ୍ୟାପଟେନ ସ୍ମିତଙ୍କ ସମ୍ମାନରେ ଆମେରିକା ସଂସଦରେ ପ୍ରସ୍ତାବ ପାରିତ।
୨୯- ରସାୟନ ବିଜ୍ଞାନରେ ନୋବେଲ୍: ହେନେରୀ ବି. କାଗନ ଓ କେନ୍ସୋ ସୋଆଇଙ୍କୁ ମିଳିବ ସମ୍ମାନ।
୩୦- ଇରାନ ସହ ଚୁକ୍ତି ପାଇଁ ବଡ଼ ସର୍ତ୍ତରୁ ପଛକୁ ହଟିଲା ଆମେରିକା, କହିଲା ୟୁରାନିୟମ ସମୃଦ୍ଧି କ୍ଷମତା ହ୍ରାସ ଜରୁରୀ।
୩୧- ରାଜ୍ୟସ୍ତରୀୟ ସ୍କୁଲ ବକ୍ସିଂରେ ସୁନ୍ଦରଗଡ଼ ଖେଳାଳି ୪ ସ୍ୱର୍ଣ୍ଣ, ୧୧ ରୌପ୍ୟ ଓ ୧୬ କାଂସ୍ୟ ପଦକ ଜିତି ଜାତୀୟସ୍ତର ପାଇଁ ଚୟନ ହୋଇଛନ୍ତି।
୩୨- ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ବିଜେତା ହକି ତାରକା ଶୀଳାନନ୍ଦ ଲାକ୍ରାଙ୍କୁ ରାଉରକେଲାରେ ଭବ୍ୟ ସ୍ୱାଗତ, କିନ୍ତୁ ପ୍ରଶାସନ ଭୁଲିଗଲା।
୩୩- ଭାରତୀୟ ଟେବଲ ଟେନିସ ଯୋଡ଼ି ମାନବ ଓ ମନୁଷ ଡବ୍ଲ୍ୟୁଟିଟି ଚାଇନା ସ୍ମାସ୍ର କ୍ବାର୍ଟରରେ ପ୍ରବେଶ।
୩୪- ୧୯ ବର୍ଷରୁ କମ୍ ଦ୍ବିତୀୟ ଟେଷ୍ଟ୍ରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ।
୩୫- ICC ଟି୨୦ ମାନ୍ୟତା: ୭ମ ସ୍ଥାନକୁ ଉଠିଲେ ଶ୍ରେୟସ ଆୟର।
*ଶୁଭ ସକାଳ*
ଆଜି ଆଶ୍ୱିନ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ, ଭାରତୀୟ ବାୟୁସେନା ଦିବସ, ବିଶ୍ୱ ଅକ୍ଟୋପସ ଦିବସ, ମୁନସୀ ପ୍ରେମଚନ୍ଦଙ୍କ ତିରୋଧାନ, | 1 143 |
| 4 | *ଖବର ଆଜିର*
ତାରିଖ ୦୬-୧୦-୨୦୨୬ ମଙ୍ଗଳବାର
୧- ଭୁବନେଶ୍ୱର: ଶରତରେ ଅସହ୍ୟ ତାତି, ପାରଦ ୩୬ ପାର୍, ସ୍ବାଭାବିକ ଠାରୁ ୪.୩ ଡିଗ୍ରୀ ଅଧିକ।
୨- ଆଠ ବର୍ଷ ପରେ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ, ଅକ୍ଟୋବର ୧୫ରେ ହେବ ଭୋଟ୍। ଆସନ୍ତା କାଲି ଆସିବ ଅଫିସିଆଲ ନୋଟିଫିକେସନ୍ ।
୩- କ୍ୟାମ୍ପସ୍ ନିର୍ବାଚନରେ ସୋସିଆଲ ମିଡିଆ ପାଇଁ କଡ଼ା ନିୟମ, AI ଫେକ୍କୁ ରୋକ୍। ଅପମାନଜନକ ଭାଷା, ବ୍ୟକ୍ତିଗତ ଆକ୍ରମଣ, ଭିତ୍ତିହୀନ ଅଭିଯୋଗ ଏବଂ ମିଥ୍ୟା କିମ୍ବା ବିଭ୍ରାନ୍ତିକର ତଥ୍ୟ ପ୍ରଚାର ଉପରେ କଟକଣା ଲାଗିଛି।
୪- ଭୁବନେଶ୍ୱର: OAS ସ୍ତରରେ ବଡ଼ ଧରଣର ଅଦଳବଦଳ, ଗୋଟିଏ ଦିନରେ ୨୭ ଜଣ ବରିଷ୍ଠ ଓଏଏସ୍ ଅଧିକାରୀଙ୍କ ବଦଳି କଲେ ସରକାର।
୫- କଟକ: ୩୧ ସୁଦ୍ଧା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମାର୍କ ଅପଲୋଡ଼ ପାଇଁ ନିର୍ଦ୍ଦେଶ।
୬- ଓଡ଼ିଆ ସିନେମାର ସ୍ମୃତି ଗବେଷଣା କେନ୍ଦ୍ର ହେବ କଳିଙ୍ଗ ଷ୍ଟୁଡିଓ: ମୁଖ୍ୟମନ୍ତ୍ରୀ
୭- ପ୍ରଣବଙ୍କ ଉପରେ ଆକ୍ରମଣ ଘଟଣା: ୪୮ ଘଣ୍ଟାରେ ଗିରଫ ହେବେ ଅଭିଯୁକ୍ତ, ପ୍ରତିଶ୍ରୁତି ଦେଲେ ଯାଜପୁର ଏସପି।
୮- ଖଲିକୋଟ ବିଶ୍ୱବିଦ୍ୟାଳୟରେ ଛାତ୍ର ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ; ଥାନାରେ ୯ ଅଟକ।
