ch
Feedback
SS Odia Tutorial

SS Odia Tutorial

前往频道在 Telegram

SS Odia Tutorial is a YouTube channel providing online classes. Channel link- https://youtube.com/c/SSOdiaTutorial

显示更多
1 984
订阅者
+124 小时
-57
-230
帖子存档
https://forms.gle/wHXdLBMYJ4L2cAZ16 ଏହି ଲିଙ୍କରେ click କରନ୍ତୁ ପ୍ରଶ୍ନ ଆସିବ |

ପିଲାମାନେ ଯେଉଁମାନଙ୍କର net /jrf ହୋଇଛି ସେମାନେ କିପରି ନିଜକୁ ପ୍ରସ୍ତୁତ କରୁଥିଲେ ସେ ବିଷୟରେ ଆଗକୁ exam ଦେବାକୁ ଯାଉଥିବା ପିଲା ଜାଣିବା ପାଇଁ ଉଚ୍ଛୁକ | ଆଗକୁ ସେମାନେ କିପରି ନିଜକୁ ପ୍ରସ୍ତୁତ କରିବେ ସେ ବିଷୟରେ ଆପଣମାନଙ୍କ ଠାରୁ ଜାଣିବାକୁ ସେମାନଙ୍କର ଆଗ୍ରହ ରହିଛି | ଯଦି ଆପଣ ଆପଣଙ୍କ ଅନୁଭୂତି ସେମାନଙ୍କୁ ଜଣାଇବା ପାଇଁ ଚାଁହୁଛନ୍ତି ତାହାହେଲେ ମୋର id ରେ କୁହନ୍ତୁ | Google meet ମାଧ୍ୟମରେ ଅଳ୍ପ ସମୟ ଆଲୋଚନା କରିବା |

ପୁରସ୍କାର ଓ ସମ୍ମାନ.pdf