୯- ଫାଇଲ ମିସିଂ: କନ୍ଧମାଳ ଦଙ୍ଗା କମିଶନ ଫାଇଲ ଘଟଣାରେ ୩ ଜଣଙ୍କ ବୟାନ ରେକର୍ଡ।
୧୦- ରାଜ୍ୟରେ ଆରମ୍ଭ ହେଲା ସିକଲସେଲ୍ ଟିକାକରଣ, ଅନୁଗୋଳରୁ ଶୁଭାରମ୍ଭ।
୧୧- ଭୁବନେଶ୍ୱର: ପୂଜା ମଣ୍ଡପରେ ସୁଦୃଢ଼ ହେବ ଅଗ୍ନି ନିରାପତ୍ତା ବ୍ୟବସ୍ଥା, ଯାଞ୍ଚ ହେବ ବାଣୁଆଙ୍କ ପରିଚୟପତ୍ର।
୧୨- କଟକରେ ନିଆଳି ଅପମିଶ୍ରିତ ପନିର ଜବତ ଘଟଣା: ଜଣେ ବ୍ୟବସାୟୀ ଗିରଫ।
୧୩- ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ବେତନଟୀ ଆର୍ ଆଣ୍ଡ ବି ସହକାରୀ କାର୍ଯ୍ୟନିର୍ବାହୀ ଇଂଜିନିୟର ଅରବିନ୍ଦ ମହାନ୍ତି, ସକାଳୁ ସକାଳୁ ୧୦ଟି ସ୍ଥାନରେ ଏକକାଳୀନ ତଲାସୀ ଜାରି।
୧୪- ଆଜି ସୁନାବେଡ଼ା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।ସୁଖୋଇ-୩୦ MKI ଇଞ୍ଜିନ ସହ ଜଡ଼ିତ କାର୍ଯ୍ୟ, ବିଶେଷକରି ଇଞ୍ଜିନ ନମ୍ବର ୨୦୦୦ ସମ୍ପର୍କିତ କାର୍ଯ୍ୟର ମଧ୍ୟ ସମୀକ୍ଷା କରିବେ।
୧୫- ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ୨.୦ କାର୍ଯ୍ୟାନ୍ବୟନରେ ଜାତୀୟ ସ୍ତରରେ ଓଡ଼ିଶା ପୁରସ୍କୃତ ହେଲା।
୧୬- ରାଜଧାନୀରେ ପୁନଃବିକଶିତ ଅତ୍ୟାଧୁନିକ ‘କଳିଙ୍ଗ ଷ୍ଟୁଡିଓ’ ଲୋକାର୍ପିତ ହୋଇଛି।
୧୭- ପୂର୍ବତନ ଆୟୁଷ ନିର୍ଦ୍ଦେଶକଙ୍କୁ ବାଧ୍ୟତାମୂଳକ ଅବସର ନିର୍ଦ୍ଦେଶକୁ ରଦ୍ଦ କଲେ ହାଇକୋର୍ଟ।
୧୯- ରାଜଧାନୀରେ ନାବାଳକ ଗାଡ଼ି ଚାଳନା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ, ଆରମ୍ଭ ହେଲା ସ୍ପେଶାଲ୍ ଡ୍ରାଇଭ୍।
୧୯- ରାଜଧାନୀର ଏକ ହୋଟେଲରୁ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ମୁରଲୀଧରନଙ୍କ ମୃତଦେହ ସନ୍ଦେହଜନକ ଭାବେ ଉଦ୍ଧାର।
୨୦- ଭଦ୍ରକ ତିହିଡ଼ିରେ ଜାଲ୍ ତଥ୍ୟରେ ୯ଟି ସିମ୍ କାର୍ଡ ଜାରି ଅଭିଯୋଗରେ ପିଓଏସ୍ ଏଜେଣ୍ଟଙ୍କ ବିରୋଧରେ ମାମଲା।
୨୧- ମୟୁରଭଞ୍ଜ ରାଇରଙ୍ଗପୁରରେ ଗୁଣିଗାରେଡ଼ି ଆଳରେ ନବବିବାହିତାଙ୍କୁ ଦୁଷ୍କର୍ମ ଅଭିଯୋଗ।
୨୨- ଝାରସୁଗୁଡ଼ା ଜିଲ୍ଲା ଲଖନପୁରରେ ଜମିବାଡ଼ି ବିବାଦରୁ କାଠ ଫାଳିଆରେ ପିଟି ବଡ଼ ଭାଇକୁ ହତ୍ୟା କଲା ସାନ।
୨୩- କୁଲଡିହା ଅଭୟାରଣ୍ୟରେ ଦେଶୀ ବନ୍ଧୁକ ସହ ବାରୁଦ, ଲୁହା ବଲ୍ ଓ ଫାଶ ଜବତ, ୬ ଶିକାରୀ ଗିରଫ।
୨୪- ଭୋପାଳ: କୁନୋରୁ ଆସିଲା ଖୁସି ଖବର, ୫ ଶାବକ ଜନ୍ମ ଦେଲା ଭାରତରେ ଜନ୍ମିତ ଚିତା, ମୋଟ୍ ସଂଖ୍ୟା ୬୦କୁ ବୃଦ୍ଧି।
୨୫- 'ଆପଣଙ୍କ ସ୍ଥାନ ଜେଲରେ’, ଚେକ୍ ବାଉନ୍ସ ମାମଲାରେ ରାଜପାଲ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ୍।
୨୬- ୧୦ ଲକ୍ଷ ନିଯୁକ୍ତି ଏବଂ ୧୦୦ ବିଲିୟନ୍ ଡଲାର ନିବେଶ; ସ୍ୱିଜରଲ୍ୟାଣ୍ଡ ସହ ଭାରତର ବଡ଼ ଚୁକ୍ତି।
୨୭- ଏସ୍ଆଇଆର୍ ବିବାଦରେ ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ: ଫର୍ମ-୬ ପରିବର୍ତ୍ତନକୁ ମଞ୍ଜୁର କରିନାହାନ୍ତି କୋର୍ଟ।
୨୮- ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବିରୋଧରେ ଦୁର୍ନୀତି ଅଭିଯୋଗ, ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ।
୨୯- ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ନୋଟିସ ଆଣିଲେ ପୂର୍ବତନ ଆଇଏଏସ୍ ନେତୃତ୍ବାଧୀନ ପ୍ରତିନିଧି ଦଳ।
୩୦- ଭାରତୀୟ ଜାତୀୟ ପାରିବାରିକ ଯାତ୍ରା ସର୍ଭେ: କର୍ମକ୍ଷେତ୍ରକୁ ଯିବାଲାଗି ଲୋକଙ୍କ ଅଧିକ ପସନ୍ଦ ଦୁଇ ଚକିଆ।
୩୧- ବିମାନ ଇନ୍ଧନ ଦର ବଢ଼ିବା ପରେ ଏୟାରଲାଇନ୍ ଇଣ୍ଡିଗୋ ଏହାର ବିମାନର ଇନ୍ଧନ ସର୍ଚାର୍ଜ ବଢ଼ାଇଛି।
୩୨- ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ ରାଜିନାମାର ଅଗ୍ରଗତି ଅଟକି ଯାଇଛି।
୩୩- ଭାରତୀୟ ଧନୀ ବିଦେଶମୁହାଁ: ବିଦେଶରେ ରହୁଛନ୍ତି ୧୫୬ ଜଣ, ଆମେରିକାରେ ସର୍ବାଧିକ ୯୦ ଜଣ।
୩୪- ଫ୍ଲାଏଦୁବାଇ ବିମାନର ଆକ୍ରମଣକାରୀ ସହ-ପାଇଲଟ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ୟୁଏଇ ପ୍ରୟାସ କରୁଛି।
୩୫- ଟ୍ରମ୍ପ ସେନାକୁ ଚକ୍ମା ଦେବେ ଇରାନ୍ର ମହିଳା, ଆରମ୍ଭ ହେଲା ଜୋରଦାର ଟ୍ରେନିଂ।
୩୬- ମେଡିସିନ୍ରେ ନୋବଲ୍ ପୁରସ୍କାର ପାଇଁ ମିଳିତ ଭାବେ ୩ ବୈଜ୍ଞାନିକ: ଆମେରିକା ବୈଜ୍ଞାନିକ କାର୍ଲ ଡେସେରୋଥ୍, ଜର୍ମାନୀ ବୈଜ୍ଞାନିକ ପିଟର ହେଗେମ୍ୟାନ୍ ଏବଂ ଜର୍ଜ ନାଗେଲ୍ ଯୁଗ୍ମ ମନୋନୀତ।
୩୭- ଆଜି ଭାରତ - ଓ୍ବେଷ୍ଟ ଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟି୨୦, ଏକାନ୍ନାରେ ହେବ ବ୍ୟାଟିଂ ବିସ୍ଫୋରଣ।
*ଶୁଭ ସକାଳ*
ଆଜି ଆଶ୍ୱିନ ମାସ କୃଷ୍ଣ ପକ୍ଷ ଏକାଦଶୀ, ଇନ୍ଦିରା ଏକାଦଶୀ, ବିଶ୍ୱ ସେରେବ୍ରାଲ ପାଲସି ଦିବସ | 1 409 |
| 5 | Full Details - Click Here/Click HereClick HereClick HereClick Here | 1 173 |
| 6 | https://youtu.be/w1jhUgNfChA?si=LecvtFxUP8D5ZAc6
https://youtu.be/w1jhUgNfChA?si=LecvtFxUP8D5ZAc6 | 1 178 |
| 7 | Apply Link & Notification Download - Click Here /Click Here/ Click Here / Click Here | 2 378 |
| 8 | https://youtu.be/Qv23JVrgfAI?si=1HoLYfvxqXjwKxVR
https://youtu.be/Qv23JVrgfAI?si=1HoLYfvxqXjwKxVR | 2 409 |
| 9 | ଆଜିର ପରିଶ୍ରମ, କାଲିର ସଫଳତା! 🔥
ସ୍ୱପ୍ନ ସମସ୍ତେ ଦେଖନ୍ତି,
କିନ୍ତୁ ସ୍ୱପ୍ନକୁ ସତ କରିବା ପାଇଁ ପ୍ରତିଦିନ ପରିଶ୍ରମ କରୁଥିବା ଲୋକ ହିଁ ସଫଳ ହୁଅନ୍ତି।
📚 ଆଜି ପଢ଼ିବାକୁ ମନ ହେଉନି?
ମନେ ରଖନ୍ତୁ—ଆପଣଙ୍କ ପ୍ରତିଦ୍ୱନ୍ଦୀ ଏବେ ପଢ଼ୁଥାଇପାରେ!
⏰ ସମୟ ନଷ୍ଟ କରନ୍ତୁ ନାହିଁ।
📖 ପ୍ରତିଦିନ ଅଳ୍ପ ଅଳ୍ପ କରି ପଢ଼ନ୍ତୁ।
✍️ MCQ practice କରନ୍ତୁ।
🔄 ଭୁଲ୍ ହୋଇଥିବା ପ୍ରଶ୍ନକୁ ପୁଣି ପଢ଼ନ୍ତୁ।
💪 ହାର ମାନନ୍ତୁ ନାହିଁ।
ଆପଣଙ୍କ ଲକ୍ଷ୍ୟ କେବଳ ଏକ ଚାକିରି ନୁହେଁ—
ଆପଣଙ୍କ ପରିବାରର ଗର୍ବ ହେବା! ❤️
ଆଜି କଷ୍ଟ କରନ୍ତୁ,
ଯେପରିକି କାଲି ନିଜକୁ କହିପାରିବେ—
🔥 “ମୁଁ ଚେଷ୍ଟା ଛାଡ଼ି ନଥିଲି, ସେଥିପାଇଁ ମୁଁ ସଫଳ ହେଲି।”
🎯 ଲକ୍ଷ୍ୟ ଧରନ୍ତୁ | ପରିଶ୍ରମ କରନ୍ତୁ | ସଫଳତା ନିଶ୍ଚିତ! | 2 411 |
| 10 | All District Link Full Details - Click Here/Click Here / Click Here / Click Here | 2 429 |
| 11 | https://youtu.be/HN9WMLBYelo?si=4hQQvEJGLZ1nwbmq
https://youtu.be/HN9WMLBYelo?si=4hQQvEJGLZ1nwbmq | 2 440 |
| 12 | Full Details - Click Here।/ Click here। /Click here | 2 459 |
| 13 | https://youtu.be/MawI95V1OGg?si=ryHm2ApIlA9v_DJ5
https://youtu.be/MawI95V1OGg?si=ryHm2ApIlA9v_DJ5 | 2 452 |
| 14 | 100. ‘ପୃଥିବୀ’ର ପ୍ରତିଶବ୍ଦ—
A) ଗଗନ
B) ଧରିତ୍ରୀ
C) ନୀର
D) ପାବକ
ଉତ୍ତର: B
101. ‘ଅନଳ’ର ଅର୍ଥ—
A) ପାଣି
B) ପବନ
C) ଅଗ୍ନି
D) ଆକାଶ
ଉତ୍ତର: C
102. ‘ପାବକ’ର ଅର୍ଥ—
A) ଅଗ୍ନି
B) ଚନ୍ଦ୍ର
C) ସୂର୍ଯ୍ୟ
D) ବାୟୁ
ଉତ୍ତର: A
103. ‘ନୀର’ର ଅର୍ଥ—
A) ଅଗ୍ନି
B) ଜଳ
C) ବାୟୁ
D) ମାଟି
ଉତ୍ତର: B
104. ‘ଅମ୍ବର’ର ଅର୍ଥ—
A) ପୃଥିବୀ
B) ଆକାଶ
C) ସମୁଦ୍ର
D) ଅଗ୍ନି
ଉତ୍ତର: B
105. ‘ଅନ୍ଧକାର’ର ବିପରୀତ—
A) ରାତ୍ରି
B) ଆଲୋକ
C) ଛାୟା
D) ତମ
ଉତ୍ତର: B
106. ‘ଆଦି’ର ବିପରୀତ—
A) ଆରମ୍ଭ
B) ଅନ୍ତ
C) ପ୍ରଥମ
D) ମୂଳ
ଉତ୍ତର: B
107. ‘ଉତ୍ଥାନ’ର ବିପରୀତ—
A) ବିକାଶ
B) ପତନ
C) ଉନ୍ନତି
D) ଆରୋହଣ
ଉତ୍ତର: B
108. ‘ନିନ୍ଦା’ର ବିପରୀତ—
A) ଅପମାନ
B) ପ୍ରଶଂସା
C) ଦୋଷ
D) ଅଭିଯୋଗ
ଉତ୍ତର: B
109. ‘ସ୍ଥାୟୀ’ର ବିପରୀତ—
A) ଚିରସ୍ଥାୟୀ
B) ଅସ୍ଥାୟୀ
C) ଦୀର୍ଘ
D) ନିତ୍ୟ
ଉତ୍ତର: B
110. ‘ସ୍ୱାଧୀନ’ର ବିପରୀତ—
A) ମୁକ୍ତ
B) ପରାଧୀନ
C) ସ୍ୱତନ୍ତ୍ର
D) ସ୍ୱୟଂଶାସିତ
ଉତ୍ତର: B
111. ‘ଲାଭ’ର ବିପରୀତ—
A) ଉପକାର
B) କ୍ଷତି
C) ଆୟ
D) ଧନ
ଉତ୍ତର: B
112. ‘ସୁଖ’ର ବିପରୀତ—
A) ଆନନ୍ଦ
B) ଦୁଃଖ
C) ଶାନ୍ତି
D) ହର୍ଷ
ଉତ୍ତର: B
113. ‘ସତ୍ୟ’ର ବିପରୀତ—
A) ମିଥ୍ୟା
B) ନ୍ୟାୟ
C) ଧର୍ମ
D) ନୀତି
ଉତ୍ତର: A
114. ‘କଠିନ’ର ବିପରୀତ—
A) ଦୃଢ଼
B) ସହଜ
C) ଶକ୍ତ
D) ଭାରୀ
ଉତ୍ତର: B
115. ‘ନବୀନ’ର ବିପରୀତ—
A) ଆଧୁନିକ
B) ପୁରାତନ
C) ନୂଆ
D) ତାଜା
ଉତ୍ତର: B
116. ‘ଉଦାର’ର ବିପରୀତ—
A) ଦାନୀ
B) କୃପଣ
C) ସରଳ
D) ମହାନ
ଉତ୍ତର: B
117. ‘ଜୟ’ର ବିପରୀତ—
A) ବିଜୟ
B) ପରାଜୟ
C) ସଫଳତା
D) ଉନ୍ନତି
ଉତ୍ତର: B
118. ‘ନିର୍ଭୟ’ର ବିପରୀତ—
A) ସାହସୀ
B) ଭୀରୁ
C) ନିର୍ଭୀକ
D) ଦୃଢ଼
ଉତ୍ତର: B
119. ‘ଆଶା’ର ବିପରୀତ—
A) ଆକାଙ୍କ୍ଷା
B) ନିରାଶା
C) ଇଚ୍ଛା
D) ଆଶୀର୍ବାଦ
ଉତ୍ତର: B
120. ‘ମିତ୍ର’ର ବିପରୀତ—
A) ସହଚର
B) ଶତ୍ରୁ
C) ବନ୍ଧୁ
D) ସାଥୀ
ଉତ୍ତର: B
---
121–150 : ରୂଢ଼ି, ଲୋକୋକ୍ତି, ଛନ୍ଦ ଓ ଉଚ୍ଚସ୍ତରୀୟ ପ୍ରଶ୍ନ
121. ‘ଆଖିରେ ଧୂଳି ଦେବା’ର ଅର୍ଥ—
A) ଧୂଳି ପକାଇବା
B) ପ୍ରତାରଣା କରିବା
C) ରାଗିବା
D) କାନ୍ଦିବା
ଉତ୍ତର: B
122. ‘ନାକରେ ଦମ ଦେବା’ର ଅର୍ଥ—
A) ଶ୍ୱାସ ନେବା
B) ବହୁତ ହଇରାଣ କରିବା
C) ଚୁପ୍ ରହିବା
D) ଭୟ କରିବା
ଉତ୍ତର: B
123. ‘ହାତ ଟେକିଦେବା’ର ଅର୍ଥ—
A) ପ୍ରାର୍ଥନା କରିବା
B) ହାର ମାନିବା
C) କାମ କରିବା
D) ସାହାଯ୍ୟ କରିବା
ଉତ୍ତର: B
124. ‘ମୁଣ୍ଡରେ ହାତ ଦେବା’ର ଅର୍ଥ—
A) ଆଶୀର୍ବାଦ କରିବା
B) ଦୁଃଖ କରିବା
C) ଖୁସି ହେବା
D) ରାଗିବା
ଉତ୍ତର: B
125. ‘ପାଣିରେ ଗାର’ ରୂଢ଼ିର ଅର୍ଥ—
A) ସ୍ଥାୟୀ କାମ
B) ଅସ୍ଥାୟୀ କଥା
C) ଅତ୍ୟନ୍ତ ସହଜ କାମ
D) ଗୁପ୍ତ କଥା
ଉତ୍ତର: B
126. ‘କାନରେ ତେଲ ଦେଇ ଶୋଇବା’ର ଅର୍ଥ—
A) ଆରାମ କରିବା
B) ଉଦାସୀନ ରହିବା
C) ରୋଗୀ ହେବା
D) ଶୋଇବା
ଉତ୍ତର: B
127. ‘ଗୋଡ଼ ଟାଣିବା’ର ଅର୍ଥ—
A) ଦୌଡ଼ିବା
B) ଉନ୍ନତିରେ ବାଧା ଦେବା
C) ପଡ଼ିଯିବା
D) ସାହାଯ୍ୟ କରିବା
ଉତ୍ତର: B
128. ‘ମୁହଁରେ ଚୂନ ଲଗାଇବା’ର ଅର୍ଥ—
A) ସଜିବା
B) ଲଜ୍ଜିତ କରିବା
C) ହସିବା
D) ଅସୁସ୍ଥ ହେବା
ଉତ୍ତର: B
129. ‘ଚକ୍ଷୁର ତାରା’ର ଅର୍ଥ—
A) ଆକାଶର ତାରା
B) ଅତି ପ୍ରିୟ ବ୍ୟକ୍ତି
C) ଧନୀ ବ୍ୟକ୍ତି
D) ଜ୍ଞାନୀ ବ୍ୟକ୍ତି
ଉତ୍ତର: B
130. ‘ଅକଲ ଗୁଡୁମ’ର ଅର୍ଥ—
A) ବୁଦ୍ଧି ହଜିଯିବା
B) ଖୁସି ହେବା
C) ଧନୀ ହେବା
D) ରାଗିବା
ଉତ୍ତର: A
131. ‘ଅତି ଲୋଭରେ ତାତି ମରେ’—ଏହା—
A) ରୂଢ଼ି
B) ଲୋକୋକ୍ତି
C) ସମାସ
D) ସନ୍ଧି
ଉତ୍ତର: B
132. ‘ଯେମିତି କର୍ମ ସେମିତି ଫଳ’—ଏହାର ମୁଖ୍ୟ ଭାବ—
A) ପରିଶ୍ରମ
B) କର୍ମାନୁସାରେ ଫଳ
C) ଭାଗ୍ୟ
D) ଧନ
ଉତ୍ତର: B
133. ‘ନାଚି ନଜାଣି ଅଗଣା ବଙ୍କା’ର ଅର୍ଥ—
A) ନାଚିବା ଜାଣିବା
B) ନିଜ ଦୋଷ ପାଇଁ ଅନ୍ୟକୁ ଦୋଷ ଦେବା
C) ଅନ୍ୟକୁ ସାହାଯ୍ୟ କରିବା
D) ଭୁଲ୍ ସ୍ୱୀକାର କରିବା
ଉତ୍ତର: B
134. ‘ଅଳ୍ପ ବିଦ୍ୟା ଭୟଙ୍କରୀ’ର ଅର୍ଥ—
A) ଅଧିକ ଜ୍ଞାନ ଖରାପ
B) ଅସମ୍ପୂର୍ଣ୍ଣ ଜ୍ଞାନ ବିପଦଜନକ
C) ବିଦ୍ୟା ଅନାବଶ୍ୟକ
D) ଶିକ୍ଷା କଠିନ
ଉତ୍ତର: B
135. ‘ବାର ହାତରେ କେରା, ତେର ହାତରେ ବିଚାର’ର ଭାବ—
A) ଅତ୍ୟଧିକ ଜଟିଳତା
B) ସରଳତା
C) ନ୍ୟାୟ
D) ଦାନ
ଉତ୍ତର: A
136. ‘ରାମଚନ୍ଦ୍ର’ ଶବ୍ଦରେ କେଉଁ ସମାସ?
A) ଦ୍ୱନ୍ଦ୍ୱ
B) କର୍ମଧାରୟ
C) ଦ୍ୱିଗୁ
D) ଅବ୍ୟୟୀଭାବ
ଉତ୍ତର: B
137. ‘ନୀଳାକାଶ’ର ସମାସ ବିଗ୍ରହ—
A) ନୀଳ ଓ ଆକାଶ
B) ନୀଳ ଯେ ଆକାଶ
C) ନୀଳର ଆକାଶ
D) ନୀଳ ପାଇଁ ଆକାଶ
ଉତ୍ତର: B
138. ‘ରାଜର୍ଷି’ର ସନ୍ଧି ବିଚ୍ଛେଦ—
A) ରାଜ + ଋଷି
B) ରାଜା + ଋଷି
C) ରାଜ + ର୍ଷି
D) ରାଜି + ଋଷି
ଉତ୍ତର: A
139. ‘ମହର୍ଷି’ର ସନ୍ଧି ବିଚ୍ଛେଦ—
A) ମହା + ଋଷି
B) ମହ + ଋଷି
C) ମହା + ର୍ଷି
D) ମହୀ + ଋଷି
ଉତ୍ତର: A
140. ‘ଦେବାଳୟ’ର ସନ୍ଧି ବିଚ୍ଛେଦ—
A) ଦେବ + ଆଳୟ
B) ଦେବା + ଲୟ
C) ଦେବ + ଲୟ
D) ଦେବୀ + ଆଳୟ
ଉତ୍ତର: A
141. ‘ବିଦ୍ୟାଳୟ’ରେ କେଉଁ ସନ୍ଧି?
A) ଗୁଣ
B) ବୃଦ୍ଧି
C) ଦୀର୍ଘ
D) ବିସର୍ଗ
ଉତ୍ତର: C
142. ‘ହିମାଳୟ’ର ସନ୍ଧି ବିଚ୍ଛେଦ—
A) ହିମ + ଆଳୟ
B) ହିମା + ଲୟ
C) ହିମ + ଲୟ
D) ହିମୀ + ଆଳୟ
ଉତ୍ତର: A
143. ‘ସ୍ୱାଗତ’ ଶବ୍ଦରେ କେଉଁ ସନ୍ଧି?
A) ଗୁଣ
B) ବୃଦ୍ଧି
C) ଯଣ୍
D) ବିସର୍ଗ
ଉତ୍ତର: C
144. ‘ଅତିଥି’ ଶବ୍ଦର ଅର୍ଥ—
A) ନିର୍ଦ୍ଦିଷ୍ଟ ଦିନରେ ଆସୁଥିବା
B) ଯାହାର ଆସିବାର ନିର୍ଦ୍ଦିଷ୍ଟ ତିଥି ନାହିଁ
C) ନିତ୍ୟ ଆସୁଥିବା
D) ଘରର ଲୋକ
ଉତ୍ତର: B
145. ‘ଚତୁର୍ଭୁଜ’ କେଉଁ ସମାସ?
A) ଦ୍ୱିଗୁ
B) ବହୁବ୍ରୀହି
C) ଦ୍ୱନ୍ଦ୍ୱ
D) ଅବ୍ୟୟୀଭାବ
ଉତ୍ତର: B
146. ‘ପଞ୍ଚବଟୀ’ କେଉଁ ସମାସର ଉଦାହରଣ?
A) ଦ୍ୱିଗୁ
B) କର୍ମଧାରୟ
C) ତତ୍ପୁରୁଷ
D) ଦ୍ୱନ୍ଦ୍ୱ
ଉତ୍ତର: A | 2 551 |
| 15 | Apply Link & Official Website- Click Here / Click Here / Click Here | 1 811 |
| 16 | https://youtu.be/LGsbPI9y-lI?si=4wcYso7IaoBxhC51
https://youtu.be/LGsbPI9y-lI?si=4wcYso7IaoBxhC51 | 2 086 |
| 17 | ଆଜିର ପରିଶ୍ରମ, କାଲିର ସଫଳତା! 🔥
ସ୍ୱପ୍ନ ସମସ୍ତେ ଦେଖନ୍ତି,
କିନ୍ତୁ ସ୍ୱପ୍ନକୁ ସତ କରିବା ପାଇଁ ପ୍ରତିଦିନ ପରିଶ୍ରମ କରୁଥିବା ଲୋକ ହିଁ ସଫଳ ହୁଅନ୍ତି।
📚 ଆଜି ପଢ଼ିବାକୁ ମନ ହେଉନି?
ମନେ ରଖନ୍ତୁ—ଆପଣଙ୍କ ପ୍ରତିଦ୍ୱନ୍ଦୀ ଏବେ ପଢ଼ୁଥାଇପାରେ!
⏰ ସମୟ ନଷ୍ଟ କରନ୍ତୁ ନାହିଁ।
📖 ପ୍ରତିଦିନ ଅଳ୍ପ ଅଳ୍ପ କରି ପଢ଼ନ୍ତୁ।
✍️ MCQ practice କରନ୍ତୁ।
🔄 ଭୁଲ୍ ହୋଇଥିବା ପ୍ରଶ୍ନକୁ ପୁଣି ପଢ଼ନ୍ତୁ।
💪 ହାର ମାନନ୍ତୁ ନାହିଁ।
ଆପଣଙ୍କ ଲକ୍ଷ୍ୟ କେବଳ ଏକ ଚାକିରି ନୁହେଁ—
ଆପଣଙ୍କ ପରିବାରର ଗର୍ବ ହେବା! ❤️
ଆଜି କଷ୍ଟ କରନ୍ତୁ,
ଯେପରିକି କାଲି ନିଜକୁ କହିପାରିବେ—
🔥 “ମୁଁ ଚେଷ୍ଟା ଛାଡ଼ି ନଥିଲି, ସେଥିପାଇଁ ମୁଁ ସଫଳ ହେଲି।”
🎯 ଲକ୍ଷ୍ୟ ଧରନ୍ତୁ | ପରିଶ୍ରମ କରନ୍ତୁ | ସଫଳତା ନିଶ୍ଚିତ! | 1 959 |
| 18 | All District Link Full Details - Click Here/Click Here / Click Here / Click Here | 2 317 |
| 19 | https://youtu.be/F1j7APnk-dw?si=y054LAZp8XcZZdpL
https://youtu.be/F1j7APnk-dw?si=y054LAZp8XcZZdpL | 2 334 |
| 20 | *ଖବର ଆଜିର*
ତାରିଖ ୨୩-୦୯-୨୦୨୬ ବୁଧବାର
୧- ଟୋକିଓ: ଭାରତକୁ ପ୍ରଥମ ସ୍ଵର୍ଣ୍ଣ, ଫାଇନାଲ୍ରେ ଶ୍ରୀଲଙ୍କାକୁ ୧୪୭ ରନରେ ହରାଇଲା ହର୍ମନପ୍ରୀତ ବାହିନୀ।
୨- ପୁରୀ: ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଆଜି, ଅପରାହ୍ନ ୫ଟାରୁ ରାତି ୧୧ ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ।
୩- ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ୭ ଜିଲ୍ଲାରେ ସ୍କୁଲ ଛୁଟି। ଖୋର୍ଦ୍ଧା, ଗଜପତି, ଗଞ୍ଜାମ , ଜଗତସିଂହପୁର , ନବରଙ୍ଗପୁର, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା।
୪- କଟକ: ୨୪ରେ ହେବନି ଉଚ୍ଚ ପ୍ରାଥମିକ ମେଧାବୃତ୍ତି ପରୀକ୍ଷା, ଅକ୍ଟୋବର ୩ରେ ହେବ।
୫- କଟକ: ଶିକ୍ଷାନୁଷ୍ଠାନରେ ମାନସିକ ସ୍ଵାସ୍ଥ୍ୟ ସଚେତନତା, ସତ୍ୟପାଠ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ।
୬- ଆଜି ରାତିରେ ଉପକୂଳ ଛୁଇଁବ ଅବପାତ, ଦକ୍ଷିଣ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ଅତି ପ୍ରବଳ ବର୍ଷା ହେବ। ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାରଙ୍କ ବଡ଼ ପଦକ୍ଷେପ, ବାତିଲ ହେଲା ଅଧିକାରୀଙ୍କ ଛୁଟି।
୭- ପ୍ରଥମ ଦିନରେ ଚାଲିପାରିଲାନି ବିଧାନସଭା; MMDR ଓ ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ପ୍ରବଳ ହଙ୍ଗାମା,୯ ଦିନିଆ ଅଧିବେଶନରୁ ଉଡିଗଲା ପ୍ରଥମ ଦିନ।
୮- ଭୁବନେଶ୍ୱର: ଆବାସ ଯୋଜନାରେ ବଡ଼ ତଥ୍ୟ; ୨୮ ଲକ୍ଷ ୪୨ ହଜାର ଯୋଗ୍ୟ ହିତାଧିକାରୀ ପାଇବେ ପକ୍କା ଘର।
୯- ଗଞ୍ଜାମ ବରହମପୁର ଡିସିପି ଥିବା ସରବଣା ବିବେକ ଏମଙ୍କୁ ଭୁବନେଶ୍ୱର ଡିସିପି ଦାୟିତ୍ଵ, ବ୍ରହ୍ମପୁର ଏସପି ଭାବେ ଅଭିନବ ସୋନକରଙ୍କୁ ଦାୟିତ୍ୱ ଦିଆଯାଇଛି।
୧୦- ଭୁବନେଶ୍ୱର: ମାସେ ପରେ ଝାରପଡ଼ା ଜେଲରୁ ବାହାରିଲେ ଅଟୋ ଚାଳକ, ୩୩ ଦିନ ପରେ ୨୭ଜଣକୁ ମିଳିଲା ଜାମିନ।
୧୧- କଟକ: ବର୍ଷା ସାଜିଲା ବାଧକ, କଟକ ପାନ୍ଥରସ୍-ପୁରୀ ଟାଇଟନ୍ ମ୍ୟାଚ୍ ବାତିଲ।
୧୨- ଡିଜେ ଓ ସାଉଣ୍ଡ ସିଷ୍ଟମ୍ ବ୍ୟବହାରକୁ ନେଇ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି, ୬ ସପ୍ତାହରେ ଆସିବ ଗାଇଡଲାଇନ୍।
୧୩- ନୂଆପଡ଼ାରେ ଭିଜିଲାନ୍ସ ରେଡ୍, ଜବତ ହେଲା କଲରାପତରିଆ ଚମଡ଼ା; ଶିକାରୀ ଗିରଫ।
୧୪- ଇନଫୋସିଟି ଛକରେ ସିରିଜ ଦୁର୍ଘଟଣା, ଏକାସାଙ୍ଗେ ୫ ଗାଡ଼ିକୁ ଧକ୍କା ଦେଲା ୪ଚକିଆ ମିନି ଟ୍ରକ।
୧୫- ରେଙ୍ଗାଲି କ୍ୟାମ୍ପ: ପିକଅପ୍ ଧକ୍କାରେ ଗୁପଚୁପ୍ ବେପାରୀ ମୃତ, ୨ କିମି ଘୋଷାଡ଼ି ନେଲା ଗାଡ଼ି; କ୍ଷତିପୂରଣ ଦାବିରେ ରାସ୍ତାରୋକ।
୧୬- ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ସୂଚନା ଦେଲେ ସାଂସଦ ନବଚରଣ ମାଝୀ। ଅକ୍ଟୋବର ୨୭ରେ ରାଇରଙ୍ଗପୁର ଗସ୍ତରେ ଆସି ମେଗା ଚକ୍ଷୁ ଚିକିତ୍ସା ଶିବିରରେ ଯୋଗଦେବେ
୧୭- ନବରଙ୍ଗପୁର ଇନ୍ଦ୍ରାବତୀ ନିକଟରେ ପରମାଣୁ ରିଆକ୍ଟର କେନ୍ଦ୍ର ପ୍ରସ୍ତାବ, ଆଶଙ୍କାରେ ଅଧିବାସୀ।
୧୮- ଫୁଲବାଣୀ କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ ଭୟ, ଦୁଇ ଦିନ ଯାତାୟତ ବନ୍ଦ ନିର୍ଦ୍ଦେଶ।
୧୯- ଜଗତସିଂହପୁର କୋର୍ଟ ଛକରେ ୪ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ, ଜଣେ ଗିରଫ।
୨୦- ଭୁବନେଶ୍ୱର ପଟିଆ ଷ୍ଟେସନ ନିକଟରୁ ଦନ୍ତ ଚିକିତ୍ସକଙ୍କ ମୃତଦେହ ଉଦ୍ଧାର।
୨୧- ନୂଆଦିଲ୍ଲୀ: ସ୍ମାର୍ଟ୍ ଫୋନ୍ ସ୍କ୍ରିନ ଗାର୍ଡ ପାଇଁ BIS ପଞ୍ଜିକରଣ ଜରୁରୀ।
୨୨- ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଅନନ୍ତ ନାଗଙ୍କୁ ମିଳିଲା ଦାଦାସାହେବ ଫାଲକେ ଆୱାର୍ଡ, କାର୍ତ୍ତିକ, ମାମୁଟି, ୟାମୀ ଶ୍ରେଷ୍ଠ ଅଭିନେତା-ଅଭିନେତ୍ରୀ। ‘ଲହରୀ’କୁ ମିଳିଲା ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର।
୨୩- ପଶ୍ଚିମବଙ୍ଗରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ୯୩୩ ସରକାରୀ ସ୍କୁଲ ବନ୍ଦ ହେଲା। ବିନା ଛାତ୍ର ରେ ସ୍କୁଲ ଚାଲିଥିଲା।
୨୪- ୨୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ୩ ଦିନିଆ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡାକରାରୁ ବ୍ୟାଙ୍କ ୟୁନିୟନ୍ ଓହରିବ ନାହିଁ।
୨୫- ରାଜ୍ୟସଭା ନିର୍ବାଚନ: ଅକ୍ଟୋବର ୧୬ରେ ୟୁପି, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗର ୧୨ ଆସନରେ ହେବ ଭୋଟ।
୨୬- ଆମେରିକାରେ ୯୦ ଫୁଟ ଉଚ୍ଚ ହନୁମାନଙ୍କ ମୂର୍ତ୍ତିକୁ ନେଇ ବିବାଦ। ଆମେ ଜିତିଲେ ଭାଙ୍ଗିବୁ ବୋଲି କହିଲେ ୟୁଟ୍ୟୁବର।
୨୭- ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ଆସନ ପାଇଁ ଭାରତକୁ ୪ ୟୁରୋପୀୟ ଦେଶର ସମର୍ଥନ।
୨୮- ରୁଷ୍ରୁ ତେଲ କିଣିବାକୁ ଭାରତକୁ ମନା କରୁଥିବା ଆମେରିକା ବେଲାରୁଷ୍ରୁ ସାର କିଣିବ।
୨୯- ଇରାନକୁ ଟ୍ରମ୍ପଙ୍କ ଚରମବାଣୀ: ଚୁକ୍ତି, ନ ହେଲେ ସମୂଳେ ବିନାଶ!
୩୦- ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ସାକ୍ଷୀ ଚୌଧୁରୀ ପ୍ୟାରିସ୍ ଅଲିମ୍ପିକ୍ସ କାଂସ୍ୟ ବିଜୟିନୀ ଆଇରା ଭିଲେଗାସ୍ଙ୍କୁ ହରାଇଲେ।
୩୧- ନାଗୋୟା: ପୁରୁଷ ହକିରେ ଭାରତର ଦ୍ଵିତୀୟ ବିଜୟ, ଶ୍ରୀଲଙ୍କା ୧୬-୧ଗୋଲରେ ପରାସ୍ତ।
୩୨- ଆୟୋଜକ ଜାପାନ ସହ ଖେଳିଥିବା ଏକମାତ୍ର ଟି20 କ୍ରିକେଟ ମ୍ୟାଚ୍କୁ ମାତ୍ର ୨ ରନ୍ରେ ଜିତିଲା ଭାରତ। ଟି୨୦ କ୍ରିକେଟରେ ଟିମ୍ ଇଣ୍ଡିଆର ବିଶ୍ୱ ରେକର୍ଡ: ୨୦୦ଟି ମ୍ୟାଚ୍ ଜିତିବାରେ ଦୁନିଆର ପ୍ରଥମ ଦେଶ।
*ଶୁଭ ସକାଳ*
ଆଜି ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ, ବାମନ ଜନ୍ମ, ସନ ୧୪୩୪ ସାଲ ୭୧ଙ୍କ ପ୍ରବେଶ, ଗରୁଡ଼ ପାର୍ଶ୍ୱ ପରିବର୍ତ୍ତନ, ଇନ୍ଦ୍ରଧ୍ଵଜ ପୂଜା, ଅନ୍ତର୍ଜାତୀୟ ସାଙ୍କେତିକ ଭାଷା ଦିବସ, ଆୟୁର୍ବେଦ ଦିବସ | 2 325 |
